୫ ଶହ ୪୦ କୋଟି ଟଙ୍କା ନିବେଶ କରିବେ ୨୯ ପୁଞ୍ଜିନିବେଶକାରୀ, ସୃଷ୍ଟି ହେବ ୪ ହଜାର ନିଯୁକ୍ତି ସୁଯୋଗ
ଦାରିଙ୍ଗବାଡ଼ି,୨୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟରେ ଚାଲିଥିବା ଦୁଇ ଦିନିଆ ଇନ୍ଭେଷ୍ଟ କନ୍ଧମାଳ-୨୦୨୫ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ଦୁଇ ଦିନ ସମ୍ମିଳନୀରେ…
VIDEO: ତାଣ୍ଡବ ରଚିଲା ବର୍ଷା, ନାଳରେ ଭାସିଲା ଗାଡି, ଭୟାନକ ଦୃଶ୍ୟ ଦେଖିଲେ…
କୁଲୁ,୨୮।୨: ହିମାଚଳ ପ୍ରଦେଶର କୁଲୁ ଜିଲାରେ ପ୍ରବଳ ବର୍ଷା ତାଣ୍ଡବ ରଚିଛି। ଶାସ୍ତ୍ରୀ ନଗର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଡ୍ରେନ ପାଣିରେ ବୁଡ଼ିଯାଇଛି। ଯାହା ଫଳରେ ଅନେକ ଯାନବାହନ ଭାସିଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ…
Breast Cancer: ବ୍ରେଷ୍ଟ୍ କ୍ୟାନସରକୁ ଚିହ୍ନିବେ କିପରି? ଜାଣନ୍ତୁ ଏହି ଟେଷ୍ଟର ଦାମ୍ କେତେ
ମହିଳାଙ୍କଠାରେ ବ୍ରେଷ୍ଟ୍ କ୍ୟାନସର ବା ସ୍ତନ କର୍କଟ ମାମଲା ବୃଦ୍ଧି ପାଉଛି। ସଚେତନତା ଅଭାବରୁ ପ୍ରତିବର୍ଷ ହଜାର ହଜାର ମହିଳା ଏହି ଗମ୍ଭୀର ତଥା ମାରାତ୍ମକ ରୋଗର ଶିକାର ହେଉଛନ୍ତି। ଆଜି ଯଦି ସଠିକ୍ ସମୟରେ ଚିକିତ୍ସା ଆରମ୍ଭ କରାଯାଏ, ତେବେ…
ଆଜି ଭାରତ-ଇୟୁ ଉଚ୍ଚସ୍ତରୀୟ ବୈଠକ: ହୋଇପାରେ ମୁକ୍ତ ବାଣିଜ୍ୟ ଚୁକ୍ତି
ନୂଆଦିଲ୍ଲୀ,୨୮।୨: ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେ ୟେଲେନ୍ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଜଧାନୀରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ସେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି…
ଟିପିସିଓଡିଏଲ୍ ପକ୍ଷରୁ ନୈତିକତା ସପ୍ତାହର ଶୁଭାରମ୍ଭ
ଭୁବନେଶ୍ୱର,୨୮।୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ୍ (ଟିପିସିଓଡିଏଲ୍)ପକ୍ଷରୁ ନୈତିକତା ସପ୍ତାହର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମ୍ସେଦଜୀ ନୁସେରୱାନଜୀ ଟାଟାଙ୍କ ଜୟନ୍ତୀ ଅବସରରେ ୨୦୨୫ ଫେବୃଆରୀ…
Jio-Airtel ନିଦ ଉଡାଇଲା BSNL, ଆଣିଲା ଧମାକାଦାର ଅଫର, ମାତ୍ର ୪ ଟଙ୍କାରେ…
ନୂଆଦିଲ୍ଲୀ,୨୮।୨: BSNL ତାର ଉପଭୋକ୍ତାଙ୍କ ପାଇଁ ଅନେକ ଶସ୍ତା ରିଚାର୍ଜ ଯୋଜନା ପ୍ରଦାନ କରେ। ଯଦିଓ ଏହି ଯୋଜନାଗୁଡ଼ିକର ମୂଲ୍ୟ କମ, କିନ୍ତୁ ଏଥିରେ ଉପଲବ୍ଧ ଲାଭ ବହୁତ ଭଲ। ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହିବାକୁ…
ପୋତାଗଡ଼ରେ ବେଆଇନ ପାର୍କିଂ ଆଦାୟକୁ ନେଇ ବଢୁଛି ଅସନ୍ତୋଷ, ପର୍ଯ୍ୟଟକ ନିରାଶ
ଗଞ୍ଜାମ,୨୮ା୨(ବିଦ୍ୟାଧର ସାହୁ): ସହର ନିକଟରେ ଐତିହାସିକ ପୋତାଗଡ଼ ଦୁର୍ଗ ଅବସ୍ଥିତ। ଏହି ପୋତାଗଡ଼ ଦୁର୍ଗକୁ ବୁଲିବାକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ବର୍ତ୍ତମାନ ପୋତାଗଡ଼ର ପୁନଃ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିବା ଲକ୍ଷରେ ତତ୍କାଳୀନ…
ଖୋଲା ଖୋଲି ଧମକ ଦେଲେ ଟ୍ରୁଡୋ, ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇଲେ ଆମେ ବି…
ଟରୋଣ୍ଟୋ,୨୮।୨: ଆମେରିକା କାନାଡାରୁ ଆମଦାନୀ ଉପରେ ନୂଆ ତଥା କଡା ଶୁଳ୍କ ଘୋଷଣା କରିଛି (US Canada Tariff War)। ମାର୍ଚ୍ଚ ୪ ତାରିଖରୁ କାନାଡା ଉପରେ ଶୁଳ୍କ ଲାଗୁ ହେବ। ଆମେରିକାର ଏହି ନିଷ୍ପତ୍ତି ଉପରେ କାନାଡାରୁ ପ୍ରତିକ୍ରିୟା ଆସିଛି।…
କିଏ ସେହି ତୁହିନ କାନ୍ତ ପାଣ୍ଡେ, ଯିଏ ହେବେ ପରବର୍ତ୍ତୀ ସେବି ମୁଖ୍ୟ
ନୂଆଦିଲ୍ଲୀ,୨୮।୨: କେନ୍ଦ୍ର ସରକାର ତୁହିନ କାନ୍ତ ପାଣ୍ଡେଙ୍କୁ ପରବର୍ତ୍ତୀ ସେବି ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ତିନି ବର୍ଷ ପାଇଁ ହେବ। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ (DoPT) ପାଣ୍ଡେଙ୍କ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। କ୍ୟାବିନେଟ…
ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମଙ୍କ ପାର୍ଥିବ ଶରୀର, ଏଠାରେ ହେବ ଶେଷକୃତ୍ୟ
ଭୁବନେଶ୍ୱର,୨୮।୨: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର। ଏହାପରେ ତାଙ୍କୁ ଜଗନ୍ନାଥ ବିହାର ବାସଭବନକୁ ନିଆଯିବ। ସେଠାରେ ତାଙ୍କୁ ଶେଷ ଦର୍ଶନ କରିବେ। ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।
ଇଡିଲି-ସମ୍ବର ପାଇଁ ଗୋଆରେ କମୁଛନ୍ତି ପର୍ଯ୍ୟଟକ, ଭାଜପା ନେତାଙ୍କ ଅଜବ ଯୁକ୍ତି
ନୂଆଦିଲ୍ଲୀ,୨୮।୨: ଗତ କିଛି ବର୍ଷ ମଧ୍ୟରେ ଗୋଆରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ଏହା ପଛରେ ଅନେକ କାରଣ ଅଛି। ଗୋଆରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ନେଇ ଗୁରୁବାର ଭାଜପା ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ମାଇକେଲ ଲୋବୋ ଚିନ୍ତା ପ୍ରକଟ…
ବିଜେଡି ନେତାଙ୍କୁ ଦେଖି ମଞ୍ଚରୁ ପଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ଲୋଇସିଂହା,୨୮।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାନଟିକା ଜଳେଶ୍ୱର ପୀଠରେ ଶିବରାତ୍ରି ମେଳା ମହାସମାରୋହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ହେଲେ ସନ୍ଧ୍ୟାରେ ଉକ୍ତ ପୀଠରେ ଆୟୋଜିତ ଜଳେଶ୍ୱର ମହୋତ୍ସବରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ନ ଦେଇ ଫେରିଯିବା ଘଟଣା ଚର୍ଚ୍ଚାର…

