ଭୋଟ ଅଧିକାର ପୂର୍ବରୁ ବଞ୍ଚତ୍ବା ଅଧିକାର ଦିଅ
ଇମ୍ପାଲ,୯ା୪(ପି.ଟି.): ଯେଉଁ ସ୍ଥାନ ମୋର ହୋଇ ରହିନାହିଁ, ସେଠାରୁ କାହିଁକି ଜଣେ ପ୍ରତିନିଧିଙ୍କୁ ନିର୍ବାଚିତ କରିବି ବୋଲି ମଣିପୁର ହିଂସାରେ ଘରଦ୍ୱାର ହରାଇଥିବା ନୋବି ନାମକ ଜଣେ ବିସ୍ଥାପିତ ପ୍ରଶ୍ନ କରିଛନ୍ତି। ମଣିପୁର ହିଂସା ବେଳେ ତାଙ୍କ ଘରକୁ ଜାଳିଦିଆଯାଇଥିଲା। ହିଂସାକାଣ୍ଡକୁ ୧୧…
ପାକିସ୍ତାନୀ ଠକଙ୍କ ଟାର୍ଗେଟ୍ରେ ଓଡ଼ିଶା ଛାତ୍ରୀ
ଭୁବନେଶ୍ୱର,୯ା୪(ସତ୍ୟଜିତ୍ ରାଉତ):ଡିଜିଟାଲ ଯୁଗରେ ସାଇବର ଅପରାଧ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ଅପରାଧ ବିରୋଧରେ ଲଢ଼େଇ ପାଇଁ ମିଳିତ ପ୍ରୟାସ କରାଯାଉଥିବା ବେଳେ ସାଇବର ଠକ ନୂଆ ନୂଆ କୌଶଳ ଆପଣାଉଛନ୍ତି। ଏଭଳିସ୍ଥିତିରେ ଓଡ଼ିଶାକୁ ଟାର୍ଗେଟ୍ କରୁଛନ୍ତି ପାକିସ୍ତାନୀ ଠକ। ପାକିସ୍ତାନ…
ଭାଜପା ଛାଡ଼ିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂ
ନୂଆଦିଲ୍ଲୀ,୯ା୪: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂ ସୋମବାର ଭାଜପା ଛାଡ଼ିଛନ୍ତି। ସେ ଖୁବ୍ଶୀଘ୍ର କଂଗ୍ରେସରେ ପୁନର୍ବାର ଯୋଗଦେବେ ବୋଲି ଜଣାପଡ଼ିଛି। ମାସେ ପୂର୍ବରୁ ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂ ଲୋକ ସଭା ଏବଂ ଭାଜପାରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ।…
ସରକାରଙ୍କ ଠିକ୍ ସମୟରେ ହସ୍ତକ୍ଷେପ ଯୋଗୁ ମଣିପୁରର ସ୍ଥିତି ସୁଧୁରିଲା: ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର,୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠିକ୍ ସମୟରେ ହସ୍ତକ୍ଷେପ ଯୋଗୁଁ ମଣିପୁରର ସ୍ଥିତି ସୁଧୁରିଛି। “ମୁଁ ସଂସଦରେ ଏହା ବିଷୟରେ କହିସାରିଛି। ବିବାଦର ସମାଧାନ ପାଇଁ ଆମେ ଆମର ସର୍ବୋତ୍ତମ ଉତ୍ସ ଏବଂ…
ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ନିର୍ବାଚନ ଆୟୋଗ ରଖିବେ ନଜର, ଭୁବନେଶ୍ୱରରେ ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୮ା୪: ରାଜ୍ୟରେ ସାଧାରଣ ନିର୍ବାଚନ ସହ ବିଧାନସଭା ଲାଗି ନିର୍ବାଚନ ହେଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ବ୍ୟୟ ପରିଚାଳନା ପ୍ରସ୍ତୁତି ସମୀକ୍ଷା ହୋଇଛି । ନିର୍ବାଚନରେ ବିଭିନ୍ନ ଦଳୀୟ ପ୍ରାର୍ଥୀମାନଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ କିଭଳି ନଜର ରଖାଯିବ ଓ ସେ…
ପାକ୍ ସହ ମିଳିତ ବିବୃତ୍ତିରେ କଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ସମର୍ଥନ କଲା ସାଉଦି ଆରବ
ନୂଆଦିଲ୍ଲୀ,୮ା୪: ଜମ୍ମୁ-କଶ୍ମୀର ମାମଲାରେ ଭାରତ ସମର୍ଥନରେ ମତ ଦେଇଛି ସାଉଦୀ ଆରବ। ଭାରତ ଏବଂ ପାକିସ୍ତାନ ଆଲୋଚନା ମାଧ୍ୟମରେ ଦୁଇ ପକ୍ଷ ମଧ୍ୟରେ ଥିବା ବିବାଦର ସମାଧାନ କରିବାକୁ ମତ ଦେଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସାଉଦି ଶାସକ…
ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ: ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ କନଷ୍ଟେବଳଙ୍କ ଜୀବନ
କଟକ,୮ା୪ (କାର୍ତ୍ତିକ ସାହୁ) ତାମିଲନାଡୁ ରାଜ୍ୟର ତ୍ରିଚୀଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଓଡ଼ିଶା ପୋଲିସ୍ କନଷ୍ଟେବଳ ପ୍ରମୋଦ କୁମାର ମାଝି(ସି/୨୨୨)ଙ୍କ ଅକାଳ ମୃତ୍ୟୁ ଘଟିଛି। ତ୍ରିଚୀଠାରେ କର୍ତ୍ତବ୍ୟରତ ଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଓଡ଼ିଶା…
ଭାରତକୁ ବିଶ୍ୱ ଅର୍ଥନୀତିର ଶୀର୍ଷରେ ପହଞ୍ଚାଇବାକୁ ଛାତ୍ରଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ରାଜ୍ୟପାଳ
ସମ୍ବଲପୁର,୮ା୪(ପ୍ରମୋଦ ବହିଦାର): ଇତିହାସ ଓ ପ୍ରାଚୀନ ଜ୍ଞାନକୁ ନେଇ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରସ୍ତୁତ ହୋଇଛି। ଏହି ମର୍ମରେ ଯୁବ ପ୍ରତିଭା ଓ ସଂସାଧନକୁ ଅଧିକରୁ ଅଧିକ ବ୍ୟବହାର କରି ଭାରତକୁ ବିଶ୍ୱ ଅର୍ଥନୀତିର ଶୀର୍ଷସ୍ତରରେ ପହଞ୍ଚାଇବା ପାଇଁ ଛାତ୍ରଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା…
ପ୍ରଥମ ଭାରତୀୟ ଭାବେ କ୍ଲେକୋର୍ଟରେ ମାଷ୍ଟର୍ସ ୧୦୦୦ ମ୍ୟାଚ୍ ଜିତିଲେ ସୁମିତ ନାଗାଲ
ମଣ୍ଟେ କାର୍ଲୋସ, ୮ା୪: ଭାରତର ଟପ୍ ପୁରୁଷ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ଏଟିପି ମାଷ୍ଟର୍ସ ଇଭେଣ୍ଟରେ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ସୋମବାର ପ୍ରଥମ ରାଉଣ୍ଡରେ ସେ ୩ ସେଟ୍ ବିଶିଷ୍ଟ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବିଶ୍ୱର…
ପଦଯାତ୍ରା କରି ପ୍ରଚାର ଆରମ୍ଭ କଲେ ଲଳିତା
କେସିଙ୍ଗା,୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନରୁ ବିଜେଡି ଲଳିତା ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ସାଗର ଚରଣ ଦାଶଙ୍କୁ ଟିକେଟ ଦେଇଛି। ଭାଜପା ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି। ଭବାନୀପାଟଣା ବିଧାନସଭ ସଭା ଆସନରେ…
ଶିକାରୀଙ୍କ ବିଦ୍ୟୁତ୍ ତାର ଲାଗି ଚାଲିଗଲା ଜୀବନ
ଖଲ୍ଲିକୋଟ,୮ା୪(ପ୍ରଶାନ୍ତ କୁମାର ମିଶ୍ର)- ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ପଥୁରିନାଳ ନିକଟସ୍ଥ ବିଲରେ ବାର୍ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୈରାଶି ଗ୍ରାମର ସୀମାଞ୍ଚଳ ସ୍ବାଇଁ। ସୀମାଞ୍ଚଳ…
ଭିତରି ମେଣ୍ଟ ନାହିଁ: ପ୍ରଦୀପ ପୁରୋହିତ
ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ): ମେଣ୍ଟକୁ ନେଇ ଯେଉଁ ପ୍ରକ୍ରିୟା ଚାଲିଥିଲା, ଭାଜପାର ହଜାର ହଜାର କାର୍ଯ୍ୟକର୍ତ୍ତା ଅସନ୍ତୁଷ୍ଟ ଥିଲେ। ଏଥର ଭାଜପା ଡବଲ ଇଞ୍ଜିନ ସରକାର ଗଢ଼ିବ, କାହିଁକି ମେଣ୍ଟ କରିବାକୁ ଯାଉଛନ୍ତି ବୋଲି ସାଧାରଣ ଜନତା ମଧ୍ୟ ପ୍ରଶ୍ନ କରିଥିଲେ। କୌଣସି…
Archives


