ବସ୍ତିରେ ନିଆଁ: ଜଳିଗଲା ୩୦ ଝୁମ୍ପୁଡ଼ି
କୋଲକାତା,୯।୨: କୋଲକାତା ମହାନଗର ଅଧୀନ ନାରକେଲଡାଙ୍ଗା ଅଞ୍ଚଳରେ ଥିବା ଝୁମ୍ପୁଡ଼ି ବସ୍ତିରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନୂ୍ୟନ ୩୦ଝୁମ୍ପୁଡ଼ି ଜଳିଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୧୭ଟି ଦମକଳକୁ ନିୟୋଜିତ କରାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ୨୦୦…
ଛାତ୍ରୀଛାତ୍ର ଶିଖିଲେ, ଦେଖିଲେ ଆଉ ବୁଝିଲେ: ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଓ ପାଣିର ସୁରକ୍ଷା ନେଇ ସଚେତନ ହେଲେ
ଦାରିଙ୍ଗବାଡି, ୯ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ଜଳବାୟୁ ପରିବର୍ତ୍ତନ ଆଉ ଜଙ୍ଗଲ ଓ ପାଣିର ସୁରକ୍ଷା ନେଇ ସଚେତନ କରାଯାଉଛି। ଏଥିପାଇଁ ଛାତ୍ରୀଛାତ୍ର ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ରବିବାର…
ତ୍ରେତେୟାରେ ଲଙ୍କାରେ ନିଆଁ ଲଗାଇଥିଲା ମାଙ୍କଡ଼, ଏବେ ଆଉ ଗୋଟିଏ ମାଙ୍କଡ଼ ପୂରା ଶ୍ରୀଲଙ୍କାକୁ କରିଦେଲା ଅନ୍ଧାର
କଲମ୍ବୋ,୯ା୨: ଏପର୍ଯ୍ୟନ୍ତ ଆପଣ ମାଙ୍କଡ଼ମାନଙ୍କ ଦ୍ୱାରା ଉତ୍ପାତ ସୃଷ୍ଟି କରିବାର ଅନେକ ଖବର ଶୁଣିଥିବେ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥିବ। ପୌରାଣିକ ବିଶ୍ୱାସ ଅନୁସାରେ, ତ୍ରେତେୟାଯୁଗରେ ହନୁମାନ ଜୀ ରାବଣର ସୁନାର ଲଙ୍କାରେ ନିଆଁ ଲଗାଇ ଦେଇଥିଲେ। ଶ୍ରୀଲଙ୍କାରେ ସମାନ ଘଟଣା…
ତାମିଲନାଡୁ ଦାଦନ ଖଟିବାକୁ ଯାଇ ବାପା ଓ ପୁଅ ମୃତ: ହତ୍ୟା ଅଭିଯୋଗ ଆଣିଲେ ପରିବାର
ଭୁବନେଶ୍ୱର, ୯ା୨: ଏକ ଦୁଃଖଦ ଘଟଣା ଯାହା ଓଡିଶାର ପ୍ରବାସୀ ଶ୍ରମିକଙ୍କ ଦୁର୍ବଳତାକୁ ପୁନର୍ବାର ଉନ୍ମୋଚନ କରିଛି। ବଲାଙ୍ଗିରର ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅ ତାମିଲନାଡୁରେ ସନ୍ଦେହଜନକ ପରିସ୍ଥିତିରେ ମୃତ ଅବସ୍ଥାରେ ମିଳିଛନ୍ତି। ମୃତକଙ୍କ ନାମ ଅଭିରାମ କଟା ଏବଂ…
୩୧ ମାଓବାଦୀଙ୍କ ମୃତ୍ୟୁ ପରେ ଶାହା କହିଲେ ଯବାନଙ୍କୁ ମିଳିଛି ବଡ଼ ସଫଳତା
ନୂଆଦିଲ୍ଲୀ,୯।୨: ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲା ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୋଲିସ ଏନ୍କାଉଣ୍ଟରରେ ୩୧ ମାଓବାଦୀ ନିହତ ହୋଇଛନ୍ତି। ୩୧ ମାଓବାଦୀଙ୍କ ମୃତ୍ୟୁ ଘଟଣାକୁ ନକ୍ସଲମୁକ୍ତ ଭାରତ ଗଠନ ନେଇ ଯବାନଙ୍କୁ…
ସବୁଠୁ ବଡ଼ ବୁକେ: ଦାମ ଜାଣିଲେ…
ଉପହାରରେ ଏକ ସୁନ୍ଦର ଫୁଲର ବୁକେ ସମସ୍ତଙ୍କୁ ଭଲ ଲାଗେ। ବୁକେ ଯେତେ ବଡ଼ ଖୁସି ସେତେ ଅଧିକ ଲାଗେ। ତେବେ ନିକଟରେ ଅହମ୍ମଦାବାଦରେ ଯେଉଁ ବୁକେ ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଛି ତାକୁ ଦେଖିଲେ ତ କାହାର ବି…
ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ ୫୦ ହଜାର କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ
କେନ୍ଦୁଝର,୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ଓଡିଶାର ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ଡାକ୍ତରମାନେ ହେଉଛନ୍ତି ଭଗବାନ, ସେମାନେ ନିରନ୍ତର ଭାବେ ସେବା ଯୋଗାଇ ଦେଉଥିବାରୁ ସାଧାରଣ ଲୋକେ…
ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରେ ଲାଗିଲା ନିଆଁ, ଆୟତ୍ତ କରିବାକୁ ନାକେଦମ୍ ହେଲେଣି ଅଗ୍ନିଶମ କର୍ମଚାରୀ
କୁଆଁରମୁଣ୍ଡା,୯ା୨(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଏମ୍ଆରଏଫ୍ ୟୁନିଟ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରେ ରବିବାର ଅପରାହ୍ନରେ ନିଆଁ ଲାଗିଛି। ଘଟଣାସ୍ଥଳରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରଚେଷ୍ଟା ଜାରି ରଖିଥିଲେ ହେଁ ପ୍ରାୟ…
ପ୍ରଥମ ରୋଜଗାର ଟଙ୍କା ନେଇ କ’ଣ କୁହନ୍ତି ପ୍ରଶାସନିକ ଅଧିକାରୀ କାନନବାଳା ନାୟକ
ପିଲାଟି ଦିନରୁ ମୁଁ ଭାରି ସ୍ବାଭିମାନୀ। କାହାଠୁ କିଛି ମାଗିବାକୁ ମୋତେ ଆଦୌ ଭଲ ଲାଗେନା, ଏପରିକି ବାପା ମାଆଙ୍କୁ ମଧ୍ୟ। ପ୍ରାଥମିକ ସ୍କୁଲରେ ପଢ଼ିବା ଦିନରୁ କିଛି ନା କିଛି ରୋଜଗାର କରିବାର ପନ୍ଥା ଖୋଜୁଥାଏ। ଭାଗ୍ୟର ବିଡ଼ମ୍ବନା ମଧ୍ୟ…
ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଉ ବଢ଼ିବନି ରାଶନକାର୍ଡ E-KYC ଅବଧି, ଜାଣନ୍ତୁ ଶେଷ ତାରିଖ…
ଭୁବନେଶ୍ୱର,୯ା୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଶନ କାର୍ଡ E-KYC ଅବଧିକୁ ନେଇ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ୧୫ ତାରିଖରେ ରାଶନ କାର୍ଡ E-KYC ଅବଧି ସରିବ। ଏହା ପରେ ଆଉ ତାରିଖ ବଢ଼ାଯିବ…
ପିତ୍ତଳ କଇଁଛ ଘରେ ରହିଲେ କ’ଣ ହେବ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ସୁଖସମୃଦ୍ଧି ଓ ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଘରେ ପିତ୍ତଳର କଇଁଛ ପ୍ରତୀମା ରଖିବା ଶୁଭ ହୋଇଥାଏ। ଏହି ପ୍ରତୀମାକୁ ଘରର ଉତ୍ତର ଦିଗ କିମ୍ବା ଉତ୍ତର-ପୂର୍ବ କୋଣରେ ରଖିବା ସବୁଠୁ ଉପଯୁକ୍ତ ଅଟେ। ବିଶ୍ୱାସ ରହିଛି…
ଏସବୁ ଜିନିଷ କେବେ ରଖିବେନି ଘରେ, ରଖିଲେ ମାଡ଼ି ଆସିବ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଆମେ ଜାଣତରେ ହେଉ କି ଅଜାଣତରେ ଏମିତି କିଛି ଅଦରକାରୀ ଜିନିଷ ଘରେ ଗଦାଇ ରଖିଥାଉ; ଯାହାର କୁପ୍ରଭାବ ଘରର ସୁଖ, ଶାନ୍ତି ଓ ସମୃଦ୍ଧି ଉପରେ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି… * ଘରେ ଯଦି ପୁରୁଣା…
Archives


