ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିଲିଜ ହେବ ଟ୍ରମ୍ପଙ୍କ ବିବାଦୀୟ ଫିଲ୍ମ
ଓ୍ବାଶିଂଟନ,୩୧।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ଆଉ କିଛି ମାସ ବାକି ଅଛି ଏବଂ ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ତଥା ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନୀ ଉପରେ ଆଧାରିତ ବିବାଦୀୟ ଚଳଚ୍ଚିତ୍ର ‘ଦି ଆପ୍ରେଣ୍ଟିସ’ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇଛି।…
ଫିଲ୍ମ ନିର୍ଦ୍ଦେଶକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ, ଅଡିଶନ ବାହାନାରେ ରୁମ୍କୁ ଡାକି କହିଥିଲେ…
ମୁମ୍ବାଇ,୩୧।୮: ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆରମ୍ଭ ହୋଇଥିବା ମି..ଠୁ ଅଭିଯାନ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏଥିରେ ଅନେକ ଯୁବ କଳାକାର ଭେଟେରାନ ନିର୍ଦ୍ଦେଶକ, ନିର୍ମାତା ଏବଂ ଅଭିନେତାଙ୍କ ଦ୍ୱାରା ସମ୍ମୁଖୀନ ହୋଇଥିବା ଅସଦାଚରଣ ବିଷୟରେ ଖୋଲାଖୋଲି ଭାବରେ…
ପୁଣି ଫେରୁଛି କରୋନା! ଭାରତକୁ ଆଲର୍ଟ ଜାରି
ନୂଆଦିଳ୍ଲୀ,୩୧।୮: କୋଭିଡ-୧୯ ଭାରତରେ ପୁଣି ଥରେ କାୟା ବିସ୍ତାର କରିବାକୁ ଯାଉଛି। ଏନେଇ ଆଲର୍ଟ ଜାରି କରାଯାଇଛି। ଆମେରିକାରୁ ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କୋଭିଡ ମାମଲା ଦେଖାଯିବା ଆରମ୍ଭ କରିଛି। ଆମେରିକାରେ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର…
ଧର୍ମ ପରିବର୍ତ୍ତନ କରିଥିବା ଲୋକଙ୍କୁ ରିଜର୍ଭେଶନର ଲାଭ କାହିଁକି? ପ୍ରଶ୍ନ ଉଠାଇଲେ ମନ୍ତ୍ରୀ
ନୂଆଦିଲ୍ଲୀ,୩୧।୮: ଲୋକ ସଭା ଏମପି ତଥା ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ତୋଖନ ସାହୁ କହିଛନ୍ତି ଯେ ଯେଉଁମାନେ ଧର୍ମ ପରିବର୍ତ୍ତନ କରିଛନ୍ତି ସେମାନେ ଏସଟି ସଂରକ୍ଷଣର ଲାଭ କାହିଁକି ପାଇବେ। ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅଟନ୍ତି, ଡକ୍ଟର…
ଚିକେନ ନ ଖାଇବାକୁ ରାଜଧାନୀବାସୀଙ୍କୁ ଅନୁରୋଧ କଲେ ସୁଲୋଚନା
ଭୁବନେଶ୍ୱର,୩୧।୮: ରାଜଧାନୀବାସୀଙ୍କୁ ଅନୁରୋଧ କଲେ ମେୟର ସୁଲୋଚନା ଦାସ। ଚିକେନ ନ ଖାଇବାକୁ ଅନୁରୋଧ କଲେ ସୁଲୋଚନା। ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଦେବା ପରେ ସେ ଏପରି କହିଛନ୍ତି। ସେ କହିଛନ୍ତି, କିଛିଦିନ ରାଜଧାନବାସୀଙ୍କୁ ଚିକେନ ନ ଖାଇବାକୁ ଅନୁରୋଧ…
ଗଞ୍ଜାମ ଜିଲା ମଦ ମୃତ୍ୟୁ ମାମଲା: ଏମକେସିଜିରେ ଆଉ ଜଣଙ୍କ ମୃତ୍ୟୁ
ଚିକିଟି,୩୧।୮(ପ୍ରକାଶ ଚନ୍ଦ୍ର ସାହୁ):ଗଞ୍ଜାମ ଜିଲାରେ ବିଷାକ୍ତ ମଦର ବିଭୀଷିକାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତ୍ରରେ ଏମକେସିଜିରେ ଚିକିତ୍ସାଧୀନ ଥିବା ଜଣେ ଲୋକଙ୍କ ମୃତ୍ୟୁ ଘଟିଥିଲା। ଯାହାଫଳରେ ମଦ ମୃତ୍ୟୁ ସଂଖ୍ୟା ଏବେ ୩ ରେ ପହଞ୍ଚିଛି। ମୃତକ…
ହଠାତ୍ ହସ୍ପିଟାଲରେ ପହଞ୍ଚିଲେ ସୂର୍ଯ୍ୟକୁମାର-ଶ୍ରେୟସ, ସେଠାରେ ଯାହା କଲେ ଦେଖିଲେ ହୃଦୟକୁ ଛୁଇଁଯିବ
ମୁମ୍ବାଇ,୩୧।୮: ଭାରତୀୟ କ୍ରିକେଟ ଦଳର ଟି -୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟେଷ୍ଟ ଦଳରେ ସ୍ଥାନ ପାଇବା ପାଇଁ ଆଜିକାଲି କଠିନ ପରିଶ୍ରମ କରୁଛନ୍ତି। ସେ ମୁମ୍ବାଇପକ୍ଷରୁ ବୁଚି ବାବୁ ଟୁର୍ନାମେଣ୍ଟରେ ଭାଗ ନେଉଛନ୍ତି। ଏହି ସମୟରେ ତାଙ୍କର କିଛି ଫଟୋ…
ରାତିଅଧରେ ଦିଅରଙ୍କୁ ସ୍ନେହରେ ଡାକିଲେ ଭାଉଜ, ଏମିତି କାଣ୍ଡ କଲେ ଚିଲ୍ଲାଇ ଦୌଡିଲେ ଦିଅର…ଆଉ ତା’ପରେ
ଭୋପାଳ,୩୧।୮: ମଧ୍ୟ ପ୍ରଦେଶରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସିଦ୍ଧି ଜିଲାରେ ଜଣେ ଭାଉଜ ତାଙ୍କ ଦିଅରଙ୍କ ପ୍ରାଇଭେଟ୍ ପାର୍ଟ କାଟି ଦେଇଛନ୍ତି। ଆହତ ଦିଅରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଦିଅରଙ୍କ ଅଭିଯୋଗ ଉପରେ ପୋଲିସ ଅଭିଯୁକ୍ତ ଭାଉଜଙ୍କ ବିରୋଧରେ…
ଧର୍ମଗଡ଼କୁ ରେଳ ଲାଇନ ସଂଯୋଗ ଆଶା ଉଜ୍ଜୀବିତ
ଭବାନୀପାଟଣା,୩୧ା୮ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଧର୍ମଗଡକୁ ରେଳ ଲାଇନ ସଂଯୋଗୀକରଣ ଆଶା ଉଜ୍ଜୀବିତ ହୋଇଛି। ବହୁ ପ୍ରତୀକ୍ଷିତ ଜୁନାଗଡ-ନବରଙ୍ଗପୁର ରେଳ ଲାଇନ ମଧ୍ୟରେ ଧର୍ମଗଡ ନିକଟରେ ଧର୍ମଗଡ ରୋଡ ଷ୍ଟେଶନ ନିର୍ମାଣ ହେବ ବୋଲି ଜଣାପଡିଛି। ଧର୍ମଗଡଠାରେ ଏକ ସ୍ବତନ୍ତ୍ର…
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଦେଲେ ଟ୍ରମ୍ପ, କମଲା ହାରିସଙ୍କୁ ନେଇ କହିଲେ…
ଓ୍ବାଶିଂଟନ୍,୩୧।୮: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପୂର୍ବରୁ ଏକ ସାକ୍ଷାତକାରରେ କମଲା ହାରିସ ତାଙ୍କ ନୀତି ବିଷୟରେ ଖୋଲାଖୋଲି କହିଥିଲେ। ଏହି ସମୟରେ ସେ ତାଙ୍କ ନୀତିରେ ଆସିଥିବା ପରିବର୍ତ୍ତନ ଉପରେ ମଧ୍ୟ ଜବାବ ଦେଇଥିଲେ।…
ଅବସର ନେବା ପରେ ଏମିତି କ’ଣ କହିଲେ ଶିଖର ଧାଓ୍ବନ, ଯାହାକୁ ନେଇ ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୩୧।୮: ନିକଟରେ ଭାରତୀୟ ଓପନର୍ ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି। ସେବେଠାରୁ ସେ ଅନେକ ସମୟରେ କିଛି ନା କିଛି ଷ୍ଟେଟମେଣ୍ଟକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଏବେ ଧାୱନ ଶୁବମନ ଗିଲଙ୍କୁ ନେଇ ଏକ ବଡ ବୟାନ…
ପାରାଦ୍ୱୀପରେ ହଟଚମଟ: ଚାଇନା ଜାହାଜରୁ ଧରାପଡିଲେ ୩ ଘାନା ନାଗରିକ
ପାରାଦ୍ୱୀପ,୩୧।୮(ଶରତ ରାଉତ): ପାରାଦ୍ୱୀପ ବନ୍ଦର ସିକ୍ୟୁ ୧ ବର୍ଥରେ ଶନିବାର ଭୋରୁ ଲାଗିଥିବା ଚାଇନା ଜାହାଜ ଏମଭି ଗ୍ରେଟ ଶେଙ୍ଗ ଓ୍ବେନକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଉକ୍ତ ଜାହାଜରେ ୩ ଜଣ ଘାନା ଦେଶର ନାଗରିକ ବେଆଇନ ଭାବେ ପ୍ରବେଶ…
Archives


