Home Left

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ : ୫ ଗୁରୁତର

ଖୋର୍ଦ୍ଧା,୨।୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବୋଲଗଡ଼ ଗୋପବନ୍ଧୁ ଛକରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଗଛରେ ପିଟି ହୋଇ ୫ ଗୁରୁତର ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଘରୋଇ ବସ୍‌ (ନାରାୟଣୀ) ଏକ ଗାଡିକୁ…

୫ ଦିନ ହେଲା ରାସ୍ତା ଅବରୋଧ କରିଛି କ୍ରେନ୍‌, ଯାତାୟାତ ବାଧାପ୍ରାପ୍ତ

ବଡବିଲ, ୧୦।୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ସହର ମୁଖ୍ୟ ପ୍ରବେଶ ପଥର ଅନତି ଦୂରରେ ଏକ କ୍ରେନ ରାସ୍ତାକୁ ୫ ଦିନ ହେଲା ଅବରୋଧ କରି ରହିଛି। ହେଲେ ପରିବହନ ବିଭାଗ କିମ୍ବା ପୋଲିସ ପ୍ରଶାସନ ଉକ୍ତ କ୍ରେନ୍‌କୁ ହଟାଇବାରେ…

ବୈଠକରେ କ୍ଷୋଭ ପ୍ରକାଶ କଲେ ବିଧାୟକ, କହିଲେ କାହିଁକି ଆସିନାହାନ୍ତି ଅଧିକାରୀ

ଛତ୍ରପୁର,୧୦ା୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଛତ୍ରପୁର ପଞ୍ଚାୟତ ସମିତିର ନବମ ସମିତି ବୈଠକ ସୋମବାର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ମିଳିମିଶି କାର୍ଯ୍ୟକରିବା…

ଦିଲ୍ଲୀକୁ ମିଳିବ ନୂଆ ମହିଳା ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଭାଜପାର ମାଷ୍ଟରପ୍ଳାନ୍

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଭାଜପାର ଅଦ୍ଭୂତପୂର୍ବ ବିଜୟ ପାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜଧାନୀରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଦଳ ୭୦ ଟି ଆସନରୁ ୪୮ ଟି ଆସନ ହାସଲ କରି ଆମ ଆଦମୀ ପାର୍ଟି…

ସର୍ବସାଧାରଣ ସ୍ଥାନକୁ କବ୍‌ଜା କରିନେଉଛନ୍ତି ଲୋକେ, ହେଲେ ପୁଣି ପୁରୁଷୋତ୍ତମପୁର ପ୍ରାଣୀ ଚିକିତ୍ସାଳୟ ଉପରେ ଏନ୍‌ଏସି ପ୍ରଶାସନର ଲୋଲୁପ ଦୃଷ୍ଟି

ପୁରୁଷୋତ୍ତମପୁର,୧୦।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପରିସରରେ ବିଭିନ୍ନ ସ୍ଥାନରେ ରହିଥିବା ସର୍ବସାଧାରଣ ପଟ୍ଟା ଖାତାରେ ଥିବା ସରକାରୀ ଜାଗାମାନକୁ ଗୋଟିଏ ପରେ ଗୋଟିଏ ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତି କବ୍ଜା କରି ଦଖଲକୁ ନେବାରେ ଲାଗିଛନ୍ତି। କିଏ ବେଆଇନ ଭାବରେ…

ଅମିତ ଶାହାଙ୍କୁ ଭେଟିଲେ ପ୍ରଦୀପ ପୁରୋହିତ: ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତ୍ତି ମାନ୍ୟତା ଦାବି ଜଣାଇଲେ

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ):ବରଗଡ ଲୋକସଭା ଏମ୍‌ପି ପ୍ରଦୀପ ପୁରୋହିତ ସୋମବାର ପାର୍ଲାମେଣ୍ଟ ଭବନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପୀଠକୁ ପରିଦର୍ଶନରେ ଆସିବା ପାଇଁ ସ୍ବରାଷ୍ଟ୍ର ଆମନ୍ତ୍ରଣ କରିଥିବା ସୂଚନା ମିଳିଛି…

ପ୍ରେମିକାଙ୍କୁ ହତ୍ୟା କରି ଅଳଙ୍କାର ଲୁଟିନେଇଥିଲେ ପ୍ରେମିକ: ଏହି ବଡ଼ ରାୟ ଦେଲେ କୋର୍ଟ

ବ୍ରହ୍ମପୁର,୧୦।୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣ ଆଧାରରେ ଅଭିଯୁକ୍ତ ପାଟପୁର ଥାନା ସିନ୍ଦୁରପୂରର ମିଥୁନ ବିଷୋୟୀଙ୍କୁ ସେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ହଜାର…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ପରେ ଲାଗିଲା ବଡ଼ ଝଟ୍‌କା, ଆଉ ଚାମ୍ପିଅନ୍ସ ଟ୍ରଫି…

ନୂଆଦିଲ୍ଲୀ,୧୦।୨: ଫେବୃଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ହେଲେ ତାହା ପୂର୍ବରୁ ଅନେକ ଖେଳାଳି ଆଘାତ କାରଣରୁ ବାଦ୍‌ ପଡିଛନ୍ତି। ଏବେ ଆହତ ଖେଳାଳିଙ୍କ ତାଲିକାରେ ଆଉ ଏକ ନାମ ଯୋଡି ହୋଇଛି। ସେ ହେଲେ ଜାକବ…

ଲଣ୍ଡନରେ ଘରର ଦାମ୍‌ କେତେ…? ପିଟରସନଙ୍କୁ ପଚାରୁଥିଲେ ବିରାଟ କୋହଲି…

ନୂଆଦିଲ୍ଲୀ,୧୦।୨: କଟକରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ସମୟରେ ଫିଲ୍ଡିଂ କରୁଥିବା ସମୟରେ ବିରାଟ କୋହଲି ଇଲଂଣ୍ଡର ପୂର୍ବତନ ଭେଟେରାନ କେଭିନ୍‌ ପିଟରସେନଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। ଏହାପରେ ଲୋକେ ଉଭୟଙ୍କ ଫଟୋ ଦେଖି ନାନାଦି କଳ୍ପନା କରିଥିଲେ। ପୂର୍ବତନ କ୍ରିକେଟର…

କେଜ୍‌ରିୱାଲଙ୍କ ପରାଜୟ ପରେ ବଡ଼ ଭବିଷ୍ୟବାଣୀ କରିଦେଲେ ମମତା, କହୁ କହୁ କହିଦେଲେ ଏମିତି…

କୋଲକାତା,୧୦।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବିଧାନସଭାରେ ତାଙ୍କ ଦଳର ବିଧାୟକମାନଙ୍କୁ ଭେଟିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନର ଫଳାଫଳ ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ…

ରାହୁଲଙ୍କୁ ବରବାଦ୍‌ କରିସାରିଲେଣି ଗୌତମ ଗମ୍ଭୀର: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୧୦।୨: ରାହୁଲଙ୍କୁ ବରବାଦ୍‌ କରିସାରିଲେଣି ଗୌତମ ଗମ୍ଭୀର। ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ କ୍ରିକେଟର୍‌ କେ ଶ୍ରୀକାନ୍ତ। ଗମ୍ଭୀରଙ୍କ ରଣନୀତି ପାଇଁ ରାହୁଲ ଫ୍ଲପ୍‌ ହେଉଛନ୍ତି ଏବଂ ସେ ତାଙ୍କ କ୍ୟାରିୟର ନଷ୍ଟ କରିଦେବାରେ ଲାଗିପଡିଛନ୍ତି ବୋଲି ଶ୍ରୀକାନ୍ତ କହିଚନ୍ତି। ଇଂଲଣ୍ଡ…

ଆଉଟ୍‌ ହୋଇ ବ୍ୟାଟଧରି ଯାଉଥିଲେ ବିରାଟ: ବାଜିଲା ଛିଛିଛିରେ ନନୀ ଛି, ଉାଉ ତା ପରେ….

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ୍‌ ଇଣ୍ଡିଆ ବାରବାଟୀରେ ଦମଦାର ବିଜୟ ହାସଲ କରିଛି । ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri