Home Left

ବିଦ୍ୟାଳୟ ବାର୍ଷିକୋତ୍ସବରେ ଗୀତ ଗାଇଲେ ପ୍ରକଳ୍ପ ପ୍ରଶାସକ: ପାଠ ପଢ଼ିବା ପାଇଁ ଛାତ୍ରୀଙ୍କୁ ଦେଲେ ପରାମର୍ଶ

ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଉଦ୍‌ଘାଟନ କରିଥିଲେ। ତାଙ୍କୁ ବିଦ୍ୟାଳୟ…

Saif Ali Khan ଙ୍କ ଲକ୍‌ଜରୀ ପ୍ୟାଲେସ ଦିଏ ତାଜମହଲକୁ ଟକ୍କର! ୮୦୦କୋଟି ଟଙ୍କାର ଘର-୧୫୦କଠୋରୀ…ତା’ହେଲେ କେମିତି ହେଲା ଛୁରାମାଡ?

ମୁମ୍ବାଇ: ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ। ତାଙ୍କୁ ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାତି ପ୍ରାୟ ସାଢ଼େ ୩ଟାରେ ଅଭିନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ମୋଟ ଛଅଟି କ୍ଷତ ହୋଇଛି, ଯେଉଁଥିରୁ ଦୁଇଟି…

କେମିତି ଅଛନ୍ତି ସୈଫ ଅଲ୍ଲୀ ଖାନ୍‌? ୬ ଥର ହୋଇଛି ଛୁରାମାଡ଼, ୨ କ୍ଷତ ଗଭୀର…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଗୁରୁବାର ସକାଳ ତିନିଟାରେ ତାଙ୍କ ଘରେ ଚୋର ପଶିଯାଇଥିବା ବେଳେ ଅଭିନେତାଙ୍କୁ ଛଅ ଥର ଆକ୍ରମଣ କରିଛି। ସେଥିରୁ ୨ ଆଘାତ ଗୁରୁତର ରହିଛି। ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି…

ସମ୍ପୂର୍ଣ୍ଣ କ୍ୟାନସର ମୁକ୍ତ ହେଲେ କେଟ ମିଡଲଟନ!

ଲଣ୍ଡନ,୧୬।୧: ୱେଲ୍ସର ରାଜକୁମାରୀ କ୍ୟାଥରିନ, ଯିଏ ସାଧାରଣତଃ କେଟ ମିଡଲଟନ ଭାବରେ ଜଣାଶୁଣା। ସେ ମଙ୍ଗଳବାର କହିଛନ୍ତି ଯେ ସେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ହସ୍ପିଟାଲରୁ ଫେରିବା ପରେ ସେ ଏହା କହିଥିଲେ। ଯେଉଁଠାରେ ତାଙ୍କର କର୍କଟ ଚିକିତ୍ସା…

ଠିକାସଂସ୍ଥାରେ ନିଆଁ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ

ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହାଠାରେ ଥିବା ଏକ ଠିକାସଂସ୍ଥା ପ୍ଲାଣ୍ଟ୍‌ରେ ଗୁରୁବାର ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ସଂସ୍ଥାର କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ପାଇଁ ବଡ଼…

ଯେତେବେଳେ Saif Ali Khan ଙ୍କୁ ହୋଇଥିଲା ଛୁରାମାଡ, ସ୍ତ୍ରୀ କରିନା କପୁର କରୁଥିଲେ ପାର୍ଟି, ଆସିଲା ସାଂଘାତିକ ଖବର

ମୁମ୍ବାଇ,୧୬।୧: ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ। ତାଙ୍କୁ ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାତି ପ୍ରାୟ ସାଢ଼େ ୩ଟାରେ ଅଭିନେତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ଶରୀରରେ ମୋଟ ଛଅଟି କ୍ଷତ ହୋଇଛି, ଯେଉଁଥିରୁ ଦୁଇଟି ଗଭୀର…

ଟିମ୍‌ ଇଣ୍ଡିଆକୁ ମିଳିପାରେ ନୂଆ କୋଚ୍‌, ଗମ୍ଭୀରଙ୍କ ଉପରେ BCCIର ଭରସା ନାହିଁ?

ନୂଆଦିଲ୍ଲୀ,୧୬।୧: ଅଷ୍ଟ୍ରେଲିଆ ଗସ୍ତରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍‌ ଇଣ୍ଡିଆ। କାରଣ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ ସିରିଜରେ ଫେଲ୍‌ ହୋଇଥିଲେ। ବିଶେଷକରି ବିରାଟ କୋହଲିଙ୍କ ଭଳି ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ଲଗାତାର ୮ ଥର ପାଇଁ ଗୋଟିଏ ଢ଼ଙ୍ଗରେ ଆଉଟ୍‌ ହେବାକୁ ନେଇ…

ମୁହାଁମୁହିଁ ହେଲେ ଶଙ୍କରାଚାର୍ଯ୍ୟ-ହର୍ଷା, କଡ଼ା ଜବାବ ଦେଲେ ସୁନ୍ଦରୀ ସାଧ୍ୱୀ

ନୂଆଦିଲ୍ଲୀ,୧୬।୧: ମହାକୁମ୍ଭ ସୁନ୍ଦରୀ ହର୍ଷା ରିଚାରିଆ ଓ ଶଙ୍କରାଚାର୍ଯ୍ୟ ମଧ୍ୟରେ ତେଜିଛି ବିବାଦ। ଅମୃତ ସ୍ନାନ ପରେ ସେ ମହାମଣ୍ଡଳେଶ୍ୱରଙ୍କ ରାଜକୀୟ ରଥରେ ବସିଥିବାରୁ ପ୍ରଶ୍ନ ଉଠାଇଛନ୍ତି ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ। ଯାହାକୁ କଡା ଜବାବ ଦେଇଛନ୍ତି…

ବିବାହକୁ ନେଇ ବଡ଼ ସିକ୍ରେଟ ଖୋଲିଲେ ସୁନ୍ଦରୀ ହର୍ଷାଙ୍କ ବାପା, କହିଲେ ସେ ପୂର୍ବରୁ…

ନୂଆଦିଲ୍ଲୀ,୧୬।୧:ମହାକୁମ୍ଭରେ ଏବେ ସୁନ୍ଦରୀ ସାଧ୍ବୀ ହର୍ଷା ରିଚାରିଆଙ୍କୁ ନେଇ ବେଶ ଚର୍ଚ୍ଚା । ଗ୍ଲାମର ଦୁନିଆ ଛାଡ଼ି କାହିଁକି ସେ ସନ୍ୟାସିନୀ ବନିଗଲେ, ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଏହାରି ଭିତରେ ତାଙ୍କ ବିବାହକୁ ନେଇ ଆସିଛି ବଡ଼…

ଅନ୍ଧାରର ସୁଯୋଗ ନେଇ ଘରେ ପଶିଥିଲା ଚୋର, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ହେଲା ସୈଫଙ୍କ ଉପରେ ଆକ୍ରମଣ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ଛୋଟ ନବାବ ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ କରାଯାଇଛି ମରଣାନ୍ତକ ଆକ୍ରମଣ। ବାନ୍ଦ୍ରାସ୍ଥିତ ତାଙ୍କର ଘରେ ଚୋର ପଶି ଗୁରୁବାର ସକାଳ ୩ଟାରେ ଏଭଳି କାଣ୍ଡ ଘଟାଇଛନ୍ତି। ଏହା ପରେ ଅଭିନେତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି…

ଓଡ଼ିଶା ସ୍ବାସ୍ଥ୍ୟସେବାରେ ମୋଦି ଗ୍ୟାରେଣ୍ଟି

ଓଡ଼ିଶାର ସ୍ବାସ୍ଥ୍ୟସେବା ଇତିହାସରେ ଜାନୁଆରୀ ମାସ ୧୩ ତାରିଖ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶରେ ୩୩ଟି ରାଜ୍ୟ ସାମିଲ ହୋଇଥିଲେ ବି ଓଡ଼ିଶା ସମେତ ୩ଟି ରାଜ୍ୟ ସରକାର…

‘ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ସେବାକୁ ସୁନିଶ୍ଚିତ କର’

ଭୁବନେଶ୍ୱର, ୧୬ା୧(ସୁନିତ୍‌ ମିଶ୍ର): ରାଜ୍ୟରେ ବିଭିନ୍ନ ବିଭାଗ ଦ୍ୱାରା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନର କାର୍ଯ୍ୟକାରିତା ସୁନିଶ୍ଟିତ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମରେ ମୁଖ୍ୟ ଶାସନ ସଚିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?