Home Left

ରଜରେ ରକ୍ତର ଛିଟା: ହତ୍ୟାକଲେ ପୋଖରୀରେ ଫିଙ୍ଗିଦେଲେ, ଛଅ ଜଣଙ୍କୁ…

ପାଟଣା,୧୫।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମ ମୁଣ୍ଡାସାହି ପୋଖରୀରୁ ରବିବାର ସକାଳୁ ଜଣେ ୫୦ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ତାଙ୍କୁ ପୋଖରୀ ପାଖରେ ମଦ ବିକ୍ରି କରୁଥିବା ଏକ ପରିବାର ଲୋକେ ସଂଘବଦ୍ଧ…

ପାଇଲଟଙ୍କ ମୃତ୍ୟୁକୁ ନେଇ ଶୋକାକୂଳ ପରିବେଶ, ୪ ମାସ ତଳେ ହୋଇଥିଲେ ଯମଜ ସନ୍ତାନଙ୍କ ପିତା

ଡେରାଡୁନ,୧୫।୬: ଉତ୍ତରାଖଣ୍ଡରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜୟପୁରର ପାଇଲଟ ରାଜବୀର ସିଂହ ପ୍ରାଣ ହରାଇଛନ୍ତି। ରାଜବୀର ସିଂହ ୧୪ ବର୍ଷ ଧରି ସେନାରେ ସେବା କରିବା ପରେ ଅବସର ନେଇଥିଲେ। ସେ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ଥିଲେ। ଏବେ ମୁଖ୍ୟମନ୍ତ୍ରୀ…

ଏମିତି ନିଷ୍ପତ୍ତି ନେଲା ସୌଦି ଆରବ, ଭାରତ ସହ ୧୪ ଦେଶ ପାଇବେ ଲାଭ

ରିୟାଦ/ନୂଆଦିଲ୍ଲୀ,୧୫।୬: ହଜ -୨୦୨୫ ପରେ ସୌଦି ଆରବ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଅନ୍ୟାନ୍ୟ ୧୨ଟି ଦେଶ ପାଇଁ ବ୍ଲକ ୱାର୍କ ଭିଜା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଉଠାଇ ଦେଇଛି। ସୌଦି ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ ଏହି…

ଧର୍ମଶାଳାରେ ସ୍ଥିତି ବୁଲି ଦେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଯାଜପୁର,୧୫।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ କିଛଦିନ ହେବ ଶହଶହ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବାବେଳେ ସେଥି ମଧ୍ୟରୁ ଅନେକଙ୍କ ନମୂନା ପରୀକ୍ଷା ପରେ ହଇଜା ଚିହ୍ନଟ ହୋଇଛି। ଦିନକୁ ଦିନ ରୋଗୀମାନଙ୍କ ସଂଖ୍ୟା କମୁ ନ ଥିବା ବେଳେ…

ବିମାନ ଦୁର୍ଘଟଣାରେ କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ଏତେ ଟଙ୍କା ସହାୟତା ଘୋଷଣା କରି ହୃଦୟ ଜିତିଲା ଟାଟା ଗ୍ରୁପ

ଅହମଦାବାଦ,୧୫।୬: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଜୁନ ୧୨ ତାରିଖରେ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣାରେ ୨୭୪ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ କେବଳ ବିମାନରେ ଥିବା ଯାତ୍ରୀ ନଥିଲେ ବରଂ ବାହାରେ ଥିବା…

ଗର୍ଭବତୀ ଥିବା ସତ୍ତ୍ୱେ ଯୌତୁକ ପାଇଁ ମୋନାଲିସାଙ୍କୁ ହତ୍ୟା, ଅଭିଯୋଗ ପରେ ବନ୍ଧା ହେଲେ ସ୍ବାମୀ

ତିହିଡ,୧୫।୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମରେ ଶନିବାର ରାତିରେ ମୋନାଲିସା ଜେନା (୨୬)ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ତିହିଡି଼ ପୋଲିସ ଏହି ଘଟଣାରେ ଏକ ମକଦ୍ଦମା (ନଂ…

କ୍ରିକେଟ ନିୟମରେ ବଡ଼ ପରିବର୍ତ୍ତନ: ଏଣିକି ବାଉଣ୍ଡ୍ରି ବାହାରେ ବାରମ୍ବାର ଡେଇଁ ଫିଲ୍ଡର…

ନୂଆଦିଲ୍ଲୀ,୧୫।୬: ମେରିଲେବୋନ କ୍ରିକେଟ କ୍ଲବ (MCC) କ୍ରିକେଟ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି ଯାହା ଏହି ମାସରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ଖେଳ ନିୟମରେ ଅନ୍ତର୍ଭୁକ୍ତ ହେବ। ଏହି ନୂତନ ନିୟମ ଅନୁଯାୟୀ, ଫିଲ୍ଡରମାନେ ଆଉ ସୀମା ରେଖା…

ସାମୁଦ୍ରିକ କଟକଣା ହଟିଲା: ଡଙ୍ଗା ମଙ୍ଗ ପୂଜାର୍ଚ୍ଚନା ପରେ ମତ୍ସ୍ୟଜୀବୀଙ୍କ ସଜବାଜ

ମହାକାଳପଡ଼ା,୧୫।୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ସାଢ଼େ ୭ ମାସ ଅର୍ଥାତ୍‌ ୨୦୨୪ ନଭେମ୍ବର ପହିଲାରୁ ୨୦୨୫ ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ସାମୁଦ୍ରିକ କଟକଣା ଜାରି କରାଯାଇଥିଲା। ରବିବାର ଏହି କଟକଣା ହଟିବ। ଏଥିପାଇଁ ଶନିବାର…

ବାହା ହେବେ SRHର ମାଲିକାଣୀ କାବ୍ୟା ମାରନ? ଏମିତି କହିଲେ ମ୍ୟୁଜିସିଆନ ଅନିରୁଦ୍ଧ ରବିଚନ୍ଦର

ମୁମ୍ବାଇ,୧୫।୬: ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନଙ୍କ ବିଷୟରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ କାବ୍ୟା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତାଙ୍କ ଭବିଷ୍ୟତ ସ୍ବାମୀ ହେଉଛନ୍ତି ଅନିରୁଦ୍ଧ ରବିଚନ୍ଦର, ଯିଏ…

ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ୧୫୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ,୧୫।୬: ଶନିବାର ବିଳମ୍ବିତ ରାତିରେ ଇରାନ ଏବଂ ଇସ୍ରାଏଲ ପରସ୍ପର ଉପରେ ପୁଣି ଥରେ ଆକ୍ରମଣ କରିଛନ୍ତି। ଉଭୟ ପରସ୍ପର ଉପରେ ଅନେକ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସଂଘର୍ଷ ୪୮ ଘଣ୍ଟା ଧରି ଚାଲିଛି। ଇସ୍ରାଏଲ ଦାବି…

ମୃତ ଯାତ୍ରୀଙ୍କ DNA ଟେଷ୍ଟ ପରେ ବଡ଼ ଖୁଲାସା! ଜଣାପଡିଲା ଦୁର୍ଘଟଣାର ବଡ଼ କାରଣ

ଅହମଦାବାଦ, ୧୫।୬: ଭାରତର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୧୯ ଜଣଙ୍କ ମୃତଦେହର ଡିଏନଏ ମ୍ୟାଚ କରାଯାଇଛି। ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ପରେ ଡାକ୍ତର ଓ ଫରେନସିକ ବିଶେଷଜ୍ଞମାନେ ରକ୍ତ ନମୁନାରୁ ଡିଏନଏ ମିଳାଇବାରେ ଲାଗିଛନ୍ତି।…

ପୁଣିଥରେ ଭାଇରାଲ ହେଲେଣି ଭାଇରାଲ ଗର୍ଲ ମୋନାଲିସା,ରୋଜଗାରକୁ ନେଇ…

ମୁମ୍ବାଇ,୧୬।୫: ୨୦୨୫ର ମହାକୁମ୍ଭରେ ମାଳା ବିକ୍ରୟ କରିଥିବା ମୋନାଲିସା ଭୋଁସଲେ ଆଜି ଇଣ୍ଟରନେଟ ସେନସେସନ ପାଲଟିଛନ୍ତି। ମହାକୁମ୍ଭରୁ ଭାଇରାଲ ହେବା ପରେ ତାଙ୍କ ଭାଗ୍ୟ ଏତେ ଚମକି ଉଠିଲା ଯେ ତାଙ୍କ ପାଇଁ ଫିଲ୍ମ ଜଗତର ଦ୍ୱାର ଖୋଲିଗଲା। ସମ୍ପ୍ରତି ମୋନାଲିସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?