Home Left

ନିଶା କାରବାରରୁ ବଢ଼ି ଚାଲିଛି ଅପରାଧ

ବରଗଡ଼,୧୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ସାଧାରଣରେ ପରିଣତ ହୋଇଯାଇଛି। ଜିଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ଯାଏ ଗଳିକନ୍ଦିରେ ଅବାଧରେ ଏହି କାରବାର ଚାଲିଛି। କଫ୍‌ ସିରପ୍‌, ଦେଶୀ ଓ ବିଦେଶୀ ମଦ, ରନ୍ଧାମଦ ଭଳି ନିଶା କାରବାର ଯୋଗୁ…

ମହାକୁମ୍ଭରେ ଅସମ୍ଭାଳ ଭିଡ଼

ପ୍ରୟାଗରାଜ,୧୧ା୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଅଭୂତପୂର୍ବ ଭିଡ଼ ହୋଇଛି। ଅସମ୍ଭାଳ ଜନ ସମାଗମ ଯୋଗୁ ପ୍ରୟାଗରାଜକୁ ସଂଲଗ୍ନ କରୁଥିବା ରାଜପଥଗୁଡ଼ିକରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଛି। ରାସ୍ତା ଉପରେ ଯାନବାହନଗୁଡ଼ିକ ଫସିରହିଥିବାରୁ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର…

‘ଶୀଘ୍ର ଜନଗଣନା କରାଅ’: ସୋନିଆ

ନୂଆଦିଲ୍ଲୀ, ୧୦।୨: ଯେତେ ଶୀଘ୍ର ସମ୍ଭବ ଜନଗଣନା କରାଇବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ସୋମବାର କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି। ଦେଶରେ ଜନଗଣନା ହେବାରେ ବିଳମ୍ବ ଘଟୁଥିବାରୁ ୧୪ କୋଟି ଲୋକ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଉପଲବ୍ଧ ଲାଭରୁ…

 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ପହଞ୍ଚିଥିଲେ ବିଧାୟକ

ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ରୁନା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅରୁଣ ପାଣିଗ୍ରାହୀ…

ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ

ରେଢାଖୋଲ ୧୦।୨(ଅଚ୍ୟୁତାନନ୍ଦ ପୁରୋହିତ): ୫୫ନଂ ଜାତୀୟ ରାଜପଥର ଚାରମାଳ ଥାନା ଅନ୍ତର୍ଗତ ବଡହିନ୍ଦୋଳ ଛକରେ ସୋମବାର ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଡହିନ୍ଦୋଳ ଗ୍ରାମର ଯାଦବ ମୁଣ୍ଡା(୭୦)। ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ…

ଆକ୍ରମଣ ମାମଲାରେ ଅଭିଯୁକ୍ତ ଦୋଷୀସାବ୍ୟସ୍ତ

ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଏକ ଆକ୍ରମଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୨୩…

ଶର୍ଟ ସର୍କିଟ ଯୋଗୁ ଘରେ ଅଗ୍ନିକାଣ୍ଡ : ୩ ଆହତ

ଛତ୍ରପୁର, ୧୦।୨(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ ବଡ଼ପୁଟି ସ୍ଥିତ ତିଅରବସା ଗ୍ରାମରେ ଜଣଙ୍କ ଘରେ ଶର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି l ଯାହା ଫଳରେ ଘରର ବିଭିନ୍ନ ଆସବାବ ପତ୍ର ନଷ୍ଟ ହେବା ସହିତ ଘରଟି ସମ୍ପୂର୍ଣ୍ଣ ପୋଡି…

ଅଜବ: Valentine Dayରେ ଏଠାରେ ଭଡ଼ାରେ ମିଳନ୍ତି ପ୍ରେମିକା, ସିଙ୍ଗଲ୍‌ ଯୁବତୀ ବି…

ଏବେ ଚାଲିଛି ଭ୍ୟାଲେଣ୍ଟାଇନ୍‌ ସପ୍ତାହ। ଏହା ପ୍ରେମର ସପ୍ତାହ ହୋଇଥିବାରୁ ସମସ୍ତେ ନିଜ ପାର୍ଟନରଙ୍କ ସହ ସମୟ ବିତାଉଛନ୍ତି, ଉପହାର ଦେଉଛନ୍ତି। ହେଲେ କିଛି ଏମିତି ଥାନ୍ତି ଯାହାଙ୍କ ଜୀବନରେ ପ୍ରେମକୁ ନେଇ ଏକ ଅଭାବୀପଣ ଥାଏ। ଯଦି ଆପଣ ଭ୍ୟାଲେଣ୍ଟାଇନ୍‌…

ପଦାକୁ ଆସିଲା ଭାଜପାର ଭିତିରି କଳି, ଅନିଲ ବିଜ୍‌ଙ୍କ ଉପରେ ଦଳ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୦।୨: ହରିୟାଣାରେ ଭାଜପା ଭିତରେ ଚାଲିଥିବା ଦ୍ୱନ୍ଦ୍ୱ ଖୋଲାଖୋଲି ଭାବରେ ସାମ୍ନାକୁ ଆସିଛି। ପ୍ରଥମ ଥର ପାଇଁ ଦଳ କଠୋରତା ଦେଖାଇଛି ଏବଂ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅନିଲ ବିଜ୍‌ଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି।…

ବିଭିନ୍ନ ଦାବି ନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୧୦ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ଜୀବିକା ମିଶନ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ (ଜିପିଏଲ୍‌ଏଫ୍‌) ଇସି ସଦସ୍ୟାଙ୍କ ପୁନର୍ଗଠନକୁ ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବି ନେଇ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର କୋକସରା ବ୍ଲକ…

ରେଲଓ୍ବେ ଅଧିକାରୀଙ୍କୁ ଠକି ଥିଲେ: ଝାଡ଼ଖଣ୍ଡରୁ ପଡ଼ିଲେ ଧରା

କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ରେଲଓ୍ବେର ଜଣେ ଅଧିକାରୀ ସାଇବର ଠକେଇର ଶିକାର ହୋଇଛନ୍ତି। ଟେଲିଗ୍ରାମ୍‌ ଆପ୍‌ ଜରିଆରେ ଆପ୍ଲେ ଭେକେସନ କମ୍ପାନୀରେ ପାର୍ଟଟାଇମ ଜବ୍‌ କଲେ ଆକର୍ଷଣୀୟ କମିଶନି ମିଳିବା ଲୋଭ ଦେଖାଇ ତାଙ୍କଠାରୁ ପର୍ଯାୟକ୍ରମେ ୬ ଲକ୍ଷ ୯୦ ହଜାର…

ପ୍ରବଳ ବିରୋଧ ପରେ ମହାମଣ୍ଡଳେଶ୍ୱର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ନୀ, ଦେଖନ୍ତୁ Video…

ନୂଆଦିଲ୍ଲୀ,୧୦।୨:  ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ନୀ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଏହି ପଦବୀ ଦିଆଯିବା ପରେ କିନ୍ନର ଆଖଡ଼ାରେ ପ୍ରବଳ ବିରୋଧ କରାଯାଇଥିଲା। ଏହାପରେ ସେ ଏହି ନିଷ୍ପତ୍ତି ନେଇଥିବା ନେଇ ଏକ ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri