Home Left

ରାଜାଙ୍କ ମଞ୍ଜୁରୀ ପରେ ଶିନାଓ୍ବାତ୍ରା ହେଲେ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ,୧୮।୮: ଥାଇଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବରେ ପାଟୋଙ୍ଗଟର୍ନ ଶିନାୱାତ୍ରା ନିଯୁକ୍ତ ହୋଇଛନ୍ତି। ପ୍ରତିନିଧି ସଭାର ସେକ୍ରେଟେରୀ ଜେନେରାଲ ବା ମହାସଚିବ ଅର୍ଫାତ୍‌ ସୁକାନନ ରବିବାର ଏହି ଘୋଷଣା କରିଛନ୍ତି। ଜିନ୍ହୁଆ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ ରବିବାର ସକାଳେ ମୁଖ୍ୟାଳୟରେ ଏକ…

୩ ବିଧାୟକଙ୍କ ସହ ଦିଲ୍ଲୀ ବାହାରିଲେ ଚମ୍ପାଇ ସୋରେନ

ରାଞ୍ଚି,୧୮।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସହ ୩ଜେଏମଏମ ବିଧାୟକ ରବିବାରି ଅପରାହ୍ନ ୩ଟାରେ ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ଭାଜପାରେ ଯୋଗ ଦେଇପାରନ୍ତି। ଏୟାର ଇଣ୍ଡିଆର ବିମାନ ଯୋଗେ ଏମାନେ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ତେବେ ଚମ୍ପାଇ ସୋରେନ ଦିଲ୍ଲୀ ଯିବା…

‘ସ୍ତ୍ରୀ ୨’ ପାଇଁ କାଟିବାକୁ ପଡିବନି ମହଙ୍ଗା ଟିକେଟ୍‌, ମାତ୍ର ୨୯ଟଙ୍କାରେ ଦେଖନ୍ତୁ ହଲ୍‌ ଭଳି ଫିଲ୍ମ

ମୁମ୍ବାଇ.୧୮।୮: ‘ସ୍ତ୍ରୀ ୨’ ହଲ୍‌ରେ ରିଲିଜ୍‌ ହୋଇ ସାରିଛି। ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବହୁ ପ୍ରତୀକ୍ଷିତ ‘ସ୍ତ୍ରୀ ୨’ ଫିଲ୍ମ ଗୁରୁବାର ସ୍ବାଧୀନତା ଦିବସ ଉପଲକ୍ଷେ ରିଲିଜ୍‌ ହୋଇଛି। ତେବେ ରିଲିଜ୍‌ ହେବାର ୨ ଦିନ ମଧ୍ୟରେ ‘ସ୍ତ୍ରୀ ୨’ ଫିଲ୍ମ…

ରନ୍ଧା ମଦ ପ୍ରସ୍ତୁତିରେ ବ୍ୟବହୃତ ହେଉଛି ମଲାମୂଷା, ଭାଇରାଲ ହେଉଛି ଭିଡିଓ

ଥୁଆମୂଳ ରାମପୁର,୧୮ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ଏବେ ଦେଶୀ ହାତ ରନ୍ଧା ମଦ କାରବାର ବଢ଼ିବାରେ ଲାଗିଛି। ତେବେ ଏହି ଦେଶୀ ହାତରନ୍ଧା ମଦ ରାନ୍ଧିବାକୁ ହେଲେ କେଉଁ ପ୍ରକାରର କୌଶଳ ଅବଳମ୍ବନ କରାଯାଉଛି ତାହା ଜାଣିବା ମଧ୍ୟ…

ଗିରଫ ହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ

ଯାଜପୁର,୧୮ା୮: ଯାଜପୁର ସିଟି ଏବଂ ଜିଏସ୍‌ଟିର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ ଟିକସ ହେର୍‌ଫେର୍‌ ଅଭିଯୋଗରେ ଶନିବାର ରେଡ୍‌ କରାଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ବିନୟଙ୍କ…

ଟ୍ରେନି ଡାକ୍ତର ହତ୍ୟା ମାମଲାକୁ ନେଇ ଟିଏମସି ମଧ୍ୟରେ କନ୍ଦଳ! ମମତାଙ୍କ ଏମପି ମାଗିଲେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ଜବାବ

କୋଲକାତା,୧୮।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ (କୋଲକାତା ଡାକ୍ତର ହତ୍ୟା ମାମଲା)ାର ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ହତ୍ୟା ଘଟଣା କେବଳ ବଙ୍ଗଳାରେ ନୁହେଁ ସମଗ୍ର ଦେଶରେ କ୍ରୋଧା ବହ୍ନି ଜାଳିଛି। ଏହି ପ୍ରସଙ୍ଗରେ ମମତା ସରକାରଙ୍କ ଉପରେ…

‘ଲେଡି ବୁମ୍‌ରା’ ଙ୍କୁ ଦେଖି ଦୁନିଆ ତାଜୁବ, ସ୍କୁଲ ୟୁନିଫର୍ମରେ ଦେଖାଇଲେ ବୋଲିଂର ଯାଦୁ, ଭାଇରାଲ ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୧୮।୮: ଜସପ୍ରୀତ ବୁମ୍‌ରା ବର୍ତ୍ତମାନ ଦୁନିଆର ସର୍ବୋତ୍ତମ ବୋଲରମାନଙ୍କ ମଧ୍ୟରୁ ଜଣେ। ତାଙ୍କର ଦମ୍‌ଦାର ବୋଲିଂ ହେତୁ ଭାରତ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ହାତେଇଥିଲା। ବୁମରା ଜଣେ ଅନନ୍ୟ ବୋଲର। ତାଙ୍କର ଆକ୍ସନ ଏବଂ ବୋଲିଂ ସମ୍ପୂର୍ଣ୍ଣ ଭିନ୍ନ, ଯାହା…

ହୋଟେଲ୍‌ ରୁମ୍‌ରେ ପଶି ମହିଳା କ୍ୟାବିନ୍‌ କ୍ର୍ୟୁଙ୍କୁ ଶାରିରୀକ ନିର୍ଯ୍ୟାତନା

ନୂଆଦିଲ୍ଲୀ, ୧୮।୦୮: ଏୟାର ଇଣ୍ଡିଆର ଜଣେ କ୍ୟାବିନ୍‌ କ୍ର୍ୟୁ ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଛି । କିଛି ରିପୋର୍ଟରେ କୁହାଯାଇଛି କି କ୍ୟାବିନ୍‌ କ୍ର୍ୟୁଙ୍କ ସହିତ ବଳାତ୍କାର ହୋଇଛି । ତେବେ ଏହି ଘଟଣାରେ ଲଣ୍ଡନ ପୋଲିସର ତଦନ୍ତ ଜାରି ରହିଛି…

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

ପୁରୀ,୧୮ା୮: ପୁରୀ ଜିଲା କୃଷ୍ଣପ୍ରସାଦ ନିକଟ ମଝି ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ରବିବାର ଫସିଯାଇଛି। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ଅଟକି ରହିଛି। ଉକ୍ତ ଡଙ୍ଗାରେ ୪୦ରୁ ଉଦ୍ଧର୍‌ବ ଯାତ୍ରୀ ଥିବା ବେଳେ ପ୍ରାୟ ୨୦ଟି ବାଇକ୍‌…

ରୋହିତଙ୍କ ପାଖରେ ବଡ଼ ସୁଯୋଗ, ଏତିକି ରନ୍‌ରେ ପଛରେ ପଡ଼ିବେ ଜୋ ରୁଟ୍‌

ନୂଆଦିଲ୍ଲୀ, ୧୮।୦୮: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସେପ୍ଟେମ଼୍ବରରେ ଦୁଇଟି ଟେଷ୍ଟ୍‌ ମ୍ୟାଚ୍‌ ହେବାକୁ ଯାଉଛି । ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବ । ଏହି ଦୁଇ ଟେଷ୍ଟ ମ୍ୟାଚ ବିଶ୍ୱ ଟେଷ୍ଟ…

କ’ଣ ଏହି କର୍ନାଟକର ଏମ୍‌ୟୁଡିଏ ଘୋଟାଲା? ଯାହାକୁ ନେଇ ଟେନଶନ୍‌ରେ ସିଦ୍ଧରମେୟା, ଭାଙ୍ଗିଯିବ ସରକାର!

ବେଙ୍ଗାଲୁରୁ,୧୮ା୮: ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍‌ୟୁଡିଏ) ଦ୍ୱାରା ଜମି ଆବଣ୍ଟନରେ ହୋଇଥିବା ଅନିୟମିତତା ଅଭିଯୋଗରେ କର୍ନାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚାଲିବ। ଏମ୍‌ୟୁଡିଏ ଜମି ଦୁର୍ନୀତି ମାମଲାରେ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ପାଇଁ…

ରାଖି ପୂର୍ଣ୍ଣିମାରେ ଭଉଣୀଙ୍କୁ ଦେବେ ସୁନା ଉପହାର, ଜାଣନ୍ତୁ ଭୁବନେଶ୍ୱରରେ ସୁନା ରେଟ୍‌ କେତେ

ଭୁବନେଶ୍ୱର,୧୮।୮: ରାତି ପାହିଲେ ରାଖି ପୂର୍ଣ୍ଣିମା। ଭଉଣୀମାନେ ଭାଇଙ୍କୁ ରାଖି ବାନ୍ଧିବାକୁ ପ୍ରସ୍ତୁତ ହୋଇଗଲେଣି। ଏପଟେ ଭାଇମାନେ କିନ୍ତୁ ଟେନଶନରେ ଅଛନ୍ତି। ନିଜ ଗେହ୍ଲା ଭଉଣୀଙ୍କୁ କ’ଣ ଉପହାର ଦେବେ? ତେବେ ଆପଣ କ’ଣ ଭଉଣୀଙ୍କୁ ସୁନା ଜିନିଷ ଉପହାର ଦେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri