ଭାରତରେ ୨୯,୫୦୦ ପଞ୍ଜୀକୃତ ଡ୍ରୋନ୍ ରହିଛି
ନୂଆଦିଲ୍ଲୀ, ୧୭ା୨: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ରବିବାର ଜାରି ଆଧିକାରିକ ତଥ୍ୟ ଅନୁଯାୟୀ, ଭାରତରେ ୨୯,୫୦୦ରୁ ଅଧିକ ପଞ୍ଜୀକୃତ ଡ୍ରୋନ୍ ରହିଛି। ଗତ ଜାନୁଆରୀ ୨୯ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୪,୮୮୨ ପଞ୍ଜୀକୃତ ଡ୍ରୋନ୍ ରହିଥିବାବେଳେ…
ଅଣ୍ଡାଦେଲେ ୧୧ ହଜାର ଅଲିଭ୍ରିଡ୍ଲେ
ବ୍ରହ୍ମପୁର,୧୭ା୨(ଅଶୋକ କୁମାର ସାହୁ): ପ୍ରତ୍ୟେକ ବର୍ଷ ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିକୁ ବିରଳ ଅଲିଭ୍ରିଡ୍ଲେ କଇଁଛ ଗଣଅଣ୍ଡାଦାନ କରିବାକୁ ଆସନ୍ତି। ଡିସେମ୍ବରରୁ ଆରମ୍ଭ ହେଉଥିବା ସେମାନଙ୍କ ପ୍ରଜନନ ଋତୁ ଜାନୁଆରୀ ମାସରେ ସରିବା ପରେ ସେମାନେ ଉତ୍ତାପ ପାଇଁ…
କାର୍ତ୍ତିକଙ୍କ ବିପକ୍ଷରେ ଶ୍ରୀଲୀଲା
ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍ ଭୁଲୈୟା ୩’ ଫିଲ୍ମ ବକ୍ସ ଅଫିସ୍ରେ ଧମାଲ ମଚାଇବା ପରେ ଏବେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନୁରାଗ ବାସୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଏକ ଚଳଚ୍ଚିତ୍ରରେ କାର୍ତ୍ତିକ…
ପରୀକ୍ଷା ଦେବା ପାଇଁ ପାରାଚୁଟ୍ରେ ଉଡ଼ିଲେ
ସତାରା: ସାଧାରଣତଃ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ପାଇଁ ପରୀକ୍ଷାର୍ଥୀ ମାନେ ଘରୁ ଶୀଘ୍ର ବାହାରିଥାନ୍ତି କିମ୍ବା ପବ୍ଲିକ ଟ୍ରାନ୍ସପୋର୍ଟ ବଦଳରେ ବ୍ୟକ୍ତିଗତ ଗାଡ଼ିର ସାହାଯ୍ୟ ନେଇଥାନ୍ତି। ତେବେ ମହାରାଷ୍ଟ୍ର ସତାରା ଜିଲା ପାସାରାନି ଗ୍ରାମରେ ସମର୍ଥ ମହାନ୍ଗାଡେ ନାମକ ଜଣେ…
ବନ୍ଧାପଡ଼ିଛନ୍ତି ନାବାଳିକା, ଉଦ୍ଧାର କରିବାକୁ ମା’ବାପାଙ୍କ ନିବେଦନ
କଲମପୁର, ୧୭।୨(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକା ଦାଦନ ସର୍ଦ୍ଦାର ନିକଟରେ ବନ୍ଧା ପଡ଼ିଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ମା’ବାପା ନିବେଦନ କରି ରବିବାର କଲମପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିନଗୁର ମଣ୍ଡିପଡ଼ାରେ ବଟକୃଷ୍ଣ ଗୋପାଳ,…
ଏଇ ଭାରତରେ
ଅର୍ଥର ଲାଳସା ବେଳେବେଳେ ମଣିଷକୁ ଏଭଳି ଅନ୍ଧ କରିଦିଏ ଯେ, ସେ ନିଜ ବିବେକ ହରାଇବସେ। ସେଥିପାଇଁ ତ ଟଙ୍କା ଲୋଭରେ ମୃତ ପିତାଙ୍କୁ କାଗଜପତ୍ରରେ ୧୬ ବର୍ଷ ଧରି ଜୀବିତ ରଖି ପାରିଛନ୍ତି ଜଣେ ପୁତ୍ର। ଏଭଳି ଏକ ଘଟଣା…
ଡର ପ୍ରସଙ୍ଗ
ଦୈନନ୍ଦିନ ଜୀବନରେ ଊଣାଅଧିକେ ଡର ରହୁଛି, ଆମ ସମସ୍ତଙ୍କ ଭିତରେ। ବସିଲେ ଡର,ଚାଲିଲେ ଡର, ପାଟି ଖୋଲିଲେ ଡର, ନୀରବ ରହିଲେ ଡର! ସୃଷ୍ଟିର ନିୟମ କହୁଛି, ଜୀବନ ସହଜ ସରଳ ସୁସଂଗତ ଢଙ୍ଗରେ ଗତିକରିବା କଥା। ଜୀବନକୁ କେନ୍ଦ୍ର କରି…
ଈଶ୍ୱର ଧର୍ମମତ ଓ ରାଷ୍ଟ୍ର
ବିଶ୍ୱ ଜନ ସମସ୍ୟା ମଧ୍ୟରେ ସଂଘର୍ଷ ଓ ବିସ୍ଥାପନ ଘଟଣା ବଡ଼ କରୁଣଦାୟକ। ବହୁ ହଜାର ଲୋକ ସଂଘର୍ଷରେ ନିହତ ହେବା ବି ଦେଖାଯାଏ। ବହୁ ଲୋକ ବିନା ଦୋଷରେ ମୃତ୍ୟୁର ଶିକାର ହୁଅନ୍ତି। ବହୁ ଲୋକ ବିଭ୍ରାନ୍ତି କାରଣରୁ ଖରାପ…
ବିନା ବାନ୍ଧବୀରେ ଚିଡ଼ିଆଖାନା ମନା
ଟୋକିଓ,୧୭।୨: ପୂର୍ବ ଜାପାନର ଟୋଚିଗି ଅଞ୍ଚଳସ୍ଥିତ ହିଲିଙ୍ଗ ପାଭିଲିଅନ ଚିଡ଼ିଆଖାନାରେ କୌଣସି ପୁରୁଷ ଏକାକୀ ଭ୍ରମଣ କରିପାରିବେ ନାହିଁ। ଚିଡ଼ିଆଖାନା ମଧ୍ୟରେ ମହିଳାଙ୍କୁ ଦୁର୍ବ୍ୟବହାର, ଅସଦାଚରଣ, ଉତ୍ପୀଡ଼ନ ଆଦି ମାମଲା ବଢ଼ୁଥିବାରୁ କର୍ତ୍ତୃପକ୍ଷ ପୁରୁଷଙ୍କ ଉପରେ ଏପରି କଟକଣା ଲଗାଇଛନ୍ତି। ଏଠାରେ…
ଲଭ୍ ଜିହାଦ ବିରୋଧରେ ମହାରାଷ୍ଟ୍ର ଆଣିବ ଆଇନ
ମୁମ୍ବାଇ,୧୭।୨: ବଳପୂର୍ବକ ଧର୍ମ ପରିବର୍ତ୍ତନ ଏବଂ ଲଭ୍ ଜିହାଦ ବିରୋଧରେ ଖୁବ୍ଶୀଘ୍ର ମହାରାଷ୍ଟ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି। ଏଥିପାଇଁ ରହିଥିବା ଦିଗଗୁଡ଼ିକୁ ଅଧ୍ୟୟନ କରିବା ଲାଗି ଶନିବାର ମହାରାଷ୍ଟ୍ର ସରକାର ରାଜ୍ୟ ଡିଜିପି ସଞ୍ଜୟ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ…
ନେତ୍ରଦାନ କରିବାକୁ ସଂକଳ୍ପ ନେଲା ପୂରା ଗାଁ
ହାଇଦ୍ରାବାଦ, ୧୭।୨: ବିଶ୍ୱରେ ସବୁଠାରୁ କମ୍ ଅଙ୍ଗଦାନ ହେଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତରେ ପ୍ରତି ଲକ୍ଷେ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ମଧ୍ୟ ଅଙ୍ଗଦାନ କରନ୍ତି ନାହିଁ। ତେବେ ତେଲଙ୍ଗାନାର ହନୁମାକୋଣ୍ଡା ଜିଲା ମୁଚେରିଲା ଗ୍ରାମରେ ଏହାର ବିପରୀତ ଘଟଣା…
ନିର୍ବାଚନ କମିଶନରେ ଆମେରିକା ଟଙ୍କା
ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୨(ପି.ଟି./ଏଜେନ୍ସି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆର୍ଥିକ ସହାୟତା ମିଳୁଥିଲା। ଟଙ୍କା ମିଳୁଥିବାବେଳେ ଜଣାପଡ଼ୁ ନ ଥିଲା। କିନ୍ତୁ ବନ୍ଦ ହୋଇଯିବା ପରେ ଏହି ବିଷୟ ରବିବାର ସାମ୍ନାକୁ ଆସିଛି। ନିର୍ବାଚନ କମିଶନଙ୍କୁ ମତଦାନ ବୃଦ୍ଧି ସକାଶେ ଆମେରିକା…
Archives


