Home Left

କଂଗ୍ରେସରେ ବଡ଼ ଫାଟ, ପୂର୍ବତନ ବିଧାୟକଙ୍କ ସମେତ ୫ ନେତା ବହିଷ୍କୃତ

ଚଣ୍ଡିଗଡ଼,୨୭।୨: ହରିୟାଣା ରାଜନୀତି ସହିତ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୁରୁବାର ହରିୟାଣା କଂଗ୍ରେସ କିଛି ଦଳୀୟ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ପୂର୍ବତନ ବିଧାୟକ ରାମବୀର ସିଂହଙ୍କ ସମେତ ୫ ନେତାଙ୍କୁ ବହିଷ୍କାର…

ହିନ୍ଦୀ ଏକ ମାସ୍କ, ସଂସ୍କୃତ ଲୁଚି ରହିଥିବା ଚେହେରା: ଭାଷାକୁ ନେଇ ଷ୍ଟାଲିନଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୭।୨: ଭାଷା ବିବାଦ ମଧ୍ୟରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ ବଡ଼ ବୟାନ ଦେଇଛନ୍ତି। ଗୁରୁବାର ସେ ପୁଣି ଥରେ କେନ୍ଦ୍ର ଦ୍ୱାରା ହିନ୍ଦୀ ଭାଷା ଲାଗୁ କରାଯିବା ବିରୋଧରେ ସ୍ବର ଉଠାଇଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ ରାଜ୍ୟ…

ଭାଜପା ଏମ୍‌ପି ପ୍ରତିନିଧି-ବିଧାୟକ ପ୍ରତିନିଧି ହାତାହାତି: ଠିକା କାମକୁ ନେଇ ତିକ୍ତତା

ଝରିଗାଁ,୨୭।୨(କିଶୋର ଚନ୍ଦ୍ର ମଣ୍ଡଳ): ରାଜ୍ୟରେ ବିଜେଡି ସରକାରକୁ ଟକ୍କର ଦେଇ ଭାଜପା ସରକାର ଗଠନ କରିଥିବାର କେଇଟା ମାସ ଯାଇଥିବାବେଳେ ଗ୍ରାମାଞ୍ଚଳରେ ଭାଜପା କର୍ମୀମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ମାରପିଟ ହୋଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ନବରଙ୍ଗପୁର…

୨ ଯୁବକ ଜିଅନ୍ତା ଜଳିଯିବା ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୭ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ଜକର ଗ୍ରାମ ନିକଟ ମା’ ରତ୍ନେଇ ଠାକୁରାଣୀ ମନ୍ଦିର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଧାନ ବୋଝେଇ ଟ୍ରକ ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେବାରୁ ବାଇକ ଚାଳକଙ୍କ ସମେତ ବାଇକରେ…

କାହିଁକି ସବୁବେଳେ ତଳେ ଶୋଇପଡ଼ନ୍ତି ଏଲୋନ ମସ୍କ

ଓ୍ବାଶିଂଟନ: ଏଲୋନ ମସ୍କ କେବଳ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି ବରଂ ଜଣେ ବ୍ୟକ୍ତିତ୍ୱ ଯିଏ ସବୁବେଳେ ତାଙ୍କ କଥା ଯୋଗୁଁ ଖବର ଏବଂ ବିବାଦରେ ରହିଥାନ୍ତି। ଆଜିକାଲି ଆମେରିକାରେ ତାଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ସେ ଯାହା…

୨ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ସନ୍ଧ୍ୟାରେ ଆୟୋଜିତ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ, ପାରମ୍ପରିକ ନୃତ୍ୟରେ ଝୁମିଲେ ପୁଞ୍ଜି ନିବେଶକାରୀ

ଦାରିଙ୍ଗବାଡି, ୨୭।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଇକୋ ରିଟ୍ରିଟ ପରିସରରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ୨ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଅତିଥିମାନେ ଉପସ୍ଥିତ ପୁଞ୍ଜି ନିବେଶକାରୀଙ୍କୁ…

୨୬/୧୧ ଆକ୍ରମଣ ମାମଲା: ଦିଲ୍ଲୀରେ ଚାଲିବ ତହଉର ରାଣାଙ୍କ ବିଚାର

ନୂଆଦିଲ୍ଲୀ,୨୭।୨: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତହଉର ରାଣାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଆମେରିକା ସହମତ ହେବା ପରେ ମୁମ୍ବାଇ କୋର୍ଟରୁ ଦିଲ୍ଲୀର ଏକ ଅଦାଲତ ଗୁରୁବାର ବିଚାର ସମ୍ପର୍କିତ ରେକର୍ଡ ମଗାଇଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା…

ଭୁବନେଶ୍ୱରରେ ପହଞ୍ଚିଲେ ନଡ୍ଡା

ଭୁବନେଶ୍ୱର,୨୭ା୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ଅବସରରେ ଭାଜପା ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ୨୮ ତାରିଖ…

ଆର୍ଥିକ ସମସ୍ୟା ଦୂର କରେ ଫିଟିକିରି

୯୦ ଦଶକର ପିଲାମାନେ ଫିଟିକିରି ବିଷୟରେ ନିଶ୍ଚିତ ଭାବେ ଜାଣିଥିବେ। ଏହି ଧଳା କିମ୍ବା ହାଲୁକା ହଳଦିଆ ରଙ୍ଗର ପଥର ପରି ଜିନିଷଟି ବର୍ଷ ବର୍ଷ ଧରି କ୍ଷତ, କଟା ଘା’ ଏବଂ କ୍ଷତକୁ ସୁସ୍ଥ କରିବା ପାଇଁ ବ୍ୟବହୃତ ହୋଇଆସୁଛି।…

Driving Licence Renew କରିନଥିଲେ ଶୀଘ୍ର କରିନିଅନ୍ତୁ, ହେବ ଏତିକି ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୭।୨: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସର ଅବଧି ଶେଷ ହେବାକୁ ଯାଉଛି ଏବଂ ଆପଣ ଏହାକୁ ରିନ୍ୟୁ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ପ୍ରକୃତରେ, ଅନେକ ସମୟରେ ଲୋକମାନେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସର ବୈଧତା ସମାପ୍ତ ହେବା…

କୃଷକ ସଂଗଠନର ରଣହୁଙ୍କାର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଧମକ

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ):କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଆଣିଥିବା ତତ୍କାଳୀନ ୨ ନୂଆ କୃଷି ଆଇନକୁ ନେଇ ଯେଭଳି ଅସନ୍ତୋଷ ତେଜି ଉଠିଥିଲା। ଅନୁରୂପ ଭାବେ ଏବେ ପ୍ରସ୍ତାବିତ କୃଷି ବିପଣନ ଏବଂ ରାଷ୍ଟ୍ରୀୟ ନୀତି ଢ଼ାଞ୍ଚା-୨୦୨୪କୁ ନେଇ କୃଷକ ସଂଗଠନ…

ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ: ଚାଲିଗଲା ଜୀବନ

ଥୁଆମୂଳ ରାମପୁର,୨୭।୨(ଦୁର୍ଗା କୀର୍ତ୍ତି): ଇନ୍ଦ୍ରାବତୀ ଜଳଭଣ୍ତାରରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଏଠାରେ ପାଣିରେ ବୁଡି ଜଣଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅଧିନରେ ଥିବା ପାଡେପଦର ଗ୍ରାମ ପଞ୍ଚାୟତ ବେଣାଖମାର ଗ୍ରାମର ବ୍ରଜ ମାଝୀ (୪୬)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?