ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେବା ପରେ ପାକିସ୍ତାନରେ ହଇଚଇ: ପିସିବି ନେବ ବଡ଼ ନିଷ୍ପତ୍ତି
ରାଉଲପିଣ୍ଡି,୨୫।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ କ୍ରିକେଟ ଦଳର ଲଜ୍ଜାଜନକ ପ୍ରଦର୍ଶନ ହୋଇଛି। ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ, ଭାରତ ବିପକ୍ଷ ପରାଜୟ ସେମାନଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ଟୁର୍ନାମେଣ୍ଟ ଆରମ୍ଭ ହେବାର ମାତ୍ର ୫ ଦିନ ମଧ୍ୟରେ, ଆୟୋଜକ…
ଗୋବିନ୍ଦାଙ୍କର ହେବ ଛାଡପତ୍ର! ମରାଠୀ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା, ପତ୍ନୀ ସୁନୀତା କହିଲେ…
ମୁମ୍ବାଇ: ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। କୁହାଯାଉଛି କି ଗୋବିନ୍ଦାଙ୍କ ଅନ୍ୟ କାହା ସହିତ ସମ୍ପର୍କ…
ରାଜ୍ୟ ସରକାର କଲେ ବଡ଼ ଘୋଷଣା: ଏହିଦିନ ମଧ୍ୟରେ ବିକ୍ରି କରିଦିଅନ୍ତୁ ଧାନ…
ଭୁବନେଶ୍ୱର,୨୫ା୨: ରାଜ୍ୟରେ ସରକାରଙ୍କ ପକ୍ଷରୁ ଧାନ କିଣା ଜାରି ରହିଛି। ଏହାରି ମଧ୍ୟରେ ସରକାର ସମୟସୀମା ଧାର୍ଯ୍ୟ କରିଛନ୍ତି। ଆସନ୍ତା ମାର୍ଚ୍ଚ ୩୧ ଡେଡ୍ ଲାଇନ୍ ଧାର୍ଯ୍ୟ କରିଛନ୍ତି ସରକାର। ମଙ୍ଗଳବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦେଇଥିବା ସୂଚନା…
IT ଫାଇଲ କରିଥିଲେ ବି କଟିବନି ରାଶନ କାର୍ଡ, ଜାଣନ୍ତୁ କେମିତି: ମନ୍ତ୍ରୀ ଦେଲେ ସୂଚନା
ଭୁବନେଶ୍ୱର,୨୫।୨: ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆୟକର ଫାଇଲ କରିଥିଲେ ବି କଟିବନି ରାଶନ କାର୍ଡ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ଏନେଇ ରାଜ୍ୟ ସରକାର ଫିଜିକାଲ ଭେରିଫିକେସନ କରିବେ। ଅଧିକାରୀ…
‘ଲ୍ୟାଣ୍ଡ ଫର ଜବ’ମାମଲାରେ ଲାଲୁଙ୍କ ଫ୍ୟାମିଲିକୁ ଲାଗିଲା ଝଟକା, ଜାରି ହେଲା ସମନ
ପାଟନା,୨୫।୨: ‘ଲ୍ୟାଣ୍ଡ ଫର ଜବ’ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଏକ ବଡ଼ ଝଟକା ଲାଗିଛି। ଏହି ମାମଲାରେ ଦାଖଲ ହୋଇଥିବା ଚୂଡ଼ାନ୍ତ ଚାର୍ଜସିଟ ଉପରେ ନଜର ରଖି, ରାଉଜ ଆଭେନ୍ୟୁ କୋର୍ଟ ଲାଲୁ ଯାଦବ ଏବଂ ତାଙ୍କ…
ଶୌଚ ହେବାକୁ ଯିବା ସମୟରେ ଦନ୍ତାହାତୀ ହାବୁଡରେ ପଡ଼ିଗଲେ ଶ୍ରମିକ, ଆଉ ତା’ପରେ…
ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ କିରାପଲ୍ଲୀ ଗ୍ରାମ ନିକଟରେ ସୋମବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେ ହେଲେ ଆନ୍ଧ୍ର ପ୍ରଦେଶର ମହମ୍ମଦ…
ଦିଲ୍ଲୀ ବିଧାନସଭାରେ ହଙ୍ଗାମା: ଆତିଶୀଙ୍କ ସମେତ ୧୨ ଏଏପି ବିଧାୟକ ସସ୍ପେଣ୍ଡ
ନୂଆଦିଲ୍ଲୀ,୨୫।୨: ଦିଲ୍ଲୀ ବିଧାନସଭା ଅଧିବେଶନର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆମ ଆଦମୀ ପାର୍ଟି ବିଧାୟକମାନେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଛନ୍ତି। ଲେଫ୍ଟନାଣ୍ଟ ଗଭର୍ନର ଭିକେ ସକ୍ସେନାଙ୍କ ଅଭିଭାଷଣ ସମୟରେ ହଙ୍ଗାମା କରିବା ପାଇଁ ଆତିଶୀଙ୍କ ସମେତ ଅନେକ ଏଏପି ବିଧାୟକଙ୍କୁ…
Champions Trophyରେ ଆତଙ୍କବାଦୀ ଭୟ, ପାକିସ୍ତାନରେ ୧୨ ହଜାର ପୋଲିସକର୍ମୀଙ୍କ ସୁରକ୍ଷା ଭାଙ୍ଗି ପଡ଼ିଆରେ ପଶିଗଲେ ଆତଙ୍କବାଦୀ!
ଇସଲାମାବାଦ,୨୫।୨: ପାକିସ୍ତାନ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲ ଅନୁଯାୟୀ ଆୟୋଜିତ ହେଉଛି। ସୁରକ୍ଷା କାରଣରୁ ଭାରତୀୟ ଦଳ ଦୁବାଇରେ ଏହାର ମ୍ୟାଚ ଖେଳୁଛି। ୨୪ ଫେବୃଆରୀରେ, ନ୍ୟୁଜିଲାଣ୍ଡ ଦଳ ବାଂଲାଦେଶକୁ ୫ ୱିକେଟରେ…
ତକିଆରେ ପଶିଥିଲା ବିଷଧର ସାପ, ଭିଡିଓ ଦେଖିଲେ ଥରିଉଠିବ ଛାତି
ସାପ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ମାରାତ୍ମକ ପ୍ରାଣୀ। ବିଶେଷକରି ସ୍ପେକ୍ଟ୍ୟାକଲ୍ଡ କୋବ୍ରା କିମ୍ବା ବ୍ଲାକ ଇଣ୍ଡିଆନ କୋବ୍ରା ଯାହା ସାଧାରଣତଃ ନାଗ ନାଁରେ ମଧ୍ୟ ଜଣାଶୁଣା। ଯଦି ଏହା ଜଣେ ବ୍ୟକ୍ତିଙ୍କୁ କାମୁଡ଼ି ତା ଭିତରେ ବିଷ ନିର୍ଗତ କରେ,…
ବିଡିଓଙ୍କ ଅଫିସ ଆଗରେ ଧାରଣାରେ ବସିଲେ ସାମାଜିକ କର୍ମୀ
ସାବରଙ୍ଗ,୨୫।୨(କାଳିପଦ ରାୟ): ଭଦ୍ରକ ଜିଳା ବାସୁଦେବପୁର ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ସକାଳେ ସାମାଜିକ କର୍ମୀ ବୈଲୋଚନ ଜେନା ଧାରଣାରେ ବସିଛନ୍ତି। ସୋମବାର କିଛିକାମ ବିଷୟରେ ଆଲୋଚନା କରିବା ପାଇଁ ଜେନା ବିଡ଼ିଓଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବିଡ଼ିଓ ତନ୍ମିତା…
ବଦଳିଲା ଆମେରିକାର ସ୍ୱର: ମିଳିତ ଜାତିସଂଘର ପୁଟିନଙ୍କୁ ସମର୍ଥନ କଲେ ଟ୍ରମ୍ପ
ନୂଆଦିଲ୍ଲୀ,୨୫ା୨: ସୋମବାର ୟୁକ୍ରେନରେ ଉତ୍ତେଜନା ହ୍ରାସ, ଶୀଘ୍ର ଶତ୍ରୁତା ବନ୍ଦ ଏବଂ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ କରାଯାଇଥିବା ଜାତିସଂଘ ସାଧାରଣ ପରିଷଦର ଏକ ଡ୍ରାଫ୍ଟ ପ୍ରସ୍ତାବରେ ଆମେରିକା ରୁଷର ପକ୍ଷ ନେଇଛି। ପୂର୍ବରୁ କିଭ୍ ସପକ୍ଷରେ ପ୍ରସ୍ତାବ ପାଇଁ…
ଚୋରା କୋଇଲା ବୋଝେଇ ପିକଅପ୍ ଜବତ
ସାବରଙ୍ଗ,୨୫।୨(କାଳିପଦ ରାୟ):ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପୋଲିସ ଏକ ଚୋରା କୋଇଲା ବୋଝେଇ ପିକଅପ୍କୁ ଜବତ କରିଛି। ଗାଡିଟି ସେରପୁର ଆଡୁ ଆସୁଥିବାବେଳେ ଥାନା ଏଏସଆଇ ରବୀନ୍ଦ୍ର ସିଂ, କନକ ହାଁସଦା, କମଳା ପତି, ହାବିଲଦାର ସୁଶାନ୍ତ ମହାପାତ୍ର, ବିନୋଦ…

