Home Left

ରାଶନ କାର୍ଡ କାହାର ରହିବ , କାହାର କଟିବ: ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୩୧।୭: ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାଶନ କାର୍ଡଧାରୀ ଚିହ୍ନଟ ହୋଇଛି। ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ୬ ଲକ୍ଷ ୧୯ ହଜାର ୮୩୬…

ଗମ୍ଭୀରଙ୍କ ଗୋଟିଏ ନିଷ୍ପତ୍ତି ଭାରତକୁ ଦେଲା ପ୍ରଥମ କ୍ଲିନ୍‌ ସୁଇପ୍‌ ସିରିଜ୍‌ ବିଜୟ

ନୂଆଦିଲ୍ଲୀ, ୩୧।୦୭: ନୂଆକରି ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ ହୋଇଥିବା ଗୌତମ ଗମ୍ଭୀର ପ୍ରଥମ ଅନ୍ତର୍ଜାତୀୟ ସିରିଜ୍‌ ବିଜୟରେ ସଫଳ ହୋଇଛନ୍ତି । ସିରିଜ୍‌ର ଶେଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଏକ ନିଶ୍ଚିତ ପରଜାୟରୁ ଅଳ୍ପକେ ବର୍ତ୍ତି ରୋମାଞ୍ଚକର ବିଜୟ ହାସଲ…

ୟୁପିଏସସିର ନୂଆ ଚେୟାରମ୍ୟାନ ହେଲେ ପ୍ରୀତି ସୁଦାନ

ନୂଆଦିଲ୍ଲୀ,୩୧।୭: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଏହାର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି। ୧୯୮୩ ବ୍ୟାଚ ଆଇଏଏସ ପ୍ରୀତି ସୁଦାନ UPSAC ର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଅଗଷ୍ଟ ୧ ରୁ ଦାୟିତ୍ୱ…

ବ୍ରିଜ୍‌ ଉପରେ ଥୁଆ ହୋଇଛି ସ୍କୁଟି, କାଠଯୋଡି ନଦୀକୁ କେହି ଡେଇଁପଡ଼ିଥିବା ସନ୍ଦେହ

କଟକ,୩୧।୭: (କାର୍ତ୍ତିକ ସାହୁ): କାଠଯୋଡି ନଦୀକୁ କେହି ଡେଇଁପଡ଼ିଥିବା ସନ୍ଦେହ କରାଯାଉଛି। ହେଲେ ଚାଳକଙ୍କ ପତ୍ତା ମିଳୁନି । ତେବେ ସେ ନଦୀକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି। ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।…

ଲଭ୍‌ ଜିହାଦ୍‌ ପାଇଁ ଆଜୀବନ କାରାଦଣ୍ଡ

ଲକ୍ଷ୍ନୌ ୩୩୧।୭: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ବେଆଇନ ଧାର୍ମିକ ରୂପାନ୍ତରଣ (ସଂଶୋଧନ) ବିଲ୍‌, ୨୦୨୪କୁ ପାରିତ କରାଯାଇଛି। ମଙ୍ଗଳବାର ପାରିତ ହୋଇଥିବା ଏହି ସଂଶୋଧିତ ବିଲ୍‌ରେ ଧର୍ମାନ୍ତରଣ ଉଦ୍ଦେଶ୍ୟରେ କୌଣସି ମହିଳାଙ୍କୁ ପ୍ରତାରଣା କରିବା ସହ ବେଆଇନ୍‌…

ଭେନେଜୁଏଲା ରାଷ୍ଟ୍ରପତିଙ୍କ ବିରୋଧରେ ଜୋର୍‌ଦାର ବିକ୍ଷୋଭ

କାରାକାସ୍‌,୩୧।୭: ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଶାସକ ଓ ବିରୋଧୀ ମୁହଁାମୁହିଁ ହୋଇଛନ୍ତି। ରାଷ୍ଟ୍ରପତି ନିକୋଲାସ୍‌ ମାଦୁରୋଙ୍କ ସମର୍ଥକ ଏବଂ ବିରୋଧୀମାନେ ମଙ୍ଗଳବାର ରାଲି ବାହାର କରିଥିଲେ। ବିରୋଧୀ ନିର୍ବାଚନରେ ବିଜୟୀ ହୋଇଥିବା ଦାବି କରୁଥିବାବେଳେ ଫଳାଫଳ ଶାସକ ସୋସିଆଲିଷ୍ଟ…

ଜାଣନ୍ତୁ କାହା ସହ ଡେଟ୍‌ କରୁଛନ୍ତି କ୍ରିତି

ଲଣ୍ଡନ: ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ ନିଜ ଦମ୍‌ଦାର ଅଭିନୟ ସହ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ ସର୍ବଦା ନିଜ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା କ୍ରିତି ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ…

ଆଇଫୋନ୍‌ ନୁହେଁ, ବିବାହ ନିମନ୍ତ୍ରଣ କାର୍ଡ

ବିଶାଖାପାଟଣା: ସମ୍ପ୍ରତି ବିବାହ ପାଇଁ ଫ୍ୟାନ୍ସି ଏବଂ କଷ୍ଟୋମାଇଜ୍‌ଡ୍‌ ନିମନ୍ତ୍ରଣ କାର୍ଡର ବେଶ୍‌ ଚାହିଦା ରହିଛି। ଏହି ଧାରାକୁ ଅନୁସରଣ କରି ବିଶାଖାପାଟଣାର ଏକ ପ୍ରେମୀ ଯୁଗଳ ନିଜ ବିବାହ କାର୍ଡକୁ ଏକ ସ୍ବତନ୍ତ୍ର ଉପାୟରେ ପ୍ରସ୍ତୁତ କରିଛନ୍ତି। ଏକ ନିଆରା…

ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଆସିଲା ବଡ଼ ଖବର, ଅଭିଷେକଙ୍କୁ ଛାଡି ପଳାଇଲେ ଐଶ୍ୱର୍ଯ୍ୟା!

ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଦୀର୍ଘ ଦିନ ଧରି ର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ବିବାହକୁ ୧୭ ବର୍ଷ ପୂରିଲାଣି ଏବଂ ଏହି ଦମ୍ପତିଙ୍କର ମଧ୍ୟ ଏକ ଝିଅ ଅଛି, ଯାହାର ନାମ ଆରାଧ୍ୟା । କିଛି ଦିନ…

ଜଗତ୍‌ସିଂହପୁର ଜିଲାରେ ପ୍ରଥମ ବନ୍ୟାଜଳ ପ୍ରବାହିତ

ଜଗତ୍‌ସିଂହପୁର, ୩୧।୭ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଏକ ତଳିଆ ଜିଲା ଭାବେ ପରିଚିତ। ସମୁଦ୍ର କୂଳବର୍ତ୍ତୀ ଏହି ଜିଲାରେ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା, ବନ୍ୟା ଆଦି ହୋଇଥାଏ। ଯେହେତୁ ଏବେ ବର୍ଷାଦିନ, ତେଣୁ ବନ୍ୟା ପରିସ୍ଥିତି…

ବାଜି ପଲଟାଇ ଦେଲେ ସୂର୍ଯ୍ୟକୁମାର, ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ କ୍ଲିନ୍‌ ସୁଇପ୍‌ କଲା ଭାରତ

ନୂଆଦିଲ୍ଲୀ, ୩୧।୦୭: ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ରୁ ଶାନ୍‌ଦାର ପ୍ରଦର୍ଶନ କରିଆସିଥିବା ଭାରତୀୟ ଟିମ୍‌ ଶେଷ ମ୍ୟାଚ୍‌ରେ ମଧ୍ୟ ରୋମାଞ୍ଚକର ବିଜୟ ହାସଲ କରିଛି ।…

ଚାଷ ଜମିକୁ ଓଲଟି ପଡିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ହାଟଡିହୀ,୩୧l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ଶଢା କେନାଲ ନିକଟରେ ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ଟ୍ରାକ୍ଟର ଓଲଟି ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି l ସେ ହେଉଛନ୍ତି ଢେଙ୍କା ପଞ୍ଚାୟତ ମୋଟରାଗଡିଆ ଗ୍ରାମର ବିଜୟ କୁମାର ନାୟକ(୪୮ବର୍ଷ)l…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri