Home Left

ସତ୍ୟନଗରରେ ହେବ ଉତ୍ତମଙ୍କ ଶେଷକୃତ୍ୟ: ଦିଲ୍ଲୀରୁ ଭୁବନେଶ୍ୱର ଆସୁଛି ପାର୍ଥିବ ଶରୀର

ଭୁବନେଶ୍ବର,୨୮।୨: ଆଉ ନାହାନ୍ତି ଓଲିଉଡ୍‌ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି। ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ସେ ଲିଭର ସିରୋସିସରେ ପୀଡ଼ିତ ଥିଲେ। ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ତାଙ୍କ…

ପୁଞ୍ଜି ବିନିଯୋଗରେ ୭୦% ମହିଳା ଭାଗୀଦାରି ଲକ୍ଷ୍ୟ:କୃଷି, ଏମ୍‌ଏସ୍‌ଏମ୍‌ଇ, ସ୍ବାସ୍ଥ୍ୟ, ଖାଦ୍ୟ ପ୍ରକ୍ରିୟାକରଣକୁ ଗୁରୁତ୍ୱ

ଦାରିଙ୍ଗିବାଡି, ୨୮/୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗିବାଡି ଇକୋ ରିଟ୍ରିଟରେ ଦୁଇ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଆରମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଦୀର୍ଘ ୮ ମାସ ହେଲାଣି ଆମର…

ସବୁ ମୂଳରେ ସଂସ୍କାର

ଶିଶୁର ମା’ ଓ ବାପା ଦୁହେଁ ପ୍ରଥମ ଶିକ୍ଷକ ବା ଗୁରୁ। ୮/୯ ମାସର ବ୍ୟବଧାନ ପରେ ଶିଶୁଟିକୁ ସଂସ୍କାର ସମ୍ବନ୍ଧରେ ଶିକ୍ଷା ଦିଆଯିବା ଉଚିତ। ସାଧାରଣତଃ ଦେଖାଯାଏ, ପିତାମାତା ଶିଶୁର ସଂସ୍କାର ନ ଦେଖି ଶିଶୁର ଖାଇବା, ଖେଳିବା ଓ…

ରୋଚକ ସ୍ଥିତିରେ ମହାରାଷ୍ଟ୍ର ରାଜନୀତି:ଭାଜପା ଆଡ଼େ ଢଳୁଛନ୍ତି ଉଦ୍ଧବ, ଦୂରେଇ ଯାଉଛନ୍ତି ଶିନ୍ଦେ

ନୂଆଦିଲ୍ଲୀ, ୨୮ା୨:ମହାରାଷ୍ଟ୍ରରେ ଭାଜପା, ଶିବସେନା ଏବଂ ଏନ୍‌ସିପି ଅଜିତ୍‌ ପାଓ୍ବାରଙ୍କ ମହାୟୁତି ମେଣ୍ଟ ସରକାର ଚାଲିଛି। ଅନ୍ୟପକ୍ଷରେ ବିରୋଧୀ ମହା ବିକାଶ ଅଘାଡିରେ ଉଦ୍ଧବଙ୍କ ଶିବସେନା, କଂଗ୍ରେସ ଓ ଶରଦ ପାଓ୍ବାରଙ୍କ ଏନ୍‌ସିପି ରହିଛନ୍ତି। ନୂଆ ସରକାର ଗଠନ ଦିନୁ ରାଜ୍ୟ…

Pune Rape Case: ୭୦ ଘଣ୍ଟା ପରେ ଆଖୁ କିଆରିରୁ ଧରାପଡ଼ିଲେ ପୁଣେ ବଳାତ୍କାର ଅଭିଯୁକ୍ତ

ପୁଣେ,୨୮।୧: ମହାରାଷ୍ଟ୍ରର ପୁଣେର ସୱରଗେଟ ବସ ଷ୍ଟାଣ୍ଡରେ ପାର୍କିଂ ହୋଇଥିବା ଏକ ମ୍ୟୁନିସିପାଲିଟି ବସ୍‌ରେ ଜଣେ ୨୬ ବର୍ଷୀୟା ମହିଳାଙ୍କ ସହିତ ବଳାତ୍କାର ଘଟଣାରେ ଅଭିଯୁକ୍ତ ଦତ୍ତାତ୍ରେୟ ଗାଡେଙ୍କୁ ପୁଣେ ପୋଲିସ ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ତାଙ୍କ ଗାଁ…

Uttam Mohnaty: ୪ଥର ‘ଶ୍ରେଷ୍ଠ ଅଭିନେତା’ ପୁରସ୍କାର

ଭୁବନେଶ୍ୱର,୨୮ା୨: ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ପାଇଁ ସେ ୪ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ‘ଫୁଲ ଚନ୍ଦନ’ ଚଳଚ୍ଚିତ୍ର ପାଇଁ ୧୯୮୨ରେ ତାଙ୍କୁ ପ୍ରଥମଥର ଲାଗି ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ…

ଉତ୍ତମ ଅଭିନୟର ଅବସାନ: ମନୋରଞ୍ଜନ ଜଗତରେ ଶୋକର ଛାୟା

ଗୁରୁଗ୍ରାମ(ଏଜେନ୍ସି),୨୮।୨:ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତିଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ୬୬ ବର୍ଷୀୟ ଉତ୍ତମ କିଛିଦିନ ହେଲା ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକରେ…

ଅନ୍ୟ ଜାତିରେ ବିବାହ: ମୃତଦେହକୁ ମିଳିଲାନି କାନ୍ଧ

ବଇଣ୍ଡା, ୨୮ା୨(ପରିକ୍ଷିତ ସାହୁ):ରକ୍ତ ସମ୍ପର୍କ ଉପରେ ଭାରିପଡ଼ିଗଲା ଜାତିପ୍ରଥା। ସମାଜରୁ ବାସନ୍ଦ ଓ ଜରିମାନା ଭୟରେ ପାଖ ମାଡ଼ିଲେନି କେହି। ମୃତଦେହକୁ କାନ୍ଧ ଦେବା ତ ଦୂରର କଥା ଛୁଇଁବାକୁ ଆଗେଇ ଆସିଲେନି ପରିବାର ସଦସ୍ୟ। ସମ୍ପର୍କୀୟ, ବନ୍ଧୁବାନ୍ଧବ ଓ ସାହିଭାଇ…

ଚନ୍ଦ୍ରର ସ୍ପଷ୍ଟ ଚିତ୍ର ପଠାଇଲା ‘ବ୍ଲ୍ୟୁ ଘୋଷ୍ଟ’

ଓ୍ବାଶିଂଟନ୍‌, ୨୮।୨:ଆମେରିକୀୟ ଘରୋଇ ଏରୋସ୍ପେସ୍‌ କମ୍ପାନୀ ‘ଫାୟାରଫ୍ଲାଏ ଏରୋସ୍ପେସ୍‌’ର ‘ବ୍ଲ୍ୟୁ ଘୋଷ୍ଟ’ ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ନିଜ ଲକ୍ଷ୍ୟର ନିକଟତର ହେବାରେ ଲାଗିଛି। ଅବତରଣ କରିବାର କିଛିଦିନ ପୂର୍ବରୁ ଏହା ଚନ୍ଦ୍ରର ବିସ୍ତୃତ ଭିଜୁଆଲ ପଠାଇଛି, ଯାହାକୁ ଫାୟାରଫ୍ଲାଏ ଏରୋସ୍ପେସ୍‌ ପକ୍ଷରୁ…

ସପ୍ତମ ବେତନ ହାରରେ ଦରମା ଦାବି:ଧାରଣାରେ ବସିଲେ ପ୍ୟାକ୍ସ କର୍ମଚାରୀ

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ):ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଗୁରୁବାର ବରଗଡ଼ ଉପ ନିବନ୍ଧକ, ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଏଥି ସହିତ ସେମାନଙ୍କ ଦାବି ସମୂହ ନେଇ ସମବାୟ ସମିତିର ନିବନ୍ଧକଙ୍କ…

କେବଳ ମ୍ୟାକ୍ସଓ୍ବେଲ ନୁହନ୍ତି, ବରଂ ପୂରା ଅଷ୍ଟ୍ରେଲିଆ ଦଳ ପାଇଁ ଯୋଜନା କରିଛୁ: ଆଫଗାନିସ୍ତାନ ଅଧିନାୟକ

ଲାହୋର,୨୭ା୨: କେବଳ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ପାଇଁ ନୁହେଁ, ବରଂ ପୂରା ଅଷ୍ଟ୍ରେଲିଆ ଦଳ ଲାଗି ଆମେ ଯୋଜନା ପ୍ରସ୍ତୁତ କରିଛୁ। ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁ ଥିବା ଅନ୍ତିମ ଲିଗ ମ୍ୟାଚ ପୂର୍ବରୁ ଆଫଗାନିସ୍ତାନ ଅଧିନାୟକ ହାଶମାତୁଲା ଶାହିଦି ଖବରଦାତା ସମ୍ମିଳନୀରେ…

ପାକିସ୍ତାନ ଫୁଟବଲରୁ ହଟିବ ଫିଫା ବାସନ୍ଦାଦେଶ

ଲାହୋର,୨୭ା୨: ପାକିସ୍ତାନ ଫୁଟବଲ ଫେଡେରେଶନ (ପିଏଫ୍‌ଏଫ୍‌) କଂଗ୍ରେସ ଏହାର ସମ୍ବିଧାନରେ ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିଯୋଗୁ ଫିଫା ପକ୍ଷରୁ କରାଯାଇଥିବା ବାସନ୍ଦାଦେଶ ହଟିବା ଲାଗି ପଥ ପରିଷ୍କାର ହୋଇଛି। ଏଫ୍‌ଏଫ୍‌ର ଜଣେ ସିନିୟର ଅଧିକାରୀ ସାକିବ ବାଲୋଚ ସ୍ପଷ୍ଟ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?