Home Left

ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଭଳି ଭୁଲ ଖବର ଦେଇଥିଲେ ଏହି ବ୍ୟକ୍ତି, ଫଳରେ ପ୍ରାଣ ହରାଇଲେ ୧୨ରୁ ଊର୍ଦ୍ଧ୍ୱ

ମୁମ୍ବାଇ,୨୩।୧: ମହାରାଷ୍ଟ୍ରର ଜଳଗାଓଁରେ ବୁଧବାର ଘଟିଥିବା ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଗୁଜବ ଯୋଗୁଁ ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଟ୍ରେନରୁ ଡେଇଁ ପଡ଼ିଥିଲେ, ଯାହା ଫଳରେ ଅନ୍ୟ…

ଗିଜର ସଜାଡ଼ିବାକୁ ଯାଇ ମିସ୍ତ୍ରୀଙ୍କ ଜୀବନ ଗଲା

ବାଲେଶ୍ୱର,୨୩ା୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହରରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ନିକଟ ହରିପୁର ଗ୍ରାମକୁ ଗିଜର ସଜା ଯାଇ ବିଦ୍ୟୁତ୍‌ ଆଘାତର ଶିକାର ହୋଇ ଜଣେ ମିସ୍ତ୍ରୀଙ୍କର ଜୀବନ ଯାଇଛି। ମୃତ ମିସ୍ତ୍ରୀ ହେଲେ…

ସମଲିଙ୍ଗୀ ବିବାହକୁ ମିଳିଲା ଆଇନର ମାନ୍ୟତା, ଥାଇଲ୍ୟାଣ୍ଡ ହେଲା ଏସିଆର ତୃତୀୟ ଦେଶ

ବ୍ୟାଙ୍କକ,୨୩।୧: ଗତବର୍ଷ ଥାଇଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବା ପରେ, ଏହା ଏବେ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି। ଥାଇଲ୍ୟାଣ୍ଡ ଏପରି କରିବାରେ ଦକ୍ଷିଣ-ପୂର୍ବ ଏସିଆର ପ୍ରଥମ ଦେଶ ହୋଇଥିଲା। ଗୁରୁବାର ଥାଇଲ୍ୟାଣ୍ଡରେ ଏକ ଗଣ ବିବାହରେ ବହୁ ସଂଖ୍ୟକ…

ଅଭିନେତାଙ୍କ ଚାଲିକୁ ଦେଖି ମହାରାଷ୍ଟ୍ରର ମନ୍ତ୍ରୀ କହିଲେ, ‘ସତରେ ସୈଫଙ୍କ ଉପରେ ଆକ୍ରମଣ ହୋଇଥିଲା ନା ସେ ନାଟକ କରୁଥିଲେ’

ମୁମ୍ବାଇ,୨୩।୧: ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେ ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଲେ ଯେ ଆକ୍ରମଣ ପ୍ରକୃତରେ ଘଟିଥିଲା ନା ସେମାନେ କେବଳ ଅଭିନୟ କରୁଥିଲେ। ସୂଚନାଯୋଗ୍ୟ, ସୈଫ ଅଲ୍ଲୀ ଖାନଙ୍କୁ ମଙ୍ଗଳବାର…

ବେକାରୀ ହ୍ରାସ ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ,୨୩ା୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ ବିଭାଗ ଦ୍ୱାରା ଏକ ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଛେଣ୍ଡିପଦା ରେଞ୍ଜରେ ଆୟୋଜନ କରାଯାଇଥିଲା। ଏଥିରେ ଆମ ଜଙ୍ଗଲ ଯୋଜନା, ଅଧୀନରେ ଜିଲା ନିଯୁକ୍ତି ବିନିମୟ, ଜନ…

ହାସିନାଙ୍କୁ ଭାରତୀୟ ନାଗରିକତା, ମୋଦି ସରକାର ନେବେ ବଡ଼ ନିଷ୍ପତ୍ତି! ବାଂଲାଦେଶର ସବୁ ଚାଲ୍‌ ଫେଲ୍‌

ନୂଆଦିଲ୍ଲୀ,୨୩।୧: ଗତ ବର୍ଷ ଅଗଷ୍ଟ ୪ରେ ବାଂଲାଦେଶରେ ବଡ଼ ଧରଣର ହିଂସା ଘଟିଥିଲା। ଏହି ହିଂସା ଏତେ ତୀବ୍ର ହୋଇଥିଲା ଯେ ସରକାର ତଥା ଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦେଶ ଛାଡିବାକୁ ପଡିଲା। ଏହି ହିଂସାରେ ଶହ ଶହ ଲୋକଙ୍କ…

କେଉଁ ଆଡ଼କୁ ଢଳୁଛନ୍ତି ନୀତୀଶ: ଜଣାପଡ଼ୁନି ମତିଗତି

ଇମ୍ଫାଲ,୨୩ା୧:୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ୬ ଆସନ ଜିତିଥିଲା। କିଛି ଦିନ ପରେ ୫ ଜେଡିୟୁ ବିଧାୟକ ଦଳବଦଳ କରି ଭାଜପାରେ ମିଶିଥିଲେ। ସେମାନଙ୍କୁ ମିଶାଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌…

ଧନୁଯାତ୍ରାରୁ ନିଖୋଜ ଯୁବତୀ ଉଦ୍ଧାର ଘଟଣା: ସିନ୍‌ ରିକ୍ରିିଏଟ୍‌ବେଳେ ଅଭିଯୁକ୍ତ କହିଲେ ଏମିତି କିଛି କଥା ପୋଲିସ ଚକିତ

ବରଗଡ଼,୨୩ା୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରାରୁ ନିଖୋଜ ଯୁବତୀଙ୍କୁ ଜଙ୍ଗଲକୁ ଅପହରଣ କରି ନେଇ ବଳାତ୍କାର, ହତ୍ୟା ଉଦ୍ୟମ ମାମଲା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ ଆହତ ପୀଡ଼ିତା ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ମାମଲାର ମୁଖ୍ୟ ଅଭିଯୁକ୍ତ…

ରଣଜୀରେ ବି ଫେଲ୍‌ ହିଟ୍‌ମ୍ୟାନ୍‌: ଭାଇରାଲ୍‌ ହେଉଛି ଭିଡିଓ

ମୁମ୍ବାଇ,୨୩।୧: ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ସହିତ ସଂଘର୍ଷ କରୁଥିବା ରୋହିତ ଶର୍ମା ରଣଜୀ ଟ୍ରଫିରେ ମଧ୍ୟ ଫ୍ଲପ୍‌ ହୋଇଛନ୍ତି। ରଣଜୀ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ। ରୋହିତ ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୯ଟି…

ବାଇପାସ୍‌ ରାସ୍ତା ନିର୍ମାଣ ନେଇ ରାଜ୍ୟ ସଭା ଏମ୍‌ପିଙ୍କୁ ଦାବିପତ୍ର ଦେଲା କ୍ରିୟାନୁଷ୍ଠାନ କମିଟି

କେସିଙ୍ଗା,୨୩ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାରେ ବାଇପାସ ଦାବି ନେଇ ଧିରେ ଧିରେ ବଢୁଛି ଜନସମର୍ଥନ। ଲୋକେ ନିର୍ମାଣାଧୀନ ଆରଓବି ଜାତୀୟ ରାଜପଥ ସହ ସଂଯୋଗକୁ ନେଇ ଖୋଲାଖୋଲି ବିରୋଧ ଆରମ୍ଭ କରିଛନ୍ତି। ଏନେଇ କେସିଙ୍ଗା ବାଇପାସ୍‌ କ୍ରିୟାନୁଷ୍ଠାନ କମିଟିର ଆବାହକ…

ଯାହା କହିଛନ୍ତି ସବୁ ସତ ହୋଇଛି, ଏବେ ୨୦୨୫କୁ ନେଇ ଭୟଙ୍କର ଭବିଷ୍ୟବାଣୀ କଲେ ଏହି ବ୍ୟକ୍ତି, ମାଳିକାରେ ବି …

ନିକୋଲସ ଆଉଜୁଲା ଜଣେ ବ୍ୟକ୍ତି ଯିଏ ଗତ ଦଶନ୍ଧିରେ ଅନେକ ସଠିକ ଭବିଷ୍ୟବାଣୀ କରିଛନ୍ତି। କରୋନାଠାରୁ ଟ୍ରମ୍ପଙ୍କ ପୁନଃନିର୍ବାଚନ ପର୍ଯ୍ୟନ୍ତ ତାଙ୍କର ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ୍ୟ ବୋଲି ଜଣାପଡିଛି। ସେ ଏହି ବର୍ଷ ପାଇଁ ଏକ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ବର୍ଷ…

ବାରବାଟୀ ମ୍ୟାଚ୍‌ର ମଜା ନେବେ ଧର୍ମେନ୍ଦ୍ର ପ୍ରଧାନ: କିଣିଲେ ଟିକେଟ୍‌

କଟକ,୨୩।୧: ଫେବୃଆରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। ଏହାକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ବଡ଼ ବଡ଼ ରାଜନେତା ଏହି ମ୍ୟାଚ୍‌ ପାଇଁ ଟିକେଟ୍‌ କିଣୁଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri