ଗର୍ଭବତୀ ଅଛନ୍ତି ମୋନାଲିସା! ମାମଲାରେ ଆସିଲା ନୂଆ ଟୁଇଷ୍ଟ୍
ନୂଆଦିଲ୍ଲୀ,୨୧।୪:ପ୍ରୟାଗରାଜ କୁମ୍ଭମେଳା ସମୟରେ ଉଠାଇଥିବା ଫଟୋ ଯୋଗୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମୋନାଲିସା ଭୋନ୍ସଲେ ଏବଂ ତାଙ୍କ ସ୍ବାମୀ ମହମ୍ମଦ ଫରମାନଙ୍କ ସହ ଜଡିତ ମାମଲା ଏବେ ଆଇନଗତ ଜଟିଳତାରେ ଫସିଯାଇଛି। ମଧ୍ୟପ୍ରଦେଶର ମହେଶ୍ୱରରୁ କେରଳର କୋଚି ଯାଇଥିବା ଏକ…
ମୋଜତାବ ଖାମେନେଇ ଆହତ; ଇରାନର ନୂଆ ଲିଡର ହେଲେ ଅହମ୍ମଦ ଭାହିଦି? ଭୟଙ୍କର ହେବ ଯୁଦ୍ଧ!
ତେହରାନ,୨୧।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର କିଛି ସମୟ ପରେ ଇରାନର ସର୍ୱୋଚ୍ଚ ନେତା ଅଲି ଖାମେନେଇଙ୍କ ଦେହାନ୍ତ ହୋଇଥିଲା। ସେବେଠାରୁ, ରାଜନୈତିକ ନେତା ଏବଂ ସାମରିକ ଅଧିକାରୀମାନଙ୍କ ସମେତ ବିଭିନ୍ନ ବ୍ୟକ୍ତି ଇରାନର ପ୍ରତିନିଧିତ୍ୱ କରିଆସୁଛନ୍ତି। ପରବର୍ତ୍ତୀ ସମୟରେ, ଅଲି…
ଇରାନ ସହ ଯୁଦ୍ଧ ବନ୍ଦ କରିବାରେ ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାରେ ରହିଛି ୫ ରାସ୍ତା, ହେଲେ ପ୍ରତ୍ୟେକ ପଥ କଣ୍ଟକିତ
ଓ୍ବାଶିଂଟନ,୨୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ସନ୍ଦେହର ମେଘ ଘୋଡ଼ାଇ ରହିଛି। ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧବିରତି ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପଡ଼ିପାରେ। ଇରାନ ହାର ମାନିବାକୁ ଇଚ୍ଛୁକ ନୁହେଁ, କିମ୍ବା ଆମେରିକା ତାର ମତ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ…
ଜଗନ୍ନାଥ ଦର୍ଶନ କରି ବାହାରିଥିଲେ ଦମ୍ପତି, ବାଟରେ ଚଳନ୍ତା କାର୍ରେ ଲାଗିଲା ନିଆଁ, ଆଉ ତା’ ପରେ…
ନନ୍ଦପୁର,୨୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ଜୟପୁର-ବିଶାଖାପାଟଣା ସଂଯୋଗୀ ପୂର୍ତ୍ତ ବିଭାଗ ଅଧୀନ ରାଜ୍ୟ ରାଜପଥର ସୁବୁଲାର ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଚଳନ୍ତା କାର୍ ଜଳି ପୋଡ଼ି ପାଉଁଶ ହୋଇଛି। କାର୍ରେ ଥିବା…
ଯୁଦ୍ଧ ବନ୍ଦ କରିବ ରୁଷିଆ, ଇରାନକୁ ଦେଲା ବଡ଼ ପ୍ରସ୍ତାବ! ପୁଟିନଙ୍କ ମନ୍ତ୍ରୀ-ଆରାଘଚିଙ୍କ ମଧ୍ୟରେ ଫୋନ ବାର୍ତ୍ତାଳାପ ପରେ…
ମସ୍କୋ,୨୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ଇରାନକୁ ମଧ୍ୟସ୍ଥତା ପ୍ରୟାସରେ ସହାୟତା କରିବାକୁ ପ୍ରସ୍ତାବ ଦେଇଛି। ଏହି ପରିପ୍ରେକ୍ଷୀରେ, ରୁଷିଆ ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭରୋଭ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚିଙ୍କ ସହ ଆଲୋଚନା କରି ଏହି ପ୍ରସ୍ତାବ…
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ୧୫୮ କୋଟିର ପ୍ରକଳ୍ପ କରିବେ ଲୋକାର୍ପଣ
ରାଉରକେଲା,୨୧ା୪: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଙ୍ଗଳବାର ରାଉରକେଲା ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଏଥର ରାଉରକେଲା ଆସୁଛନ୍ତି। ତେବେ ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସଜେଇ ହୋଇଛି ଇସ୍ପାତ ସହର। ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।…
ଚାଷ ଖୋଜୁଛି ମନ୍ତେଇ କୂଳ
ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ ଜଳଧାରାକୁ ନେଇ ଭଦ୍ରକର ଜନଜୀବନ ସଂଗଠିତ। ଏସବୁ ଭିତରେ ଭଦ୍ରକ ଜିଲା ବାସୁଦେବପୁର…
ବାକ୍ ସ୍ବାଧୀନତା ଓ କଟକଣା
ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍ ପ୍ରମାଣିତ, ଦେଶବିରୋଧୀ ଭାଷଣ ବା ମୁଦ୍ରଣର ଦମନକୁ ବୁଝାଏ। ସେନ୍ସରଶିପ ମୁଖ୍ୟତଃ ରାଜନୀତିକ, ଧାର୍ମିକ…
ଏସବୁ ଜିଲାରେ ଆଜି କାଳବୈଶାଖୀ: ପ୍ରବଳ ଘଡ଼ଘଡ଼ି ସହ ବିଜୁଳି, ସତର୍କ ସୂଚନା ଜାରି କରି…
ଭୁବନେଶ୍ୱର,୨୧ା୪: ରାଜ୍ୟରେ ଗତ କିଛିଦିନ ଧରି ପାରଦ ଉପରମୁହାଁ ରହିଛି। ଦିନରେ ଗରମ ଓ ଗୁଳୁଗୁଳି, ଅପରାହ୍ନରୁ କାଳବୈଶାଖୀ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତେବେ ଆସନ୍ତା ୪ ଦିନ ଧରି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଏଥିସହ ରାଜ୍ୟର ବିଭିନ୍ନ…
୩୧୫ ତହସିଲଦାରଙ୍କ ଖାତାରେ ଜମାହୋଇଛି ୨୫୬.୮୧କୋଟିର ରୟାଲ୍ଟି: ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଲେ ପିଏଜି
ଭୁବନେଶ୍ୱର,୨୧ା୪(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିିଜ ଦ୍ରବ୍ୟରୁ ସରକାରଙ୍କୁ ଯେଉଁ ଅର୍ଥ ମିଳିବା କଥା ତାହା ବାଟବଣା ହୋଇଛି। ନିୟମ ଅନୁଯାୟୀ, ଏହି ଉତ୍ସରୁ ସଂଗ୍ରହ ସମସ୍ତ ରୟାଲ୍ଟି ସରକାରଙ୍କ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତା ତଥା ରାଜକୋଷରେ ଡିପୋଜିଟ୍ ହେବା ଆବଶ୍ୟକ,…
ସମାଜସେବୀ ଅଜିତଙ୍କ ଅକାଳ ବିୟୋଗ: ଅଞ୍ଚଳରେ ଗଭୀର ଶୋକ
ଗଞ୍ଜାମ,୨୦।୪(ଅନାଥ ତରାଇ): ଗଞ୍ଜାମ ସହର ଓଡ଼ିଆ ଢମଣାସାହି ଅଞ୍ଚଳରେ ଆଜି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ତଥା ବଜରଙ୍ଗ ଦଳର ସକ୍ରିୟ କର୍ମକର୍ତ୍ତା ଅଜିତ ସାହୁ (ଜିତୁ)ଙ୍କର ୩୮ ବର୍ଷ ବୟସରେ ଅକାଳ…
ସିଦ୍ଧେଶ୍ୱର କଲ୍ୟାଣ ମଣ୍ଡପ ବିବାଦ: ପୋଲିସ ଉପସ୍ଥିତିରେ ଦଖଲ କଲା ବ୍ଲକ ପ୍ରଶାସନ, ପଞ୍ଚାୟତକୁ ହସ୍ତାନ୍ତର କରାଗଲା ଚାବି
ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ରଘୁନାଥ ମନ୍ଦିର ନିକଟରେ ନବ ନିର୍ମିତ କଲ୍ୟାଣ ମଣ୍ଡପ ଦଖଲକୁ ନେଇ ଦୀର୍ଘ ବର୍ଷ ହେଲା ବାଦବିବାଦ ଲାଗି ରହିଥିଲା । ସୋମବାର ଦିଗପହଣ୍ଡି ପୋଲିସ ଟିମ ଉପସ୍ଥିତିରେ…
Archives


