ରାସ୍ତାରେ ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବୋଝେଇ ଟ୍ରକ
ସମ୍ବଲପୁର୩।୩:ସମ୍ବଲପୁର-ରେଢ଼ାଖୋଲ ୫୫ ନମ୍ବର ଜାତୀୟ ରାଜପଥର ହାତିବାରୀ ଟୋଲ ପ୍ଲାଜା ନିକଟରେ ଏକ ଅଘଟଣ ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବୋଝେଇ ଟ୍ରକରେ ହଠାତ୍ ନିଆଁ ଲାଗି ଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ…
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ-କଲେଜ ପାଇଁ ଆସିବ ଗାଇଡ୍ଲାଇନ୍
ଭୁବନେଶ୍ୱର,୩ା୩: ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା ଆରମ୍ଭ ହୋଇଗଲାଣି। ଫଳରେ ଜନଜୀବନ ପ୍ରଭାବିତ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସ୍କୁଲ୍-କଲେଜ ପାଇଁ ସରକାର ନୂଆ ଗାଇଡ୍ଲାଇନ୍ ଆଣିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ…
ପୂର୍ବତନ ଓ୍ବାର୍ଡମେମ୍ବରଙ୍କୁ ଗଳାକାଟି ହତ୍ୟା: ମୃତଦେହକୁ ବାଇକ୍ରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇ ରାସ୍ତାରେ ଫିଙ୍ଗି ଦେଲେ
ଗଜପତି,୩।୩(ଗିରିଧାରୀ ପରିଛା): ଗଜପତି ଜିଲା ଅଡବା ଥାନା କଟାମା ଗ୍ରାମରେ ସୋମବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପୂର୍ବତନ ୱାର୍ଡମେମ୍ବରଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଛନ୍ତି…
ଆରପାରିରେ ଶାନ୍ତିର ପ୍ରତୀକ ବାରି ବାବୁ
ଭଦ୍ରକ, ୩।୩(ସନାତନ ରାଉତ): ଭଦ୍ରକ ସହରର ଭାଇଚାରା ଓ ଶାନ୍ତିର ପ୍ରତୀକ ହାଜି ମହମ୍ମଦ ଅବଦୁଲ ବାରି (୮୫)ଙ୍କର ସୋମବାର ପବିତ୍ର ରମଜାନ ମାସର ଦିତୀୟ ଦିନ ପୂର୍ବାହ୍ନରେ ପରଲୋକ ଘଟିଛି। ଭଦ୍ରକ ଜିଲାରେ ସମସ୍ତଙ୍କ ପ୍ରିୟ ତଥା ଜାତୀୟ ସଦଭାବନା…
ଗାଁ ଦାଣ୍ଡରେ ବୁଲିଲା ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ
ଆନନ୍ଦପୁର,୩ା୩(ସୁଶାନ୍ତ କୁମାର ସାହୁ): କପିଳାସ ଅଞ୍ଚଳରୁ ଆସି ଆନନ୍ଦପୁର ଉପଖଣ୍ତରେ ଗାଁକୁ ଗାଁ ବୁଲୁଥିବା ଗୋଠଛଡ଼ା ଦନ୍ତା ରବିବାର ରାତିରେ ବିଭିନ୍ନ ଗାଁ ଗଣ୍ତା ପରିକ୍ରମା କରି ସୋମବାର ଭୋର୍ରୁ ସୁରକ୍ଷିତ ଭାବେ ଆନନ୍ଦପୁର ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥ…
ଦିନିକିଆ କ୍ରିକେଟ୍ରେ ପ୍ରଥମଥର ଘଟିଲା ଏମିତି…୨ ବୋଲର୍ କଲେ ବଡ଼ କୀର୍ତ୍ତିମାନ
ନୂଆଦିଲ୍ଲୀ,୩।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ୨ ମାର୍ଚ୍ଚରେ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ମୁହାଁମୁହିଁ ହେବେ। ଯଦିଓ ଉଭୟ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ, କିନ୍ତୁ ଏହି ମ୍ୟାଚ୍ରେ ଫଳାଫଳ ସ୍ପଷ୍ଟ କରିଦେଇଛି ସେମିଫାଇନାଲରେ କେଉଁ ଦଳ କାହା…
ଜଙ୍ଗଲ ସଫାରିର ମଜା ନେଲେ ପ୍ରଧାନମନ୍ତ୍ରୀ ମୋଦି: ସିଂହ ସହ ଉଠାଇଲେ ଫଟୋ
ନୂଆଦିଲ୍ଲୀ,୩।୩: ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଜୁନାଗଡ଼ ଜିଲାର ର୍ଗି ବନ୍ୟପ୍ରାଣୀ ଅଭୟାରଣ୍ୟରେ ଜଙ୍ଗଲ ସଫାରିର ମଜା ନେଇଥିଲେ। ସୋମନାଥରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ସାସନର ବନ ଅତିଥି ଭବନ ‘ସିଂହ…
ବିଦେଶିନୀଙ୍କ ଜଙ୍ଘରେ କରିଥିଲେ ଜଗନ୍ନାଥଙ୍କ ଟାଟୁ: ଏତଲା ପରେ କ୍ଷମା ମାଗିଲେ ଷ୍ଟୁଡିଓ ମାଲିକ
ଭୁବନେଶ୍ୱର,୩ା୩: ବିଦେଶୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ଆର୍ଟିଷ୍ଟ ଜଣକ ଏବେ ଅଡୁଆରେ ପଡ଼ିଛନ୍ତି। ଭୁବନେଶ୍ୱର ଶହୀଦନଗର ଥାନାରେ ରକି ଟାଟୁଜ ଷ୍ଟୁଡିଓ ମାଲିକ ରକି ରଞ୍ଜନ ବିଶୋଇଙ୍କ ବିରୋଧରେ କେତେଜଣ ସାମାଜିକ କର୍ମୀ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି…
ଧୂମପାନ କରୁଥିଲେ ରୁହନ୍ତୁ ସତର୍କ…
ଧୂମପାନ ଏଭଳି ଏକ ନିଶା, ଯାହା କବଳକୁ ଥରେ ଚାଲିଥଲେ ସେଥିରୁ ମୁକୁଳିବା ସହଜ ହୋଇ ନ ଥାଏ। ଏହା ଅଭ୍ୟାସରେ ପରିଣତ ହୋଇଯିବା ପରେ ପରୋକ୍ଷରେ ଅନେକ ରୋଗର କାରଣ ସାଜିଥାଏ। ଏପରିକି ଅକାଳ ମୃତ୍ୟୁକୁ ଏହା ମଧ୍ୟ ଡାକି…
ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ: ସଫେଇ ଦେଇ କହିଲେ…
ନୂଆଦିଲ୍ଲୀ,୩।୩: କଂଗ୍ରେସ ନେତ୍ରୀ ଡକ୍ଟର ଶମା ମହମ୍ମଦ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଫସିଯାଇଛନ୍ତି। ରୋହିତ ଶର୍ମାଙ୍କ ଉପରେ ତାଙ୍କର ମନ୍ତବ୍ୟ ପାଇଁ କ୍ରିକେଟ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସମାଲୋଚନା କରୁଛନ୍ତି।…
ବିଲରେ ପଡ଼ିଛି ଦନ୍ତାହାତୀ ଜିମିର ମୃତଦେହ
ଢେଙ୍କାନାଳ,୩ା୩(ରତନ ନାୟାର): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଁଳାବେରଣି ଜାମୁଝରି ନିକଟସ୍ଥ ଏକ ବିଲରେ ଦନ୍ତାହାତୀ ଜିମିର ମୃତଦେହ ସୋମବାର ସକାଳେ ବନ ବିଭାଗ ଉଦ୍ଧାର କରିଛି। ଦୁଇ ଦନ୍ତାହାତୀ ମଧ୍ୟରେ ଭୟଙ୍କର ସଂଘର୍ଷରେ ଦନ୍ତାହାତୀ ଜିମିର କ୍ଷତବିକ୍ଷତ ଅବସ୍ଥାରେ ମୃତ୍ୟୁ…
ବିଦେଶିନୀଙ୍କ ଜଙ୍ଘରେ ଜଗନ୍ନାଥ ଟାଟୁ, ଥାନାରେ ଏତଲା
ଭୁବନେଶ୍ୱର,୩ା୩(ସତ୍ୟଜିତ୍ ରାଉତ): ବିଦେଶୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ଜଣେ ଆର୍ଟିଷ୍ଟ୍ ଅଡୁଆରେ ପଡ଼ିଛନ୍ତି। ଭୁବନେଶ୍ୱର ଶହୀଦନଗର ଥାନାରେ ରକି ଟାଟୁଜ୍ ଷ୍ଟୁଡିଓର ମାଲିକ ରକି ରଞ୍ଜନ ବିଶୋଇଙ୍କ ବିରୋଧରେ ରବିବାର କେତେଜଣ ସାମାଜିକ କର୍ମୀ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ…
Archives


