ପଶ୍ଚିମବଙ୍ଗ ବନ୍ଦ ମଧ୍ୟରେ ଆସିଲା ମୁଖ୍ୟମନ୍ତ୍ରୀ ମମତାଙ୍କ ମେସେଜ୍, ଇସ୍ତଫାକୁ ନେଇ ଜାଣନ୍ତୁ କ’ଣ କହିଲେ
କୋଲକାତା,୨୮।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତୃଳମୂଳ ଛାତ୍ର ପରିଷଦ ଫାଉଣ୍ଡେସନ ଦିବସ ଅବସରରେ କୋଲକାତା ବଳାତ୍କାର-ହତ୍ୟା ମାମଲାର ପୀଡିତାଙ୍କୁ ମନେ ପକାଇଛନ୍ତି। ପୀଡିତାଙ୍କୁ ଯଥାଶୀଘ୍ର ନ୍ୟାୟ ମିଳିବା ଉଚିତ ବୋଲି ସେ କହିଛନ୍ତି। ସିଏମ୍ଙ୍କ ଏହି ବିବୃତ୍ତି ଏପରି…
ବରଗଡ଼ରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ
ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ)ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରରେ ମଙ୍ଗଳବାର ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୭ତାରିଖ ନିଶାର୍ଦ୍ଧ ପରେ ଏବଂ ସେପ୍ଟେମ୍ବର ୮ତାରିଖ ରବିବାର ପାହାନ୍ତିଆ ପୂର୍ବରୁ ମାଁ ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଭୋଗ ସମ୍ପାଦନ କରାଯିବ…
ବଡ଼ ରେକର୍ଡ କଲେ ଅମିତ ଶାହାଙ୍କ ପୁଅ: ସର୍ବକନିଷ୍ଠ ଭାବେ…
ନୂଆଦିଲ୍ଲୀ,୨୮ା୮(ପି.ଟି.):ଖେଳପ୍ରତି ଅବଦାନକୁ ନେଇ ଭାରତୀୟ କ୍ରିକେଟ ପ୍ରଶାସକଙ୍କ ମୂଲ୍ୟାଙ୍କନ କରାଯାଇଥାଏ। ମାତ୍ର ଏ ସବୁର ଅଭାବ ସତ୍ତ୍ୱେ ଜୟ ଶାହା ପ୍ରଥମେ ଜାତୀୟ ଓ ଏବେ ଅନ୍ତର୍ଜାତୀୟ ପାଓ୍ବାର କରିଡରରେ ନିଜପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ମାତ୍ର ୩୫ ବର୍ଷ ବୟସରେ…
ଦୁର୍ଗମ ଅଞ୍ଚଳରେ ଡିଜିଟାଲ କ୍ରାନ୍ତି
ଭୁବନେଶ୍ୱର,୨୮।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ତଥା ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓ ଓଡ଼ିଶାର ୪୭,୦୦୦ରୁ ଅଧିକ ଗାଁରେ ଉପଲବ୍ଧ ହେଉଥିଲାବେଳେ ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ତ୍ୱରାନ୍ବିତ କରିବା ଏବଂ ଡିଜିଟାଲ ବୈଷମ୍ୟ ଦୂରକରିବା ପାଇଁ…
୩୦ରୁ ୩ ଦିନିଆ ଗ୍ଲୋବାଲ ଟ୍ରେଡ୍ ଶୋ
ଭୁବନେଶ୍ୱର,୨୮।୮(ଅଭୟ ଦାଶ): ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ) ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ୩ ଦିନିଆ ଗ୍ଲୋବାଲ ଟ୍ରେଡ୍ ଶୋ ‘ରିସର୍ଜେଣ୍ଟଟ ଓଡ଼ିଶା-୨୦୨୪’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ୩ ଦିନିଆ ଶୋ’ ୨୦୨୪…
ବିଗ୍ବାସ୍ ଖେଳିବେ ମନ୍ଧାନା
ଆଡିଲେଡ୍,୨୮ା୮(ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳର ତାରକା ଓପନର ସ୍ମୃତି ମନ୍ଧାନା ଶେଷରେ ମହିଳା ବିଗ୍ବାସ ଟି୨୦ ଲିଗ୍ ଖେଳିବାକୁ ଯାଉଛନ୍ତି। ମଙ୍ଗଳବାର ଆଡିଲେଡ ଷ୍ଟ୍ରାଇକର୍ସ ସହିତ ମନ୍ଧାନା ଚୁକ୍ତି କରିଥିବା ଜଣାପଡିଛି। ଦୀର୍ଘ ବର୍ଷ ଧରି ମନ୍ଧାନାଙ୍କୁ ସାଇନ୍ କରିବା…
କିଶୋର, ଲାଜରୁସ୍ ପାଇବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର
ଭୁବନେଶ୍ୱର, ୨୮।୮ (ତପନ ସ୍ବାଇଁ): ଓଡ଼ିଶାର ଜାଭେଲିନ୍ ଥ୍ରୋ ତାରକା କିଶୋର ଜେନା ରାଜ୍ୟର ସର୍ବୋଚ୍ଚ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ‘ଆଥଲେଟ୍ ଅଫ୍ ଦି ଇୟର’ ବର୍ଗରେ ସେ ଏହି ପୁରସ୍କାର ପାଇବେ। ସେହିପରି…
‘ବିଜେଡି ଗାଡ଼ିର ଡ୍ରାଇଭର ସାଜିଛି କଂଗ୍ରେସ’
ଭୁବନେଶ୍ୱର,୨୮।୮(ଅନିଲ ଦାସ):ବିଧାନସଭାରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ନ ହେଉ, ସେ ନେଇ ବିଜେଡି ଓ କଂଗ୍ରେସ ଅପଚେଷ୍ଟା କରୁଛନ୍ତି। ଏବେ ‘ବିଜେଡି ଗାଡ଼ିର ଡ୍ରାଇଭର ସାଜିଛି କଂଗ୍ରେସ’ ବୋଲି ଭାଜପା ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି। ସୋମବାର ଭାଜପା…
କଙ୍ଗନାଙ୍କ ମିଳିଲା ହତ୍ୟା ଧମକ: ଲୋଡିଲେ ସୁରକ୍ଷା
ନୂଆଦିଲ୍ଲୀ, ୨୮।୮:‘ଏମର୍ଜେନ୍ସି’ ଚଳଚ୍ଚିତ୍ର ରିଲିଜ ହେଲେ ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାଓ୍ବତଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଛି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ୬ ଜଣ ବ୍ୟକ୍ତି ଗୋଟିଏ ରୁମ୍ରେ ବସି କଙ୍ଗନାଙ୍କୁ…
କୁନୋରେ ଆଉ ଏକ ଚିତାର ମୃତ୍ୟୁ
ନୂଆଦିଲ୍ଲୀ,୨୮ା୮: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଅବାଧ ବିଚରଣ କରୁଥିବା ଏକମାତ୍ର ଚିତାର ମଙ୍ଗଳବାର ମୃତ୍ୟୁ ଘଟିଛି। ପାଣିରେ ବୁଡ଼ି ଚିତାର ମୃତ୍ୟୁ ଘଟିଥିବା ବନ ଅଧିକାରୀମାନେ କହୁଥିବାବେଳେ ଶିକାରୀମାନେ ଆକ୍ରମଣ କରିଥାଇ ପାରନ୍ତି ବୋଲି ବନ୍ୟାପ୍ରାଣୀ କର୍ମୀ ସନ୍ଦେହ ପ୍ରକଟ…
ପୁଣି ଲଜ୍ଜା: ନର୍ସିଂ ଛାତ୍ରୀଙ୍କୁ ନିଶା ଦେଇ ବଳାତ୍କାର
ମୁମ୍ବାଇ, ୨୮।୮: ମହାରାଷ୍ଟ୍ର ରତ୍ନଗିରି ଜିଲାର ଜଣେ ୧୯ ବର୍ଷୀୟା ନର୍ସିଂ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ସୋମବାର ରାତିରେ ଏକ ଅଟୋରିକ୍ସା ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଅଟୋ ଡ୍ରାଇଭର ତାଙ୍କୁ ପିଇବା ପାଇଁ ପାଣି…
ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ନୂଆଦିଲ୍ଲୀ,୨୮ା୮: ରାଜ୍ୟ ସଭାକୁ ୧୨ ସଦସ୍ୟ ମଙ୍ଗଳବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉପନିର୍ବାଚନରେ ଭାଜପାରୁ ୯ ଏବଂ ସହଯୋଗୀ ଦଳରୁ ୨ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଛନ୍ତି। ଫଳରେ…
Archives


