କୁଏତରେ ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪୦ ଭାରତୀୟଙ୍କ ଜୀବନ, ସରକାରଙ୍କ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି
କୁଏତ,୧୨।୬: କୁଏତର ଦକ୍ଷିଣ ମଙ୍ଗାଫ ଜିଲାରେ ଥିବା ଏକ ଅଟ୍ଟାଳିକା(ଲେବର କ୍ୟାମ୍ପ)ରେ ବୁଧବାର ଭୟଙ୍କର ନିଆଁ ଲାଗିଛି। ଏଯାବତ ଏଥିରେ ୪୦ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିଭଳି ୩୦ ଭାରତୀୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୯୦…
ଅପରାଜିତା ଏବେ ଦିଲ୍ଲୀରେ ନା ଭୁବନେଶ୍ୱରରେ? ପ୍ରଶ୍ନ ଉଠାଇଲେ ସପ୍ତଗିରି ଉଲାକା
ଭୁବନେଶ୍ୱର,୧୨ା୬: ବୁଧବାର ଥିଲା ଭାଜପା ପାଇଁ ଏକ ସବୁଠୁ ବଡ଼ ଦିନ। ଆଜି ଭାଜପା ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝି। ଏହି ଶପଥପାଠ ସମାରୋହରେ ରାଜ୍ୟ ତଥା ରାଜ୍ୟ…
୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ କଲେ ସାମ୍ବାଦିକ
ଭୁବନେଶ୍ୱର,୧୨ା୬: ଦିର୍ଘ ଚାରି ବର୍ଷର ବ୍ୟବଧାନ ପରେ ଓଡ଼ିଶା ସଚିବାଳୟ ବା ଲୋକସେବା ଭବନକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି। କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚ ମାସଠାରୁ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା। ତେବେ…
ଡ୍ୟାମ୍ରେ ବୁଡ଼ି ଦୁଇ ଛାତ୍ରଙ୍କ ଜୀବନ ଗଲା
ହାଟଡିହୀ,୧୨ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ସୋସୋ ଥାନା ହଦଗଡ଼ ଶାଳନ୍ଦୀ ନଦୀ ଡ୍ୟାମ ବୁଲିବାକୁ ଆସିଥିବା ୭ ଜଣ ସାଙ୍ଗଙ୍କ ମଧ୍ୟରୁ ଦୁଇ ଜଣ ସାଙ୍ଗ ଗାଧୋଉଥିବା ବେଳେ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେମାନେ…
କୃଷ୍ଣଚନ୍ଦ୍ରଙ୍କୁ ମିଳିଲା ମନ୍ତ୍ରୀପଦ, କର୍ମୀ ମହଲରେ ଉତ୍ସାହ
ମୋରଡ଼ା,୧୨ା୬(ସ୍ମାରକ ମାଜୀ): ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ସଂଖ୍ୟା ଗରିଷ୍ଠତା ହାସଲ କରି ଏକାକୀ ସରକାର ଗଠନ କରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝିଙ୍କ ସମେତ ୧୫ ଜଣ ବିଧାୟକ ମନ୍ତ୍ରିମଣ୍ଡଳରେ…
ଗୁରୁବାର ଇଟାଲି ଯିବେ ମୋଦି
ନୂଆଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅର୍ଥାତ ଜୁନ ୧୩ ଗୁରୁବାର ଦିନ ଇଟାଲି ଯିବେ। ତୃତୀୟ ଥର ପାଇଁ କେନ୍ଦ୍ରରେ ଏନ୍ଡିଏ ସରକାର ଗଠନ ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ବୈଦେଶିକ ଯାତ୍ରା ହେବ। ଜୁନ ୧୪ ରେ…
ଶପଥ ନେଲେ ଓଡ଼ିଶାର ଦୁଇ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୬: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହିତ ଶପଥ ନେଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା। ରାଜ୍ୟପାଳ ରଘୁବର ଦାସ ପ୍ରଥମେ ମୋହନ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ, ଏହାପରେ ତାଙ୍କର ଦୁଇ…
ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୬: ଓଡ଼ିଶାରେ ପ୍ରଥମଥର ପାଇଁ ଭାଜପା ସରକାର ଗଠନ କରିବାକୁ ଯାଉଛି। ଏନେଇ ବୁଧବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ନେଇଛନ୍ତି। ଭୁବେନଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜିତ ଶପଥ ପାଠ ସମାରୋହରେ ମୋହନଙ୍କୁ ଶପଥ ପାଠ କରାଇଛନ୍ତି…
ଦୁଇ ବାଇକ୍କୁ ପଛପଟୁ ପିଟିଲା ଟ୍ୟାଙ୍କର: ୨ ମୃତ, ଜଣେ ଗୁରୁତର
ରାୟଗଡ଼ା/ବିଷମକଟକ,୧୨ା୬(ଆଶିଷ ରଞ୍ଜନ ପଣ୍ଡା/ପ୍ରସନ୍ନ କୁମାର ପଣ୍ଡା): ଦୁଇଟି ବାଇକ୍କୁ ପଛପଟୁ ଟ୍ୟାଙ୍କର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ରାୟଗଡ଼ା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ପଞ୍ଚାୟତର…
ଶପଥ ଗ୍ରହଣ ପୂର୍ବରୁ ସାଧାରଣ ଲୋକଙ୍କୁ କୃତଜ୍ଞତା ଜଣାଇଲେ ମୋହନ ମାଝି
ଭୁବନେଶ୍ୱର,୧୨ା୬: ଶପଥ ନେବା ପୂର୍ବରୁ ଜନତା ମୈଦାନରେ ପହଞ୍ଚି ସାଧାରଣ ଲୋକଙ୍କ ଗହଣକୁ ଯାଇ କୃତଜ୍ଞତା ଜଣାଇଛନ୍ତି ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି । ମଙ୍ଗଳବାର ଭାଜପା ବିଧାୟକ ଦଳ ବୈଠକରେ ମୋହନ ମାଝିଙ୍କୁ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ…
ନିମନ୍ତ୍ରଣ ରକ୍ଷା କରି ଶପଥ ସମାରୋହରେ ପହଞ୍ଚିଲେ ନବୀନ
ଭୁବନେଶ୍ୱର,୧୨।୬: ଆଉ କିଛି ସମୟ ପରେ ଶପଥ ଗ୍ରହଣ କରିବେ ମୋହନ ମାଝୀ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମାରୋହରେ ପହଞ୍ଚିଛନ୍ତି। ମଙ୍ଗଳବାର…
ଲାଗିଲା ଭୟଙ୍କର ନିଆଁ, ୪୦ ଭାରତୀୟଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୧୨।୬: ବୁଧବାର ଦକ୍ଷିଣ କୁଏତର ଏକ ବିଲ୍ଡିଂରେ ଭୟଙ୍କର ନିଆଁ ଲାଗିଛି । ଫଳରେ ୪୦ଜଣ ଭାରତୀୟ ଏହି ନିଆଁରେ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, କୁଏତର ମଙ୍ଗାଫ୍ ଅଞ୍ଚଳରେ…
Archives


