ମହାରାଷ୍ଟ୍ରରେ ହେବ ବଡ଼ ଖେଳ: ଡକାଗଲା ଜରୁରୀ ବୈଠକ
ମୁମ୍ବାଇ,୨୮।୮: ଶିବସେନା ନେତା ଉଦ୍ଧବ ଠାକୁରଙ୍କ ବଙ୍ଗଳା ମାତୋଶ୍ରୀ ଠାରେ ମହାବିକାଶ ଅଗାଡି(ଏମ୍ଭିଏ) ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଛି। ଏହି ବୈଠକରେ ଉଦ୍ଧବ ଠାକରେ, ଶରଦ ପାୱାର ଏବଂ ନାନା ପାଟୋଲଙ୍କ ସମେତ ଏମ୍ଭିଏର ବିଶିଷ୍ଟ ନେତାମାନେ ଯୋଗଦେବେ। ଯଦିଓ…
ସୋସିଆଲ ମିଡିଆ ୟୁସର୍ଜଙ୍କୁ ୮ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେବେ ଯୋଗୀ ସରକାର, ଜାଣନ୍ତୁ କ’ଣ ରହିଛି ନୂଆ ପଲିସି
ଲକ୍ଷ୍ନୌ,୨୮।୮: ସୋସିଆଲ ମିଡିଆ ଜରିଆରେ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ଏବେ ଏକ ନୂଆ ନୀତି ଆଣିଛନ୍ତି। ଯେଉଁମାନେ ସରକାରଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି ସେମାନଙ୍କ ଫୋଲର୍ସ ଅନୁଯାୟୀ ଟଙ୍କ ମିଳିବ। ସରକାରଙ୍କ ତରଫରୁ ପ୍ରତି ମାସରେ…
ଜିଓ ୟୁଜର୍ସଙ୍କ ପାଇଁ ଗୁଡ୍ନ୍ୟୁଜ୍, ଏହି ୨ଟି ପ୍ଲାନ୍ ରିଚାର୍ଜ କଲେ ୩ ମାସ ମାଗଣା ଦେଖିପାରିବେ ନେଟଫ୍ଲିକ୍ସ
ମୁମ୍ବାଇ,୨୮।୮: ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଦାନ କରୁଛି। ଗ୍ରାହକମାନେ ସେମାନଙ୍କର ସୁବିଧା ଅନୁଯାୟୀ ଯୋଜନା ଚୟନ କରିପାରିବେ ଏବଂ ଏହାର ଲାଭ ପାଇପାରିବେ। ବର୍ତ୍ତମାନ କମ୍ପାନୀର ପୋର୍ଟଫୋଲିଓରେ ଦୁଇଟି ନୂତନ ଯୋଜନା ଦେଖିବାକୁ ମିଳୁଛି। ଆମେ…
ରୁଷିଆକୁ ହରାଇବାକୁ ବଡ଼ ଯୋଜନା କଲେ ଜେଲେନ୍ସ୍କି, ଏମିତି ରହିଛି ପ୍ଲାନ୍
କିଭ୍,୨୮।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ନିକଟରେ ଖବର ଆସିଥିଲା ଯେ ୟୁକ୍ରେନ ସେନା ରୁଷିଆର ଅନେକ ଅଞ୍ଚଳକୁ କାବୁ କରି ନେଇଛି। ଏଥି ସହିତ ଦୁଇ ଦିନ ପୂର୍ବେ ଡ୍ରୋନ ଦ୍ୱାରା ଏକ ଉଚ୍ଚ କୋଠାକୁ…
ରାହୁଲ ଗାନ୍ଧୀଙ୍କ ଦଳର ପତାକା ଧରି ବୁଲିବି, ଏମିତି କ’ଣ କହିଦେଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୨୮।୮: ଲୋକ ସଭାରେ କଂଗ୍ରେସ ଏମପି ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଜାତିଗତ ଜନଗଣନା ନେଇ ନିରନ୍ତର ଦାବି କରୁଛନ୍ତି। ସେ କହିଛନ୍ତି ଯେ, ଏହା ମାଧ୍ୟମରେ ଆମେ ଜାଣିବାକୁ ପାଇବା ଯେ କେଉଁ ସମାଜ କେତେ ପଛୁଆ ବର୍ଗରେ…
ଭାଜପା ଏମ୍ପିଙ୍କୁ ହାଇକୋର୍ଟଙ୍କ ନୋଟିସ୍
କଟକ,୨୮ା୮ (କାର୍ତ୍ତିକ ସାହୁ):ଯାଜପୁର ଏମ୍ପି ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ହାଇକୋର୍ଟ ମଙ୍ଗଳବାର ନୋଟିସ ଜାରି କରିଛନ୍ତି। ତାଙ୍କ ବିରୋଧରେ ଆଗତ ନିର୍ବାଚନୀ ଅନିୟମିତତା ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଜବାବ ଦାଖଲ ନିମନ୍ତେ ଆଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର…
ଭାଜପାର ସଦସ୍ୟତା କର୍ମଶାଳାରେ ମାରପିଟ: ପୁରୁଣାଙ୍କୁ ବାଡ଼େଇଲେ ନୂଆ
ରାଜନଗର, ୨୮ା୮(ଭାସ୍କର ରାଉତରାୟ):ନିର୍ବାଚନ ସରିବାର ଅଢ଼େଇ ମାସ ପରେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଭାଜପାରେ ଗଣ୍ଡଗୋଳ ଆରମ୍ଭ ହୋଇଛି। ନିର୍ବାଚନ ପରଠାରୁ ବିଭିନ୍ନ କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ ଚାଲୁଥିବା ବେଳେ ମଙ୍ଗଳବାର ମାରପିଟ୍ ହୋଇଛି। ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି ସଦସ୍ୟତା…
ମୋହନ ଭାଗବତଙ୍କ ସୁରକ୍ଷା ବଢିଲା: ଏଣିକି ମୋଦି-ଶାହାଙ୍କ ଭଳି ମିଳିବ ସୁରକ୍ଷା
ନୂଆଦିଲ୍ଲୀ,୨୮।୮:କେନ୍ଦ୍ର ସରକାର ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତଙ୍କ ସୁରକ୍ଷାକୁ ଆହୁରି ମଜଭୁତ କରିଛନ୍ତି। ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷାକୁ ଜେଡ୍ ପ୍ଲସ୍ରୁ ଏଏସ୍ଏଲ୍ (ଆଡଭାନ୍ସ ସିକ୍ୟୁରିଟି ଲାଏସନ୍)କୁ ବୃଦ୍ଧି କରିଛି। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଏବଂ…
ଭାଜପାକୁ ଆଉ କେହି ଦେଖାଇପାରିବେନି ନାଲିଆଖି: ୧୦ ବର୍ଷ ମଧ୍ୟରେ ପ୍ରଥମଥର ଘଟିଲା ଏମିତି
ନୂଆଦିଲ୍ଲୀ,୨୮।୮: ୧୨ଟି ରାଜ୍ୟ ସଭା ଆସନରେ ଉପ-ନିର୍ବାଚନରେ ସମସ୍ତ ପ୍ରାର୍ଥୀ ବିନା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି। ଏଥିରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ୧୧ଟି ସିଟ ଜିତିଛି। ଏଥି ସହ କଂଗ୍ରେସ ଗୋଟିଏ ଆସନ ହାତେଇଛି। ଫଳରେ ରାଜ୍ୟ ସଭାରେ ଭାରତୀୟ…
କୋଲକାତା ବଳାତ୍କାର ଘଟଣାରେ ନୂଆ ଅପଡେଟ୍: ସାଙ୍ଗ ଖୋଲିବେ ସଞ୍ଜୟଙ୍କ ରାଜ୍, ହତ୍ୟା ପରେ ସେହିଦିନ ରାତିରେ ଅଭିଯୁକ୍ତ…
କୋଲକାତା,୨୮।୮: ୧୩ ଦିନ ବିତିଗଲାଣି କିନ୍ତୁ କୋଲକାତା ଡାକ୍ତର ବଳାତ୍କାର, ହତ୍ୟା ରହସ୍ୟର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ଦେଶର ସର୍ବବୃହତ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇ ୧୧ ଦିନ ଧରି ପଚରାଉଚରା କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା…
ଯୋଗୀଙ୍କୁ ଅଦରକାରୀ ମୁଖ୍ୟମନ୍ତ୍ରୀ କହିଲେ ନିଜ ଦଳର ବରିଷ୍ଠ ନେତା
ଲକ୍ଷ୍ନୌ,୨୮।୮: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ଭାଜପା ବିଧାୟକଙ୍କ ପିତା ରାମ ସରନ ବର୍ମା ନିଜ ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସରକାରଙ୍କ ଉପରେ ପ୍ରଶ୍ନ ଉଠାଇବାବେଳେ ସେ ବିଏସପି ସୁପ୍ରିମୋ ମାୟାବତୀଙ୍କ କାର୍ଯ୍ୟକାଳକୁ ପ୍ରଶଂସା କରିବା ସହ ତାଙ୍କୁ…
CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର,୨୮।୮: CHSE ଅଧିକାରୀଙ୍କ ଘରେ ବୁଧବାର ଭିଜିଲାନ୍ସ ରେଡ୍ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ହୋଇଥିବା ଜଣାପଡିଛି। CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଭୁବନେଶ୍ବରରେ ୨ଟି, ଜଗତସିଂହପୁର ପୈତୃକ ଘରେ ରେଡ କରାଯାଉଛି। ଭୁବନେଶ୍ୱରର…
Archives


