Home Left

ସୁରକ୍ଷା କର୍ମୀଙ୍କୁ ଠିକ୍‌ ଭାବେ ମିଳୁନି ଦରମା, ଜିଲାପାଳଙ୍କୁ…

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ପ୍ରତି ଅଣଦେଖା ମନୋଭାବ ପୋଷଣ କରାଯାଉଛି। ସେମାନଙ୍କୁ ଠିକ୍‌ ଭାବେ ଦରମା ମିଳୁ ନ ଥିବା ସୁରକ୍ଷାକର୍ମୀମାନେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ…

ନଦୀମ୍‌ଙ୍କୁ କାର୍‌ ସହିତ ୧କୋଟି

ଲାହୋର, ୧୪ା୮ : ନିକଟରେ ଶେଷ ହୋଇଥିବା ପ୍ୟାରିସ ଗେମ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ସଫଳତା ପାଇଁ ପଞ୍ଜାବ ସରକାର ଅଲିମ୍ପିକ ଜାଭେଲିନ ଥ୍ରୋ ଚାମ୍ପିୟନ ଅର୍ଶାଦ ନଦୀମଙ୍କୁ ୧କୋଟି ଟଙ୍କା ଏବଂ ଏକ ବ୍ରାଣ୍ଡ ନୂଆ କାର୍‌ ପୁରସ୍କାର ଆକାରରେ…

ପୁରୁଷ ହକି ଦଳକୁ ଭେଟିବେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୧୪ା୮: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସେପ୍ଟେମ୍ବର ୧୦ ପୂର୍ବରୁ ବ୍ରୋଞ୍ଜ ବିଜୟୀ ଭାରତୀୟ ପୁରୁଷ ହକି ଦଳ ସହିତ ଏକ ବୈଠକ କରିବେ। ୨୦୨୮ ଲସ୍‌ଏଞ୍ଜେଲ୍ସ ଗେମ୍ସରେ ଯେପରି ସ୍ବର୍ଣ୍ଣ ପଦକ ହାସଲ କରାଯିବା ପ୍ରୟାସରେ ଭବିଷ୍ୟତ ଯୋଜନା ସମ୍ପର୍କରେ…

ଭାରତର ସବୁ ଲୁଣ, ଚିନିରେ ମାଇକ୍ରୋପ୍ଲାଷ୍ଟିକ୍‌

ନୂଆଦିଲ୍ଲୀ, ୧୪।୮:ଭାରତୀୟ ବଜାରରେ ବିକ୍ରି ହେଉଥିବା ସମସ୍ତ ବ୍ରାଣ୍ଡ୍‌ର ଲୁଣ ଏବଂ ଚିନିରେ କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା(ମାଇକ୍ରୋପ୍ଲାଷ୍ଟିକ୍‌) ରହିଛି। ବଡ଼ ବ୍ରାଣ୍ଡ୍‌ ହେଉ ଅବା ଛୋଟ ବ୍ରାଣ୍ଡ୍‌, ପ୍ୟାକେଟରେ ବିକ୍ରି ହେଉ ଅବା ଖୋଲାରେ ମିଳୁଥିବା ସମସ୍ତ ପ୍ରକାରର ଲୁଣ ଏବଂ…

ହିମାଚଳରେ ଭୂସ୍ଖଳନ, ବନ୍ୟା: ୨୧୩ ରାସ୍ତା ବନ୍ଦ

ଶିମଲା, ୧୪।୮: ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନ ଏବଂ ହଠାତ୍‌ ଆସିଥିବା ବନ୍ୟା କାରଣରୁ ୨୧୩ଟି ସଡ଼କ ବନ୍ଦ ହୋଇପଡ଼ିଥିବା ନେଇ ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଶିମଲା ଜିଲାର…

ଦେଶବାସୀଙ୍କଠାରୁ ନ୍ୟାୟ ଚାହେଁ: ହାସିନା

ନୂଆଦିଲ୍ଲୀ,୧୪ା୮: ସରକାରର ପତନ ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ମଙ୍ଗଳବାର ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ତାଙ୍କ ଦେଶବାସୀଙ୍କଠାରୁ ନ୍ୟାୟ ପାଇବାକୁ ଅପିଲ କରିଛନ୍ତି। ତାଙ୍କର ଏକ ଆବେଗଭରା ବିବୃତିକୁ ପୁଅ ସଜୀବ…

୧୫ରୁ ‘ଫୁଲ୍‌ ପଇସା ଅସୁଲ’ ସେଲ୍‌

ଭୁବନେଶ୍ୱର,୧୪।୮: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ସ୍ମାର୍ଟ ବଜାରର ବହୁ ପ୍ରତୀକ୍ଷିତ ତଥା ୫ ଦିନିଆ ଆକର୍ଷଣୀୟ ଅଫର ‘ଫୁଲ୍‌ ପଇସା ଅସୁଲ’ ସେଲ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେଲ୍‌ ୨୦୨୪ ଅଗଷ୍ଟ ୧୫ରୁ ୧୯ ପର୍ଯ୍ୟନ୍ତ ସର୍ବଭାରତୀୟସ୍ତରର ଆଉଟ୍‌ଲେଟ୍‌…

ରୋଗୀଙ୍କୁ ବଳାତ୍କାର, ଡାକ୍ତର ଗିରଫ

କଟକ,୧୪ା୮(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ସିବି ମେଡିକାଲର କାର୍ଡିଓଲୋଜି ବିଭାଗକୁ ଗତ ଶୁକ୍ରବାର ଦୁଇ ମହିଳା ରୋଗୀ ହୃଦ୍‌ଜନିତ ଚିକିତ୍ସା ପାଇଁ ଆସିଥିଲେ। ଉକ୍ତ ୨ମହିଳା ରୋଗୀ ଗୋଟିଏ ପରିବାରର ହୋଇଥିବାବେଳେ ଏସ୍‌ସିବି ମେଡିକାଲର ଜଣେ ଡାକ୍ତରୀ ଛାତ୍ରଙ୍କ ସମ୍ପର୍କୀୟ ମଧ୍ୟ। ରବିବାର ସମସ୍ତ ପରୀକ୍ଷା…

ସଭ୍ୟତାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୪।୮: ଦେଶର ଅଗ୍ରଣୀ ପ୍ରିମିୟମ ଏଥ୍‌ନିକ ୱେୟାର ବ୍ରାଣ୍ଡ୍‌ ‘ସଭ୍ୟତା’ର ନୂତନ ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ମଙ୍ଗଳବାର ଭୁବନେଶ୍ୱରର ଏସ୍‌ପ୍ଲାନେଡ୍‌ ମଲ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ସାରା ଭାରତରେ ବ୍ରାଣ୍ଡ୍‌ର ଏହା ୧୨୩ତମ ଷ୍ଟୋର ହୋଇଥିଲାବେଳେ ଓଡ଼ିଶା ବଜାରରେ ସଭ୍ୟତାର ୨ ଷ୍ଟୋରର ଶୁଭାରମ୍ଭ…

ଉଦିତ୍‌ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି

ଭୁବନେଶ୍ୱର, ୧୪।୮(ସୁନିତ୍‌ ମିଶ୍ର):ଉଦିତ୍‌ ନାରାୟଣ ପ୍ରଧାନଙ୍କୁ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେଙ୍କ ଅନୁମୋଦନକ୍ରମେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ୯ଟି ରାଜ୍ୟ ଲାଗି ଏଆଇସିସି ପକ୍ଷରୁ ଏନ୍‌ଏସ୍‌ୟୁଆଇ ୟୁନିଟ୍‌…

ଆଇଆଇଟି ଭୁବନେଶ୍ୱର ସହ ଆଇଜି ଡ୍ରୋନ୍‌ସର ବୁଝାମଣା

ଭୁବନେଶ୍ୱର,୧୪।୮: ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି), ଭୁବନେଶ୍ୱର ସହ ଆଇଜି ଡ୍ରୋନ୍‌ସର ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏହି ବୁଝାମଣା ଅନୁଯାୟୀ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରେନ୍ୟୁରଶିପ୍‌ ପାର୍କରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆର୍‌ ଆଣ୍ଡ ଡି ଉପରେ ଗୁରୁତ୍ୱ…

ଜୟଆଲୁକ୍କାସ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୪।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ଅଗ୍ରଣୀ ଗହଣା ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ବହୁ ପ୍ରତୀକ୍ଷିତ ଅଫର ‘ଗିଫ୍ଟସ୍‌ ଅଫ୍‌ ଜୟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ୬୮ତମ ପୂର୍ତ୍ତି ଉତ୍ସବ (ବାର୍ଷିକୀ) ଏବଂ ଭାରତର ୭୮ତମ ସ୍ବାଧୀନତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri