Home Left

ଏଣିକି ଫ୍ଲାଇଟ୍‌ରେ ମହଙ୍ଗା ହେବ 11A ସିଟ୍‌! ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୫।୬:ଏବେ ଆପଣ ଭାବୁଥିବେ ବିମାନରେ ଯାତ୍ରା କରିବା ସମୟରେ 11A ସିଟ ସବୁଠାରୁ ସୁରକ୍ଷିତ, ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏୟାରଲାଇନ୍ସ ଏବେ ଏହି ସୁରକ୍ଷିତ ସିଟ୍‌କୁ ମହଙ୍ଗା ବିକଳ୍ପ ଭାବରେ ବିକ୍ରୟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସମ୍ପ୍ରତି,…

ଅମାନବୀୟ କାଣ୍ଡ, କୋଠରୀରେ ବନ୍ଦ କରି ୧୦୦ ଲୋକଙ୍କୁ ଜୀବନ୍ତ ଜାଳିଦେଲେ ବନ୍ଧୁକଧାରୀ

ଅବୁଜା,୧୫।୬: ନାଇଜେରିଆର କେନ୍ଦ୍ରୀୟ ବେନୁ ରାଜ୍ୟର ୟେଲେୱାଟା ଗାଁରେ ଏକ ଭୟଙ୍କର ଘଟଣା ଘଟିଛି। ବନ୍ଧୁକଧାରୀମାନେ ଏହି ଗାଁରେ ଅତି କମରେ ୧୦୦ ଜଣଙ୍କୁ ହତ୍ୟା କରିଛନ୍ତି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ନାଇଜେରିଆ ଶନିବାର ଏହି ସୂଚନା ଦେଇଛି। ଆମ୍ନେଷ୍ଟି ସୋସିଆଲ ମିଡିଆ…

ତ୍ରିରଙ୍ଗା ଯାତ୍ରା ପରେ ରୋଡ୍‌ ଶୋ’ କରିବେ ମୋଦି

ଭୁବନେଶ୍ୱର,୧୫।୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ସେ ଭୁବନେଶ୍ବରରେ ଏକ ରୋଡ୍‌ ଶୋ’ କରିବା କାର୍ଯ୍ୟକ୍ରମ ରହିଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଛନ୍ତି। ଜୁନ୍‌…

‘ଜୁଲାଇ ୬ ସୁଦ୍ଧା ରତ୍ନଭଣ୍ଡାର କାମ ଶେଷ କର’

ପୁରୀ,୧୫।୬(ଅଜିତ୍‌ କୁମାର ମହାନ୍ତି): ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ ପତ୍ର ଲେଖିଛନ୍ତି। ଆଗାମୀ ରଥଯାତ୍ରା ସମୟରେ ମିଳିବାକୁ…

‘ଆକ୍ରମଣ ବନ୍ଦ ହେବନି, ବରବାଦ ହେବ ଇରାନ’, କିଛି ବଡ଼ ଘଟଣା ଘଟାଇବ କି ଇସ୍ରାଏଲ?

ଜେରୁଜେଲମ,୧୫।୬: ରବିବାର ଇସ୍ରାଏଲ ଏବଂ ଇରାନ ପରସ୍ପର ଉପରେ ନୂଆ ଆକ୍ରମଣ ଆରମ୍ଭ କରି ଏକ ବ୍ୟାପକ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି। ବିଶ୍ୱର ସର୍ବବୃହତ ଗ୍ୟାସ କ୍ଷେତ୍ର ଉପରେ ଆକ୍ରମଣ କରି ଇସ୍ରାଏଲ ଇରାନ ବିରୁଦ୍ଧରେ ତା’ର ଆଶ୍ଚର୍ଯ୍ୟଜନକ ଅଭିଯାନକୁ…

ରହସ୍ୟମୟ 11A ସିଟ୍‌, ବଞ୍ଚିଯାଉଛି ଜୀବନ

ନୂଆଦିଲ୍ଲୀ,୧୫ା୬: ୩ ଦଶନ୍ଧି ଅନ୍ତରରେ ଘଟିଥିବା ୨ଟି ବିମାନ ଦୁର୍ଘଟଣାରେ ବଞ୍ଚତ୍ୟାଇଥିବା ୨ ଯାତ୍ରୀଙ୍କ ସିଟ୍‌ ନମ୍ବର ୧୧ଏ ରହିଥିବା ଜଣାପଡ଼ିଛି। ପ୍ରଥମ ଦୁର୍ଘଟଣା ୧୯୯୮ରେ ଥାଇଲାଣ୍ଡରେ ଘଟିଥିବାବେଳେ ଦ୍ୱିତୀୟଟି ୨୦୨୫ ଜୁନ୍‌ ୧୨ରେ ଭାରତର ଅହମଦାବାଦରେ ଘଟିଛି। ଉଭୟ ଦୁର୍ଘଟଣାରେ…

ତାଙ୍କ ଅନ୍ତେ

ଛୋଟ ଥିଲାବେଳେ, ତାଙ୍କ ଆଙ୍ଗୁଠି ଧରି ଚାଲିଲାବେଳେ ଲାଗୁଥିଲା ସେହି ଆଙ୍ଗୁଠିଠାରୁ ବଡ଼ ସାହାରା ଆଉ କିଛି ନାହିଁ। ତାଙ୍କ କାନ୍ଧରେ ବସି ବୁଲିଲାବେଳେ ଲାଗୁଥିଲା ଦୁନିଆର ସର୍ବୋଚ୍ଚ ଆସନରେ ବସି ଉଚ୍ଚମନା ହେବାର ଅଭିଳାଷକୁ ପୂର୍ଣ୍ଣ କରୁଥିଲି। ତାଙ୍କ ସହ…

ଅବକାରୀ ନୀତିରେ ମହିଳାଙ୍କ ସହଭାଗିତା

ଓଡ଼ିଶାରେ ବହୁଳ ମଦ କାରବାର ହେତୁ ନୂତନ ସରକାରଙ୍କ ଉପରେ ଏକ ମଦ ବିରୋଧୀ ନୀତି ପ୍ରବର୍ତ୍ତନ ପାଇଁ ପ୍ରବଳ ଜନମତ ସୃଷ୍ଟି ହେଉଥିଲା। ଏହାକୁ ନିର୍ଦ୍ଦିଷ୍ଟ ଭାବେ ଦୃଷ୍ଟିରେ ରଖି ନୂତନ ଅବକାରୀ ନୀତି ଆଗତ କରିବାକୁ ସରକାର ଯୋଜନା…

ସୁବିଧାବାଦର ସିଦ୍ଧାନ୍ତ

ଗାଜାରେ ଶୀଘ୍ର, ନିଃସର୍ତ୍ତ ତଥା ଏକ ଲମ୍ବା ଯୁଦ୍ଧ ବିରତି ଦାବି କରାଯାଇ ଜୁନ୍‌ ୧୨ରେ ଜାତିସଂଘ ସାଧାରଣ ସଭାରେ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। କ୍ଷୁଧାକୁ ଯୁଦ୍ଧର ଏକ ଅସ୍ତ୍ର ଭାବେ ଇସ୍ରାଏଲ ବ୍ୟବହାର କରୁଛି ବୋଲି ଏଥିରେ ଦର୍ଶାଯାଇଥିଲା।…

ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ: ଇସ୍ରାଏଲ୍‌

ଜେରୁଜେଲମ/ତେହରାନ୍‌,୧୫ା୬: ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ବହୁ ବର୍ଷ ଧରି କୁହୁଳୁଥିବା ଧୂଅଁା ଏବେ ନିଅଁାର ରୂପ ନେଇ ବ୍ୟାପିବାରେ ଲାଗିଛି। ୨୦୨୩ ଅକ୍ଟୋବର ୭ରୁ ହାମାସ୍‌ ସହ ଯୁଦ୍ଧରତ ଥିବା ଇସ୍ରାଏଲ୍‌ ଜୁନ୍‌ ୧୩ରେ ଇରାନ୍‌ ଉପରେ ଅତର୍କିତ ଆକ୍ରମଣ…

ବିମାନ ଦୁର୍ଘଟଣା: ଭିଡିଓ କରିଥିବା ନାବାଳକଙ୍କ ବୟାନ ରେକର୍ଡ

ଅହମଦାବାଦ,୧୪ା୬: ଅହମଦାବାଦ ବିମାନ ଦୁର୍ଘଟଣା ବେଳର ଭିଡିଓ ଶୁଟିଂ କରିଥିବା ଗୁଜରାଟର ୧୭ ବର୍ଷୀୟ ଆର୍ଯ୍ୟନ ନିଜ ଅଭିଜ୍ଞତା ସମ୍ପର୍କରେ ବୟାନ ରେକର୍ଡ କରାଇଛନ୍ତି। ମୋବାଇଲ୍‌ ଫୋନ୍‌ରେ ବିମାନ ଉଡ଼ାଣର ଭିଡିଓ କରିବା ତାଙ୍କର ଅଭ୍ୟାସ। ସେ ଅହମଦାବାଦ ଆସିଥିବା ବେଳେ…

୨ ଦିନରେ ସକ୍ରିୟ ହେବ ମୌସୁମୀ, ୭ଦିନ ବର୍ଷିବ; ଜାରି ହେଲା ଓ୍ବାର୍ନିଂ…

ଭୁବନେଶ୍ୱର,୧୪ା୬ (ଅନୁରାଧା ମହାରଣା) – ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେବଳ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ରହିଛି। ରାଜ୍ୟର ଅନ୍ୟ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ହେଉଛି। ତେବେ ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ଆହୁରି ସକ୍ରିୟ ହୋଇ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?