Home Left

ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପାରାଦୀପ ପ୍ରଗତିର…

ଭୁବନେଶ୍ୱର/ପାରାଦୀପ,୧୫ା୧୧: ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତ୍ସବ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପାରାଦୀପ ପ୍ରଗତିର ମୁଖଶାଳା। କଳିଙ୍ଗର ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ। ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରା ଆଜି…

ଆସୁଛି ଘୂର୍ଣ୍ଣିଝଡ଼ ‘ସାରା’, ବର୍ଷା, ବନ୍ୟା, ଭୂସ୍ଖଳନକୁ ନେଇ ଆଲର୍ଟ ଜାରି

ଓ୍ବାଶିଂଟନ,୧୫।୧୧: ଆମେରିକାରେ କିଛି ଦିନ ପୂର୍ବରୁ ସାଇକ୍ଲୋନିକ ଷ୍ଟର୍ମ ହେଲେନ ଫ୍ଲୋରିଡା ପରି ବଡ ସହରରେ ବ୍ୟାପକ କ୍ଷତି ଘଟାଇଥିଲା। ଏହି ସମୟରେ, ବର୍ତ୍ତମାନ ଟ୍ରପିକାଲ ଷ୍ଟର୍ମ ସାରା ମଧ୍ୟ ଆମେରିକାରେ ପହଞ୍ଚୁଛି। ଏହି ଝଡ଼ ଯୋଗୁଁ ଭୟଙ୍କର ବନ୍ୟା, ବର୍ଷା…

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ଡଙ୍ଗାରେ ଥିବା କଏନ ସଂଗ୍ରହ କରିବାକୁ ଯାଇ ପାଣିରେ ବୁଡିଗଲେ ନାବାଳିକା

ଭୁବନେଶ୍ୱର,୧୫।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ। ପାଣିରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ମାଲକାନଗିରି ଜିଲା ସଦର ଥାନା ଚମ୍ପାନଗରରେ ଘଟିଛି। ମୃତା ନାବାଳିକାଙ୍କ ବୟସ ୧୨ ବର୍ଷ ହେବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ଭସା ଯାଇଥିବା ଡଙ୍ଗାରୁ…

ଖୁସି ଖବର: ଜାଣନ୍ତୁ କେତେ ପାଓ୍ବାରଫୁଲ ଏହି ହିନ୍ଦୁ ମହିଳା, ଆମେରିକାର ଘରେ ଘରେ ପରିଚିତ

ଓ୍ବାଶିଂଟନ,୧୫।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ତାଙ୍କ ଟିମ୍‌ରେ ଜଣେ ସାହସୀ ହିନ୍ଦୁ ମହିଳାଙ୍କୁ ସ୍ଥାନ ଦେଇଛନ୍ତି। ସେହି ମହିଳାଙ୍କ ନାମ ତୁଲସୀ ଗାବାର୍ଡ, ଯାହାଙ୍କୁ ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ…

ଏଣିକି ବିନା ନେଟ୍‌ଓ୍ବାର୍କରେ ହେବ କଲ୍‌: ଭାରତରେ ପ୍ରଥମ ‘ସାଟେଲାଇଟ-ଟୁ-ଡିଭାଇସ’ ସେବା ଆରମ୍ଭ

ନୂଆଦିଲ୍ଲୀ,୧୫।୧୧: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଭାରତରେ ପ୍ରଥମ ‘ସାଟେଲାଇଟ-ଟୁ-ଡିଭାଇସ’ ସେବା ଆରମ୍ଭ କରିଛି, ଯାହା ଦେଶର ବହୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ସଂଯୋଗ ଯୋଗାଇବ। ଟେଲି ଯୋଗାଯୋଗ ବିଭାଗ (DoT) ଏହା ଘୋଷଣା କରି କହିଛି ଯେ, ଆମେରିକୀୟ…

ରାଶନ କାର୍ଡରୁ କଟିଲେ ଏମାନେ, ନାଁ ଅଛି କି ନାହିଁ ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ, ୧୫।୧୧: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଦେଶର କୋଟି କୋଟି ଲୋକ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଆନ୍ତି। ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଦୁଇ ଅଳି ଖାଇବାକୁ ପାଆନ୍ତି…

ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍‌: ଜୟନାରାୟଣ

ସମ୍ବଲପୁର,୧୫।୧୧(ଭବାନୀ ଶଙ୍କର ଭୋଇ)\:ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍‌ । କେସ୍‌, ମୋ ପାଇଁ କେସ୍‌ ଗୋଟେ ଉପହାର ସଦୃଶ ା ବିଜେଡି ସରକାର ମୋତେ ନିର୍ଯାତନା ଦେବା ପାଇଁ କେସ୍‌ ଦେଉଥିଲା। ବିରୋଧୀ ଦଳରେ ରହିଲେ କେସ୍‌ ହେବ।…

କାର୍ତ୍ତିକ ସରିଲା, ଶୀତ ଗାଏବ: ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି, ୧୫।୧୧ (ଅରୁଣ ସାହୁ): କାର୍ତ୍ତିକ ସରିଲା ହେଲେ ଅଦ୍ୟାବଧି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୀତ ଆସିନାହିଁ । ଏହି ସମୟରେ ସର୍ବନିମ୍ମ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବା ନଜିର ରହିଥିବାବେଳେ ଚଳିତବର୍ଷ ଶୁକ୍ରବାର ସୁଦ୍ଧା ସର୍ବନିମ୍ନ…

ଏଥର ଭୟରେ କମ୍ପିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୧୫।୧୧: ଭାରତ ଗୁରୁବାର ପୁଣି ଥରେ ସଫଳତାର ସହ ବିମାନ ପିନାକ ଅସ୍ତ୍ର ପ୍ରଣାଳୀକୁ ପରୀକ୍ଷଣ କରି ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏହି ପରୀକ୍ଷଣ ସମୟରେ ପ୍ରୋଭିଜନାଲ ଷ୍ଟାଫ କ୍ୱାଲିଟେଟିଭ ରିକ୍ୱାରମେଣ୍ଟ(PSQR)…

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା, ସାଧବପୁଅ ସଂସ୍କୃତି ଓ ଐତିହ୍ୟର ଜୟଗାନ, ଅନ୍ୟପଟେ ବିନ୍ଦାସ୍‌ ମଜା, ମଜଲିସ୍‌, ବୁଲାବୁଲି, ଖିଆପିଆ,…

ଅଧିକରୁ ଅଧିକ ସୁଇସାଇଡ ଡ୍ରୋନ ନିର୍ମାଣ କରିବାକୁ ହଠାତ୍‌ ନିର୍ଦ୍ଦେଶ ଦେଲେ କିମ ଜୋନ ଉନ, ଜାଣନ୍ତୁ କ’ଣ ଏହାର କାରଣ

ପୋଙ୍ଗୟାଙ୍ଗ,୧୫।୧୧: ଉତ୍ତର କୋରିଆ ନେତା କିମ ଜୋନ ଉନ ଆତ୍ମଘାତୀ ଆକ୍ରମଣ ଡ୍ରୋନର ବହୁଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଗଣମାଧ୍ୟମ ଶୁକ୍ରବାର ଏହି ସୂଚନା ଦେଇଛି। ଏହାର ଗୋଟିଏ ଦିନ ପୂର୍ବରୁ ସେ ଏହି ଅସ୍ତ୍ର ପ୍ରଣାଳୀର ପରୀକ୍ଷା…

ଆରୁହା ପାହାଡ଼ରେ ବେଆଇନ କଳାପଥର ଖାଦାନ

ଯାଜପୁର,୧୫ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଏତେ ପରିମାଣରେ ବେଆଇନ କ୍ରଶର ଏବଂ ପଥର ଖାଦାନ ଚାଲିଛି ଯେ, ସ୍କୁଲ ପିଲାଙ୍କ ଜୀବନ ପ୍ରତି ମଧ୍ୟ ଚିନ୍ତା କରାଯାଉ ନାହିଁ। ୩ଟି ସ୍କୁଲଠାରୁ ମାତ୍ର ୫୦୦ ମିଟର ଦୂରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?