ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ
ନୂଆଦିଲ୍ଲୀ,୧୧ା୭: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)କୁ ଆଇନଗତ ଗ୍ୟାରେଣ୍ଟି, ଋଣ ଛାଡ଼ ସମେତ ବିଭିନ୍ନ ପୁରୁଣା ଦାବି ନେଇ ଚାଷୀମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ଗୁରୁବାର ଘୋଷଣା କରିଛି। ସେମାନେ ପ୍ରଧାନମନ୍ତ୍ରୀ ଏବଂ…
ହିଟ୍-ଆଣ୍ଡ-ରନ୍ ମାମଲା: ଦୋଷ ମାନିଲେ ମିହିର
ମୁମ୍ବାଇ,୧୧ା୭: ମୁମ୍ବାଇ ବିଏମ୍ଡବ୍ଲ୍ୟୁ ହିଟ୍-ଆଣ୍ଡ-ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହା ପୋଲିସ ଆଗରେ ଦୋଷ ସ୍ବୀକାର କରିଛନ୍ତି। ଦୁର୍ଘଟଣା ବେଳେ ସେ କାର୍ ଚଳାଉଥିଲେ ବୋଲି କହିଛନ୍ତି। ପୋଲିସ ମିହିର ଏବଂ କାର୍ର ଡ୍ରାଇଭର ରାଜର୍ଷି ବିଦାଓ୍ବରଙ୍କୁ ମୁହାଁମୁହିଁ ଜେରା…
ରାଜନାଥ ସିଂ ଅସୁସ୍ଥ, ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସ୍ବାସ୍ଥ୍ୟ ଗୁରୁବାର (ଜୁଲାଇ ୧୧) ରେ ହଠାତ୍ ବିଗିଡି ହୋଇଯାଇଥିଲା, ପରେ ତାଙ୍କୁ AIIMS ର ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ, ପିଠି ଯନ୍ତ୍ରଣା ଅଭିଯୋଗ କରିବା ପରେ ତାଙ୍କୁ ଏମ୍ସରେ…
ଦୁର୍ଘଟଣାରେ ମୁଦ୍ରା ସଗ୍ରାହକଙ୍କ ଚାଲିଗଲା ଜୀବନ
ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ବରଗଡ ବ୍ଲକ ଅଧୀନ ନଦୀପଡ଼ା(ଡାଙ୍ଗ) ନିବାସୀ ଗୋବର୍ଦ୍ଧନ ତ୍ରିପାଠୀ(୬୯)ଙ୍କ ଗୁରୁବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କୌଣସି ଏକ କାମ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ବରଗଡ଼ ହଳଦୀପାଲି ଛକଠାରେ ଏକ ଟ୍ରକ ସହ ଦୁର୍ଘଟଣା…
ଗୋଦାମରୁ ଚୋରି କରିବା ପଡ଼ିଲା ମହଙ୍ଗା
କୋକସରା,୧୧ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଗ୍ରାମର ବ୍ୟବସାୟୀ ଲିଙ୍ଗରାଜ ଅଗ୍ରୱାଲଙ୍କ ହାର୍ଡୱେର ଗୋଦାମରୁ ଗତମାସ ୨୬ ତାରିଖରେ ଲୁହା ପାଇପ, ରଡ ଚୋରି ହୋଇଥିଲା। ଏ ନେଇ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ।…
ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା କଲା ବିସିସିଆଇ, ଜାଣନ୍ତୁ ଟି-୨୦, ଓ୍ବାନଡେ ସିରିଜର ପୂରା ସିଡ୍ୟୁଲ
ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଗୁରୁବାର ଶ୍ରୀଲଙ୍କା ଗସ୍ତର କାର୍ଯ୍ୟସୂଚୀ ଘୋଷଣା କରିଛି। ଟିମ ଇଣ୍ଡିଆ ୨୬ ଜୁଲାଇରୁ ଶ୍ରୀଲଙ୍କାରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ । ଏହା ପରେ ଅଗଷ୍ଟ ୨ରୁ ଦୁଇ ଦଳ…
‘ମୋତେ ଦେଖା କରିବାକୁ ହେଲେ ଆଧାର କାର୍ଡ ଧରି ଆସନ୍ତୁ,’ କଙ୍ଗନାଙ୍କ ଅଜବ ଡିମାଣ୍ଡକୁ ନେଇ ତେଜିଲା ରାଜନୀତି
ନୂଆଦିଲ୍ଲୀ,୧୧।୭: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ବର୍ତ୍ତମାନ ମଣ୍ଡି, ହିମାଚଳର ଏମି କଙ୍ଗନା ରାନାୱତ ଏକ ଅନନ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହି ଅଞ୍ଚଳର ଲୋକଙ୍କୁ ସେମାନଙ୍କ ସହିତ ଆଧାର କାର୍ଡ ଆଣିବାକୁ ପଡିବ। ଏଥିସହ ବୈଠକର ଉଦ୍ଦେଶ୍ୟ…
କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ଇଂଲଣ୍ଡ
ଡର୍ଟମୁଣ୍ଡ,୧୧ା୭: ୟୁରୋ କପ୍ ୨୦୨୪ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ଓଲି ଓ୍ବାଟକିନ୍ସଙ୍କ ଲେଟ୍ ଗୋଲ ବଳରେ ଦଳ ୨-୧ରେ ନେଦରଲାଣ୍ଡ୍ସକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ପ୍ରବେଶ କରିଛି। ମ୍ୟାଚ୍ର ୮୧ ତମ ମିନିଟରେ ଇଂଲଣ୍ଡ…
ସରକାରୀ ଘର ଖାଲି କଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ,୧୧।୭: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପା) ନେତା ସ୍ମୃତି ଇରାନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଲୁଟିନ୍ସ ଦିଲ୍ଲୀର ୨୮ ତୁଗଲକ କ୍ରିସେଣ୍ଟରେ ଅବସ୍ଥିତ ତାଙ୍କ ସରକାରୀ ବଙ୍ଗଳାକୁ ଖାଲି କରିଛନ୍ତି।…
ବଢ଼ିଲା ଅଭିନେତ୍ରୀ ରିୟାଙ୍କ ଅଡୁଆ, ମାମଲା ରୁଜୁ କଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ
ଭୁବନେଶ୍ୱର,୧୧।୭: ବଢ଼ିଲା ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଅଡୁଆ। ଘରୋଇ ସହାୟିକାଙ୍କୁ ନିର୍ଯାତନା ଅଭିଯୋଗ ପରେ ନିଜ ଆଡୁ ମାମଲା ରୁଜୁ କଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଭୁବନେଶ୍ବର ଡିସିପି, ଖୋର୍ଦ୍ଧା ଡିଏଲଓ, ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ…
ନୀତୀଶ କୁମାର ୨.୦! ଚାଣକ୍ୟ ଭଳି ଚାଲ ଖେଲିଲେ ମୁଖ୍ୟମନ୍ତ୍ରୀ
ପାଟନା,୧୧।୭: ଲୋକ ସଭା ନିର୍ବାଚନ ପରେ ବିହାର ରାଜନୀତିର ଫୋକସ ସିଧା ବିଧାନସଭାକୁ ସ୍ଥାନାନ୍ତରିତ ହୋଇଛି। ଏହି ନିର୍ବାଚନ ନୀତୀଶ କୁମାରଙ୍କ ଦଳ ଜେଡିୟୁକୁ ନୈତିକ ଶକ୍ତି ଦେଇଛି ଯାହା ଗତ ୪ବର୍ଷ ଧରି ଅପେକ୍ଷା କରିଥିଲା। ଏହି ଶକ୍ତି ଆଧାରରେ…
କେନିଆର ଏହି ମାରାଥନ ବିଜେତାଙ୍କୁ ୭ବର୍ଷ ବାସନ୍ଦ
ମୋନାକୋ,୧୧ା୭: ବୋଷ୍ଟନ ଓ ସିକାଗୋ ମାରାଥନର ପୂର୍ବତନ ବିଜେତା କେନିଆ ଧାବକ ଲରେନ୍ସ ଚେରୋନୋଙ୍କୁ ୭ବର୍ଷ ବାସନ୍ଦ କରାଯାଇଛି। ଡୋପିଙ୍ଗ ଏବଂ ଡ୍ରଗ୍ ଟେଷ୍ଟ ବିଫଳ ପାଇଁ ଜାଲ ଡକ୍ୟୁମେଣ୍ଟ ବ୍ୟବହାର ଅଭିଯୋଗରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ୨୦୨୨ରେ ଓରେଗନ୍ର…
Archives


