ଶରଦ ପାଓ୍ବାରଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ବଢୁଛି ଉଷ୍ମତା
ମୁମ୍ବାଇ,୨୪।୮: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ବିରୋଧୀଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମହାବିକାଶ ଅଘାଡି (ଏମଭିଏ) ଉପରେ ଚାପ ପକାଇବା ନେଇ ଏକ ଦୃଢ ଆଲୋଚନା ହୋଇଛି। ଏହି ପରିପ୍ରେକ୍ଷୀରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଶୁକ୍ରବାର ସ୍ପଷ୍ଟ…
ଭଡାଘରେ ଝୁଲୁଛି ମହିଳା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ: କ’ଣ ରହିଛି ଏହା ପଛରେ ବଡ଼ କାରଣ
ବାଲେଶ୍ୱର,୨୪।୮: ଭଡାଘରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱରରେ। ଭୋଗରାଇ ବ୍ଲକ କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ଝୁଲନ୍ତା ମୃତଦେହ ଶନିବାର ତାଙ୍କ ଭଡ଼ାଘରୁ ଜବତ କରାଯାଇଛି। ସ୍ଥାନୀୟ ଲୋକେ ଏହା ଜାଣି…
ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ ମେଶିନ ଅଚଳ, ରୋଗୀ ହନ୍ତସନ୍ତ
ବାଲିଗୁଡ଼ା,୨୪ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ’ ମେଶିନ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଗୁଡ଼ା ବ୍ଲକର ୮ରୁ ଅଧିକ ପଞ୍ଚାୟତବାସୀ ନିର୍ଭର କରନ୍ତି। ଏଠାରେ ଏକ୍ସ-ରେ’…
ନାଗାର୍ଜୁନଙ୍କ ଉପରେ ବୁଲଡୋଜର ଆକ୍ସନ! ଜାଣନ୍ତୁ କ’ଣ ଏହାର କାରଣ
ଚେନ୍ନାଇ,୨୪।୮: ବଳପୂର୍ବକ ଦଖଲ ହେତୁ ଭେଟେରାନ ଅଭିନେତା ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏନ କନଭେନସନ ସେଣ୍ଟରକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଖବର ଅନୁଯାୟୀ, ସ୍ଥାନୀୟ ଜଳଭଣ୍ଡାର ତାମିଡି ଚେରେଭୁଙ୍କୁ ବଳପୂର୍ବକ…
ସଂସ୍କୃତି ଓ ପରମ୍ପରା ବହନ କରେ ଖିଚିଂ, ଏଠାରେ ରହିଛି…
ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂରେ କଳା,ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଶିଳ୍ପୀଙ୍କ କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ। ପୂର୍ବରୁ ଭଞ୍ଜ ବଂଶୀୟ ଶାସକଙ୍କର ଏହା ଥିଲା ରାଜଧାନୀ। ଏଠାରେ ମା’ କୀଚକେଶ୍ୱରୀ ମନ୍ଦିର ଧାର୍ମିକ ଓ ଐତିହାସିକ ମହତ୍ତ୍ୱକୁ…
ବିଡିଏ ଓ ବିଏମ୍ସିକୁ ବଡ଼ ଝଟ୍କା
ଭୁବନେଶ୍ୱର,୨୪।୮: ବିଡିଏ ଓ ବିଏମ୍ସିକୁ ଲାଗିଲା ଝଟ୍କା।। ସାଧାରଣ ପ୍ରଶାସନ ବିଭାଗ ବିଡିଏ ଓ ବିଏମ୍ସିକୁ ସ୍ପଷ୍ଟୀକରଣ ମାଗିଛି। ସରକାରୀ ଜମି ବିଲ୍ଡର୍ସଙ୍କୁ ଦେବା ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ମଗାଯାଇଛି। କେଉଁ ପରିସ୍ଥିତିରେ ବିଭାଗର ବିନା ଅନୁମତିରେ ବିଲ୍ଡର୍ସଙ୍କୁ ରାସ୍ତା ପାଇଁ…
ହରିୟାଣାର ନିର୍ବାଚନ ତାରିଖ କାହିଁକି ବଦଳାଇବାକୁ ଚାହୁଁଛି ଭାଜପା?
ନୂଆଦିଲ୍ଲୀ,୨୪।୮: ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଏହି ବିଗୁଲ ବାଜିସାରିଛି ଏବଂ ବିଭିନ୍ନ ରାଜନୈତିକ ଦଳ ଟିକେଟ ଆବଣ୍ଟନକୁ ନେଇ ମନ୍ଥନ କରୁଛନ୍ତି। ଏହି ସମୟରେ ହରିୟାଣା ଭାଜପା ରାଜ୍ୟ ସଭାପତି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି। ଭୋଟ ତାରିଖ ପରିବର୍ତ୍ତନ…
ରାଜସ୍ଥାନରେ ଆଡ୍ଡା ଜମାଉଛି ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା! ଆସିଲା ବଡ ଅପଡେଟ
ଅଲଓ୍ବର,୨୪।୮: ଭିଓ୍ବାଡିର ଚୌପାନକି ପୋଲିସ ଷ୍ଟେଶନ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଅଲ କାଏଦାର ତାଲିମ ଶିବିର ପ୍ରକାଶ ପାଇବା ପରେ ବର୍ତ୍ତମାନ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ଏଠାରୁ ଧରାଯାଇଥିବା ୬ଜଣ ସନ୍ଦିଗ୍ଧ ଆତଙ୍କବାଦୀ ସାରେକଲାନ ଗାଁରେ ଶ୍ରମିକମାନଙ୍କ ପାଇଁ…
ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଯୁବତୀଙ୍କୁ ଆକ୍ରମଣ: ଆକ୍ରମଣକାରୀଙ୍କୁ ଧରିବା ପରେ ଫିଟିଲା ସବୁ ଗୁମର
ଲୋଇସିଂହା,୨୪।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ଭାରତ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ ହୋଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ,ବଲାଙ୍ଗୀର -ବରଗଡ଼ ୨୬ ନଂ ଜାତୀୟ ରାଜପଥ କଡରେ ଥିବା ଉକ୍ତ…
ପଲିଗ୍ରାଫ୍ ଟେଷ୍ଟ୍ କ’ଣ? କେମିତି କରାଯାଏ ଏହି ପରୀକ୍ଷା ଆଉ କେତେ ହୁଏ ସତ, ଜାଣନ୍ତୁ ସବିଶେଷ ତଥ୍ୟ…
ନୂଆଦିଲ୍ଲୀ,୨୪ା୮: ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ (ସିବିଆଇ) କୋଲକାତାର ଆର୍ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଏବଂ ଆଉ ୫ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ୍ କରିବ। ଜଣେ ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ପରେ ସିବିଆଇ…
ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍କା: ଏକୁଟିଆ ନିର୍ବାଚନ ଲଢିବ କଂଗ୍ରେସ
ଚଣ୍ଡିଗଡ,୨୪।୮: ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଏକ ବଡ଼ ଘୋଷଣା କରିଛନ୍ତି। ଶୁକ୍ରବାର ଆମ ଆଦମୀ ପାର୍ଟି (ଏଏପି) ସହ ମିଳିତ ହେବାର ସମସ୍ତ ଦାବିକୁ…
ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ଜୀବନ ଗଲା, ଜଣେ ଗୁରୁତର
କୁଚିଣ୍ଡା,୨୪ା୮: ସମ୍ବଲପୁର ଜିଲା କୁଚିଣ୍ଡାରେ ଶ୍ୱାସରୁଦ୍ଧ ହୋଇ ଶନିବାର ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଏହି ଅଘଟଣ ଘଟିଛି। ଯମନକିରା ଥାନା ପୁକୁଡ଼ା ଗାଁରେ ୪ ଜଣ…
Archives


