ଜାଣନ୍ତୁ କିଏ ହେଲେ ଭଞ୍ଜନଗର ବିଡିଓ , ମିଳିଲା ଦାୟିତ୍ୱ
ଭଞ୍ଜନଗର,୧୪ା୨(ବାବୁଲା ପ୍ରଧାନ): ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ବିଡିଓ ବଦଳି ତାଲିକା ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର ବିଡିଓ ଭାବେ ବେଲଗୁଣ୍ଠା ବ୍ଲକର ପୂର୍ବତନ ବିଡିଓ ଭାରତୀ ଦେବୀ ବଦଳି ହୋଇଛନ୍ତି। ପୂର୍ବରୁ ଭଞ୍ଜନଗର ବିଡ଼ିଓ…
ଅର୍କେଷ୍ଟାରେ ନାଚୁଥିଲେ ଯୁବତୀ, ହଠାତ୍ ମଥାରେ ସିନ୍ଦୂର ଦେଇ ଜୀବନସାଥୀ କରିନେଲେ ଯୁବକ, Video ଦେଖିଲେ…
ବିବାହ କାର୍ଯ୍ୟକ୍ରମରେ ଅର୍କେଷ୍ଟା ମନ ମୋହିଥାଏ। ରଙ୍ଗାରଙ୍ଗ ଗୀତ ତାଳରେ ବରଯାତ୍ରୀମାନେ ଝୁମିଥାନ୍ତି। ହେଲେ ବିହାରର ଜଣେ ଯୁବକ ଅର୍କେଷ୍ଟାରେ ନାଚୁଥିବା ଯୁବତୀଙ୍କ ପ୍ରେମରେ ପଡ଼ିବା ପରେ ବିବାହ କରିନେଇଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାହା…
କାର୍ଯ୍ୟରେ ଯୋଗଦେଲେ ନୂତନ ଥାନା ଅଧିକାରୀ
ଭଞ୍ଜନଗର,୧୪ା୨(ବାବୁଲା ପ୍ରଧାନ)- ଭଞ୍ଜନଗର ଥାନାର ନୂତନ ଥାନା ଅଧିକାରୀ ଭାବେ ଜୀବନାନନ୍ଦ ଜେନା ଶୁକ୍ରବାର ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ସହରର ବହୁ ଅନୁଷ୍ଠାନର କର୍ମକର୍ତ୍ତା ଭେଟି ସ୍ବାଗତ ଜଣାଇଛନ୍ତି। ଜେନା କ୍ରାଇମବ୍ରାଞ୍ଚରୁ ଏଠାକୁ ବଦଳି ହୋଇ ଆସିଛନ୍ତି। ସେ…
Valentine’s Day: ପ୍ରେମ ଦିବସରେ ନୂଆ ପ୍ରେମିକାଙ୍କ ନାଁ ଖୁଲାସା କଲେ Lalit Modi, ସୁସ୍ମିତା ସେନଙ୍କ ସହ ବ୍ରେକଅପ୍…
ନୂଆଦିଲ୍ଲୀ,୧୪।୨: IPL ପ୍ରତିଷ୍ଠାତା ତଥା ଏହାର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦିଙ୍କ ଲଭଷ୍ଟୋରୀରେ breakup । ଅଭିନେତ୍ରୀ Sushmita Sen ଓ ଲଲିତ ମୋଦିଙ୍କ ମଧ୍ୟରେ ଆଉ ପ୍ରେମ ସମ୍ପର୍କ ନାହିଁ । ଲଲିତ ମୋଦିଙ୍କୁ ମିଳିଛି ନୂଆ ପ୍ରେମିକା ।…
ଘରେ ଝୁଲୁଛି ତାଲା, ଦୁଇ ଦିନ ହେଲାଣି ଖୋଜୁଛି ପୋଲିସ, କେଉଁଠି ଅଛନ୍ତି Ranveer Allahabadia?
ନୂଆଦିଲ୍ଲୀ,୧୪।୨: କମେଡିଆନ୍ ସମୟ ରାଇନାଙ୍କ ଶୋ’ ’ଇଣ୍ଡିଆଜ ଗଟ ଲାଟେଣ୍ଟ’ରେ ପିତାମାତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ରଣବୀର ଆଲ୍ଲାହାବାଦିଆ ବିବାଦରେ ଫସି ଯାଇଛନ୍ତି। ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି। ପୋଲିସ ତାଙ୍କୁ ତାଙ୍କ ବୟାନ ରେକର୍ଡ କରିବା ପାଇଁ…
IPL 2025: ପ୍ରଶଂସକଙ୍କୁ ବଡ଼ ଝଟ୍କା, ଏଣିକି ମାଗଣାରେ ଦେଖିପାରିବେ ନାହିଁ ଆଇପିଏଲ୍ ମ୍ୟାଚ୍, ଗଣିବାକୁ ପଡ଼ିବ…
ନୂଆଦିଲ୍ଲୀ,୧୪।୨: ସମସ୍ତ କ୍ରିକେଟ ପ୍ରେମୀ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫିକୁ ଅପେକ୍ଷା କରିଛନ୍ତି। ଏହା ପରେ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ ଲିଗ୍ ’ଇଣ୍ଡିଆନ ପ୍ରିମିୟର ଲିଗ(IPL)’ ଆରମ୍ଭ ହେବ। ମାର୍ଚ୍ଚରୁ ଆଇପିଏଲ୍ର ପରବର୍ତ୍ତୀ ସିଜିନ ଆରମ୍ଭ ହେବାକୁ ଯାଉଛି। ହେଲେ ତାହା…
ଚଳନ୍ତା କାରରୁ ହଠାତ୍ ହୁତୁହୁତୁ ହୋଇ ଜଳିଲା ନିଆଁ, ଭିତରେ ଥିଲେ ୩ଜଣ
ହିଞ୍ଜିଳିକାଟୁ ୧୪।୨( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ଆର ଏମ ସି ଛକ ନିକଟ ଉପଖଣ୍ଡ ଚିକିତ୍ସାଳୟର ରାସ୍ତାରେ ଶୁକ୍ରବାର ଅପରାହ୍ନରେ ହଠାତ ଏକ ଚଳନ୍ତା କାର ହଠାତ ହୁତୁ ହୁତୁ ହୋଇ ଜଳିଯାଇଛି। ଭିତରେ ଥିବା ଯାତ୍ରୀ କାର ଭିତରୁ ଓହ୍ଲାଇ…
ମଦ ଜବତ, ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣ ପୁର ଗ୍ରାମର ଅଶୋକ ସାହୁଙ୍କୁ ଶୁକ୍ରବାର କେ.ନୂଆଗାଁ ଥାନା ନୂଆପଡ଼ା ପୋଲିସ ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୬୧/୨୫ ଅନୁଯାୟୀ ଜାମିନ…
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ, କଲେ ବଡ଼ ଦାବି
ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଏମପି ପ୍ରଦୀପ ପୁରୋହିତ ଶୁକ୍ରବାର ରେଳମନ୍ତ୍ରୀ Ashwini Vaishnaw ଙ୍କୁ ଭେଟିଛନ୍ତି। ରେଳମନ୍ତ୍ରୀଙ୍କଠାରେ ସେ ବିଭିନ୍ନ ଦାବି ରଖିବା ସହିତ ତାଙ୍କୁ ଏକ ଦାବିପତ୍ର ସେ ପ୍ରଦାନ କରିଛନ୍ତି। ବରଗଡ଼ରୁ ଭୁବନେଶ୍ୱରକୁ ଇଣ୍ଟରସିଟି ଟ୍ରେନ…
ଛତିଶଗଡ଼-ପଶ୍ଚିମବଙ୍ଗକୁ ବଡ଼ ଧରଣର ଗଞ୍ଜେଇ ଚାଲାଣ ଯୋଜନା ଭଣ୍ଡୁର : ୩ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ବାଲିଗୁଡା, ୧୪।୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ବାଲିଗୁଡା ବ୍ଲକ ପରମପାଙ୍ଗା ପଞ୍ଚାୟତରେ ବାଲିଗୁଡା ଥାନା ଏସଆଇ ପ୍ରମୋଦ କୁମାର ଜେନାଙ୍କ ସହ ପୋଲିସ ସଦଳବଳ ପାଟ୍ରୋଲିଂ କରୁଥିବା ବେଳେ…
Archives


