Home Left

ମଣିପୁର ଅଶାନ୍ତ

ମଣିପୁର। ଭାରତର ଉତ୍ତର-ପୂର୍ବାଞ୍ଚଳର ଏକ ରାଜ୍ୟ। ‘ସପ୍ତ ଭଗ୍ନୀର ଦେଶ’। ‘ଭାରତର ସୁଇଜରଲାଣ୍ଡ’। ବଣ ପାହାଡ଼ଘେରା ଉପତ୍ୟକା। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। ମଣିପୁରୀ ନୃତ୍ୟ ବିଶ୍ୱ ବିଖ୍ୟାତ। ଆୟତନ ଓଡ଼ିଶାର ଛଅ ଭାଗରୁ ଭାଗେ। ଲୋକସଂଖ୍ୟା କଟକ ଜିଲାଠାରୁ କମ୍‌। ଅଧିବାସୀମାନେ…

ବ୍ୟବସାୟରେ ଧର୍ମ

ନିଜକୁ ଆତ୍ମଘୋଷିତ ଈଶ୍ୱର ଓ ବାବା ବୋଲି ଘୋଷଣା କରିବା ଏକ ପ୍ରକାର ବାଚାଳତା ଓ ସମଗ୍ର ସମାଜ, ମାନବ ଜଗତକୁ ତଥା ଈଶ୍ୱରଙ୍କର ସୃଷ୍ଟିକୁ ହେୟଜ୍ଞାନ କରିବା ସହିତ ସମାନ। ଆଧୁନିକ ସମାଜରେ ଏମିତି କିଛି ଗୋଷ୍ଠୀ ଅଛନ୍ତି ଏମାନେ…

ଅସାଦ୍‌ଙ୍କ ପରେ ସିରିଆ

ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ଙ୍କ ଦ୍ରୁତ ପତନ ଏକ ନାଟକୀୟ ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ଏହା ଗତବର୍ଷର ମଧ୍ୟପ୍ରାଚ୍ୟ ରଣନୀତିକ ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ୨୦୧୧ ମସିହାରେ ସିରିଆରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଓ ତୁର୍କୀର ସମର୍ଥିତ ଶକ୍ତିଗୁଡ଼ିକୁ…

୨ ଟ୍ରକ ମୁହାଁମୁହିଁ ଧକ୍କା: ଟ୍ରକ ଭିତରେ ୪ଘଣ୍ଟା ହେବ ଫସିଛନ୍ତି ଡ୍ରାଇଭର

ପାଟଣା,୧୩।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବୈତରଣୀ ନଦୀ ପୋଲ ନିକଟରେ ଶୁକ୍ରବାର ଭୋର ରୁ ଦୁଇ ଟ୍ରକ ମୁହାମୁହିଁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏଥିରେ ୩ ଜଣ…

ସ୍ମାର୍ଟସିଟିରେ ମାଗଣା ଓ୍ବାଇ-ଫାଇର ଠିକଣା ମିଳୁନି: ଖୋଜି ଖୋଜି ନିରାଶ ୟୁଜର୍ସ

ଭୁବନେଶ୍ୱର, ୧୩।୧୨ (ବନ୍ଦନା ସେଠୀ):ସହରରେ ମାଗଣାରେ ଓ୍ବାଇ-ଫାଇ ସେବା ଯୋଗାଉଛି ଭୁବନେଶ୍ୱର ସ୍ମାଟ୍‌ ସିଟି ଲିମିଟେଡ୍‌ (ବିଏସ୍‌ଏଲ୍‌)। ରାଉଟର ଲାଗିଥିବା ସ୍ଥାନର ୫୦ ମିଟର ମଧ୍ୟରେ ଜଣେ ବ୍ୟକ୍ତି ଏହି ସେବା ପାଇପାରିବ। ମାତ୍ର ଏହି ମାଗଣା ସେବା କେଉଁଠି ମିଳୁଛି…

୧୪ରେ ହେବ ବିଦ୍ୟୁତ୍‌ କାଟ୍‌

ବରଗଡ଼,୧୨।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌(ଓପିଟିସିଏଲ୍‌) ପକ୍ଷରୁ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ୍‌ ସବ୍‌ଷ୍ଟେଶନରେ ଆସନ୍ତା ୧୪ତାରିଖରେ ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ୍‌ କାଟ୍‌ କରାଯିବ। ଉକ୍ତ ଦିନ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବରଗଡ଼…

ଟ୍ରମ୍ପ୍‌ ଟାଇମ ମାଗାଜିନର ‘ପର୍ସନ ଅଫ୍‌ ଦି ଇୟର’

ଓ୍ବାଶିଂଟନ, ୧୩।୧୨:ଟାଇମ ମାଗାଜିନ ପକ୍ଷରୁ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୪ ପାଇଁ ‘ପର୍ସନ ଅଫ୍‌ ଦି ଇୟର’ ଭାବେ ନାମିତ କରାଯାଇଛି। ଏହି ସମ୍ମାନ ଟ୍ରମ୍ପଙ୍କୁ ଦ୍ୱିତୀୟ ଥର ପାଇଁ ମିଳିଛି। ପୂର୍ବରୁ ୨୦୧୬ରେ ମଧ୍ୟ ଟାଇମ ମାଗାଜିନ…

ନିଜ ସୁନା ଚେନ୍‌ ବିକୁଛନ୍ତି ଫେସବୁକ ପ୍ରତିଷ୍ଠାତା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କାଲଫର୍ନିଆ,୧୩।୧୨: ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଗୋଲ୍ଡ ପ୍ଲେଟେଡ୍‌ କ୍ୟୁବା ଚେନ ଆଜିକାଲି ଚର୍ଚ୍ଚାରେ ଅଛି। ଏହି ଚେନ୍‌ ଅନଲାଇନ ନିଲାମ ପାଇଁ ଉପଲବ୍ଧ ଏବଂ ଏହାର ବିଡିଂ ୪୦,୦୦୦ ଡଲାର (ପ୍ରାୟ ୩୩ ଲକ୍ଷ) ଅତିକ୍ରମ କରିଛି। ଏହି ନିଲାମର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବ

ଭୁବନେଶ୍ୱର,୧୩ା୧୨(ଅନିଲ ଦାସ):ଗୃହରକ୍ଷୀମାନେ ପୋଲିସର ଏକ ଅଭିନ୍ନ ଅଙ୍ଗ। ରାଜ୍ୟରେ ଗୃହରକ୍ଷୀମାନେ ବହୁତ ଭଲ କାମ କରୁଛନ୍ତି। ୨୦୨୦ରୁ ଗୃହରକ୍ଷୀ ନିଯୁକ୍ତି ଉପରେ ଯେଉଁ କଟକଣା ଲଗାଯାଇଥିଲା ତାହାକୁ ଉଠାଇ ଦିଆଯାଇଛି। ଖୁବ୍‌ଶୀଘ୍ର ଖାଲିଥିବା ୨୪୧୬ଟି ପଦବୀ ପୂରଣ କରାଯିବ। ଏଥିସହିତ ୨୫୮୪ଟି…

ରାଜ୍ୟରେ ଶୀତର ଲହରୀ ଜାରି: କୁହୁଡ଼ି ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୨ା୧୨(ଅନୁରାଧା ମହାରଣା):ରାଜ୍ୟରେ ଶୀତର ଲହରୀ ଜାରି ରହିଥିବାବେଳେ ଗୁରୁବାର ନୂଆପଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୩୨.୦ ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍‌ ରହିଥିଲା। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ…

୪ କୋଟିରୁ ଅଧିକ ଟଙ୍କାର ଭାଟ୍‌ ହେରଫେର:ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୩ା୧୨(ସୂର୍ଯ୍ୟକାନ୍ତ ବେହେରା):ଭାଟ୍‌ ବାବଦ ୪କୋଟିରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହେରଫେର ନେଇ ଭୁବନେଶ୍ୱର ଭିଜିଲାନ୍ସରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଭିଜିଲାନ୍ସ ଟିମ୍‌ କୋରାପୁଟ ଜୟପୁରର ସିଟି ଆଣ୍ଡ ଜିଏସ୍‌ଟି କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀ ଓ ୨ଜଣ ବ୍ୟବସାୟୀଙ୍କୁ…

ରାଧାକୃଷ୍ଣଙ୍କୁ ଲାଗିହେଲା ୮୫୧ ପ୍ରକାର ବ୍ୟଞ୍ଜନ

ପୁରୀ,୧୩ା୧୨(ଅଜିତ୍‌ କୁମାର ମହାନ୍ତି):ମାର୍ଗଶିର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ବୈଷ୍ଣବ ସମ୍ପ୍ରଦାୟରେ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଗୁରୁବାର ଶ୍ରୀଗୌରବିହାର ଆଶ୍ରମ (ମାତା ମଠ) ପରିସରରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଚୈତନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?