ଚେତା ହରାଉଥିବା ସତ୍ତ୍ୱେ ଅଶ୍ୱିନଙ୍କୁ ମା’ ପଚାରିଥିଲେ ଗୋଟିଏ ପ୍ରଶ୍ନ, ମନେ ପକାଇଲେ…
ଧର୍ମଶାଳା,୬।୩: ଭାରତ-ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଗୁରୁବାରଠାରୁ ଟେଷ୍ଟ ସିରିଜର ୫ମ ତଥା ଅନ୍ତିମ ମୁକାବିଲା ଆରମ୍ଭ ହେବ। ଏହି ମ୍ୟାଚ୍ ଅଶ୍ୱିନଙ୍କ ପାଇଁ ସ୍ବତନ୍ତ୍ର ହେବ। କାରଣ ସେ ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ। ତେବେ ଏହି ମ୍ୟାଚ୍ ଖେଳିବା…
୧୪ ପ୍ରକଳ୍ପ ପାଇଁ ସୋରଡ଼ା ବ୍ଲକକୁ ପ୍ରଥମଥର ଆସିଲା ୪୧ ଲକ୍ଷ ୬୦ ହଜାର ଟଙ୍କା
ସୋରଡ଼ା,୬ା୩(ଲମ୍ବୋଦର ପାଣିଗ୍ରାହୀ): ଆଦିବାସୀ ବହୁଳ ସୋରଡ଼ା ବ୍ଲକ୍କୁ ୨୦୨୩ /୨୪ ଆର୍ଥିକ ବର୍ଷରେ ୧୪ଟି ପ୍ରକଳ୍ପ ପାଇଁ ୪୧ ଲକ୍ଷ ୬୦ ହଜାର ଓ ପାତ୍ରପୁର ବ୍ଲକକୁ ୧୪ଟି ପ୍ରକଳ୍ପ ପାଇଁ ୪୮ ଲକ୍ଷ ଟଙ୍କା ପରିଷଦ ଗଠନ ହେବା ପରେ…
ପ୍ରଥମଥର କ୍ଲାସକୁ ପଢାଇବାକୁ ଆସିଲେ ଏଆଇ ଶିକ୍ଷୟିତ୍ରୀ
ଥିରୁଭାନନ୍ତପୁରମ,୬।୩: କେରଳର ଥିରୁଭାନନ୍ତପୁରମର ଏକ କ୍ଲାସ୍ରେ ପ୍ରଥମଥର ଏଆଇ ଶିକ୍ଷୟିତ୍ରୀ ଆଇରିସ ପଢାଇବାକୁ ଆସିଥିଲେ। ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି। ମେକର୍ ଲ୍ୟାବ୍ସ ଏଡୁଟେକ କମ୍ପାନୀ ସହଯୋଗରେ ବିକଶିତ ହୋଇଥିବା ଆଇରିସ ହେଉଛି ରାଜ୍ୟ…
ମୋରଡ଼ା ପଞ୍ଚାୟତ ସମିତି ଅଧିବେଶନରେ ତୁମ୍ବିତୋଫାନ
ମୋରଡ଼ା,୬ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟର କନ୍ଫରେନ୍ସ ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ବ୍ଲକ ଅଧ୍ୟକ୍ଷ ପୀତନାଥ ସୋରେନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମୋରଡା…
ଭାରତୀୟ ଚିକିତ୍ସା କ୍ଷେତ୍ରରେ ବିରଳ ସଫଳତା: ୪୫ ବର୍ଷିୟ ଚିତ୍ରକାରଙ୍କ ହାତରେ ଲାଗିଲା ମହିଳାଙ୍କ ହାତ
ନୂଆଦିଲ୍ଲୀ,୬ା୩: ସାର୍ ଗଙ୍ଗା ରାମ ହସ୍ପିଟାଲରେ ଏକ ସଫଳ ଅସ୍ତ୍ରାପଚାର ହୋଇଛି। ଭାରତରେ ପ୍ରଥମ ଥର ପାଇଁ ଜଣେ ପୁରୁଷଙ୍କ ହାତରେ ମହିଳାଙ୍କ ହାତ ପ୍ରତିରୋପଣ ହୋଇଛି। ଫଳରେ ଏକ ଦୁଃଖଦ ଦୁର୍ଘଟଣାରେ ଦୁଇ ହାତ ହରାଇଥିବା ଜଣେ ଚିତ୍ରକାର ପୁଣିଥରେ…
କଂଗ୍ରେସକୁ ଫେରିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା
ଭୁବନେଶ୍ୱର,୬ା୩: କଂଗ୍ରେସକୁ ଫେରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଲୋକସଭା ଓ ବିଧାନସଭା ନିର୍ବାଚନ ଘୋଷଣାକୁ ମାତ୍ର ଆଉ କେଇଟା ଦିନ ବାକି ଥିଲା ବେଳେ ବୁଧବାର କଂଗ୍ରେସକୁ ସେ ପ୍ରତ୍ୟାବର୍ତନ କରିଛନ୍ତି। ଜେନା ଚାରିଥର ସାଂସଦ ତଥା ତିନିଥର…
Video: ଚାଇନାରେ କିଭଳି ହୋଇଥାଏ ରିକ୍ସା, ଦେଖିଲେ ଚକିତ ହେବେ…
ବିଶ୍ୱର ପ୍ରତିଟି ଦେଶର ନିଜ ସଂସ୍କୃତି ଏବଂ ଭାଷା ରହିଛି। ସେଠାକାର ବାସିନ୍ଦାଙ୍କ ଜୀବନ ଜିଇଁବାର ପଦ୍ଧତି ବି ନିଆରା। ଗାଡ଼ି ମୋଟରଠାରୁ ଆରମ୍ଭ କରି ଖାଦ୍ୟପେୟ, ପୋଷାକ ପରିଧାନ ଆଦିରେ ସେସବୁର ଝଲକ ଦେଖିବାକୁ ମିଳେ। ଏଭଳି ଏକ ଘଟଣାକ୍ରମରେ…
ଅଶ୍ୱିନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍
ନୂଆଦିଲ୍ଳୀ,୬।୩: ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ୧୦୦ତମ ଟେଷ୍ଟର ଦ୍ୱାର ଦେଶରେ ଅଛନ୍ତି। ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟରେ ପ୍ରବେଶ କରିବା ମାତ୍ରେ ଅଶ୍ୱିନ ଏହି ମାଇଲଖୁଣ୍ଟ ହାସଲ କରିବେ। ଅଶ୍ୱିନ ଏହି ସଫଳତା ହାସଲ କରି ସମଗ୍ର…
ଲମ୍ବା ବ୍ୟାଙ୍କ ଛୁଟି: ମହାଶିବରାତ୍ରି ପାଇଁ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ,୬ା୩: ମାର୍ଚ୍ଚ ୮ ଶୁକ୍ରବାର ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଥିବା ବେଳେ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ରାଜ୍ୟ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଛୁଟି ତାଲିକା ଉପରେ ନିର୍ଭର…
ପ୍ରଧାନମନ୍ତ୍ରୀଙ୍କ ରୋଷେଇ କଳାକୁ ପସନ୍ଦ କଲେ ସ୍ତ୍ରୀ
ଲଣ୍ଡନ,୬।୩: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ରୋଷେଇ କଳାକୁ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତୀ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟରେ ବ୍ୟସ୍ତ ରହିଲେ ଋଷି ରୋଷେଇ ଘରେ ବିତାଇବାକୁ ଅଧିକ ସମୟ ପାଆନ୍ତି ନାହିଁ। କିନ୍ତୁ ସେ ଭଲ…
ପୂର୍ବତନ ବାହୁବଳୀ ଏମ୍ପିଙ୍କୁ ୭ ବର୍ଷ ଜେଲ୍: ଲଢିପାରିବେନି ନିର୍ବାଚନ
ନୂଆଦିଲ୍ଲୀ,୬।୩: ଚାରି ବର୍ଷ ପୂର୍ବେ ନମାମି ଗଙ୍ଗେ ପ୍ରୋଜେକ୍ଟ ମ୍ୟାନେଜର ଅଭିନାଭ ସିଙ୍ଗଲଙ୍କୁ ଅପହରଣ କରିନେଇଥିବା ଅଭିଯୋଗରେ ପୂର୍ବତନ ବାହୁବଳୀ ଏମ୍ପି ଧନଞ୍ଜୟ ସିଂଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ୫୦ ହଜାର ଟଙ୍କା ଜୋରିମନା କରାଯାଇଛି। ଫଳରେ…
ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୬ା୩: ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଦିନର ସର୍ବୋଚ୍ଚ ତାପମାତ୍ରା ପାରଳାଖେମୁଣ୍ଡିଠାରେ ୩୮ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ରହିଛି ୧୬ ଦଶମିକ ୭ ଡିଗ୍ରୀ ସେଲସିୟସ। ରାଜ୍ୟରେ ଏବେ ପଶ୍ଚିମାଝଡ଼…
Archives


