ମା’ ଉଜଳେଶ୍ୱରୀ ମନ୍ଦିରରୁ ଚୋରି: ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍
ଛତ୍ରପୁର, ୧୩।୨(ଦିଲ୍ଲୀପ ସାମଲ):: ଏବେ ବିଭିନ୍ନ ମନ୍ଦିର ଉପରେ ଚୋରଙ୍କ ଟାର୍ଗେଟ। ବହୁ ସ୍ଥାନରେ ଏବେ ମନ୍ଦିରଗୁଡିକରେ ଦୃର୍ବୃତ୍ତମାନେ ଚୋରି କରୁଥିବା ଦେଖିବାକୁ ମିଳୁଛି। ଛତ୍ରପୁର ଜାତୀୟ ରାଜପଥ କଡରେ ଥିବା ମା’ ଉଜଳେଶ୍ୱରୀ ମନ୍ଦିରରୁ ଚୋରି ହୋଇଥିବା ଥାନାରେ ଆଜି…
ଯୁବକଙ୍କୁ ଭଙ୍ଗା କାଚ ବୋତଲରେ ଆକ୍ରମଣ: ଅଭିଯୁକ୍ତ ଗିରଫ
ହିଞ୍ଜିଳିକାଟୁ, ୧୩।୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଖଣ୍ଡରା ଗାଁରେ ଗୁରୁବାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଭଙ୍ଗା କାଚ ବୋତଲରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।…
ସହରରେ ଜବରଦଖଲ ଉଚ୍ଛେଦ ଆରମ୍ଭ: ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଉପରେ ସଭିଁଙ୍କ ନଜର
ବରଗଡ଼,୧୩।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ଭିଏସଏସ ନଗରରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରାସ୍ତାପାର୍ଶ୍ୱ ସରକାରୀ ଜମିରେ ରହିଥିବା ଦୋକାନ, ଠେଲା ଆଦି ଗୁଡ଼ିକୁ ହଟାଇ ଦିଆଯାଇଛି। ସେହିପରି ସରକାରୀ ଜମିକୁ ମାଡ଼ି ଆସି ଆସିଥିବା…
Shocking News: ଫୋନ ବ୍ୟବହାର କରିବାକୁ ମା’ ବାରଣ କଲେ ବୋଲି ଦଶମ ଶ୍ରେଣୀ ଛାତ୍ରୀ କଲେ ଏମିତି…
ବେଙ୍ଗାଲୁରୁ,୧୩।୨: ବେଙ୍ଗାଲୁରୁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ୨୦ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୋବାଇଲ ଫୋନ ବ୍ୟବହାର କରିବାକୁ ବାରଣ କରିବାରୁ ଝିଅଟିକୁ ତାଙ୍କ ମାଆ…
୧୫ ପ୍ଲଟ୍, କାଜୁ ପ୍ରୋସେସିଂ ୟୁନିଟ୍ ସହ ରହିଛି ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି
କୋରାପୁଟ/କୋଟପାଡ଼,୧୩ା୨(ଅମିତାଭ ବେହେରା/କେ.ରାଜଶେଖର ରାଓ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ପକ୍ଷରୁ କୋଟପାଡ଼ ବ୍ଲକ୍ ବତାସନା ପଞ୍ଚାୟତ ଆକାଉଣ୍ଟାଣ୍ଟ ତଥା ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ପାର୍ଥସାରଥି ବିଷୋୟୀଙ୍କ ଚମ୍ପିଆସ୍ଥିତ ବାସଭବନ ସହ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ…
Champions Trophy 2025: ପରିବାରକୁ ସାଥିରେ ନେବେନି ଟିମ୍ ଇଣ୍ଡିଆ ଖେଳାଳି
ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଏବେ ଟିମ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫିରେ ତାର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେଉଛି। ଭାରତୀୟ ଦଳ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ…
ମୋଦି ଆମେରିକା ଗସ୍ତରେ ଥିବାବେଳେ ଭାରତୀୟଙ୍କୁ ବଡ଼ ଝଟକା ଦେଲେ ଟ୍ରମ୍ପ, ନେଲେ ବଡ଼ ନିଷ୍ପତ୍ତି
ୱାଶିଂଟନ, ୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପାଇଁ ଦୁଇ ଦିନିଆ ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏସବୁ ମଧ୍ୟରେ ଆମେରିକାରେ ରହୁଥିବା ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ବଡ଼…
ନବୀନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ଜୟନାରାୟଣ, କହିଲେ କେନ୍ଦ୍ର ଗୋଟେ ହୁଇସିଲ ମାରିଲେ…
ଭୁବନେଶ୍ୱର, ୧୩।୨: ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପା ମିଶିବା ଚର୍ଚ୍ଚା ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ଭାଜପା ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ କହିଛନ୍ତି, କେନ୍ଦ୍ର ହୁଇସିଲ ମାରିଲେ ବିଜେଡି ଭାଙ୍ଗିଯିବ। ସେ ଆହୁରି କହିଛନ୍ତି କାଳେ ସବୁ ଭାଜପା…
Valentine’s dayରେ ସିଙ୍ଗଲ୍ମାନଙ୍କ ପାଇଁ ଆସିଲା ବଡ଼ ଅଫର୍
ଫେବୃଆରୀ ୧୪ ଅର୍ଥାତ୍ ଆସନ୍ତାକାଲି ସାରା ବିଶ୍ୱରେ ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯିବ। ଏହି ଦିନଟି ପ୍ରେମୀଯୁଗଳଙ୍କ ପାଇଁ ସ୍ବତନ୍ତ୍ର। ଏହି ଦିନ ନିଜ ପ୍ରିୟଜନଙ୍କ ନିକଟରେ ନିଜର ଭାବନା ପ୍ରକାଶ କରିବାର ସୁଯୋଗ ମିଳିଥାଏ। ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମିକା ଏବଂ…
Video: ସାମ୍ନାକୁ ଆସିଲା କେରଳ ମେଡିକାଲ କଲେଜ ରାଗିଂର ଲୋମଟାଙ୍କୁରା ଦୃଶ୍ୟ
ନୂଆଦିଲ୍ଲୀ,୧୩।୨: କେରଳର କୋଟ୍ଟାୟମର ଏକ ନର୍ସିଂ କଲେଜର ଜୁନିଅର ଛାତ୍ରମାନଙ୍କୁ ରାଗିଂ କରିବା ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରାଯିବାର ଗୋଟିଏ ଦିନ ପରେ, ଏହି ଘଟଣାର ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। ଏହି ବିବ୍ରତକାରୀ ଭିଡିଓଟି ଜଣେ ଜୁନିଅର ଛାତ୍ରଙ୍କୁ…
ସମ୍ବିତ ପାତ୍ରଙ୍କୁ ମିଳିଲା Z ବର୍ଗର ସୁରକ୍ଷା: ଜାଣନ୍ତୁ କାହିଁକି ନିଆଗଲା ଏତେ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ,୧୩।୨: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର-ପୂର୍ବ ପ୍ରଭାରୀ ଏବଂ ଏମ୍ପି ସମ୍ବିତ ପାତ୍ରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ Z ବର୍ଗର ସୁରକ୍ଷା ଦିଆଯାଇଛି। କେବଳ ମଣିପୁରରେ ତାଙ୍କୁ ଏହି ସୁରକ୍ଷା ମିଳିବ। ଆଇବି ରିପୋର୍ଟ ଆଧାରରେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କର…
ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ
ବ୍ରାହ୍ମଣୀଗାଁ,୧୩ା୨(ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁରେ ବିକଶିତ ଗାଁ ବିକଶିତ ଓଡ଼ିଶା ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା କାର୍ଯ୍ୟକ୍ରମ ସରପଞ୍ଚ ସଂଯୁକ୍ତା ମଳିକଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ପ୍ରଧାନ, ଏଡିଓ ନିଥନୀୟଲ ଚାଲାନସେଠ, ଓ୍ବାର୍ଡ଼ମେମ୍ବର ସଭ୍ୟାସଭ୍ୟ ଏବଂ ଜନସାଧାରଣ…
Archives


