ଜାଣନ୍ତୁ କେବେ ହେବ ଯୁକ୍ତ ଦୁଇ ପରୀକ୍ଷା: CHSE ପକ୍ଷରୁ ହେଲା ଡେଟ୍ କନଫର୍ମ
ଭୁବନେଶ୍ୱର,୪।୨: ଯୁକ୍ତ ଦୁଇ ପରୀକ୍ଷା ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ଶେଷ ହେବ। ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା, ପତ୍ର ବିନିମୟ ପାଠ୍ୟକ୍ରମର ନିୟମିତ ଓ ପୂର୍ବ ନିୟମିତ (ଏକ୍ସ-ରେଗୁଲାର) ଥିଓରୀ ପରୀକ୍ଷା ଆରମ୍ଭ…
ଏକମାତ୍ର ୮ ବର୍ଷର ପୁଅକୁ ପୋଖରୀରେ ପକାଇ ମାରିଥିଲେ ମା’: ଏହି ରାୟ ଶୁୁଣାଇଦେଲେ କୋର୍ଟ
ବ୍ରହ୍ମପୁର,୪।୨(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୩ ଅକ୍ଟୋବର ମାସରେ ଟାଉନ ଥାନା ଅନ୍ତର୍ଗତ ବିଜିପୁର ପୋଖରୀରେ ପକାଇ ନିଜର ଏକମାତ୍ରା ଶିଶୁପୁତ୍ର ଏସ.ରୋହିତ କୁମାର(୮)ଙ୍କୁ ହତ୍ୟା କରିଥିଲେ। ଗଞ୍ଜାମ ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ମଙ୍ଗଳବାର ଉକ୍ତ ମାମଲାର ଚୂଡାନ୍ତ ରାୟ…
ଇଏ ବବିଙ୍କୁ ସମ୍ବଲପୁର ପଠାଇଥିଲେ! ଭିତିରି କଥା ଖୋଲିଲେ…
ଭୁବନେଶ୍ୱର,୪।୨: ନିର୍ବାଚନ ପରେ ଭୁଷୁଡି ପଡିଛି ବିଜେଡି ଗଡ। ଏବେ ଦଳ ସଜାଡିବାରେ ଲାଗି ପଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କିନ୍ତୁ ଏହାପରେ ବି ଦଳରେ ଅନ୍ତଃକନ୍ଦଳ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ତଳେ ନେତାଜୀ ଜୟନ୍ତୀରେ କଟକରେ…
ପୁଣି ଆରସିବିର ଅଧିନାୟକ ହେବେ କି କୋହଲି: ଆସିଲା ବଡ଼ ଅପ୍ଡେଟ୍
ବେଙ୍ଗାଲୁରୁ,୪।୨: ବିରାଟ କୋହଲି ଆଇପିଏଲରେ ଦୀର୍ଘ ସମୟ ଧରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ଥିଲେ। ବିରାଟ କୋହଲିଙ୍କ ପରେ, ଫାଫ ଡୁ ପ୍ଲେସିସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକତ୍ୱ ଗ୍ରହଣ କରିଥିଲେ। କିନ୍ତୁ ଏବେ ଫ୍ରାଞ୍ଚାଇଜ ଦକ୍ଷିଣ ଆଫ୍ରିକୀୟ କିମ୍ବଦନ୍ତୀଙ୍କୁ…
ଖୁସିରେ ବିଭୋର ମୁଖ୍ୟମନ୍ତ୍ରୀ: ପୁଣି କୁନୋ ଜାତୀୟ ଉଦ୍ୟାନରେ ଜନ୍ମ ନେଲେ ୨ ଚିତା ଛୁଆ
ନୂଆଦିଲ୍ଲୀ,୪।୨: ପୁଣି କୁନୋ ଜାତୀୟ ଉଦ୍ୟାନରେ ଖେଳିଯାଇଛି ଖୁସିର ମାହୋଲ। ଏଠାରେ ୨ଟି ଚିତା ଛୁଆ ଜନ୍ମ ନେଇଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ମଧ୍ୟପ୍ରଦେଶରେ ଚିତାଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଚିତାଙ୍କ ସଂଖ୍ୟା ବୃଦ୍ଧି ସହିତ,…
Salary hike for Odisha MLA: ମାସକୁ ପାଇବେ ଅଢେଇ ଲକ୍ଷ ଟଙ୍କା! ଓଡ଼ିଶା ବିଧାୟକଙ୍କ ଦରମା…
ଭୁବନେଶ୍ୱର,୪।୨: ବଢିବ ବିଧାୟକଙ୍କ ଦରମା । ଦରମା ସହ ବଢିବ ପେନଶନ। ଏନେଇ ଦାବି କରିଛନ୍ତି ସବୁ ଦଳ । ଓଡ଼ିଶା ବିଧାନସଭାରେ ଦାବି ପରେ ନୂଆ କମିଟି ଗଠନ କରିଛନ୍ତି ବାଚସ୍ପତି । ବିଧାୟକଙ୍କ ଦରମା ଅଢ଼େଇ ଲକ୍ଷ ସହ…
କେଉଁ ଖେଳରେ ସବୁଠୁ ଅଧିକ ଟଙ୍କା ମିଳେ: ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୪।୨: ଯେବେଠାରୁ ଫ୍ରାଞ୍ଚାଇଜ କ୍ରିକେଟ ଆରମ୍ଭ ହୋଇଛି, ଏହି ଖେଳରେ ଖେଳାଳିଙ୍କ ରୋଜଗାର ମଧ୍ୟ ବୃଦ୍ଧି ପାଇଛି। ଉଦାହରଣ ସ୍ବରୂପ ବିରାଟ କୋହଲିଙ୍କର ସମ୍ପତ୍ତି ମୂଲ୍ୟ ୧,୦୫୦ କୋଟି ଟଙ୍କା ବୋଲି କୁହାଯାଏ। ସେ ବିସିସିଆଇଠାରୁ ବାର୍ଷିକ ୭ କୋଟି ଟଙ୍କା…
ବରୁଣଙ୍କୁ ମିଳିଲା ବଡ଼ ପୁରସ୍କାର: ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ…
ନୂଆଦିଲ୍ଲୀ,୪।୨: ଭାରତୀୟ ଦଳର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ସମ୍ପ୍ରତି ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଖେଳିବାର ଦେଖିବାକୁ ମିଳିଥିଲା। ବରୁଣ ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏଥିପାଇଁ ତାଙ୍କୁ ପ୍ଲେୟାର ଅଫ ଦି ସିରିଜ ପୁରସ୍କାର ଦିଆଯାଇଥିଲା। ଏବେ…
ଧାନବିକି ରଖିଥିଲେ ଟଙ୍କା, ଡିକି ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ
ପଟ୍ଟାମୁଣ୍ଡାଇ,୪।୨(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୧ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମଙ୍ଗଳବାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପନ୍ତୁରି ଗ୍ରାମର କମଳାକାନ୍ତ…
ହସ୍ପିଟାଲରେ ଲାଗିଲା ନିଆଁ
ନବରଙ୍ଗପୁର,୪।୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ପୂଜାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଙ୍ଗଳବାର ନିଆଁ ଲାଗିଯାଇଛି। ହେଲେ ଅଗ୍ନିକାଣ୍ଡରେ ରୋଗୀ ଏବଂ ସମ୍ପର୍କୀୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ପୂର୍ବାହ୍ନରେ ହସ୍ପିଟାଲରେ ବିଦ୍ୟୁତ୍ ଶଟସର୍କିଟ ହୋଇ ଅକ୍ସିଜେନ…
ଟ୍ରମ୍ପଙ୍କୁ ବଡ଼ ଝଟକା: ପ୍ରତିଶୋଧ ନେଲା ଚାଇନା, ଆମେରିକା ଛାନିଆ
ଓ୍ବାଶିଂଟନ୍, ଏବେ ବିଶ୍ୱର ଦୁଇ ମହାଶକ୍ତିଶାଳୀ ଦେଶ ଆମେରିକା ଏବଂ ଚାଇନା ମଧ୍ୟରେ ଏକ ଟାରିଫ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଶନିବାର (ଫେବୃଆରୀ ୧)ରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୧୦…
ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି, ମୁଖ୍ୟମନ୍ତ୍ରୀ ଗଠନ କଲେ କମିଟି
ଗାନ୍ଧିନଗର,୪।୨: ଉତ୍ତରାଖଣ୍ଡ ପରେ, ଏବେ ଗୁଜରାଟରେ ମଧ୍ୟ ୟୁସିସି ଶୀଘ୍ର ଲାଗୁ କରାଯାଇପାରେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ସମାନ ନାଗରିକ ସଂହିତା (UCC) ପ୍ରସ୍ତୁତ ଏବଂ ପ୍ରଣୟନ ପାଇଁ…
Archives


