Home Left

କୋଲକାତା ଅଭିଯୁକ୍ତ ସଞ୍ଜୟଙ୍କ ମା’ ଖୋଲି କହିଦେଲେ ସବୁକଥା: ସେ ଏମିତି କାମ…

କୋଲକାତା,୨୩।୮: କୋଲକାତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଘଟଣା ଦେଶକୁ ଦୋହଲାଇ ଦେଇଛି। ଘଟଣାର ତଦନ୍ତ ଯେତିକି ବଢୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପରିବାର ମଧ୍ୟ…

୫ ବର୍ଷରେ ୧୫,୦୦୦କୋଟିର ଋଣ ବଣ୍ଟନ

ନୂଆଦିଲ୍ଲୀ,୨୩।୮:ଘରୋଇ ବଜାରରେ ବର୍ତ୍ତମାନ ଋଣ ବଣ୍ଟନ ଓ ପ୍ରଦାନକୁ ନେଇ ଡିଜିଟାଲ ପ୍ଲାଟ୍‌ଫର୍ମଗୁଡିକ ପ୍ରତିଯୋଗିତାମୂଳକ ସୁଧ ହାରରେ ଋଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏପରିକି ଦେଶର ପ୍ରମୁଖ ଡିଜିଟାଲ ଆର୍ଥିକ ନେଣଦେଣକାରୀ ସଂସ୍ଥା ଭାରତ ପେ ମଧ୍ୟ ତା’ର ମର୍ଚ୍ଚାଣ୍ଟ…

ଅଭିଷେକଙ୍କୁ ନେଇ ଏମିତି କହିଦେଲେ ଐଶ୍ୱର୍ଯ୍ୟା, କହିଲେ ମୁଁ ତାଙ୍କ ପାଇଁ…

ମୁମ୍ବାଇ:ଐଶ୍ୱର୍ଯ୍ୟା ରୟ ଅନେକ ସୁପରହିଟ ଏବଂ ବ୍ଲକ୍‌ବାଷ୍ଟର ଫିଲ୍ମ କରିଛନ୍ତି। ବଲିଉଡରେ ଏକ ସମୟରେ ତାଙ୍କର ଏପରି ଆକର୍ଷଣ ଥିଲା ଯେ ସେ ପ୍ରତ୍ୟେକ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ। ଅନେକ ସଫଳ ଚଳଚ୍ଚିତ୍ର ଅଛି ଯାହା ତାଙ୍କୁ ଦିଆଯାଉଥିଲା କିନ୍ତୁ…

ଓଡ଼ିଶାରେ ଜିଓ ୧ ନମ୍ବର: ପଛରେ ପଡିଲା ବିଏସ୍‌ଏନ୍‌ଏଲ୍‌

ଭୁବନେଶ୍ୱର,୨୩।୮:ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ‘ରିଲାଏନ୍ସ ଜିଓ’ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଉଭା ହୋଇଛି। ଏପରିକି ରାଜ୍ୟରେ ଜିଓ ତା’ର ୧ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି। ଉଲ୍ଲେଖଯୋଗ୍ୟ, ଟେଲିକମ୍‌ ରେଗୁଲେଟୋରି ଅଥରିଟି…

‘କେଜରିୱାଲ୍‌ ମଦ ଦୁର୍ନୀତିର ମାଷ୍ଟରମାଇଣ୍ଡ୍‌’, ସୁପ୍ରିମ୍‌କୋର୍ଟରେ ସିବିଆଇର ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ, ୨୩।୦୮: ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମ୍‌କୋର୍ଟରେ ଚଞ୍ଚଲ୍ୟକର ତଥ୍ୟ ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ସୁପ୍ରିମ୍‌କୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ଜାମିନ୍‌ ଆବେଦନ ଶୁଣାଣି ବେଳେ ସିବିଆଇ ପକ୍ଷରୁ ଜବାବ ଦାଖଲ କରାଯାଇଛି…

୧୭ ପୁରୁଷଙ୍କୁ ଆକ୍ରମଣ କରିଛି ହଣ୍ଟେଡ୍‌ ଡଲ୍‌

ଲଣ୍ଡନ: ବ୍ରିଟେନ୍‌ର ଏଲିଜାବେଥ୍‌ ନାମକ ଏକ କଣ୍ଢେଇକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କଣ୍ଢେଇଟି ଏକ ହଣ୍ଟେଡ୍‌ ଡଲ୍‌ ହୋଇଥିବା ନେଇ ଏହାର ମାଲିକ ଲି ଷ୍ଟୀର ଦାବି କରିଛନ୍ତି। ସାଉଥ୍‌ ୟାର୍କସାୟରସ୍ଥିତ ରଦରହମଠାରେ ରହୁଥିବା ପାରାନର୍ମାଲ ଇନ୍‌ଭେଷ୍ଟିଗେଟର ଲି…

ଦିନେ ଭିକିଙ୍କୁ ଧମକ ଦେଇଥିଲେ କ୍ୟାଟ୍ରିନା: ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ର ଷ୍ଟାର ଦମ୍ପତିଙ୍କ ମଧ୍ୟରେ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଯୋଡ଼ି ଅନ୍ୟତମ। ବିବାହ ନ ହେବା ଯାଏ ଏହି ୨ ଷ୍ଟାର ଯୋଡି ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରି ନ ଥିଲେ। ସେପର୍ଯ୍ୟନ୍ତ ଉଭୟଙ୍କ…

ୟୁଟ୍ୟୁବ ଚ୍ୟାନେଲ ଖୋଲିଲେ କ୍ରିଷ୍ଟିଆନୋ ରୋନାଲଡୋ: ପ୍ରଥମ ଦିନରେ ହେଲେ ଏତିକି ସବ୍‌ସ୍ରାଇବର୍‌

ନୂଆଦିଲ୍ଲୀ,୨୩।୮:ପର୍ତ୍ତୁଗାଲର କିମ୍ବଦନ୍ତୀ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ୟୁଟ୍ୟୁବ ଜଗତରେ ପ୍ରବେଶ କରିଛନ୍ତି। ସେ ନିକଟରେ ଏକ ନୂତନ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି। ଏହାସହ ସେ ଏକ ନୂଆ ରେକର୍ଡ ମଧ୍ୟ କରିଛନ୍ତି। କ୍ରିଷ୍ଟିଆନୋ ରୋନାଲଡୋଙ୍କ ୟୁଟ୍ୟୁବ ଚ୍ୟାନେଲ ସୃଷ୍ଟି କରିବାର…

କ୍ରିକେଟରୁ ଅବସର ନେଲେ କେ.ଏଲ ରାହୁଲ! ସୋସିଆଲ ମିଡିଆରେ…

ନୂଆଦିଲ୍ଲୀ,୨୩।୮: ଆଜିକାଲି ସୋସିଆଲ ମିଡିଆରେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର କେ.ଏଲ ରାହୁଲ ବହୁତ ଟ୍ରେଣ୍ଡ କରୁଛନ୍ତି। ନିକଟରେ ରାହୁଲ ଶ୍ରୀଲଙ୍କା ବିପକ୍ଷ ଦିନିକଆ ସିରିଜରେ ଭାଗ ନେଇଥିଲେ, କିନ୍ତୁ ସେ ଅଧିକ ଫର୍ମରେ ନ ଥିଲେ। ସମ୍ପ୍ରତି ସେ ବାଂଲାଦେଶ…

କୋଲକାତା ମାମଲାର ଶୁଣାଣିବେଳେ ଯୁକ୍ତିତର୍କ: ହସୁଥିଲେ କପିଲ ସିବଲ, ଆଉ ତା’ପରେ କୋର୍ଟରେ ରାଗିଗଲେ…

କୋଲକାତା,୨୩।୮: କୋଲକାତା ବଳାତ୍କାର ହତ୍ୟା ମାମଲାର ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ କପିଲ ସିବଲ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ମଧ୍ୟରେ ସୁପ୍ରିମକୋର୍ଟରେ ପ୍ରବଳ ଯୁକ୍ତିତର୍କ ହୋଇଛି। ଶୁଣାଣି ସମୟରେ କପିଲ ସିବଲ ଜୋର ଜୋରରେ ହସିବାକୁ ଲାଗିଥିଲେ।…

ଟଙ୍କରାମ ହତ୍ୟା ମାମଲା: ୨ ପୁଅଙ୍କ ସହ ବାପାଙ୍କୁ ଆଜୀବନ କାରାଦଣ୍ଡ

ଲୋଇସିଂହା,୨୩ା୮(ସୁଶାନ୍ତ ବାରିକ): ବଲାଙ୍ଗୀର ସଦର ଥାନା ତଥା ଲୋଇସିଂହା ବ୍ଲକ କୁଶଙ୍ଗ ପଞ୍ଚାୟତ ବଞ୍ଜାରି ଗ୍ରାମର ଟଙ୍କରାମ ପାଣ୍ଡେ ହତ୍ୟା ମାମଲାର ବଲାଙ୍ଗୀର ସେସନ କୋର୍ଟ ବିଚାର ପତି ଡ. ପବିତ୍ରମୋହନ ସାମଲ ଗୁରୁବାର ଶୁଣାଣି କରି ୩ ଅଭିଯୁକ୍ତଙ୍କୁ ଆଜୀବନ…

ଜେଲ୍‌ରେ ବଡ଼ ଧରଣର ଚଢ଼ାଉ, ଜେଲର୍‌ଙ୍କ ସହ ମିଶି ବନ୍ଦୀମାନେ କରୁଛନ୍ତି…

ବଲାଙ୍ଗୀର,୨୩ା୮(ସୁନୀଲ କୁମାର ମହାନ୍ତି): ଶୁକ୍ରବାର ସକାଳୁ ବଲାଙ୍ଗୀର ଜିଲା କାରାଗାରରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରଯାଇଛି। ଜେଲ୍‌ ଭିତରେ ବନ୍ଦୀମାନେ ଗ୍ୟାଙ୍ଗଓ୍ବାର କରୁଥିବା ଓ ବିଭିନ୍ନ ଅପରାଧ ପାଇଁ ଯୋଜନା କରୁଥିବା ଖବର ଆସିବା ପରେ ଶୁକ୍ରବାର ବଲାଙ୍ଗୀର ଏସ୍‌ପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?