Home Left

ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍‌

ଭୁବନେଶ୍ୱର,୨୩।୮: ବିଧାନସଭାରେ ଶୁକ୍ରବାର ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ଆଗକୁ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଡ୍ୟାନ୍ସ ବାର୍‌ ବନ୍ଦ କରାଯିବ। ଗୃହରେ ଅବକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ…

ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେଡି

ମୋରଡ଼ା,୨୩ା୮(ସ୍ମାରକ ମାଜୀ): ନିର୍ବାଚନ ସମୟରେ ଭାଜପା ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବା ତଥା ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ ଓ ବିଧବାମାନଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଶୁକ୍ରବାର ମୟୂରଭଞ୍ଜ ଜିଲା…

ପିଏମ୍‌ ମୋଦି ଆଉ ଜେଲେନସ୍କି ଯେଉଁଠାରେ ଭେଟିବେ, ସେହି ସ୍ଥାନ ଅତ୍ୟନ୍ତ ସ୍ବତନ୍ତ୍ର, ଜାଣନ୍ତୁ କାହିଁକି…

କିଭ୍‌,୨୩।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ମାଟିରେ ପାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବେ। ଯେଉଁ ସ୍ଥାନରେ ପିଏମ୍‌ ମୋଦି ଏବଂ ଜେଲେନସ୍କି ଭେଟିବାକୁ ଯାଉଛନ୍ତି ସେହି ସ୍ଥାନ ଅତ୍ୟନ୍ତ ସ୍ବତନ୍ତ୍ର। ପ୍ରତ୍ୟେକ…

ଡାଇମଣ୍ଡ ଲିଗ୍‌ ୨୦୨୪ ଫାଇନାଲ୍‌ରେ ପଛରେ ପଡ଼ିଲେ ନୀରଜ

ନୂଆଦିଲ୍ଲୀ, ୨୩।୦୮: ଭାରତ ପାଇଁ ଅଲିମ୍ପିକ୍‌ରେ ସ଼୍ବର୍ଣ୍ଣ ଏବଂ ରୌପ୍ୟ ପଦକ ଆଣିଥିବା ଜଭେଲିନ୍‌ ଷ୍ଟାର ନୀରଜ ଚୋପ୍ରା ୨୨ ଅଗଷ୍ଟରୁ ଲୁସାନେ ଡାଇମଣ୍ଡ ଲିଗ୍‌ରେ ଭାଗ ନେଇଛନ୍ତି । ନୀରଜଙ୍କୁ ଏହି ଲିଗ୍‌ରେ ପୁଣିଥରେ ଆକ୍ସନ ମୋଡ୍‌ରେ ଦେଖିବାକୁ ମିଳିଛି…

ସ୍କୁଲରେ ଶୋଇ ପଡ଼ିଲେ ଶିକ୍ଷକ: ପିଲା ଚିତ୍କାର କରି ଠେଲିଲେ ପେଲିଲେ ବି ଉଠୁ ନାହାନ୍ତି

ଭୁବନେଶ୍ୱର,୨୩।୮: ନିଶାଶକ୍ତ ଅବସ୍ଥାରେ ସ୍କୁଲ ଆସିଲେ ଶିକ୍ଷକ । ପାଠ ପଢାଇବେ କଣ, ସିଧା ଶୋଇପଡ଼ିଲେ। ଛାତ୍ରୀଛାତ୍ର ଡାକିଡାକି ନୟାନ୍ତ। ହେଲେ ସାରଙ୍କ ନିଦ ଭାଙ୍ଗୁନି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ନୂଆଟିପିଲେଇ ପ୍ରାଥମିକ ବିଦ୍ୟାଳୟରେ…

ଓଡ଼ିଶାର ଶ୍ରେଷ୍ଠ ୧୦ ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟ, ଯାହାବିନା ଓଡ଼ିଶା ଆସିବା ଅଧୁରା

ସୁଆଦିଆ ଖାଦ୍ୟକୁ ନେଇ ଭାରତ ପ୍ରସିଦ୍ଧି ହାସଲ କରିଛି। ଖାଇବା ପିଇବା ପଦ୍ଧତିକୁ ଛାଡିଦେଲେ ରୋଷେଇ କରିବାର ପ୍ରକ୍ରିୟାକୁ ନେଇ ମଧ୍ୟ ଆମ ଦେଶ ପଛରେ ପଡିନି। ତେବେ ଆମେ ଆଜି ଓଡ଼ିଶା ବିଷୟରେ କହିବାକୁ ଯାଉଛୁ ଯାହାର ସଂସ୍କୃତି ପରମ୍ପରା…

ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା: ଜଣେ ନୁହେଁ, ଜଣଙ୍କ ପରେ ଜଣେ ବିଧାୟକ ଚଢ଼ିଗଲେ ବାଚସ୍ପତିଙ୍କ ପୋଡିୟମ ଉପରକୁ

ଭୁବନେଶ୍ୱର,୨୩।୮: ପୁଣି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା । ଆଜି ମଧ୍ୟ ଆରମ୍ଭରୁ ବିଧାନସଭା ସରଗରମ ହୋଇପଡ଼ିଛି। ମଦମୃତ୍ୟୁକୁ ନେଇ ବିଧାନସଭାରେ ବିଜେଡି ଓ କଂଗ୍ରେସ ସଦସ୍ୟ ପ୍ରବଳ ହଟଗୋଳ କରିଛନ୍ତି। ଏମିତି କି ବିରୋଧୀମାନେ ବାଚସ୍ପତି ସୁରମା ପାଢ଼ୀଙ୍କ ପୋଡିୟମ ତଳେ…

ସେବାଶ୍ରମରେ ତାଲା ପକାଇ ଫାଟକ ସାମ୍ନାରେ ଧାରଣାରେ ବସିଲେ ଅଭିଭାବକ, ଦାବି ପୂରଣ ନ ହେଲେ…

ଦାରିଙ୍ଗବାଡ଼ି,୨୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ସରକାରୀ ସେବାଶ୍ରମକୁ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଅଭିଭାବକ ଓ ପଞ୍ଚାୟତ ଅଞ୍ଚଳବାସୀ। ଶିକ୍ଷକ ଅଭାବକୁ ପୁରଣ କରିବା ସେମାନଙ୍କ ମୁଖ୍ୟ ଦାବି ହୋଇଥିବା ବେଳେ ବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟାର…

କୋଟିପତିଙ୍କ ଗାଁ, ଚାଷକରି ପ୍ରତିବର୍ଷ ପାଉଛନ୍ତି ୭୫ ଲକ୍ଷ ଟଙ୍କାରୁ ଅଧିକ

ସିମ୍‌ଲା, ୨୩।୦୮: ଆମ ଦେଶରେ ଏମିତି ଏକ ଗାଁ ରହିଛି ଯେଉଁଠି ପ୍ରତି ପରିବାର ପ୍ରତିବର୍ଷ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରନ୍ତି । ହିମାଚଳ ପ୍ରଦେଶରେ ଏହି ଗ୍ରାମ ରହିଛି । ଏହି ଗାଁକୁ ହିମାଚଳର ସବୁଠାରୁ…

ଘାରିଲାଣି ଡେଙ୍ଗୁ, ମ୍ୟାଲେରିଆ ଭୟ

ବରଗଡ,୨୩।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବଢ଼ି ଚାଲିଛି। ଏଥିରୁ ବରଗଡ଼ ଜିଲା ମଧ୍ୟ ବାଦ୍‌ ପଡ଼ିନାହିଁ। ଜିଲାରେ ଏପର୍ଯ୍ୟନ୍ତ ୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ମାତ୍ର ବେସରକାରୀ ଭାବେ ଏହା ଆହୁରି…

ବିଏମ୍‌ସିକୁ ସୁହାଇଲା ଏନ୍‌ଜିଟି ରାୟ

ଭୁବନେଶ୍ୱର,୨୩ା୮ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟ ଅସ୍ଥାୟୀ ଡମ୍ଫିୟାର୍ଡ ବା ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେଶନ (ଟିଟିଏସ୍‌) ମାମଲାକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ଶୁଣାଣି ଶେଷ କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ…

ଶୋଇଥିବା ବେଳେ ଘର ଭାଙ୍ଗିଦେଲା ହାତୀ, ଆଉ ତା’ ପରେ…

ପାଟଣା,୨୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୨୮ଟିକିଆ ବଣୁଆ ହାତୀପଲ ଉପଦ୍ରବ ସହ ଭୟ ଦେଖାଦେଇଛି। ଏହି ହାତୀପଲ ୨ ଭାଗରେ ବିଭକ୍ତ ହୋଇ ଧାନ,ମକା, ପରିବା ଚାଷ ନଷ୍ଟ କରିବା ସହ ଘର ଭାଙ୍ଗି ଧାନ ଚାଉଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?