Home Left

ତାତିଲେ ଜଗନ୍ନାଥପ୍ରେମୀ: ଟାଟୁ ଦୋକାନ ଆଗରେ ବିକ୍ଷୋଭ

ଭୁବନେଶ୍ୱର,୩।୩: ବିଦେଶୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରିବା ଅଡୁଆ ବଢିବାରେ ଲାଗିଛି। ଜଗନ୍ନାଥପ୍ରେମୀ ଏହି ଘଟଣାକୁ ନିନ୍ଦା କରି ସୋମବାର ସହିଦନଗରସ୍ଥିତ ଟାଟୁ ଦୋକାନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ଆଣ୍ଠେଇକି କ୍ଷମା ପ୍ରାର୍ଥନା କରିବାକୁ ଜଗନ୍ନାଥପ୍ରେମୀ…

ତୃତୀୟ ବିଶ୍ୱଯୁଦ୍ଧର ପରିଣାମ ହେବ ସବୁଠୁ ଭୟଙ୍କର, ଧ୍ୱଂସ ହୋଇଯିବ…

ମସ୍କୋ,୩।୩: ଯୁଦ୍ଧ ଯେକୌଣସି ରୂପ ନେଉ, କୌଣସି ଦେଶ ପାଇଁ କେବେବି ମଙ୍ଗଳକର ହୋଇନାହିଁ। ଏହା କେବଳ ବିନାଶ ଏବଂ ମୃତ୍ୟୁ ଘଟାଇଛି। ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇସାରିଛି, କିନ୍ତୁ ବହୁତ ସମୟ ଧରି କୁହାଯାଉଛି ଯେ ତୃତୀୟ ବିଶ୍ୱଯୁଦ୍ଧ…

KIIT ଛାତ୍ରୀ ମୃତ୍ୟୁ ଘଟଣା: ଦେବାଶିଷଙ୍କୁ ତାଗିଦ୍‌ କଲେ ପିସିସି ସଭାପତି ଭକ୍ତ ଦାସ

କଟକ,୩ା୩(ଶିଳ୍ପା ପ୍ରିୟଦର୍ଶିନୀ): କଂଗ୍ରେସ ନେତା ତଥା ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସ କିଟ ପ୍ରସଙ୍ଗ ନେଇ ତାଗିଦ କରିଛନ୍ତି। କଟକରେ ସୋମବାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟଠାରେ…

ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବି କଲେ ମା’

ଛତ୍ରପୁର,୩।୩(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଚିକିତ୍ସା ଲାଗି ଜଣେ ଝିଅର ମୃତ୍ୟୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ହେବାପରେ ଜାନୁଆରୀ ୨୮ ତାରିଖରେ ଏଡିଏମଓ ଏହାର ତଦନ୍ତ କରିଥିଲେ । ଏପରିକି ଏସମ୍ପର୍କରେ ଫେବୃଆରୀ ୩…

ଅତ୍ୟଧିକ ଋଣଭାର ନେଲା ଜୀବନ: ଆତ୍ମହତ୍ୟା କଲେ ବିଦେଶୀ, ମେଡିକାଲକୁ ଚକ୍ଷୁଦାନ କଲେ ପରିବାର

ଗଞ୍ଜାମ,୩ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଋଣ ଭାର ସହି ନ ପାରି ସେହି ଗ୍ରାମର ବିଦେଶୀ ଦଳେଇ(୫୦ ବର୍ଷ ) ମହାଶିବରାତ୍ରି ଦିନ ବିଷ ପିଇ ଦେଇଥିଲେ। ପରିବାର ଲୋକ…

ପୁଟିନଙ୍କ ସହ ବଢୁଥିବା ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଟ୍ରମ୍ପ: କହିଦେଲେ ଅସଲ କଥା

ଓ୍ବାଶିଂଟନ,୩।୩: ୟୁକ୍ରେନ ପ୍ରସଙ୍ଗରେ ରୁଷିଆ ସହିତ ତାଙ୍କର ବଢ଼ୁଥିବା ଘନିଷ୍ଠତାର ସମାଲୋଚନା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ଆସିଛି। ଆମେରିକା ଭ୍ଲାଦିମିର ପୁଟିନଙ୍କ ବିଷୟରେ କମ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି। ନିକଟରେ, ଟ୍ରମ୍ପଙ୍କର ୟୁକ୍ରେନୀୟ…

ମୁଣ୍ଡ ନୁଆଁଇଲେ ଜେଲେନସ୍କି: ଆମେରିକା ପାଇଁ କହିଲେ ଏମିତି କଥା

ଓ୍ବାଶିଂଟନ,୩।୩: ଆମେରିକାର ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିତର୍କର ତିନି ଦିନ ପରେ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରୁ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି। ଏହି ଭିଡିଓରେ, ଜେଲେନସ୍କି ଆମେରିକାର ସମର୍ଥନ…

ଘର ପୋଡ଼ିରେ ଝିଅ ଗୁରୁତର: ସହାୟତା ନିବେଦନ କଲେ ଦୃଷ୍ଟିବାଧିତ ବାପା

ଛତ୍ରପୁର,୩/୩(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିପଲ୍ଳୀ ପଞ୍ଚାୟତ ବଡପୁଟି ତିଅରବସା ଗାଁର ଗରୀବ ତଥା ଦୃଷ୍ଟିବାଧିତ ସୁଦର୍ଶନ ବେହେରାଙ୍କ ଘର ସର୍ଟସର୍କିଟରେ ଫେବୃୟାରୀ ୧୦ ତାରିଖରେ ପୋଡି ଯାଇଥିଲା । ଏଥିରେ ଘର ସମ୍ପୂର୍ଣ୍ଣ ପୋଡି ଯାଇ କ୍ଷତି…

ଭକ୍ତଙ୍କ ବଡ଼ ବୟାନ: ମୋକିମଙ୍କୁ ମିଳିବ ଗୁରୁଦାୟିତ୍ୱ

ଭୁବନେଶ୍ୱର,୩।୩: ପିସିସି ସଭାପତି ଭକ୍ତ ଚରଣ ଦାସ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଦଳରେ ଗୁରୁଦାୟିତ୍ୱ ମିଳିବ ବୋଲି ପିସିସି ସଭାପତି ଭକ୍ତ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ମୋକିମ ଦଳର ଜଣେ…

ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ କରି କ୍ଷମା ମାଗିଲେ ବିଦେଶିନୀ

ଭୁବନେଶ୍ୱର,୩ା୩: ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି କ୍ଷମା ମାଗିଛନ୍ତି ବିଦେଶିନୀ। ବିଦେଶିନୀ ଜଣକ ଏକ ଭିଡିଓ ଶେୟାର କରି ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ଅନ୍ୟପକ୍ଷେ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରାଯାଇଥିବା ନେଇ ଷ୍ଟୁଡିଓ ମାଲିକଙ୍କ…

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଟଙ୍କା ଏପର୍ଯ୍ୟନ୍ତ ଆକାଉଣ୍ଟକୁ ଆସିନି କି? କରନ୍ତୁ ଏପରି…

ନୂଆଦିଲ୍ଲୀ,୩ା୩: ସରକାର ସମ୍ପ୍ରତି କିଷାନ ଯୋଜନାର ୨୦ତମ କିସ୍ତି ଜାରି ରଖିଛନ୍ତି। କିନ୍ତୁ ଅନେକ ଚାଷୀ ଏହାର ଲାଭ ପାଇନାହାନ୍ତି। ଯେଉଁ ଚାଷୀମାନେ ଲାଭ ପାଇ ନାହାନ୍ତି, ସେମାନେ ଅଭିଯୋଗ କରିପାରିବେ। ଭାରତ ସରକାର ଦେଶର କୃଷକମାନଙ୍କ ପାଇଁ ଅନେକ ଯୋଜନା…

ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଏକଜୁଟ୍‌ ହେଲେ ପରିବେଶପ୍ରେମୀ, ପଲିଥିନ୍‌ ମୁକ୍ତ ପାଇଁ ନେଲେ ଶପଥ

ଦାରିଙ୍ଗବାଡ଼ି,୩ା୩(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିରେ ଶୀତର ମଜା ନେବା ଓ ଥଣ୍ଡା ଜଳବାୟୁକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଆସିଥାନ୍ତି। ତେବେ ସାରା ବିଶ୍ୱରେ ଜଳବାୟୁର ପରିବର୍ତ୍ତନ ହୋଇଥିବା ବେଳେ ଏହାର ପ୍ରଭାବ ଦାରିଙ୍ଗବାଡ଼ିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri