Home Left

କେମିତି ଅଛନ୍ତି ଶାହରୁଖ ଖାନ୍‌:ଆସିଲା ଅପ୍‌ଡେଟ୍‌

ସୁପରଷ୍ଟାର ଶାହାରୁଖ ଖାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ତାଙ୍କ ମ୍ୟାନେଜର ପୂଜା ଡଡ୍‌ଲାନି କହିଛନ୍ତି। ପୂଜା ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି। ନିଜ…

‘ଜୁନ ୪ରେ ପାଣି ନେଇକି ବସିବ’, ଭାଜପାର ବଡ଼ ବିଜୟ ଉପରେ ଭବିଷ୍ୟବାଣୀ କରିଥିବା ପ୍ରଶାନ୍ତ କିଶୋର ବିରୋଧୀଙ୍କୁ ଦେଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ମୋଦି ସରକାର ପୁଣିଥରେ ଜୁନ ୪ରେ କ୍ଷମତାକୁ ଫେରିବେ। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି…

ଭାରତୀୟ ଜ୍ୟୋତିଷ କଲେ ପୁର୍ବାନୁମାନ, ଏହିଦିନ ହେବ ତୃତୀୟ ବିଶ୍ୱଯୁଦ୍ଧ!

ନୂଆଦିଲ୍ଲୀ,୨୩।୫: ତୃତୀୟ ବିଶ୍ୱଯୁଦ୍ଧର ଚର୍ଚ୍ଚା ଅନେକ ଦଶନ୍ଧି ଧରି କଳ୍ପନା ଏବଂ ବିତର୍କର ବିଷୟ ହୋଇଆସୁଛି। ପ୍ରଥମ ଦୁଇଟି ବିଶ୍ୱଯୁଦ୍ଧର ଘାତକ ପ୍ରଭାବ ବିଶ୍ୱର ସ୍ମୃତିରେ ରହିଆସିଛି, ଅନ୍ୟ ଏକ ବଡ଼ ଧରଣର ବିବାଦର ଫଳାଫଳ ଉଭୟ ଭୟାନକ ଏବଂ ବହୁ…

ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅଭିମନ୍ୟୁ

ହାଟଡିହୀ,୨୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କଳିଙ୍ଗା ଏବଂ ପନ୍ଦାଡୋ ପଞ୍ଚାୟତରେ ଗୁରୁବାର ନିର୍ବାଚନୀ ପ୍ରଚାର ହୋଇଛି। ଯୁବ ନେତା ଅମରେନ୍ଦ୍ର ଧଳ ଏବଂ ଅନିଲ ବେହେରାଙ୍କ ନେତୃତ୍ୱରେ କର୍ମୀ ଏବଂ ସମର୍ଥକ ମାନେ…

ଖୁବ୍‌ଶୀଘ୍ର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ହେବ ଭାରତ: ଜୟଶଙ୍କର ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୩।୫: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବାକୁ ଭାରତ ନିରନ୍ତର ଚେଷ୍ଟା କରୁଛି। ପ୍ରତ୍ୟେକଥର ଚାଇନା ଏଥିରେ ବାଧା ସୃଷ୍ଟି କରୁଛି। କିନ୍ତୁ ଏଥର ଭାରତ ସ୍ଥାୟୀ ସଦସ୍ୟ ହେବ ସମସ୍ତ ଚେଷ୍ଟା କରୁଛି। ଭାରତର ବୈଦେଶିକ ମନ୍ତ୍ରୀ…

ମେଡିକାଲ ଖର୍ଚ୍ଚ ଦେବାକୁ ଯାଉଥିବା ବେଳେ ଧରିଲା ଫ୍ଲାଇଂ ସ୍କ୍ୱାଡ 

ହାଟଡିହୀ,୨୩l୫(ଶୁଭକାନ୍ତ ନାୟକ): ମେ’ ୨୫ରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଫଳରେ ନିର୍ବାଚନୀ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନାନୁସାରେ, ଗୁରୁବାର ଅପରାହ୍ନରେ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ…

ବାହାଘର ପରେ କିସ୍‌ କଲେ ନବଦମ୍ପତି, ମଞ୍ଚରେ ମାଡ ଖାଇଲେ ବର ପକ୍ଷ

ନୂଆଦିଲ୍ଲୀ,୨୩।୫: ବାହାଘର ପରେ ବର କନ୍ୟା ପ୍ରତି ସର୍ବସାଧାରଣରେ ଭଲ ପାଇବା ଦେଖାଇବା ମହଙ୍ଗା ସାବ୍ୟସ୍ତ ହୋଇଛି। ବର କନ୍ୟାକୁ ବିବାହ ସମୟରେ କିସ୍‌ କରିବା ପରେ ଦୁଇପକ୍ଷ ଢେଙ୍ଗାବାଡି ଧରି ମୁହାଁମୁହିଁ ହୋଇଛନ୍ତି। ଉତ୍ତରପ୍ରଦେଶ ହାପୁରର ଅଶୋକ ନଗରରେ ଅନୁଷ୍ଠିତ…

‘୪୦୦ ସିଟ୍‌ ସମ୍ବିଧାନ ବଦଳାଇବାକୁ ନୁହେଁ, ପାକିସ୍ତାନରୁ ପିଓକେ…’, ନିଶିକାନ୍ତ ଦୁବେଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ନିଜ ପାଇଁ ୩୭୦ଟି ଆସନ ଜିତିବାର ଲକ୍ଷ୍ୟ ରଖିଥିବାବେଳେ ଏନଡିଏ ପାଇଁ ୪୦୦ ଆସନ ଧାର୍ଯ୍ୟ କରାଯାଇଛି। ଦଳ ଦେଇଥିବା ସ୍ଲୋଗାନ ହେଉଛି ଅବକି ପାର୍‌ ୪୦୦ ପାର୍‌। ପ୍ରତ୍ୟେକ ରାଲିରେ ଭାଜପା-ଏନଡିଏ ନେତାମାନେ…

ସମ୍ବିଧାନ ଦିଏ ନାହିଁ ଧର୍ମ ନାମରେ ସଂରକ୍ଷଣ, ମୁସଲମାନ ରିଜର୍ଭେଶନ ହେବ ଶେଷ: ଶାହା

ଲକ୍ଷ୍ନୌ,୨୩।୫: ଧର୍ମ ଆଧାରରେ ମୁସଲିମ ସଂରକ୍ଷଣକୁ ଭାଜପା ଶେଷ କରିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆମର ସମ୍ବିଧାନ ଧର୍ମ ଆଧାରରେ ସଂରକ୍ଷଣକୁ ସମର୍ଥନ କରେ ନାହିଁ। ସେ କଂଗ୍ରେସ ଏବଂ ସମାଜବାଦି ପାର୍ଟିକୁ କଡ଼ା ଟାର୍ଗେଟ…

ସର୍ବକାଳୀନ ଉଚ୍ଚରେ ନିଫ୍ଟି, ୬୦୦ ପଏଣ୍ଟ ସେନସେକ୍ସ ବୃଦ୍ଧି

ମୁମ୍ବାଇ, ୨୩।୫: ଗୁରୁବାର ଶେୟାର ବଜାର ଉପରେ ଲକ୍ଷ୍ମୀ ମା’ଙ୍କର ଶୁଭ ଦୃଷ୍ଟି ପଡିଛି। ଲୋକ ସଭା ନିର୍ବାଚନ ଶେଷ ଆଡକୁ ଆଗ୍ରଗତି କରୁଥିଲା ବେଳେ ଗୁରୁବାର ଦଲାଲ ଷ୍ଟ୍ରୀଟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ନିଫ୍ଟି ରେକର୍ଡ ସର୍ବକାଳୀନ ଉଚ୍ଚତାକୁ…

ଭୋଟର ଖୁସ, ମିଳିବ ଫ୍ରି ବାଇକ ରାଇଡ ସହ ମାଗଣା ଜଳଖିଆ

ନୂଆଦିଲ୍ଲୀ,୨୩।୫: ଆଜିକାଲି ଭାରତରେ ୧୮ ତମ ଲୋକ ସଭା ପାଇଁ ନିର୍ବାଚନ ଚାଲିଛି। ଏହି ନିର୍ବାଚନ ମୋଟ ସାତୋଟି ପର୍ଯ୍ୟାୟରେ ଶେଷ ହେବ। ଯାହାର ୫ ଟି ପର୍ଯ୍ୟାୟ ଶେଷ ହୋଇଛି। ବର୍ତ୍ତମାନ ଦୁଇଟି ପର୍ଯ୍ୟାୟ ଭୋଟ ବାକି ଅଛି। ଯେଉଁଥିରେ…

ବାଇଡେନ୍‌ଙ୍କ ନିଦ ହଜାଇଦେଲେ ନିକ୍କି ହାଲି

କଲମ୍ବିଆ,୨୩।୫: : ନଭେମ୍ବର ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ବର୍ତ୍ତମାନ ତାଙ୍କ ସମର୍ଥନରେ ଆସିଛନ୍ତି। ଏହା ଆମେରିକାର ରାଷ୍ଟ୍ରପତି ଡୋ ବାଇଡେନଙ୍କ ଟେନସନକୁ ବୃଦ୍ଧି କରିଛି। ନିକ୍କି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri