Home Left

ଭୁବନେଶ୍ୱର ଛାଡ଼ିଲେ ଖେଳାଳି: ଯିବେ ଅହମଦାବାଦ

ଭୁବନେଶ୍ୱର,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୪ ଉଇକେଟରେ ବିଜୟୀ ହୋଇ ସିରିଜ କବ୍‌ଜା କରିଛି। ସୋମବାର ଓଡ଼ିଶା ଗସ୍ତ…

ଆମେରିକା ଯିବା ପୂର୍ବରୁ ଟ୍ରମ୍ପଙ୍କୁ ନେଇ ମନର କଥା କହିଦେଲେ ମୋଦି

ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଫ୍ରାନ୍ସ ଏବଂ ଆମେରିକା ଗସ୍ତରେ ଯାଇଛନ୍ତି। ଫ୍ରାନ୍ସରେ ସେ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବେ। ସେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ସହ ଫ୍ରାନ୍ସରେ ପ୍ରଥମ ଭାରତୀୟ କନସୁଲେଟ ଉଦଘାଟନ କରିବା…

ହାସିନାଙ୍କୁ ଭୟ ଘାରିଲା: ୟୁନୁସ୍‌ ନେଲେ ଏହି ନିଷ୍ପତ୍ତି, ବାଂଲାଦେଶରେ ହଇଚଇ

ଢାକା,୧୦।୨: ବାଂଲାଦେଶରେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ ସମର୍ଥକଙ୍କ ବିରେଧରେ ଦମନ ଚକ୍ର ଆରମ୍ଭ କରିଛନ୍ତି। ବାଂଲାଦେଶ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ନିର୍ଦ୍ଦେଶ ପରେ ‘ଅପରେସନ ଡେଭିଲ ହଣ୍ଟ’ ନାମକ ଏକ ଅପରେଶନ ଆରମ୍ଭ କରିଛନ୍ତି।…

ହଠାତ୍‌ ରାଗିଗଲେ ହିଟ୍‌ମ୍ୟାନ୍‌: ଇସାରାରେ କହିଦେଲେ ଏମିତି କଥା

କଟକ,୧୦।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ଭାରତ ୪ ଉଇକେଟ୍‌ରେ ଜିତିଥିଲା। ତେବେ ଏହି ମ୍ୟାଚ୍‌ ଚାଲିଥିବା ସମୟରେ ଭାରତୀୟ ଅଧିନାୟକ ରୋହିତ…

ବାରବାଟୀ ଷ୍ଟାଡିୟମରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ: ସୋଫିଆ ଫିର୍ଦ୍ଦୋଶ କହିଲେ…

ଭୁବନେଶ୍ୱର,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ କିଛି ସମୟ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସୋମବାର ରାଜନୀତି ତେଜିବାରେ ଲାଗିଛି। କ୍ରୀଡ଼ା ମନ୍ତ୍ରୀଙ୍କ…

ଏହି ଝିଅଙ୍କ କଥା ଶୁଣି ମୋଦି ହୋଇଗଲେ ଆଶ୍ଚର୍ଯ୍ୟ: ପଚାରିଦେଲେ ଏହି ପ୍ରଶ୍ନ

ନୂଆଦିଲ୍ଲୀ,୧୦।୨: ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ର ୨୦୨୫ର ଅଷ୍ଟମ ସଂସ୍କରଣ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ମଧ୍ୟ ଦେଇଥିଲେ। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦି କେରଳର ଜଣେ ଝିଅର…

ବାଂଲାଦେଶ ସୀମାରେ ସନ୍ଦିଗ୍ଧ ସିଗ୍‌ନାଲ ଚିହ୍ନଟ: ବଢ଼ିଲା ଚିନ୍ତା

କୋଲକାତା,୯।୨: ଭାରତ-ବାଂଲାଦେଶ ସୀମା ଅଧୀନ ପଶ୍ଚିମବଙ୍ଗର ଦକ୍ଷିଣ ଭାଗରେ ଆମେଚ୍ୟୁର ହେମ୍‌ ରେଡିଓ ଅପରେଟରମାନେ ଗତ ୨ ମାସ ହେଲା ବେଙ୍ଗଲୀ, ଉର୍ଦ୍ଦୁ ଏବଂ ଆରବିକ୍‌ ଭାଷାରେ ସନ୍ଦିଗ୍ଧ ରେଡିଓ ସିଗ୍‌ନାଲ ପାଇଛନ୍ତି। ବିଳମ୍ବିତ ରାତିରେ ଏଭଳି ସିଗ୍‌ନାଲ ଆସୁଥିବାରୁ ଏହା…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲା ୪୭ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୧୦।୨: ପାଖେଇ ଆସୁଛି ଚାମ୍ପିଅନ୍ସ ଟ୍ରଫି ୨୦୨୫। ଦଳଗୁଡ଼ିକର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଏଥର ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ, କିନ୍ତୁ ଟିମ ଇଣ୍ଡିଆ ଏହାର ମ୍ୟାଚ ଦୁବାଇରେ ଖେଳିବ। ବର୍ତ୍ତମାନ ପାକିସ୍ତାନରେ ତିନୋଟି ଦଳ ମଧ୍ୟରେ ଏକ…

ବିଶ୍ୱ କୃମି ନାଶକ ଦିବସ: ୩୩ ହଜାରରୁ ଅଧିକ ଲୋକ ସେବନ କରିବେ ଔଷଧ

ପାଟଣା,୧୦ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସୋମବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ କୃମି ନାଶକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର…

ଦିଲ୍ଲୀ ପରେ ଏବେ ଏହି ୨ ରାଜ୍ୟ ହାତେଇବା ଭାଜପା ଲକ୍ଷ୍ୟ: ଜାଣନ୍ତୁ ମୋଦି-ଶାହାଙ୍କ ସିକ୍ରେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ.୧୦।୨: ୨୭ ବର୍ଷ ପରେ ଦିଲ୍ଲୀରେ ଭାଜପା କ୍ଷମତାକୁ ଫେରିବା ପରେ, ଏବେ ପ୍ରଶ୍ନ ଉଠୁଛି ଯେ ଭାଜପାର ପରବର୍ତ୍ତୀ ଟାର୍ଗେଟ ୨ଟି ରାଜ୍ୟ ଉପରେ ରହିଛି। ଏହି ୨ ରାଜ୍ୟ ହେଉଛି କେରଳ ଏବଂ ପଶ୍ଚିମବଙ୍ଗ। ଦିଲ୍ଲୀରେ ବିପୁଳ ସଫଳତା…

ଧରାପଡ଼ିଲେ ଆନ୍ତଃରାଜ୍ୟ ସାଇବର ଠକ, ନଗଦ ୨ ଲକ୍ଷ ଟଙ୍କା ଜବତ

କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ସାଇବର ପୋଲିସ ଦ୍ୱାରା ସୋମବାର ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରାଯିବା ସହ ତାଙ୍କ ଠାରୁ ନଗଦ ୨ ଲକ୍ଷ ଟଙ୍କା୧୦ ଟି ଚେକ୍‌ ବୁକ୍‌ ଓ ଗୋଟିଏ ମୋବାଇଲ ଜବତ କରିଥିବା ସୋମବାର ସ୍ଥାନୀୟ…

ବିବାହ ପରେ ଜାଣିବାକୁ ପାଇଲେ ସ୍ବାମୀ କିନ୍ନର, ଏବେ ଶାଶୁଘର ଆଗରେ ଧାରଣାରେ ବସିଲେ ବୋହୂ

ତିହିଡ଼ି,୧୦ା୨(ସଞ୍ଜିତ ବଳ): ଶାଶୁଘର ସାମ୍ନାରେ ଧାରଣା ଦେଇଛନ୍ତି ବୋହୂ। ବିବାହ ଆଳରେ ତାଙ୍କୁ ଠକିଦେଇଥିବା ଅଭିଯୋଗ କରି ବୋହୂ ପୁଷ୍ପାଞ୍ଜଳି ବେହେରା ସୋମବାର ପୂର୍ବାହ୍ନ ୧୧ଟାଠାରୁ ଏହି ଧାରଣା ଦେବା ସହ ଶାଶୁଘର ବିରୋଧରେ ଦଣ୍ଡ ବିଧାନ ସ୍ବରୂପ ୧କୋଟି ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri