ଏହି ଆଖିର ବ୍ୟକ୍ତିବିଶେଷ ଶୀଘ୍ର ପାଆନ୍ତି ସଫଳତା, ଜାଣନ୍ତୁ ଆପଣଙ୍କର କ’ଣ?
ଆଖି ହେଉଛି ମନର ଦର୍ପଣ ଯାହାକି ଆପଣଙ୍କ ଚରିତ୍ର ଏବଂ ଆଚରଣ ବିଷୟରେ ସବୁକିଛି କହିଥାଏ। ଆପଣ ଆଖି ମାଧ୍ୟମରେ ଯେକୌଣସି ବ୍ୟକ୍ତିର ଚରିତ୍ର ବିଷୟରେ ସହଜରେ ଜାଣିପାରିବେ। ଏହା ମାଧ୍ୟମରେ, ଆପଣ ଅନ୍ୟର ମନ ପଢ଼ିବା ସହିତ ତାଙ୍କ ବ୍ୟକ୍ତିତ୍ୱ…
ଭାବୁଛନ୍ତି କି ଜଳପରୀ ! ୧୭୩ ଫୁଟ ଗଭୀର ସମୁଦ୍ର ତଳେ….
ଗଭୀର ଜଳ ଭିତରେ ଧଳାରଙ୍ଗର ପୋଷାକ ପିନ୍ଧିଥିବା ଏହି ଯୁବତୀକୁ ଦେଖି ଜଳପରୀର ଭ୍ରମ ସୃଷ୍ଟି ହେଉଥିବ। ହେଲେ ପ୍ରକୃତରେ ସେ ଜଳପରୀ ନୁହନ୍ତି ବରଂ ଜଣେ ମଡେଲ। କାନାଡାର ଫଟୋଗ୍ରାଫର ଷ୍ଟିଭେନ ହେନିଙ୍ଗ ଏବଂ ମଡେଲ ସିଆରା ଆଣ୍ଟୋତ୍ସ୍କି ଆମେରିକାର…
କୋଟିପତି ହେବାକୁ ଚାହୁଁଥିଲେ ଆପଣାନ୍ତୁ 12-15-20 ଫର୍ମୂଲା, ୨୫ରୁ ୪୦ବୟସ ମଧ୍ୟରେ ଆରମ୍ଭ କରନ୍ତୁ ନିବେଶ
ସମସ୍ତେ କମ୍ ସମୟ ମଧ୍ୟରେ ଭଲ ସଞ୍ଚୟ କରିବାକୁ ଚାହାଁନ୍ତି। ଏହା ପଛରେ ଭବିଷ୍ୟତ ବିଷୟରେ ଚିନ୍ତା ରହିଛି, ଯେଉଁଥିରେ ସବୁଠାରୁ ବଡ଼ ଚିନ୍ତା ହେଉଛି ପିଲାମାନଙ୍କର ଭବିଷ୍ୟତ ଏବଂ ନିଜ ଅବସର ବିଷୟରେ। ଯଦି ଆପଣ ମଧ୍ୟ ସମାନ ଭାବୁଛନ୍ତି,…
ନନାଙ୍କୁ ଧରାଇ ଦେଇଥିଲି ମୋ ପ୍ରଥମ ରୋଜଗାର ଟଙ୍କା
ମୋ ନନା ଥିଲେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ସେ ହିଁ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ୪ ଭାଇଭଉଣୀଙ୍କ ମଧ୍ୟରେ ମୁଁ ଥିଲି ସବୁଠାରୁ ସାନ। ସେଥିପାଇଁ ସମସ୍ତଙ୍କର ଗେହ୍ଲା। ଜମିବାଡ଼ି ଅଧିକ ଥିଲା ବୋଲି ଜେଜେବାପା ନନାଙ୍କୁ…
ଚାମ୍ପିଅନ୍ସ Trophy ପୂର୍ବରୁ ଟ୍ରାଭିସ୍ ହେଡ-ରବାଡ଼ା ସମେତ ଅନେକ ଖେଳାଳିଙ୍କୁ ବଡ଼ ଝଟ୍କା, ହଠାତ ଦଳରୁ ପଡ଼ିଲେ ବାଦ୍
ନୂଆଦିଲ୍ଲୀ,୧୬।୨: ବର୍ତ୍ତମାନ ସମୟରେ କ୍ରିକେଟ ଜଗତରେ କେବଳ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଚର୍ଚ୍ଚା ହେଉଛି। ସାରା ବିଶ୍ୱର କ୍ରିକେଟ ପ୍ରେମୀ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥିରେ ଅନେକ ବଡ଼ ଖେଳାଳି ଖେଳିବାର ନଜର ଆସିବେ। ହେଲେ…
Rain in Odisha: ୨ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ବଜ୍ରପାତ ସହ ବର୍ଷା, ୧୦ଜିଲାରେ ଛେଚିବ!
ଭୁବନେଶ୍ୱର,୧୬।୨: ରାଜ୍ୟରେ ବର୍ଷା ଆଲର୍ଟ। ଆସନ୍ତା ୧୯ ଓ ୨୦ରେ ରାଜ୍ୟରେ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ହାଲୁକା ବର୍ଷା ସହ କିଛି ସ୍ଥାନରେ ବିଜୁଳି, ଘଡ଼ଘଡି ହେବାର ସମ୍ଭାବନା ମଧ୍ୟ ରହିଛି। Weather Update on…
President’s Rule: କଂଗ୍ରେସ ଶାସନକାଳରେ ୮୮ ଥର ଲାଗିଥିଲା ରାଷ୍ଟ୍ରପତି ଶାସନ, ଏକାକି ଇନ୍ଦିରା ଲଗାଇଥିଲେ ୫୧ ଥର; ପଢ଼ନ୍ତୁ ତାଲିକା…
ଇମ୍ଫାଲ,୧୬।୨: ଜାତିଗତ ହିଂସା ଦେଇ ଗତି କରୁଥିବା ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ନେଇ ଘୋଷଣା କରାଯାଇଛି। କିଛି ଦିନ ପୂର୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଏନ୍. ବିରେନ୍ ସିଂ ଇସ୍ତଫା ଦେଇଥିଲେ। ମଣିପୁରରେ ମେଟେଇ ଏବଂ କୁକି ସମ୍ପ୍ରଦାୟ…
ମାସକୁ ଏତିକି ରୋଜଗାର କରୁଥିଲେ ମିଳିବ PM Awas ଘର, ଜାଣନ୍ତୁ ନିୟମ
ନିଜସୱ ଘର କରିବା ସମସ୍ତଙ୍କର ସୱପ୍ନ। ସମସ୍ତେ ନିଜ ସୱପ୍ନ ପାଇଁ ବହୁତ କଠିନ ପରିଶ୍ରମ କରନ୍ତି। ନିଜ ସୱର୍ଜିତ ପୁଞ୍ଜି ଜମା କରିବା ପରେ ବି ଅନେକ ଲୋକ ଘର କରିପାରୁନାହାଁନ୍ତି କି ର୍ନିମାଣ କରି ପାରୁନାହାଁନ୍ତି । ଏଥିପାଇଁ…
ଗୋଟିଏ ରାତିରେ ୩ ଚୋରି: ଦୋକାନ ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ
ବାଲିଗୁଡ଼ା,୧୬ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନରେ ଗୋଟିଏ ରାତିରେ ତିନୋଟି ସ୍ଥାନରୁ ସିରିଜ ଚୋରି ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଶନିବାର ରାତିରେ ବାଲିଗୁଡ଼ା ଟାଉନର ତହସିଲଦାରଙ୍କ କ୍ୱାର୍ଟର ସମ୍ମୁଖରେ ଥିବା ଗିରିଜା ମେଡିସିନ ଷ୍ଟୋରର ତାଲା…
ଘରେ ସୁଖଶାନ୍ତି ଚାହୁଁଥିଲେ …
ଅନେକ ସମୟରେ ଦେଖାଯାଏ, କିଛି ବିଶେଷ କାରଣ ନଥାଇ ବି ଛୋଟ ଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗେ, ସମ୍ପର୍କରେ ଫାଟ ସୃଷ୍ଟହୁଏ। ଘରୁ ସୁଖଶାନ୍ତି କୁଆଡ଼େ ହଜିଗଲା ଭଳି ଅନୁଭବ ହୁଏ। ଏ କ୍ଷେତ୍ରରେ ଘରେ କିଛି ବାସ୍ତୁଦୋଷ…
ଆସିଲା ଲିଷ୍ଟ, ଏମାନଙ୍କୁ ମିଳିବ PM Kisan ର ୧୯ତମ କିସ୍ତି, କେମିତି କରିବେ ଚେକ୍…
ଆସିଲା ଲିଷ୍ଟ, ଏମାନଙ୍କୁ ମିଳିବ PM Kisan ର ୧୯ତମ କିସ୍ତି, କେମିତି କରିବେ ଚେକ୍… ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଯଦି ଆପଣଙ୍କୁ ଟଙ୍କା ମିଳିନାହିଁ ତେବେ ଫେବୃୟାରୀ ୨୪ରେ ଖାତାକୁ ଆସିବ ୧୯ ତମ…
ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ୨ ନାବାଳକଙ୍କ ଜୀବନ ଗଲା
ବାସୁଦେବପୁର,୧୬ା୨(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନସ୍ଥ ଗୁଆଗାଁରେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ଜୀବନ ଯାଇଛି। ସେମାନେ ହେଲେ ଜ୍ୟୋତିର୍ମୟ ବେହେରା(୧୪) ଓ ରାଜେନ୍ଦ୍ର ବେହେରା(୧୬) ରବିବାର ପୂର୍ବାହ୍ନରେ ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବା ପାଇଁ ଯାଇ…
Archives


