Home Left

ଭିନେଶଙ୍କ ପାଇଁ ଭାବୁକ ପୋଷ୍ଟ କଲେ ରାହୁଲ ଗାନ୍ଧୀ, କହିଲେ ପୁଣି ଫେରିବ…

ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସର ଫାଇନାଲ ମ୍ୟାଚରୁ ବିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତାଙ୍କ ଓଜନ ୫୦ କିଲୋଗ୍ରାମରୁ ଅଧିକ ଥିବାରୁ ସେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଛନ୍ତି। ଏହାକୁ ନେଇ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ…

କାହିଁକି ପାଳନ କରାଯାଏ ଜାତୀୟ ହସ୍ତତନ୍ତ ଦିବସ, ଜାଣନ୍ତୁ ଏହି ଦିନର ମହତ୍ତ୍ୱ…

ଭାରତର ହସ୍ତତନ୍ତ ବୁଣାକାରମାନେ ଦେଶର ଅର୍ଥନୀତି ଏବଂ ଭାରତୀୟ ସଂସ୍କୃତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତରେ ପ୍ରତିବର୍ଷ ଅଗଷ୍ଟ ୭ରେ ନ୍ୟାଶନାଲ ହ୍ୟାଣ୍ଡଲୁମ୍‌ ବା ହସ୍ତତନ୍ତ ଦିବସ ପାଳନ କରାଯାଏ। ଏହି ଅବସରରେ ଆମର…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ହଟିଲା ୫ଟି ଚାର୍ଟର

ଭୁବନେଶ୍ୱର,୭।୮: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟର ସମସ୍ତ ବର୍ଗର କ, ଖ ଏବଂ ଗ କର୍ମଚାରୀଙ୍କ ପାଇଁ ଅଦ୍ୟ ବିଦ୍ୟମାନ ଥିବା PAR/CCR ଫରମାଟରୁ ୫ଟି ଚାର୍ଟର ପ୍ରତ୍ୟାହାର କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ…

ଅଲିମ୍ପିକ୍ସରୁ ଭିନେଶ ଅଯୋଗ୍ୟ ଘୋଷଣା ହେବା ପରେ ଟାର୍ଗେଟ କଲେ ବ୍ରିଜ ଭୂଷଣଙ୍କ ପୁଅ, କହିଲେ ଦେଶ ପାଇଁ ବଡ଼ କ୍ଷତି

ନୂଆଦିଲ୍ଲୀ,୭।୮: ଭାରତୀୟ ଜନତା ପାର୍ଟି ନେତା ବ୍ରିଜ ଭୂଷଣ ଶରଣ ସିଂଙ୍କ ପୁଅ ତଥା କେସିଆରଗଞ୍ଜର ଏମପି କରଣ ଭୂଷଣ ସିଂ ରେସଲର ଭିନେଶ ଫୋଗଟଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ନେଇ ବଡ଼ ବୟାନ ଦେଇିଛନ୍ତି। ସେ କହିଛନ୍ତି, ଦେଶ…

୩ରେ ରାଜ୍ୟ ସଭା ଉପ ନିର୍ବାଚନ

ନୂଆଦିଲ୍ଲୀ,୭।୮: ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୩ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୧୨ଟି ଆସନ ମଧ୍ୟରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ରହିଛି। ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ମମତା…

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଏଣିକି…

ନୂଆଦିଲ୍ଲୀ, ୦୭।୦୮: ସେଭିଂସ୍‌ ଆକାଉଣ୍ଟ୍‌ଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଣିକି ଜନଧନ ଏବଂ ସାଧାରଣ ସେଭିଂସ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ । କେବଳ ସେହି ଗ୍ରାହକଙ୍କ ଉପରେ ବ୍ୟାଙ୍କ ଦ୍ୱାରା…

୨ ରେସଲର, ୨ ବଡ଼ ବିବାଦ: ଭିନେଶ ଫୋଗଟଙ୍କ ଭଳି ଏହି ରେସଲରଙ୍କ ସହ ମଧ୍ୟ ହୋଇଥିଲା ଏମିତି

ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସ ଫାଇନାଲ ପୂର୍ବରୁ ଭିନେଶ ଫେଗଟ ଡିସକ୍ୱାଲିଫାଏଡ ହୋଇଛନ୍ତି। ତାଙ୍କର ଓଜନ ଅଧିକ ଥିବା ହେତୁ ତାଙ୍କୁ କୌଣସି ପଦକ ଜିତିପାରିବେ ନାହିଁ। କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ ଯେ ୨୦୨୪ ଅଲିମ୍ପିକ ଗେମ୍ସରେ ଜଣେ ଭାରତୀୟ…

ଭାରତୀୟ ଅଲିମ୍ପିକ ସଂଘର ସଭାପତିଙ୍କ ସହ କଥାହେଲେ ମୋଦି, ହୋଇପାରେ…

ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ସ୍ବର୍ଣ୍ଣ ପଦକ ଜିତିବାର ଭାରତର ତାରକା ରେସଲର ଭିନେଶ ଫୋଗଟଙ୍କ ସ୍ବପ୍ନ ଭାଙ୍ଗି ଯାଇଛି। ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ କରାଯାଇଛି। ଯାହାପରେ ଭାଙ୍ଗି ପଡିଛନ୍ତି ଭିନେଶ। ଅତ୍ୟଧିକ ଚାପ ଓ ଅସୁସ୍ଥତାରେ ରହିବାରୁ…

‘କହିବାକୁ କିଛି ବାକି ନାହିଁ, ସବୁ ସରିଗଲା’ ଭିନେଶ ଫୋଗଟ ଡିସକ୍ୱାଲିଫାଏଡ ହେବା ପରେ ଭାଙ୍ଗିପଡ଼ିଲେ ବାପା, କହିଲେ ଏମିତି…

ନୂଆଦିଲ୍ଲୀ,୭।୮: ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ସମସ୍ତେ ଭିନେଶଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା କରିଥିଲେ। ଏହି ଖବର ତାଙ୍କ ପିତା ମହାବୀର ସିଂ ଫୋଗଟଙ୍କୁ ମଧ୍ୟ ଭାଙ୍ଗି ଦେଇଛି। ଭିନେଶ ଫୋଗାଟଙ୍କ…

ଭିନେଶଙ୍କୁ ନେଇ ସଂସଦରେ ହଙ୍ଗାମା, ଅଲିମ୍ପିକ୍ସରୁ ଅଯୋଗ୍ୟ ହେବା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ସ୍ବର୍ଣ୍ଣ ପଦକ ଜିତିବାର ଭାରତର ତାରକା ରେସଲର ଭିନେଶ ଫୋଗଟଙ୍କ ସ୍ବପ୍ନ ଭାଙ୍ଗି ଯାଇଛି। ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ କରାଯାଇଛି। ଏହି ସମୟରେ, ଭିନେଶଙ୍କ ପ୍ରସଙ୍ଗକୁ ନେଇ ସସଂଦରେ ହଙ୍ଗାମା ହୋଇଛି। ବିରୋଧୀ…

ଜମ୍ମୁ-କଶ୍ମୀର ପୋଲିସ ଡିଜି ହେଲେ ଜଣେ ଓଡ଼ିଆ, ଜାଣନ୍ତୁ ସେ କିଏ…

ଭୁବନେଶ୍ୱର,୭।୮: ଜମ୍ମୁ-କଶ୍ମୀର ପୋଲିସ ଡିଜି ହେଲେ ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ବାଇଁ। ଏନେଇ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରଶ୍ମୀ ରଞ୍ଜନ ସ୍ବାଇଁ ହେଉଛନ୍ତି AGMUT କ୍ୟାଡରର ୧୯୯୧ ବ୍ୟାଚର ଓ ଆଇପିଏସ। ସେପ୍ଟେମ୍ବର ୩୦ ତାରିଖ…

ଗାଜିଆବାଦର ଶପିଂ କଲେ ଶେଖ ହାସିନା, କିଣିଲେ ୩୦ ହଜାର ଟଙ୍କାର ଜିନିଷ, ଟଙ୍କା ନ ଅଣ୍ଟିବାରୁ କଲେ…

ନୂଆଦିଲ୍ଲୀ,୭।୮: ବାଂଲାଦେଶରେ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଆସିଥିବା ଶେଖ ହାସିନା ଏବେ ମଧ୍ୟ ଗାଜିଆବାଦର ହିଣ୍ଡନ ଏୟାରବେସରେ ଅଛନ୍ତି। ଏଠାରେ ତାଙ୍କୁ ସୁରକ୍ଷିତ ଘରେ ରଖାଯାଇଛି। ଯଦିଓ ଶେଖ ହାସିନା ବାଂଲାଦେଶ ଛାଡିବା ପୂର୍ବରୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?