୨ ମନ୍ତ୍ରୀ, ୩ ବିଧାୟକଙ୍କ ଘର ଉପରକୁ ଆକ୍ରମଣ, ଜାଣନ୍ତୁ ମଣିପୁର ହିଂସା ପଛର କାରଣ
ଇମ୍ଫାଲ,୧୬।୧୧: ମଣିପୁରର ଜିରିବାମ ଜିଲାରେ ୩ ଜଣଙ୍କ ହତ୍ୟା ପାଇଁ ନ୍ୟାୟ ଦାବି କରୁଥିବା ବିକ୍ଷୋଭକାରୀମାନେ ଶନିବାର ଇମ୍ଫାଲରେ ଅତି କମରେ ୨ ମଣିପୁର ମନ୍ତ୍ରୀ ଏବଂ ୩ ଜଣ ବିଧାୟକଙ୍କ ଘରେ ପ୍ରବେଶ କରିଥିଲେ। ବିଧାୟକଙ୍କ ଘରେ ଆକ୍ରମଣ ହେତୁ…
‘ହୋଇପାରେ କାଲି ମୋର ଶେଷ ଦିନ ହୋଇଥିବ…’
ବମ୍ବେ: ଫିଲ୍ମ ‘ଲାଲ୍ ସିଂ ଚଢ୍ଢା’ ପରେ ବଡ଼ ପରଦାରୁ ଦୂରେଇ ଯାଇଛନ୍ତି ସୁପରଷ୍ଟାର ଆମିର ଖାନ୍। ଏଣୁ ପ୍ରଶଂସକମାନେ ତାଙ୍କ ଫିଲ୍ମ କେବେ ଆସିବ ସେ ନେଇ ଚିନ୍ତିତ ଅଛନ୍ତି। ଯାହା କୁହାଯାଉଛି ଆମିର ଅଭିନୟ ସହ ପ୍ରଯୋଜନାରେ ମନୋନିବେଶ…
ବଳାତ୍କାର ପରେ ପଥରରେ ଛେଚି ମାରିଥିଲେ: ଜେଲ ଗଲେ ବଳାତ୍କାରୀ
ପାଇକମାଳ,୧୬।୧୧(ବଡ଼ ଶତପଥୀ): ବରଗଡ ଜିଲା ପାଇକମାଳ ଥାନା ସୋଢା ଗ୍ରାମରେ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରଶାନ୍ତ ବରିହା (୨୧)ଙ୍କୁ ଶନିବାର ବରଗଡ ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ପ୍ରଶାନ୍ତ…
ନିର୍ବାଚନ ପ୍ରଚାର ସମୟରେ ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଗ୍
ମୁମ୍ବେଇ,୧୬।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ସେଠାରେ ପ୍ରଚାର ଅଭିଯାନ ଦ୍ରୁତ ଗତିରେ ଚାଲିଛି। ଏହି ସମୟରେ ନିର୍ବାଚନ ଆୟୋଗର ଅଧିକାରୀମାନେ ପୁଣି ଥରେ ଥାନାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବ୍ୟାଗ ଯାଞ୍ଚ କରିଛନ୍ତି। ଏହି ନିର୍ବାଚନରେ ଦ୍ୱିତୀୟ…
ମୋଦିଙ୍କୁ ବାଇଡେନଙ୍କ ସହ ତୁଳନା କଲେ ରାହୁଲ, କହିଲେ ଉଭୟଙ୍କୁ ହୋଇଛି ସମାନ ରୋଗ
ନୂଆଦିଲ୍ଲୀ,୧୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ସମୟରେ ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଶନିବାର (ନଭେମ୍ବର ୧୬) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରି ମୋଦି ସ୍ମୃତି…
ମହଙ୍ଗା ପଡ଼ିଲା ଦୁର୍ବ୍ୟବହାର, ଅମିନଙ୍କୁ ନିଲମ୍ବନ କଲେ ଜିଲାପାଳ
ରେଢ଼ାଖୋଲ,୧୬ା୧୧(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ଜୋନ୍-୨ର ଜିଲାପରିଷଦ ସଭ୍ୟ ଶରତ କୁମାର ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାଏକ ଦୁର୍ବ୍ୟବହାର କରି କାର୍ଯ୍ୟାଳୟରୁ ବାହାର କରିଦେବା ଘଟଣାରେ ଜିଲାପାଳ ଅମିନଙ୍କୁ ନିଲମ୍ବନ କରିଛନ୍ତି। ତେବେ ତହସିଲଦାରଙ୍କ…
ବାଂଲାଦେଶରୁ ସଫା ହେବେ ହିନ୍ଦୁ! ସମ୍ବିଧାନରୁ ସେକ୍ୟୁଲାର ଶବ୍ଦ ହଟାଇବାକୁ ପ୍ରସ୍ତୁତି
ଢାକା,୧୬।୧୧: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ଚରମ ସୀମାରେ ପହଞ୍ଚିଛି। ବର୍ତ୍ତମାନ ବାଂଲାଦେଶରେ ଏହିପରି କିଛି ଘଟିବାକୁ ଯାଉଛି ଯାହା ବଖାଣୁଛି ଯେ ହିନ୍ଦୁମାନଙ୍କ ଦ ଏଣ୍ଡ ପାଇଁ ଓଲଟା ଗଣତି ବା କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ବାଂଲାଦେଶରେ ସମ୍ବିଧାନରୁ…
ଦେଶର ଶ୍ରେଷ୍ଠ ଥାନା ତାଲିକାରେ ଗଞ୍ଜାମର ପାଟପୁର ଥାନା
ଦିଗପହଣ୍ଡି/ପାଟପୁର,୧୬।୧୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସମଗ୍ର ଦେଶର ଶ୍ରେଷ୍ଠ ଥାନା ଭାବେ ୨୦୨୪ ଆର୍ଥିକ ବର୍ଷ ତାଲିକାରେ ଗଞ୍ଜାମ ଜିଲା ପାଟପୁର ଥାନା ସ୍ଥାନ ପାଇଛି। ଆସନ୍ତା ୨୯ରୁ ଡିସେମ୍ବର ୧ ଯାଏ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ଡିଜିପି…
ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ନେଇ ଆଇସିସିର ବଡ଼ ଘୋଷଣା: ଭାରତ ଆସିବ ଚାମ୍ପିଅନ୍ସ ଟ୍ରଫି…
ନୂଆଦିଲ୍ଲୀ,୧୬।୧୧: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କାର୍ଯ୍ୟସୂଚୀକୁ ଉତ୍ସାହର ସହିତ ଅପେକ୍ଷା କରିଛି। ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ଆୟୋଜନ କରିବାକୁ ଥିବା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି। ଏସବୁ ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ…
ଘୋଷଣା ହେଲା ୩ ଦିନିଆ ଲକଡାଉନ, ସ୍କୁଲ, କମ୍ପାନୀ, ବଜାର, ମଲ ସବୁ ବନ୍ଦ
ଇସଲାମାବାଦ,୧୬।୧୧: ପାକିସ୍ତାନର ଏକ ଅଂଶ ଥିବା ପଞ୍ଜାବ ଏବେ ବାୟୁ ପ୍ରଦୂଷଣରେ ପୀଡିତ। ପ୍ରଦୂଷଣର ଅବସ୍ଥା ଏପରି ଯେ ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଲାହୋର ଏବଂ ମୁଲତାନ…
ଏମ୍ପିଙ୍କ ରାଇକିଆ ପ୍ରତିନିଧି ଭାବେ ସନ୍ତୋଷ ଲେଙ୍କା ମନୋନୀତ
ରାଇକିଆ,୧୬।୧୧:(ପ୍ରଦୀପ ବେହେରା): କନ୍ଧମାଳ ଏମ୍ପିଙ୍କ ରାଇକିଆ ବ୍ଲକ ପ୍ରତିନିଧି ଭାବେ ସନ୍ତୋଷ ଲେଙ୍କାଙ୍କୁ ଏମ୍ପି ସୁକାନ୍ତ ପାଣିଗ୍ରାହୀ ମନୋନୀତ କରିଛନ୍ତି । ଏ ନେଇ ଏମ୍ପି ପତ୍ର ମାଧ୍ୟମରେ ଜିଲାପାଳଙ୍କୁ ଅବଗତ କରାଇଛନ୍ତି । ରାଇକିଆ ବ୍ଲକର ସାମଗ୍ରିକ ବିକାଶ ଏବଂ…
ଡଙ୍ଗା ଭସାଇ ଆସିଲା ବେଳକୁ ଘରେ ବୁଲିଥିଲା କଳାକନା: ତାଲା ଭାଙ୍ଗି ନେଇଗଲେ ସବୁ…
ଜୟପୁର,୧୫ା୧୧(ପବନ ପାଣିଗ୍ରାହୀ): ଜୟପୁର ସହରର ଲିଙ୍ଗରାଜ ନଗରରେ ଏକ ବଡ଼ ଧରଣର ଚୋରି ହୋଇଛି। କେତେକ ଦୁର୍ବୁ୍ତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଚୋରି ହୋଇଛି। ମିଳିଥିବା ସୂଚନା ମୁତାବକ, ଲିଙ୍ଗରାଜ ନଗରରେ ରହୁଥିବା ସ୍ମୃତି…
Archives


