Home Left

ସିଆଇଏସଏଫ ଯବାନଙ୍କୁ ଥାପଡ ମାରିଲେ ସ୍ପାଇସଜେଟ କ୍ର୍ୟୁ ମେମ୍ବର!

ନୂଆଦିଲ୍ଲୀ,୧୧।୭: ଏୟାରଲାଇନ୍ସ କମ୍ପାନୀ ସ୍ପାଇସଜେଟର ଜଣେ କର୍ମଚାରୀ ଜଣେ ସିଆଇଏସଏଫ ଯବାନଙ୍କୁ ଚାପୁଡ଼ା ମାରଛନ୍ତି। ଏହି ଘଟଣା ଜୟପୁର ବିମାନବନ୍ଦରରୁ ଖବର ଦିଆଯାଉଛି ଯେଉଁଠାରେ ସୁରକ୍ଷା ଯାଞ୍ଚକୁ ନେଇ କର୍ମଚାରୀ ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ଯବାନଙ୍କ ମଧ୍ୟରେ…

ଓଡ଼ିଶା ସମେତ ୧୫ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୭ : ଦ୍ୱିତୀୟ ଜାତୀୟ ନ୍ୟାୟିକ ବେତନ କମିଶନଙ୍କ ସୁପାରିସ୍‌କୁ ଅନୁପାଳନ କରି ନ ଥିବା ଓଡ଼ିଶା ସମେତ ୧୬ ରାଜ୍ୟର ମୁଖ୍ୟ ସଚିବ ଏବଂ ଅର୍ଥ ସଚିବଙ୍କୁ ସୁପ୍ରିମକୋର୍ଟ ଗୁରୁବାର ସମନ ଜାରି କରିଛନ୍ତି। ନ୍ୟୟିକ ଅଧିକାରୀମାନଙ୍କ ବକେୟା ପେନ୍‌ଶନ…

ଭାଜପା ନେତାଙ୍କ ଘରୁ ଚୋରି, ଯାଞ୍ଚରେ ଲାଗି ପଡିଛି ପୋଲିସ

ନୂଆଦିଲ୍ଲୀ,୧୧।୭: ଭାରତୀୟ ଜନତା ପାର୍ଟି (ଭାଜପା) ର ରାଜ୍ୟ ସଭା ଏମପି ତଥା ମୁଖପାତ୍ର ସୁଦର୍ଶନ ତ୍ରିବେଦୀଙ୍କ ବଡ ଭାଇ ହିମାଂଶୁ ତ୍ରିବେଦୀଙ୍କ ଘରୁ ଚୋରି ମାମଲା ସାମ୍ନାକୁ ଆସିଛି। ତାଙ୍କ ବାସଭବନ ଲକ୍ଷ୍ନୌର ଇନ୍ଦିରା ନଗର ସେକ୍ଟର ୨୧ରେ ଅବସ୍ଥିତ।…

ବଢିଲା ବବିଙ୍କ ଅଡୁଆ, ନିଜ କର୍ମଚାରୀଙ୍କ ନାଁରେ ଖୋଲିଛନ୍ତି ଅନେକ କମ୍ପାନୀ

ଭୁବନେଶ୍ୱର,୧୧।୭: ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ(ବବି)ଙ୍କ ଅଡୁଆ ବଢିଛି। ଏପଟେ ବବିଙ୍କ ଖାସ ଅନୁଗତ ଥିବା ବିଜେଡିର କିଛି ଯୁବ ଓ ଛାତ୍ର ନେତା ସମେତ ନିଜସ୍ବ କର୍ମଚାରୀଙ୍କ ନାଁରେ ୩୦ରୁ ଅଧିକ କମ୍ପାନୀ ଏବେବି ଆକ୍ଟିଭ ଥିବା ଜଣାପଡିଛି…

ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌ର ମାଷ୍ଟରମାଇଣ୍ଡଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ ,୧୧ା୭: ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌ର କିଙ୍ଗ୍‌ପିନ୍‌ଙ୍କୁ ସିବିଆଇ ପାଟନା ନିକଟରୁ ଗିରଫ କରିଛି। ନାଳନ୍ଦାର ରାକେଶ ରଞ୍ଜନ ଓରଫ ରକି ପ୍ରଶ୍ନପତ୍ର ଲିକ୍‌ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସିବିଆଇ ତାଙ୍କୁ ଗୁରୁବାର ପାଟନାର ସ୍ବତନ୍ତ୍ର ଅଦାଲତରେ ହାଜର କରାଇବା…

ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ

ନୂଆଦିଲ୍ଲୀ,୧୧ା୭: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଆଇନଗତ ଗ୍ୟାରେଣ୍ଟି, ଋଣ ଛାଡ଼ ସମେତ ବିଭିନ୍ନ ପୁରୁଣା ଦାବି ନେଇ ଚାଷୀମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଗୁରୁବାର ଘୋଷଣା କରିଛି। ସେମାନେ ପ୍ରଧାନମନ୍ତ୍ରୀ ଏବଂ…

ହିଟ୍‌-ଆଣ୍ଡ-ରନ୍‌ ମାମଲା: ଦୋଷ ମାନିଲେ ମିହିର

ମୁମ୍ବାଇ,୧୧ା୭: ମୁମ୍ବାଇ ବିଏମ୍‌ଡବ୍ଲ୍ୟୁ ହିଟ୍‌-ଆଣ୍ଡ-ରନ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହା ପୋଲିସ ଆଗରେ ଦୋଷ ସ୍ବୀକାର କରିଛନ୍ତି। ଦୁର୍ଘଟଣା ବେଳେ ସେ କାର୍‌ ଚଳାଉଥିଲେ ବୋଲି କହିଛନ୍ତି। ପୋଲିସ ମିହିର ଏବଂ କାର୍‌ର ଡ୍ରାଇଭର ରାଜର୍ଷି ବିଦାଓ୍ବରଙ୍କୁ ମୁହାଁମୁହିଁ ଜେରା…

ରାଜନାଥ ସିଂ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସ୍ବାସ୍ଥ୍ୟ ଗୁରୁବାର (ଜୁଲାଇ ୧୧) ରେ ହଠାତ୍‌ ବିଗିଡି ହୋଇଯାଇଥିଲା, ପରେ ତାଙ୍କୁ AIIMS ର ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ, ପିଠି ଯନ୍ତ୍ରଣା ଅଭିଯୋଗ କରିବା ପରେ ତାଙ୍କୁ ଏମ୍ସରେ…

ଦୁର୍ଘଟଣାରେ ମୁଦ୍ରା ସଗ୍ରାହକଙ୍କ ଚାଲିଗଲା ଜୀବନ

ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ବରଗଡ ବ୍ଲକ ଅଧୀନ ନଦୀପଡ଼ା(ଡାଙ୍ଗ) ନିବାସୀ ଗୋବର୍ଦ୍ଧନ ତ୍ରିପାଠୀ(୬୯)ଙ୍କ ଗୁରୁବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କୌଣସି ଏକ କାମ ସାରି ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ବରଗଡ଼ ହଳଦୀପାଲି ଛକଠାରେ ଏକ ଟ୍ରକ ସହ ଦୁର୍ଘଟଣା…

ଗୋଦାମରୁ ଚୋରି କରିବା ପଡ଼ିଲା ମହଙ୍ଗା

କୋକସରା,୧୧ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଗ୍ରାମର ବ୍ୟବସାୟୀ ଲିଙ୍ଗରାଜ ଅଗ୍ରୱାଲଙ୍କ ହାର୍ଡୱେର ଗୋଦାମରୁ ଗତମାସ ୨୬ ତାରିଖରେ ଲୁହା ପାଇପ, ରଡ ଚୋରି ହୋଇଥିଲା। ଏ ନେଇ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ।…

ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା କଲା ବିସିସିଆଇ, ଜାଣନ୍ତୁ ଟି-୨୦, ଓ୍ବାନଡେ ସିରିଜର ପୂରା ସିଡ୍ୟୁଲ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଗୁରୁବାର ଶ୍ରୀଲଙ୍କା ଗସ୍ତର କାର୍ଯ୍ୟସୂଚୀ ଘୋଷଣା କରିଛି। ଟିମ ଇଣ୍ଡିଆ ୨୬ ଜୁଲାଇରୁ ଶ୍ରୀଲଙ୍କାରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ । ଏହା ପରେ ଅଗଷ୍ଟ ୨ରୁ ଦୁଇ ଦଳ…

‘ମୋତେ ଦେଖା କରିବାକୁ ହେଲେ ଆଧାର କାର୍ଡ ଧରି ଆସନ୍ତୁ,’ କଙ୍ଗନାଙ୍କ ଅଜବ ଡିମାଣ୍ଡକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ,୧୧।୭: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ବର୍ତ୍ତମାନ ମଣ୍ଡି, ହିମାଚଳର ଏମି କଙ୍ଗନା ରାନାୱତ ଏକ ଅନନ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହି ଅଞ୍ଚଳର ଲୋକଙ୍କୁ ସେମାନଙ୍କ ସହିତ ଆଧାର କାର୍ଡ ଆଣିବାକୁ ପଡିବ। ଏଥିସହ ବୈଠକର ଉଦ୍ଦେଶ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri