Home Left

ଭଉଣୀ ପାଇଁ ଭାଇ କଲେ ଏମିତି ତ୍ୟାଗ: ଜାଣିଲେ..

ଭାଇର ତ୍ୟାଗ ଥାଇଲାଣ୍ଡର ଚନିତା ଗରିବ ପରିବାରର ଝିଅ। ଭାଇ ଓ ମା’କୁ ନେଇ ରୁହନ୍ତି। ମା’ ମୁଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳାଇବା ସହ ଦୁଇ ପୁଅ ଝିଅଙ୍କୁ ପଢାନ୍ତି। ବହୁ କଷ୍ଟରେ ଦୁଇ ପିଲାଙ୍କର…

ନାକ ପଟେ ପାଣି ଟାଣି ଆଖିରେ ଲେଖନ୍ତି ବ୍ୟକ୍ତି, ଜାଣନ୍ତୁ ଏ ଆଶ୍ଚର୍ଯ୍ୟକର ଘଟଣା

ସୁନ୍ଦର ହାତଲେଖା ସମସ୍ତଙ୍କ ମନ ଜିଣିଥାଏ। ହେଲେ ବହୁତ ଚେଷ୍ଟା କଲାପରେ ବି ଅନେକଙ୍କର ହାତ ଲେଖା ସୁନ୍ଦର ହୋଇପାରି ନ ଥାଏ। କିନ୍ତୁ ୫୬ ବର୍ଷୀୟ ରୁ’ ଆଣ୍ଟିଂଙ୍କର ଅଛି ଏକ ଖାସ୍‌ ଟ୍ୟାଲେଣ୍ଟ। ଯେଉଁଠି ହାତରେ ଲେଖି ଲୋକଙ୍କ…

ପୂଜାବ୍ରତରେ କାହିଁକି ପିଆଜ ରସୁଣ ମନା

ହିନ୍ଦୁଧର୍ମରେ ଅନେକ ମାନ୍ୟତା ରହିଛି। ତନ୍ମଧ୍ୟରେ ପୂଜାବ୍ରତ ସମୟରେ ପିଆଜ ରସୁଣ ସେବନ ନ କରିବା ଅନ୍ୟତମ। ପିଆଜ ରସୁଣ ଯୁକ୍ତ ଖାଦ୍ୟ ଈଶ୍ୱରଙ୍କୁ ପ୍ରସାଦ ଭାବେ ମଧ୍ୟ ଅର୍ପଣ କରାଯାଇ ନ ଥାଏ। ଯଦିଓ ପିଆଜ ରସୁଣ ମଧ୍ୟରେ ଔଷଧୀୟ…

ଟ୍ରେନ୍‌ରେ କଟି ଚାଲିଗଲା ହାତୀଛୁଆର ଜୀବନ, ଜଗି ବସିଛି ମା’

ଟେନ୍‌ସା,୧୮ା୮(ସମୀର କୁମାର ପାଢ଼ୀ): ଟ୍ରେନ୍‌ରେ କଟି ଏକ ହାତୀଛୁଆର ଜୀବନ ଚାଲିଯାଇଛି। ମାଆ ସାମ୍ନାରେ ଛଟପଟ ହୋଇ ବିଚରା ଛୁଆହାତୀଟି ମରିଯିବାରୁ ମା’ର ମନ ବୁଝୁନାହିଁ। ସେ ତା’ ଛୁଆର ପାଖ ଛାଡ଼ି ଯାଉନାହିଁ। ଖାଲି ଏତିକି ନୁହେଁ ପାଟି ସିନା…

ଦିଲ୍ଲୀ ପହଞ୍ଚିବା ମାତ୍ରେ ବଡ ପରିବର୍ତ୍ତନ, ନିଜ ଏକ୍ସ ହ୍ୟାଣ୍ଡେଲରୁ ପାର୍ଟିର ନାଁ ହଟାଇଲେ ଚମ୍ପାଇ

ନୂଆଦିଲ୍ଲୀ,୧୮।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଦିଲ୍ଲୀରେ ପହଞ୍ଚିବା ମାତ୍ରେ କଳ୍ପନା ଜଳ୍ପନାର ନୀରବତା ଭାଙ୍ଗିଛନ୍ତି। ଚମ୍ପାଇ ସୋରେନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କାହାକୁ ଭେଟୁନାହାଁନ୍ତି। ସେ କହିଛନ୍ତି ଯେ ଯେତେବେଳେ ଆମେ ଏଠାରେ କୌଣସି କାର୍ଯ୍ୟକ୍ରମ…

ବାଇବେଲ ବିକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି

ଓ୍ବାଶିଂଟନ,୧୮।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସବୁଠାରୁ ଧନୀ ନେତାଙ୍କ ମଧ୍ୟରେ ଜଣେ ଭାବେ ଗଣାଯାଆନ୍ତି। ଫୋର୍ବସ ଅନୁଯାୟୀ ଟ୍ରମ୍ପଙ୍କ ନେଟଓ୍ବର୍ଥ ହେଉଛି ୪.୫ ବିଲିୟନ ଡଲାର। ଏଥର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ପ୍ରାର୍ଥୀ କମଲା ହାରିସଙ୍କୁ…

ଭାଇ ଭଉଣୀଙ୍କ ମ୍ୟାଚିଂ ଟି-ଶାର୍ଟ

କୁଲ୍‌ କମ୍ଫଟେବଲ୍‌ ଲୁକ୍‌ ଦିଏ ଟି-ଶାର୍ଟ। ଯେ କୌଣସି ଅକେଜନ୍‌ ହେଉନା କାହିଁକି ଜିନ୍ସ ଟି-ଶାର୍ଟ ପିନ୍ଧି ଖୁବ୍‌ କମ୍‌ ସମୟରେ ନିଜକୁ ପ୍ରସ୍ତୁତ କରିହୁଏ। ସେଥିପାଇଁ ଉଭୟ ଯୁବତୀଯୁବକଙ୍କର ଏହା ଭାରି ପ୍ରିୟ। ଖାସ୍‌ ଏହାକୁ ହିଁ ଲକ୍ଷ୍ୟ କରି…

କୁଆଡେ ଗଲା ଇନ୍ଦ୍ରଧନୁ

ଦିନ ଥିଲା ବର୍ଷା ପରେ ପରେ ପ୍ରାୟତଃ ଦେଖିବାକୁ ମିଳୁଥିଲା ଇନ୍ଦ୍ରଧନୁ। ହେଲେ ଏବେ ସତେ ଯେମିତି ହଜିଯାଇଛି ପ୍ରକୃତିର ଏହି ଅପୂର୍ବ ବର୍ଣ୍ଣବିଭା… ଇନ୍ଦ୍ରଧନୁ ! ପ୍ରକୃତିର ଏକ ଅନନ୍ୟ ବିସ୍ମୟ। ଲାଗେ ସତେ ଯେମିତି କେଉଁ ଏକ ଚିତ୍ରକର…

ରାଖୀ ବାନ୍ଧିବା ପୂର୍ବରୁ ଭୁଲୁ ନାହାନ୍ତି ତ ଏସବୁ , ନିହାତି ଜାଣନ୍ତୁ

ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ରାଖୀ ବାନ୍ଧିବା ପୂର୍ବରୁ ଠାକୁରଙ୍କୁ ରାଖୀ ସମର୍ପଣ କରିବାର ବିଧି ରହିଛି। ବିଶ୍ୱାସ ରହିଛି, ଏପରି କରିବା ଦ୍ୱାରା ପ୍ରଭୁଙ୍କ ଆଶୀର୍ବାଦ ମିଳିବା ସହ ମନସ୍କାମନା ପୂରଣ ହୁଏ। ତେବେ ରାଖୀ ପୂର୍ଣ୍ଣିମାରେ କେଉଁ ଦେବତାଙ୍କଠାରେ…

ପଞ୍ଜାବ ଯୁବତୀଙ୍କୁ ଡେରାଡୁନରେ ଗଣବଳାତ୍କାର

ଡେରାଡୁନ,୧୮।୮: ପଞ୍ଜାବରୁ ଡେରାଡୁନକୁ ଆସିଥିବା ଜଣେ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଥିବା ସାମ୍ନାକୁ ଆସିଛି। ଯୁବତୀଙ୍କ ମାନସିକ ଅବସ୍ଥା ଭଲ ନୁହେଁ ଏବଂ ସେ ରୋଡୱେ ବସ ଯୋଗେ ଡେରାଡୁନରେ ପହଞ୍ଚିଥିଲେ। ପୋଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ…

ରାଶି ଅନୁଯାୟୀ ରାଖୀର ରଙ୍ଗ: ଜାଣନ୍ତୁ କେଉଁ ରଙ୍ଗର ରାଖୀ ଆପଣଙ୍କ ଭାଇ ପାଇଁ ହେବ ଶୁଭ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପ୍ରତି ରାଶିର ଶୁଭ ରଙ୍ଗ ରହିଥାଏ। ତେଣୁ ରାଖୀ ପୂର୍ଣ୍ଣିମାରେ ନିଜ ଭାଇର ରାଶି ଅନୁଯାୟୀ ଶୁଭ ରଙ୍ଗର ରାଖୀ ବାନ୍ଧନ୍ତୁ … *ମେଷ: ଏହି ରାଶି ପାଇଁ ନାଲି ରଙ୍ଗ ଶୁଭ। ମେଷ ରାଶି ଥିବା ଭାଇ…

୧୦ ହସ୍ପିଟାଲକୁ ବୋମାରେ ଉଡାଇ ଦେବାକୁ ଧମକ

ଜୟପୁର,୧୮।୮: ରାଜଧାନୀ ଜୟପୁରରେ ଇ-ମେଲ ଜରିଆରେ ହସ୍ପିଟାଲ ଗୁଡିକୁ ଉଡାଇ ଦେବାକୁ ଧମକ ଦିଆଯାଇଛି। ଏଥର ଗୋଲାପୀ ସହର ଜୟପୁରର ୧୦ଟି ବଡ ଡାକ୍ତରଖାନାକୁ ଏହି ଧମକ ଦିଆଯାଇଛି। ଏନେଇ ଏପର୍ଯ୍ୟନ୍ତ କେବଳ ଦୁଇଟି ଡାକ୍ତରଖାନା ପୋଲିସକୁ ଏ ସମ୍ପର୍କରେ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri