Paris Olympics 2024: ଲବଲୀନାଙ୍କ ଏକପାଖିଆ ବିଜୟ; ପଦକ ଠାରୁ ଗୋଟିଏ ବିଜୟ ଦୂରରେ
ନୂଆଦିଲ୍ଲୀ,୩୧।୭: ଭାରତର ତାରକା ମହିଳା ବକ୍ସର ଲବଲୀନା ବୋର୍ଗୋହେନ ପ୍ୟାରିସ ଅଲମ୍ପିକ୍ସରେ ପଦକ ହାସଲ କରିବାଠାରୁ ମାତ୍ର ଆଉ ଗୋଟିଏ ଵିଜୟ ଦୂରରେ ରହିଛନ୍ତି। ଲବଲୀନା ୭୬ କେଜି ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍କୁ ଲବଳୀନ ୫-୦ରେ…
୧୩୫ ବୋତଲ କଫ ସିରପ୍ ଜବତ
ବରଗଡ଼,୩୧।୭(ପ୍ରେମନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଭୁକ୍ତା ଗ୍ରାମରେ ସୋମବାର ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉରେ ୧୩୫ ବୋତଲ କଫ ସିରପ୍ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ବିନୋଦ ଡୁଙ୍ଗୁରୀଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଏକ ମାମଲା…
ନାବାଳିକା ବଳାତ୍କାର ମାମଲାରେ ଥିଲେ ଜେଲ୍ରେ , କୋର୍ଟରେ ହାଜର ହେବା ପାଇଁ ଆସିଲାବେଳେ ମାରିଲେ ଛୁ କୋର୍ଟ ଆଗରୁ ବିଚାରାଧୀନ ବନ୍ଦୀ ଫେରାର
ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ କୋର୍ଟ ଗେଟ୍ ଆଗରୁ ବୁଧବାର ଜଣେ ବିଚାରାଧୀନ ବନ୍ଦୀ ଫୋରାର୍ ହୋଇ ଯାଇଛନ୍ତି। ଫେରାର ଅଭିଯୁକ୍ତ ହେଲେ, ବରଗଡ଼ ସଦର ଥାନା ଅର୍ନ୍ତଗତ ସୟା ଗ୍ରାମର ବାବାଜୀ ଛୁରିଆ (୨୩) । ସେ ନାବାଳିକା ବଳାତ୍କାର ମାମଲାରେ…
କେରଳ ସରକାରଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ଅମିତ ଶାହା
ନୂଆଦିଲ୍ଲୀ,୩୧।୭: କେରଳର ୱାୟାନାଡରେ ହୋଇଥିବା ଭୂସ୍ଖଳନ ଘଟଣା ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୁଧବାର ରାଜ୍ୟ ସଭାରେ ଭାଷଣ ଦେଇଛନ୍ତି। କେରଳ ସରକାରଙ୍କ ଉପରେ ଆକ୍ରମଣ କରି ସେ କହିଛନ୍ତି, ଏଭଳି ବିପର୍ଯ୍ୟୟର ସମ୍ଭାବନା ସମ୍ପର୍କରେ କେରଳ ସରକାରଙ୍କୁ ପୂର୍ବରୁ…
ଚା ଦୋକାନୀଙ୍କୁ ପୋଲିସର ମାଡ଼, ପରେ…
ବରଗଡ଼,୩୧।୭(ପ୍ରେମନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକର କେତେକ ଚା’ ଦୋକାନୀଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ ଚା ଦୋକାନୀମାନେ ଗ୍ରାମାଞ୍ଚଳ ଥାନାରେ ସୋମବାର ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ…
ଖାନ୍ ସାର୍ଙ୍କ କୋଚିଂ ସେଣ୍ଟରରେ ପଡିଲା ତାଲା: ଜାଣନ୍ତୁ କାହିଁକି
ପାଟନା,୩୧।୯: ଦିଲ୍ଲୀର ଏକ କୋଚିଂ ପ୍ରତିଷ୍ଠାନର ଲାଇବ୍ରେରୀରେ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ବର୍ତ୍ତମାନ ବେଆଇନ ଭାବେ ଚାଲୁଥିବା କୋଚିଂ ପ୍ରତିଷ୍ଠାନ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବିହାରର ପାଟନାରେ କୋଚିଂ ପ୍ରତିଷ୍ଠାନ ଉପରେ…
ଫଡନାଭିସ ରହିବେ ନ ହେଲେ ମୁଁ, ବୈଠକରୁ ହୁଙ୍କାର କଲେ ଉଦ୍ଧବ ଠାକରେ
ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁମ୍ବାଇରେ ଏକ ବଡ଼ ବୈଠକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଖୋଲାଖୋଲି ଭାବେ ଟାର୍ଗେଟ କରିଛନ୍ତି। ମୁମ୍ବାଇର ଏକ ପଦାଧିକାରୀ ବୈଠକରେ ଠାକରେ ଏହି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,…
ଗଳିକନ୍ଦିରେ ସଟ୍ଟା, ପୋଲିସ ନୀରବଦ୍ରଷ୍ଟା
ବରଗଡ଼,୩୧।୭(ପ୍ରେମନନ୍ଦ ଖମାରୀ): ବରଗଡ଼ ଜିଲାରେ ସଟ୍ଟା(ଜୁଆଖେଳ) ସାଧାରଣରେ ପରିଣତ ହୋଇଯାଇଛି। ଜିଲାର ସଦର ମହକୁମାଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକରେ ଏହା ଅବାଧରେ ଚାଲିଥିବା ଅଭିଯୋଗ ହେଉଛି। ତେବେ ଜିଲାର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗଳିକନ୍ଦିରେ ସଟ୍ଟାଖେଳ ଚାଲିଥିବାବେଳେ ପୋଲିସ ଏଥିପ୍ରତି…
ଶସ୍ତା ହେବ ଜୀବନ ବୀମା, ଚିଠି ଲେଖିଲେ ଗଡକରୀ, ହୋଇପାରେ ବଡ଼ ଘୋଷଣା
ନୂଆଦିଲ୍ଲୀ,୩୧।୭:ଶସ୍ତା ହେବ ଜୀବନ ବୀମା। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଯଦି ଗଡକରୀଙ୍କ ଚିଠିକୁ ଗ୍ରହଣ କରାଯାଏ ତେବେ ଭବିଷ୍ୟତରେ ଜୀବନ ଏବଂ ଚିକିତ୍ସା ବୀମା ପ୍ରିମିୟମ…
ଅଲମ୍ପିକ୍ସରେ ବଢ଼ିଲା ପଦକ ଆଶା, ଫାଇନାଲ୍ରେ ପହଞ୍ଚିଲେ ସ଼୍ବପ୍ନିଲ୍
ନୂଆଦିଲ୍ଲୀ, ୩୧।୦୭: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶୁଟରମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ମନୁ ଭାକର ଏବଂ ସରବଜୋତ ସିଂ ପଦକ ଜିତିବା ପରେ ସ଼୍ବପ୍ନିଲ କୁସାଲେ ୫୦ ମିଟର ୩ ପୋଜିସନର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ସ଼୍ବପ୍ନିଲଙ୍କ…
ଅଲମ୍ପିକ୍ସରେ ପ୍ରଥମ ମ୍ୟାଚ୍ ଜିତିଲେ ପିଭି ସିନ୍ଧୁ, ଆଗକୁ…
ନୂଆଦିଲ୍ଲୀ, ୩୧।୦୭: ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ତଥା ଦୁଇଥର ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ପ୍ୟାରିସ୍ ଅଲମ୍ପିକ୍ସର ମହିଳା ସିଙ୍ଗିଲ୍ସର କ଼୍ବାର୍ଟରରେ ସ୍ଥାନ ପକ୍କାକରିବାକୁ ଓହ୍ଲାଇଛନ୍ତି । ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସିନ୍ଧୁ । ପ୍ରଥମ…
ଏଣିକି ଘରେ ବସି ପାଇବେ ଚାଉଳ, ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୩୧।୭: ଆଜି ସପ୍ତମ ଦିନରେ ସ୍ବାଭିବକ ରହିଛି ବିଧାନସଭା ପ୍ରଶ୍ନକାଳ । ଏହି କ୍ରମରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବୟସାଧିକ ଲୋକଙ୍କୁ ପିଡିଏସ ସମାଗ୍ରୀ ପହଞ୍ଚାଇବାକୁ ସରକାର କରିବାକୁ…
Archives


