Home Left

ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ଉପରେ ପୁଣି ଭାରତକୁ ଧମକ ଦେଲେ ୟୁନୁସ୍‌, ‘ଯଦି ଏପରି ନ ହୁଏ…’

ଢାକା,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନା ଏବଂ ଅନ୍ୟମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଯଥାସମ୍ଭବ ପ୍ରୟାସ କରୁଛି। ଗୃହ ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ମହମ୍ମଦ ଜାହାଙ୍ଗୀର ଆଲମ ଚୌଧୁରୀ ବୁଧବାର ଏହି ସୂଚନା ଦେଇଛନ୍ତି।…

ଆଉ ୩ ଦିନ ଘନ କୁହୁଡ଼ି: ଏସବୁ ଜିଲାକୁ ୱାର୍ନିଂ

ଭୁବନେଶ୍ୱର, ୬।୨: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଜିଲାରେ ବର୍ଷା ହେବାର ସମ୍ଭାବନା ଥିବା ନେଇ ଗୁରୁବାର ଭାରତୀୟ ପାଣିପାଗ ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର…

Kendujhar: କଷ୍ଟ ସହି ନ ପାରି ମେଡିକାଲ ଛାତରୁ ଡେଇଁ ଜୀବନ ହାରିଲେ ରୋଗୀ

ଆନନ୍ଦପୁର,୬।୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାଇଲେସିସ କଷ୍ଟ ସହି ନ ପାରି ଜଣେ ରୋଗୀ ମେଡିକାଲ ଛାତ ଉପରୁ ଡେଇଁ ଜୀବନ ହାରିଛନ୍ତି। ମିଳିଥିବା ସୂଚନା ମୁତାବକ,…

ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟ ସଭାରେ କଂଗ୍ରେସ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୬।୨: ରାଜ୍ୟ ସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଗୁରୁବାର ଆଲୋଚନାର ଉତ୍ତର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ତାଙ୍କ ଭାଷଣରେ କହିଥିଲେ, ଶାସକ ଏବଂ ବିରୋଧୀ ଉଭୟ ପକ୍ଷ ପକ୍ଷରୁ ଆଲୋଚନା ହୋଇଥିଲା। ଏହା ପରେ ସେ କହିଲେ, ‘ସବକା…

ଫସିଗଲେ ପିକେ! ଦଳ ପାଇଁ କେଉଁଠୁ ଆସୁଛି ଟଙ୍କା, ଜେଡିୟୁ ଖୋଲିଲା ପୋଲ୍‌

ପାଟନା,୬।୨: ବିହାର ରାଜନୀତିରେ କ’ଣ ହେବ, କେବେ ଏବଂ କାହାର ଗୁପ୍ତ କଥା ପ୍ରକାଶ ପାଇବ ତାହା କେହି ଜାଣନ୍ତି ନାହିଁ। ନୂଆ ନୂଆ ରାଜନୀତିରେ ପ୍ରବେଶ କରିଥିବା ପ୍ରଶାନ୍ତ କିଶୋର ଏବେ ପ୍ରତ୍ୟେକ ରାଜନୈତିକ ଦଳର ଟାର୍ଗେଟରେ। ଏହି ସମ୍ପର୍କରେ,…

ଭାଇରାଲ ହେଲା ରାଣୀ ପ୍ରିୟଦର୍ଶିନୀଙ୍କ ଡମ୍ବରୁ ଧରି ତାଣ୍ଡବ ନାଚ: କହିଲେ ଏଥର ଖଣ୍ଡଗିରିରେ ମୁଁ କରିବି…

ଭୁବନେଶ୍ୱର,୬ା୨: ଖଣ୍ଡଗିରି ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଗୁରୁବାର ତୃତୀୟ ଦିନରେ ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନି ସହ ପୂଜାର୍ଚ୍ଚନାରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଏପରିକି ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସାଧୁସନ୍ଥମାନେ…

ଜମିବାଡି ବିବାଦକୁ ନେଇ ହତ୍ୟା: କନ୍ଧମାଳ ଗାଡିଆପଡା ଘାଟିରୁ ମିଳିଲା ଗଳିତ ମୃତଦେହ, ମୁଖ୍ୟ ଅଭିଯୁକ୍ତ ଗିରଫ

ଖଜୁରୀପଡ଼ା ୬।୨( ବିଦୁର ବେହେରା/ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟିର ପ୍ରଥମ ବୁଲାଣିରୁ ଗୁରୁବାର ଅତିରିକ୍ତ ତହସିଲଦାର ବ୍ରହ୍ମା ନନ୍ଦ ଥାଟିଙ୍କ ଉପସ୍ଥିତିରେ ପୋଲିସ ଗଳିତ ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ…

ବାହାଘର ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଆଦାନୀଙ୍କ ପୁଅ: ପ୍ରତିବର୍ଷ କରିବେ …

ନୂଆଦିଲ୍ଲୀ,୬।୨:ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଆସନ୍ତାକାଲି ବିବାହ ବନ୍ଧନରେ ଆବଦ୍ଧ ହେବେ। ସେ ତାଙ୍କ ବିବାହ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜିତ ଆଦାନୀ ବିବାହ ପୂର୍ବରୁ ପ୍ରତିବର୍ଷ ୫୦୦ ଲୋକଙ୍କ ଉପରେ…

ବନବାସୀ ଚାଷୀଙ୍କୁ ଶୋଷଣ କରୁଛନ୍ତି ବେପାରୀ, ଉପଯୁକ୍ତ ଥଇଥାନ କରିବାକୁ ଦାବି

ବାଲିଗୁଡା ,୬।୨: (ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଶାସନିକ ଅବହେଳା କାରଣରୁ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ ବନବାସୀମାନେ ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ସହରକୁ ବନଜାତ ଦ୍ରବ୍ୟ ବିକ୍ରି କରିବାକୁ ଆସୁଥିବା ବନବାସୀଙ୍କ ପାଇଁ…

ଆଶାରାମ ବାପୁଙ୍କ ଡକ୍ୟୁମେଣ୍ଟାରୀକୁ ନେଇ ଡିସ୍କଭରୀକୁ ଧମକ, ସୁପ୍ରିମକୋର୍ଟ ଦେଲେ ସୁରକ୍ଷା ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୨: ନିକଟରେ ରିଲିଜ ହୋଇଥିବା ଡକ୍ୟୁମେଣ୍ଟାରୀ ସିରିଜ ‘କଲ୍ଟ ଅଫ ଫିୟର: ଆଶାରାମ ବାପୁ’ଙ୍କ ସମ୍ପର୍କରେ ଡିସ୍କଭରି କମ୍ୟୁନିକେସନ୍ସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଆବେଦନରେ କୁହାଯାଇଛି ଯେ ଜାନୁଆରୀ ୨୯ରେ ଏହି ଡକ୍ୟୁମେଣ୍ଟାରୀ ସିରିଜ ମୁକ୍ତିଲାଭ କରିବା ପରଠାରୁ, ଡିସ୍କଭରୀ ଅଧିକାରୀ…

ପୁରୁଷ ଇସ୍ରାଏଲୀ ବନ୍ଧକଙ୍କୁ ବଳାତ୍କାର, ଛଟପଟ କରି ଜୀବନ ନେଲା ହମାସ!

ଇସ୍ରାଏଲ,୬।୨: ହମାସ ନିଜ ଯୋଦ୍ଧାମାନଙ୍କୁ ନିର୍ଯ୍ୟାତନା ଦେଉଥିଲା ଏବଂ ହତ୍ୟା କରୁଥିଲା। ପାଲେଷ୍ଟାଇନ ଗୋଷ୍ଠୀର ଗୁପ୍ତ ଦଲିଲରେ ଏହା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ୭ ଅକ୍ଟୋବର, ୨୦୨୩ରେ ହୋଇଥିବା ଆକ୍ରମଣ ପରେ, ହମାସର ଲୋକମାନେ ପୁରୁଷ ଇସ୍ରାଏଲୀ ବନ୍ଧକମାନଙ୍କୁ ବଳାତ୍କାର…

ଭାରତୀୟଙ୍କ ପାଇଁ ଖୁସିଖବର: ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଭାରତର ନମ୍ବର ୧ ଶତ୍ରୁ ସହ କଲେ ଏମିତି…

ଓ୍ବାଶିଂଟନ୍‌,୬।୨: ଡୋନାଲ୍ଡ ଟ୍ରମ୍ପ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଖୁସି କରିବ। ଆମେରିକା ଏକ ପ୍ରକାରେ ଭାରତର ଶତ୍ରୁର ମେରୁଦଣ୍ଡ ଭାଙ୍ଗି ଦେଇଛି। ପାକିସ୍ତାନୀ ଆତଙ୍କବାଦୀମାନେ ଯେଉଁ ଭଣ୍ଡାରରୁ ଟଙ୍କା ପାଉଥିଲେ, ସେହି ଭଣ୍ଡାରକୁ ଆମେରିକା ତାଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri