ଭଙ୍ଗା ସ୍କୁଲ ଘରେ ରଖି ରଖୁଥିଲେ ଶାରୀରିକ ସମ୍ପର୍କ, ପୋଲିସ ଆଗରେ ଅପହରଣ କାହାଣୀ କହିଲେ ନାବାଳିକା, ଏବେ ଅଭିଯୁକ୍ତ…
ଦିଗପହଣ୍ଡି,୨୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ ମାମୁ ଗତ ୧୫ ତାରିଖରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଭାରପ୍ରାପ୍ତ ଥାନା…
ପୁଣି ଦେଶକୁ ଫେରିଲା କରୋନା: ଅଧାରେ ଅଟକିଲା ଶଙ୍କରଙ୍କ ଚାରିଧାମ ଯାତ୍ରା
ଦାରିଙ୍ଗବାଡ଼ି,୨୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶଙ୍କରଙ୍କ ଚାରିଧାମ ଯାତ୍ରା ଅଧାରୁ ଅଟକିଛି। ସେ ବୁଧବାର ହରିୟାଣାର ସଫଲାଠାରୁ ନିଜ ଯାତ୍ରାକୁ ବନ୍ଦ କରିଛନ୍ତି। ଘରୁ ବାହାରିବାର ୫୯ ଦିନରେ ତାଙ୍କ ଯାତ୍ରା ବନ୍ଦ ହୋଇଯାଇଛି। ସେ ଆଗକୁ ଯାତ୍ରାରେ ଯିବା…
ବାଲୋଚିସ୍ତାନ ବସ୍ ବିସ୍ଫୋରଣ: ବଡ଼ ଅଭିଯୋଗ ଲଗାଇଲା ପାକିସ୍ତାନ, କଡ଼ା ଜବାବ ଦେଲା ଭାରତ
ନୂଆଦିଲ୍ଲୀ,୨୧।୫: ଭାରତ ପାକିସ୍ତାନର ଅଭିଯୋଗକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି ଯେ ଏହା ବାଲୋଚିସ୍ତାନରେ ଏକ ସ୍କୁଲ ବସ୍ କୁ ଲକ୍ଷ୍ୟ କରି ଏକ ମାରାତ୍ମକ ଆତ୍ମଘାତୀ ବିସ୍ଫୋରଣର ଯୋଜନା କରିଥିଲା। ଏହି ଅଭିଯୋଗକୁ ଭାରତ “ଇସଲାମାବାଦର ନିଜର ବିଫଳତାରୁ ବିଶ୍ୱବ୍ୟାପୀ…
ଜ୍ୟୋତିଙ୍କୁ ନେଇ ଖୋଲିଲା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଗୁମର! ସରକାରଙ୍କ ନିକଟରେ କାହିଁକି ଏତେ ବଡ଼ ଦାବି ରଖିଲେ ବାପା, ଜାଣନ୍ତୁ…
ନୂଆଦିଲ୍ଲୀ,୨୧।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କ ବାପା ସରକାରଙ୍କ ନିକଟରେ ଏକ ବଡ଼ ଦାବି କରିଛନ୍ତି। ସେ କହିଥିଲେ ଯେ ସରକାର ଓକିଲ ଯୋଗାଇବା ଉଚିତ। ସେ କହିଛନ୍ତି ଯେ ପୋଲିସ ଜ୍ୟୋତିଙ୍କ ଡାଏରୀ ନେଇଯାଇଛି।…
ଗାଁରେ ଜଳ ସମସ୍ୟା: ଗଭୀର କୂଅରୁ ପାଣିକାଢ଼ିଦେଲେ ପାରଳା ବିଧାୟକ
ଗଜପତି,୨୧।୫(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତର କ୍ଷେତଡା ଗ୍ରାମରେ ଚାଲିଛି ଠାକୁରାଣୀ ଯାତ୍ରା। ଏଥିରେ ଯୋଗଦେବାପାଇଁ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯିବା ସମୟରେ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ବିଷୟରେ ତାଙ୍କୁ ଅବଗତ କରାଇଥିଲେ।…
ସୁଟକେସରୁ ମହିଳାଙ୍କ ମିଳିଲା ମୃତଦେହ, ହତ୍ୟା କରି ଟ୍ରେନରୁ ଫିଙ୍ଗି ଦେଲେ!
ବେଙ୍ଗାଲୁରୁ,୨୧।୫: ବୁଧବାର ବେଙ୍ଗାଲୁରୁରେ ଏକ ରେଳ ପୋଲ ନିକଟରେ ଏକ ଛିଣ୍ଡା ନୀଳ ରଙ୍ଗର ସୁଟକେସ ମିଳିଥିଲା ଏବଂ ଏହାର ଭିତରେ ଯାହା ଥିଲା ତାହା ସମସ୍ତଙ୍କୁ ଡରାଇ ଦେଇଥିଲା। ଏହା ଭିତରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା, ଯାହାଙ୍କୁ ହତ୍ୟା…
ପାକିସ୍ତାନ ପରେ ବାଂଲାଦେଶ ଯିବାକୁ ପ୍ଲାନ କରିଥିଲେ ଜ୍ୟୋତି, ପାକିସ୍ତାନୀ ISIଙ୍କ ସହ…
ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାର ନିବାସୀ ଜ୍ୟୋତି ମଲହୋତ୍ରା, ଯିଏ ‘ଟ୍ରାଭେଲ ଉଇଥ ଜୋ’ ନାମକ ଏକ ଲୋକପ୍ରିୟ ଯୁଟ୍ୟୁବ ଚ୍ୟାନେଲ ଚଳାନ୍ତି, ତାଙ୍କୁ ଗୁଇନ୍ଦା ସୂଚନା ଦେବା ଅଭିଯୋଗରେ ଗତ ୧୬ ମେରେ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଜ୍ୟୋତି…
ଭୋଜି ଖାଇବାକୁ ଯାଇ ରାତିରେ ଶୋଇଥିଲେ ଯୁବକ, ସକାଳୁ ନ ଉଠିବାରୁ…
ଧର୍ମଶାଳା,୨୧ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜୀରା ପଞ୍ଚାୟତର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ବାପା ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଥାନା ଅଧିକାରୀ ନିରୂପମା ଜେନା କହିଛନ୍ତି। ଅଭିଯୋଗ ମୁତାବକ…
ବଦଳିଯିବ ପାକିସ୍ତାନ ସରକାର? ଗୋଟିଏ ସଙ୍କେତ ହେଲା ସ୍ପଷ୍ଟ ଦ୍ୱିତୀୟ ହେବ ତ…
ଇସଲାମାବାଦ,୨୧।୫: ପାକିସ୍ତାନ ସରକାର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ପଦୋନ୍ନତି ଦେଇଛନ୍ତି। ଅସୀମ ମୁନୀର ପାକିସ୍ତାନର ଦ୍ୱିତୀୟ ଫିଲ୍ଡ ମାର୍ଶାଲ ହୋଇଛନ୍ତି। ପାକିସ୍ତାନ ଇତିହାସରେ ଏହା ଦ୍ୱିତୀୟ ଥର ଯେବେ ଜଣେ ସେନା ମୁଖ୍ୟଙ୍କୁ ଫିଲ୍ଡ ମାର୍ଶାଲ କରାଯାଇଛି। ଭାରତର…
ଜ୍ୟୋତିଙ୍କ ଆକାଉଣ୍ଟରେ ପୁଳାପୁଳା ଟଙ୍କା, ରାତାରାତି ଏମିତି ହୋଇଥିଲେ କୋଟିପତି…
ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାରର YouTuber-vlogger ଜ୍ୟୋତି ମାଲହୋତ୍ରାଙ୍କ ଉପରେ ତଦନ୍ତ ଏଜେନ୍ସି କ୍ରମାଗତ ଭାବରେ ଜେରା କରୁଛନ୍ତି। ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରିବାର ଗମ୍ଭୀର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ମେ ୧୭ ତାରିଖରେ ହରିୟାଣା ପୋଲିସ ଗିରଫ…
ଆକାଶରେ ହଠାତ୍ ଏମିତି ହେଲା ଯାହାକୁ ଦେଖି ଛାନିଆ ହେଲା ପୋଲିସ!
କୋଲକାତା,୨୧।୫: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ରାତିରେ ଆକାଶରେ ଡ୍ରୋନ ଭଳି ଅନେକ ଜିନିଷ ଉଡ଼ିଥିବାର ଦେଖାଯାଇଥିଲା, ଯାହା ପରେ ପୋଲିସ ଗୁପ୍ତଚର ସମ୍ଭାବନା ସମେତ ସମସ୍ତ ଦିଗକୁ ଧ୍ୟାନରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ବୁଧବାର ଅଧିକାରୀମାନେ ଏହି ସୂଚନା…
ଘରେ ବସି କଥା ହେଉଥିଲେ ୨ ଝିଅଙ୍କ ସହ ମା’, ଉପରେ ଖସିପଡ଼ିଲା ସ୍ଲାବ୍, ଆଉ ତା’ ପରେ…
ପୁରୁଷୋତ୍ତମପୁର,୨୧ା୫(ସୀମାଞ୍ଚଳ ମିଶ୍ର): ମହାରାଷ୍ଟ୍ର ମୁମ୍ବାଇର ଥାନେ ନିକଟସ୍ଥ କଲ୍ୟାଣ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଗୋଟିଏ ବିଲ୍ଡିଂ ଛାତ ଭୁଶୁଡ଼ି ୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା…

