Home Left

ସୁନାର ବ୍ରେସଲେଟ, ହୀରାର ମୁଦି ପିନ୍ଧି ରାଜା ହନିମୁନ ଯାଆନ୍ତୁ ବୋଲି କାହିଁକି ଜିଦ କରିଥିଲେ ସୋନମ, କାରଣ ଜାଣିଲେ…

ଶିଲଂ,୯।୬: ମେଘାଳୟରେ ହନିମୁନ ପାଇଁ ଯାଇଥିବା ଇନ୍ଦୋର ନିବାସୀ ରାଜା ରଘୁବଂଶୀଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖୁଲାସା ହେଉଛି। ମେଘାଳୟ ପୋଲିସର ଡିଜିପି କହିଛନ୍ତି ଯେ ରାଜା ରଘୁବଂଶୀଙ୍କ ହତ୍ୟା ପାଇଁ ତାଙ୍କ ପତ୍ନୀ ସମେତ…

ପାରମ୍ପରିକ ଖାଦ୍ୟରେ ମହକିଲା ବ୍ଲକ ପରିସର

କର୍ଲାମୁଣ୍ଡା:୯।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରରେ ସୋମବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ତେରେସିଙ୍ଗା ମା’ ଜଗତ ଜନନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମ ଏବଂ ଟେର୍ଚାପଲା…

ଅତିରିକ୍ତ ତହସିଲଦାରଙ୍କୁ ଅନ୍ୟତ୍ର ବଦଳି ଦାବି, ନଚେତ୍‌ ଆନ୍ଦୋଳନ

ଦାରିଙ୍ଗବାଡି,୯।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲଦାର ଧୀରଜ କୁମାର ପାତ୍ର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୋମବାର ଦାରିଙ୍ଗବାଡିର ଆଦିବାସୀ ଦଳିତ ମହାସଙ୍ଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ଭେଟି ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅଞ୍ଚଳର ଅନେକ…

ପୁଅକୁ ଦେଖିବାକୁ ଯାଇ ହଟହଟା: ଶ୍ୱଶୁର ଘର ଆଗରେ ଜ୍ବାଇଁ ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଲେ ଲୋକେ

ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ତାଲୁଆ ବାଲିକୁଦା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଶ୍ୱଶୁର ଘର ଆଗରେ ଜ୍ବାଇଁ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ମିଳିଥିବା…

୮ ବର୍ଷ ସାନ ପ୍ରେମିକ, ୨ ସନ୍ତାନର ମା’ଙ୍କୁ ୧୭ ଥର ଛୁରୀ ଭୁସି କଲେ ହତ୍ୟା, OYO Roomରେ ମିଳିଲା…

ବେଙ୍ଗାଲୁରୁ,୯।୬: ବେଙ୍ଗାଲୁରୁର ଏକ ହୋଟେଲରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ OYO ହୋଟେଲରେ ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିଲା, କିନ୍ତୁ ଏହାର ଦୁଇ ଦିନ…

ମହାପ୍ରଭୁ ନିଜେ ସବୁ କରାନ୍ତି, ସୁରୁଖୁରୁରେ ହେବ ରଥଯାତ୍ରା: ମନ୍ତ୍ରୀ

ପୁରୀ,୫ା୬: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ସୋମବାର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରଥଯାତ୍ରା ଲାଗି ପ୍ରାୟ ୮୦% ପ୍ରସ୍ତୁତି ଶେଷ ହୋଇ ସାରିଲାଣି। ଗୁଣ୍ଡିଚାରର…

ଏୟାରଫୋର୍ସ ଓ୍ବାନର ସିଡ଼ିରେ ଝୁଣ୍ଟିଲେ ଟ୍ରମ୍ପ Video Viral! ଲୋକେ କହିଲେ ବାଇଡେନଙ୍କଠାରୁ ବି…

ଓ୍ବାଶିଂଟନ,୯।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ସୋସିଆଲ ମିଡିଆରେ ଶିରୋନାମା ପାଲଟିଛନ୍ତି। ନ୍ୟୁ ଜର୍ସିର ଏୟାରଫୋର୍ସ ୱାନରେ ଚଢ଼ିବା ସମୟରେ ସେ ସିଡ଼ିରେ ଝୁଣ୍ଟି ପଡ଼ିଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ସୋସିଆଲ…

ଉଚ୍ଛେଦକୁ ବିରୋଧ କରି ରାସ୍ତାରୋକୋ:ଧାରଣାରେ ବସିଲେ ଦୋକାନୀ

ନବରଙ୍ଗପୁର, ୯।୬(ସଦାଶିବ ପ୍ରହରାଜ): ସ୍ଥାନୀୟ ମହାରାଣୀ କ୍ଳବ ଜମିରେ ବହୁ ବର୍ଷ ହେବ ସ୍ଥାନୀୟ ୧୩ ଜଣ ଦୋକାନ କରି ଆସୁଛନ୍ତି । ସେମାନଙ୍କୁ କ୍ଳବ ପକ୍ଷରୁ ଉଠିଯିବାକୁ କୁହାଯାଇଥିଲା। ତେବେ ଦୋକାନୀମାନେ କ୍ଳବକୁ ଭଡା ମଧ୍ୟ ଦେଇ ଆସୁଛନ୍ତି। ଏନେଇ…

ଠାକୁରାଣୀ ଯାତ୍ରାରେ ଅଲୌକିକ ଘଟଣା: ଲୋକେ ହେଲେ ଭାବବିହ୍ବଳ

ପୁରୁଷୋତ୍ତମପୁର,୯।୬(ସିମାଞ୍ଚଳ ମିଶ୍ର):ଗଞ୍ଜାମ ଜିଲା ପରୁଷୋତ୍ତମପୁର ଠାକୁରାଣୀଯାତ୍ରାରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ଏହା ଉପସ୍ଥିତ ହଜାର ହଜାର ଲୋକଙ୍କୁ ଚକିତ କରିଥିଲା। ଏହାକୁ ନେଇ କିଛି ସମୟପାଇଁ ଏକ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ରାତ୍ରରେ ମା’…

କାଟ୍‌ ଖାଇଲା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା: ଭୋଟ ଦେବାକୁ କେହି ଆସିଲେନି

ନବରଙ୍ଗପୁର,୯।୬(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଜନୀତିରେ ରୋଚକ ଦୃଶ୍ୟ । ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଭୋଟିଂ ବେଳେ ଅନୁପସ୍ଥିତ ରହିଲେ ସରପଞ୍ଚ ଓ ସମିତିସଭ୍ୟ। ତେନ୍ତଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ କାଟ ଖାଇଲା…

ଅଜୀର୍ଣ୍ଣ ସମସ୍ୟା ହୋଇଥିଲେ…

ଆଜିକାଲି ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ଅନେକେ ମନ ବଳାଇ ଥାଆନ୍ତି। ଏହି ସମୟରେ ନିଜ ଲୋଭକୁ ସମ୍ବରଣ କରି ନ ପାରି ଆମେ ଅଜୀର୍ଣ୍ଣ ସମସ୍ୟା ସମ୍ମୁଖୀନ ହୋଇଥାଉ। କାରଣ ସେତେବେଳେ ଜଣେ ଏଭଳି ଖାଦ୍ୟ ଖାଇଥାଆନ୍ତି…

କଣ୍ଟେନର୍‌ ଭର୍ତ୍ତି ଜାହାଜରେ ଭୟଙ୍କର ବିସ୍ଫୋରଣ, ଉଦ୍ଧାର କାର୍ଯ୍ୟ ଜାରି…

କୋଚି,୯।୬: କେରଳ ଉପକୂଳରେ ସମୁଦ୍ର ଭିତରେ ସୋମବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। କଣ୍ଟେନର୍‌ ଭର୍ତ୍ତି ଜାହାଜରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ଜାହାଜରେ ଥିବା କେତେଜଣ କ୍ରୁ ସଦସ୍ୟ ନିଖୋଜ ହୋଇଯାଇଥିବା ବେଳେ ୫ଜଣ ବିସ୍ଫୋରଣରେ ଆହତ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?