କେନାଲ ଭିତରକୁ ମା’ ସହ ଖସିପଡ଼ିଲା ହାତୀଛୁଆ, ଜଗିରହିଲେ ହାତୀପଲ
ଢେଙ୍କାନାଳ,୩୧ା୮(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାସୋଳ ସେକ୍ସନ ଲହଡ଼ାଠାରେ ସାପୁଆ ମୁଖ୍ୟ କେନାଲରେ ଶୁକ୍ରବାର ରାତିରୁ ଫସିଥିଲେ ମା’ ଓ ଛୁଆ ହାତୀ। ଦୀର୍ଘ ୫ ଘଣ୍ଟାର କସରତ ପରେ ଜେସିବି ସହାୟତାରେ ବନ ବିଭାଗ…
ପେନସନଧାରୀଙ୍କ ମୃତ୍ୟୁ ହୋଇଗଲେ ପରିବାର ସଦସ୍ୟଙ୍କୁ କେତେ ପ୍ରତିଶତ ମିଳିବ ପେନସନ? ଜାଣନ୍ତୁ…
ନୂଆଦିଲ୍ଲୀ,୩୧।୮: ଅଗଷ୍ଟ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓପିଏସ ଏବଂ ଏନପିଏସ୍ ହଟାଯାଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୟୁନିଫାଏଡ ପେନସନ ଯୋଜନା ଅନୁମୋଦନ କରାଯାଇଥିଲା। ୟୁପିଏସ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଅତିକମ୍ରେ ୨୫ ବର୍ଷ ଧରି…
ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ: ପ୍ରବଳ ବର୍ଷିବ
ଭୁବନେଶ୍ୱର,୩୧।୮: କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟରାତିରେ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହା କଳିଙ୍ଗପଟ୍ଟନମ ଠାରୁ ୮୦…
ରାଜ୍ୟରେ ଖୋଲିବ ଆଉ ୨୫ ନୂଆ ଥାନା
ଭୁବନେଶ୍ୱର,୩୧।୮: ରାଜ୍ୟରେ ଖୋଲିବ ଆଉ ୨୫ ନୂଆ ଅବକାରୀ ଥାନା। ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ହୋଇଛି। ଗଞ୍ଜାମ, ବ୍ରହ୍ମପୁରରେ ୩ଟି ଲେଖାଏଁ ଅବକାରୀ ଥାନା ଖୋଲିବ। ଏନେଇ ଅଧିକ ଆଲୋଚନା ପାଇଁ ସେପ୍ଟେମ୍ବର…
ସୋସିଆଲ ମିଡିଆରେ କିଡ୍ନୀ ବିକୁଛନ୍ତି ଲୋକେ!
ନାଇପିଦ,୩୧।୮: ମ୍ୟାନମାରରେ ଅର୍ଥନୈତିକ ସଙ୍କଟ ଅବଧି ବର୍ତ୍ତମାନ ଶିଖରରେ ଅଛି। ଲୋକମାନେ ଦାରିଦ୍ର ଏବଂ ଋଣରେ ପୋତି ହୋଇ ରହିଛନ୍ତି। ଦେଶର ଏକ ବୃହତ ଜନସଂଖ୍ୟା ଜାତୀୟ ଦାରିଦ୍ର ସୀମାରେଖା ତଳେ ରହିବାକୁ ବାଧ୍ୟ ହେଉଛନ୍ତି। ମ୍ୟାନମାର ସରକାର ଲୋକଙ୍କୁ ଦାରିଦ୍ର୍ୟର…
ଗୃହରେ ଛତୁଆ ଝଡ଼: ବିଧାୟକଙ୍କ ପ୍ରଶ୍ନରେ ଏମିତି ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧।୮: ବିଧାସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟ ଶନିବାର ବେଶ ସୁରୁଖୁରୁରେ ଚାଲୁଥିବା ଦେଖିବାକୁ ମିଳିଛି। ତେବେ ବିଧାୟକମାନେ ପଚାରୁଥିବା ବିଭିନ୍ନ ପ୍ରଶ୍ନର ବିଭାଗୀୟ ମନ୍ତ୍ରୀ ଉତ୍ତର ରଖଛନ୍ତି । ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଙ୍ଗନଓ୍ବାଡି ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ପଦାର୍ଥ ଯୋଗାଇ…
ନିର୍ବାଚନ ପୂର୍ବରୁ ଗୁଲାମ ନବୀ ଆଜାଦଙ୍କୁ ବଡ ଝଟ୍କା
ନୂଆଦିଲ୍ଲୀ,୩୧।୮: ଜମ୍ମୁ -କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି (ଡିପିଏପି) ପୁଣି ଥରେ ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ କରିଥିବା ୧୦ ଜଣ ଆଜାଦ ପ୍ରାର୍ଥୀଙ୍କ ମଧ୍ୟରୁ ଚାରିଜଣ…
ବଡ଼ ଖବର: କୋଲକାତା ବଳାତ୍କାର-ହତ୍ୟା ଘଟଣାକୁ ଦବାଇବାକୁ ହୋଇଥିଲା ଚେଷ୍ଟା! ମୃତଦେହ ମିଳିବାର ୪୦ ମିନିଟ୍ ପରେ…
କୋଲକାତା,୩୧।୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ କରାଯାଉଛି। ଏ ସମ୍ପର୍କରେ ସିବିଆଇ ଶୁକ୍ରବାର କ୍ରମାଗତ ୧୪ ଦିନ ପଚରାଉଚରା ପାଇଁ ଆର୍.ଜି କର ମେଡିକାଲ କଲେଜ ଏବଂ…
ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ରାହୁଲ ଦ୍ରାବିଡଙ୍କ ପୁଅ: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ
ନୂଆଦିଲ୍ଲୀ,୩୧।୮: କେବଳ ଭାରତ ନୁହେଁ ବିଶ୍ୱର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରାହୁଲ ଦ୍ରାବିଡଙ୍କୁ ଗଣନା କରାଯାଏ। ତାଙ୍କର ଦୃଢ କୌଶଳ ଏବଂ ଅନେକ ନିର୍ଭରଯୋଗ୍ୟ ଇନିଂସ ଯୋଗୁ ସେ ଟିମ ଇଣ୍ଡିଆରେ ‘ୱାଲ’ ଟାଇଟଲ ପାଇଥିଲେ। ତାଙ୍କ ପୁଅ ସମିତ ଦ୍ରାବିଡ…
କଙ୍ଗନାଙ୍କର ଯୋଗ୍ୟତା ନାହିଁ ସଂସଦ ଯିବାର: କାହିଁକି ଏମିତି କହିଲେ ରବର୍ଟ ଭଦ୍ରା
ନୂଆଦିଲ୍ଲୀ,୩୧।୮: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଶନିବାର ଭାଜପା ଏମପି କଙ୍ଗନା ରାନାୱତଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ଏହି ସମୟରେ ରବର୍ଟ ଭଦ୍ରା କୃଷକଙ୍କ ବିରୋଧରେ କଙ୍ଗନାଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ରବର୍ଟ ଭଦ୍ରା…
ବିଧାନସଭାରେ ହୃଦୟର କଥା ଖୋଲି କହିଦେଲେ ସିଦ୍ଧାନ୍ତ ମହାପାତ୍ର
ଭୁବନେଶ୍ୱର,୩୦।୮: ବିଧାନସଭାରେ ହୃଦୟର କଥା ଖୋଲି କହିଛନ୍ତି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ଶିଳ୍ପ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଅଂଶଗ୍ରହଣ କରି ସେ ଓଡ଼ିଶା ସିନେମାର ପତନକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଛନ୍ତି, ମୁଁ ଗୃହରେ ଆଜି ମୋ…
ପାକିସ୍ତାନର ପୋଲ୍ ଖୋଲିଦେଲେ ନିଜ ଦେଶର କ୍ରିକେଟର୍
ଇସଲାମାବାଦ୍,୩୧।୮: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ନିକଟରେ ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫ କହିଛନ୍ତ, ଚାମ୍ପିଅନ୍ସ…
Archives


