Home Left

କାନ୍ସରେ ମୋଦି ନେକ୍‌ଲେସ୍‌ ପିନ୍ଧି ରାତାରାତି ବଡ଼ ସେଲିବ୍ରିଟି ହୋଇଗଲେ ରୁଚି

୭୮ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଚାଲିଛି। ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ଅଂଶଗ୍ରହଣ କରିବା ପାଇଁ ସାରା ବିଶ୍ୱରୁ ସିନେ ତାରକାମାନେ ଆସିଛନ୍ତି। କେତେକ ରେଡ କାର୍ପେଟରେ ନିଜର ଗ୍ଲାମର ଦେଖାଇ ଚର୍ଚ୍ଚାକୁ ଆସୁଥିବା ବେଳେ, ଅନ୍ୟମାନଙ୍କ ଚଳଚ୍ଚିତ୍ର ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ…

ଭାରତର ସବୁଠୁ ଶକ୍ତିଶାଳୀ ଗାଁ କେଉଁଠି ଅଛି ଜାଣନ୍ତି କି? ବିଶେଷତ୍ୱ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ଦକ୍ଷିଣ ଦିଲ୍ଲୀ ଉପକଣ୍ଠସ୍ଥିତ ଛତ୍ରପୁର ଅଞ୍ଚଳରେ ଥିବା ଅସୋଲା-ଫତେହପୁର ବେରି ଗ୍ରାମକୁ ଭାରତର ସବୁଠାରୁ ଶକ୍ତିଶାଳୀ ଗ୍ରାମ କୁହାଯାଇଥାଏ। ଦେଶର ରାଷ୍ଟ୍ରୀୟ ରାଜଧାନୀରେ ଥିବା ନାଇଟ୍‌ କ୍ଲବ୍‌ଗୁଡ଼ିକରେ କାର୍ଯ୍ୟରତ ବାଉନ୍ସରଙ୍କ ଏକ ବଡ଼ ଅଂଶ ଏହି ଗ୍ରାମରୁ ଆସିଥାଏ। ତେଣୁ ଏହି…

ଅଧୁରା ରହିଗଲା ରତନ ଟାଟାଙ୍କ ସ୍ବପ୍ନ: କରିବାକୁ ଚାହୁଁଥିଲେ ଏହି କାମ

‘ଟାଟା’କୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ କରିଥିବା ରତନ ଟାଟା ଆଜି ନାହାନ୍ତି ସତ କିନ୍ତୁ ତାଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରାରୁ ଜନ୍ମିତ ଅନେକ କମ୍ପାନୀ ଏବଂ ଉତ୍ପାଦ ଲୋକଙ୍କ ଜୀବନର ଏକ ଅଂଶ। ଟିସିଏସ ଭଳି ଏକ ବିଶ୍ୱସ୍ତରୀୟ କମ୍ପାନୀ ନିର୍ମାଣ କରିବା,…

ପାକିସ୍ତାନରେ ଗୃହଯୁଦ୍ଧ? ପୋଡିଦେଲେ ଘର, ନିଆଁ ଲଗାଦେଲେ ଅଜ୍ଞାତ…

ଇସଲାମବାଦ,୨୧।୫: ପୁଣିଥରେ ପାକିସ୍ତାନର ପରିସ୍ଥିତି ଖରାପ ହେବାକୁ ବସିଛି। ଦେଶରେ ପାଣିକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପାଣିକୁ ନେଇ ସିନ୍ଧ ଏବଂ ପଞ୍ଜାବ ମଧ୍ୟରେ ବିବାଦ ଚାଲିଛି। ଏହି ମାମଲା ଏତେ ବଢ଼ିଯାଇଛି ଯେ ଲୋକମାନେ ପ୍ରତିବାଦ କରିବାକୁ ରାସ୍ତାକୁ…

‘ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ପ୍ରସାରରେ ରାଜୀବ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ’

ଦିଗପହଣ୍ଡି,୨୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି କାର୍ଯ୍ୟାଳୟରେ ବୁଧବାର ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ନଗର କଂଗ୍ରେସ କମିଟି ସଭାପତି ତଥା ଏନ୍‌ଏସି କାଉନସିଲର ଦୀପକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ…

ଜ୍ୟୋତିଙ୍କ ଚାଟ୍‌ରୁ ମିଳିଲା ପୁଣି ଭୟଙ୍କର ତଥ୍ୟ, ପାକିସ୍ତାନକୁ ଦେଇଥାନ୍ତେ…

ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାରରେ ରହୁଥିବା ଯୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କର ହ୍ବାଟସଆପ ଚାଟରୁ ଜଣାପଡିଛି ଯେ, ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ (ISI) ଅଧିକାରୀ ଅଲି ହସନଙ୍କ ସହ ଯୋଗାଯୋଗରେ ଥିଲେ…

ଜ୍ୟୋତି ମାଲହୋତ୍ରାଙ୍କ ଆଉ ଭିଡିଓକୁ ନେଇ ପଡ଼ିଲା ଚହଳ: ସତର୍କ ହୋଇ ସରକାର ନେଲେ ବଡ଼ ପଦକ୍ଷେପ

ଜୟପୁର,୨୧।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା YouTuber ଜ୍ୟୋତି ମାଲହୋତ୍ରାଙ୍କ ସହ ଜଡିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏବେ ରାଜସ୍ଥାନ ସରକାର ଜ୍ୟୋତି ମାଲହୋତ୍ରାଙ୍କ ରାଜସ୍ଥାନ ଆସିବା ଏବଂ ସୀମା ସଂଲଗ୍ନ ଗାଁଗୁଡ଼ିକୁ ପରିଦର୍ଶନ…

ସରପଞ୍ଚଙ୍କ ବିରୋଧରେ କାଟ୍‌ ଖାଇଲା ଅନାସ୍ଥା

କଟକ ସଦର,୨୧ା୫(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ବୁଧବାର ଆଗତ ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଯାଇଛି। କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନ ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ।…

ପାକିସ୍ତାନକୁ ଦେଖି ବାଂଲାଦେଶର ପଶିଲା ବୁଦ୍ଧି, ଭାରତ ଆଗରେ କଲା ସରେଣ୍ଡର!

ଢାକା,୨୧।୫: ପାକିସ୍ତାନର ପରିସ୍ଥିତିରୁ ଶିକ୍ଷା ନେଇଛି ବାଂଲାଦେଶ। ବାଂଲାଦେଶ ଭାରତ ସହିତ ଚାଲିଥିବା ବାଣିଜ୍ୟ ଉତ୍ତେଜନା ଆଗରେ ମୁଣ୍ଡ ନୁଆଁଇବାକୁ ନିଷ୍ପତ୍ତି ନେଇଛି। ପରିସ୍ଥିତିକୁ ଆହୁରି ଖରାପ ନ କରିବା ପାଇଁ, ବାଂଲାଦେଶ ସ୍ପଷ୍ଟ କରିଛି ଯେ ଏହା କୌଣସି ପ୍ରତିଶୋଧମୂଳକ…

ସୀମାନ୍ତରେ ଗୁଳିବିନିମୟ: ୩୦ରୁ ଅଧିକ ମାଓବାଦୀ ନିହତ

ମାଲକାନଗିରି,୨୧ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ବଡ଼ଧରଣର ଗୁଳିବିନିମୟ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ଚଢ଼ାଉ କରିଛନ୍ତି। ଯବାନଙ୍କ ଏନକାଉଣ୍ଟରରେ ୩୦ରୁ ଅଧିକ ମାଓବାଦୀ ନିହତ ହୋଇଥିବା…

ମୌସୁମୀକୁ ନେଇ ଆସିଲା ବଡ଼ ଅପଡେଟ! ପୂର୍ବାନୁମାନ ପୂର୍ବରୁ କେରଳରେ କରିବ ପ୍ରବେଶ, ଜାଣନ୍ତୁ କେବେ ପହଞ୍ଚିବ ଓଡ଼ିଶା

ନୂଆଦିଲ୍ଲୀ,୨୧।୫: ଏବେ ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ପଞ୍ଜାବ ଏବଂ ଦିଲ୍ଲୀ ଏନସିଆର ଭଳି ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ପ୍ରବଳ ଗରମ ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି। ପାଣିପାଗ ବିଭାଗ (IMD) ସତର୍କ କରାଇ ଦେଇଛି ଯେ ଆଗାମୀ କିଛି ଦିନ…

‘ଚଳିତବର୍ଷ ହେବ କଲେଜ ନିର୍ବାଚନ’

ଭୁବନେଶ୍ୱର,୨୧ା୫: ଚଳିତବର୍ଷ ରାଜ୍ୟରେ ଅନୁଷ୍ଠିତ ହେବ କଲେଜ ନିର୍ବାଚନ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କଲେଜ ନିର୍ବାଚନ ନେଇ ସରକାର ଚିନ୍ତା କରୁଛନ୍ତି। କଲେଜ ନିର୍ବାଚନ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?