Home Left

ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ଭିଜିଲାନ୍ସକୁ ଦେଖି ହେଲେ ବେହୋସ, ଆଉ ତା’ ପରେ…

ରାୟଗଡ଼ା,୩୧ା୮(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାୟଗଡ଼ା ସହରର ନିଜ ଘରେ ମାଣ୍ଡିବିସି ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ବିଲ୍‌ କରିବା ପାଇଁ ମେଟ୍‌…

ସବୁ ବରଦାସ୍ତ କରିବି କିନ୍ତୁ ମୋ ମାଆର ଅପମାନ ନୁହେଁ…ଏମିତି କାହିଁକି କହିଲେ ଚିରାଗ ପାସଓ୍ବାନ

ନୂଆଦିଲ୍ଲୀ,୩୧।୮: ଗତ କିଛିଦିନ ହେଲା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସଓ୍ବାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ମୁଁ ସବୁକିଛି ସହ୍ୟ କରିପାରିବି, କିନ୍ତୁ ମୋ ମା’ଙ୍କୁ ଅପମାନ ସହ୍ୟ କରିପାରିବି ନାହିଁ। ମୋ…

‘ବିଶ୍ୱ ମାନଚିତ୍ରରେ ଗୋପାଳପୁର ସ୍ବତନ୍ତ୍ର ସ୍ଥାନ ରହିଛି’

ଗୋପାଳପୁର,୩୧।୮(ନବୀନ ରାଜ ଆଚାରୀ): ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶନିବାର ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଏ. ଜାନକୀ ରାମ ପତାକା ଉତ୍ତୋଳନ କରିଥିଲେ l ପରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ…

ମୋହନ ସରକାରଙ୍କୁ ଟାର୍ଗେଟ୍‌ କଲେ ନବୀନ, କହିଲେ ମୋ’ ସରକାରରେ…

ଭୁବନେଶ୍ୱର,୩୧ା୮: ଗୃହ ବିଭାଗ ଖର୍ଚ୍ଚଦାବିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ କଡ଼ା ବିରୋଧ କରିଛନ୍ତି। ନବୀନ ବାଲେଶ୍ବର ଏବଂ ଜଟଣୀରେ ସାମ୍ପ୍ରଦାୟିକ ହିଂସା କଥା ଉଠାଇ ମୋହନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରଥଯାତ୍ରା ସମୟରେ ନାନା…

ପିପିଲି ପରେ ଡେଲାଙ୍ଗ, ନିମାପଡ଼ାକୁ ବ୍ୟାପିଲା ବାର୍ଡ ଫ୍ଲୁ

ପୁରୀ,୩୧।୮: ପୁରୀ ଜିଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ହେବା ପରେ ବର୍ତ୍ତମାନ ଏହା ଡେଲାଙ୍ଗ ଓ ନିମାପଡ଼ାକୁ ବ୍ୟାପିଲାଣି। ଡେଲାଙ୍ଗ, ନିମାପଡ଼ାରୁ ସଂଗ୍ରହ ନମୁନାରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ଉଭୟ ଜାଗାରେ କଣ୍ଟେନମେଣ୍ଟ ସହ ଲୋକଙ୍କୁ…

ହେମନ୍ତ ସୋରେନଙ୍କୁ ଖୋଲା ଅଫର୍‌ ଦେଲେ ହିମନ୍ତ ବିଶ୍ୱ ଶର୍ମା, କହିଲେ ଏକାଠି କାମ କରିବା ଯଦି…

ନୂଆଦିଲ୍ଲୀ,୩୧।୮: ଆସାମ ସିଏମ ଏବଂ ଝାଡଖଣ୍ଡରେ ଭାଜପାର ସହ-ପ୍ରଭାରୀ ଦାୟିତ୍ୱରେ ଥିବା ହିମନ୍ତ ବିଶ୍ୱ ଶର୍ମା ନିଜ ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଶନିବାର ସେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ସର୍ବସାଧରଣରେ ଏକ ଖୋଲା ଅଫର୍‌ ଦେଇଛନ୍ତି। ଯାହାକୁ…

କେସିଙ୍ଗା ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ, ମୁକ୍ତିଧାମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ସ୍ବାୟତ୍ତ ଶାସନ ଦିବସ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ କଲ୍ୟାଣମଣ୍ଡପ ପ୍ରାଙ୍ଗଣଠାରେ ମହାସମାରୋହରେ ଶନିବାର ପାଳିତ ହୋଇଯାଇଛି। ସକାଳେ ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍‌, ସହରର ବିଭିନ୍ନ ଛକସ୍ଥିତ…

ଅଡୁଆରେ ବାବା ରାମଦେବ, ପତଞ୍ଜଳି ଟୁଥପେଷ୍ଟରେ ମିଶୁଛି ଆମିଷ

ନୂଆଦିଲ୍ଲୀ,୩୧।୮: ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବ। ନିଜ ପତଞ୍ଜଳି କମ୍ପାନୀରେ ନିରାମିଶ ପ୍ରଡକ୍ଟରେ ବିକ୍ରି କରୁଛନ୍ତି ଆମିଷ। ପତଞ୍ଜଳିର ଟୁଥପେଷ୍ଟ ତଥା ଦିବ୍ୟ ଦନ୍ତ ମଞ୍ଜନରେ ଆମିଷ ମିଶିଥିବା ଅଭିଯୋଗ ହୋଇଛି। ନିରାମିଷ ନାଁରେ ଆମିଷକୁ ବିକ୍ରି କରୁଛି…

ଲାଞ୍ଚ ନେଇ ଧରାପଡ଼ିଲେ ଏଏସ୍‌ଆଇ, ମାମଲାରୁ ନାଁ କାଟିବା ପାଇଁ ନେଉଥିଲେ ଏତିକି ଟଙ୍କା…

ବାରିପଦା,୩୧ା୮: ବାରିପଦା ଟାଉନ ଥାନା ଏଏସ୍‌ଆଇ ରାମଚନ୍ଦ୍ର ସୋରେନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରିପଦା ଭିଜିଲାନ୍ସ ବିଭାଗ ତାଙ୍କୁ ଟଙ୍କା ସହ ଧରିଥିଲା। ବାରିପଦା ଭିଜିଲାନ୍ସ ଆଡିଶନାଲ ଏସ୍‌ପି ହରେକୃଷ୍ଣ ମାଝିଙ୍କ ନେତୃତ୍ୱରେ…

ସ୍ବାୟତ୍ତ ଶାସନ ଦିବସ ପାଳନକୁ ବର୍ଜନ କଲେ ଉପାଧ୍ୟକ୍ଷଙ୍କ ସମେତ ୯ କାଉନସିଲର

ପୁରୁଷୋତ୍ତମପୁର,୩୧ା୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଡିଓ ମନୋଜ…

ଚିରାଗ ପାସଓ୍ବାନ୍‌ଙ୍କ ଡିଗ୍ରୀକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୩୧।୮: ଭାଜପାର ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ସଭାପତି ତଥା କେନ୍ଦ୍ର ସରକାରରେ ମନ୍ତ୍ରୀ ଚିରାଗ ପାସୱାନଙ୍କ ଡିଗ୍ରୀ ସମ୍ପର୍କରେ ଏକ ବଡ଼ ଖୁଲାସା କରାଯାଇଛି। ଝାନସିର ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଦାବି କରିଛନ୍ତି, ଚିରାଗଙ୍କର ବି-ଟେକ ଡିଗ୍ରୀ…

ବାଂଲାଦେଶ ସହିତ ମିଶି ଷଡଯନ୍ତ୍ର କରୁଛି ପାକିସ୍ତାନ, ଭାରତ ଉପରେ…

ନୂଆଦିଲ୍ଲୀ,୩୧।୮: ବାଂଲାଦେଶରେ ରାଜନୈତିକ ସ୍ଥିରତା ମଧ୍ୟ ଭାରତ ଉପରେ ପ୍ରଭାବ ପକାଉଛି। ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। କିନ୍ତୁ ବାଂଲାଦେଶରେ ଭାରତ ବିରୋଧରେ ଭାବନା ବୃଦ୍ଧି ପାଉଛି। ପାକିସ୍ତାନ ଏବେ ଏହାର ଖୋଲାଖୋଲି ଭାବେ ଲାଭ ଉଠାଇବା ଆରମ୍ଭ କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri