ସବୁ ଖାଇ ଚଳୁ କରିଦେଲେ: କୁବେର DFO’ଙ୍କ ଠାବ ହେଲାଣି ୧୧୫ ପ୍ଲଟ୍, ଆହୁରି…
କେନ୍ଦୁଝର,୨୦।୭: ଓଡ଼ିଶା ଭିଜିଲାନ୍ସ ଦ୍ୱାରା ରବିବାର କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନିତ୍ୟାନନ୍ଦ ନାୟକଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି (DA) ଅଭିଯୋଗରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ତଦନ୍ତରେ ତାଙ୍କ ଓ…
ବଳଙ୍ଗା ଘଟଣାରେ ପ୍ରଥମ ଥର ମୁହଁ ଖୋଲିଲେ ପୋଲିସ ଡିଜି
ପୁରୀ,୨୦।୭: ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। ରବିବାର ପୀଡ଼ିତାଙ୍କୁ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଛି। ଦିଲ୍ଲୀ AIIMSରେ ପୀଡ଼ିତାଙ୍କ…
ଇମ୍ୟୁନିଟି ବଢ଼ାଉଥିବା ଡ୍ରିଙ୍କ୍ସ, ଯାହାକୁ ପିଇଲେ ….
ବର୍ଷାଦିନେ ରୋଗପ୍ରତିରୋଧକ ଶକ୍ତି କମିଯିବା କାରଣରୁ ଅନେକଙ୍କଠାରେ ଥଣ୍ଡା, କାଶ, ଛିଙ୍କ, ଜ୍ୱର ଆଦି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏମିତି ଏକ ହେଲ୍ଦି ଡ୍ରିଙ୍କ୍ସ ବା ପାନୀୟ ସମ୍ପର୍କରେ କହିଛନ୍ତି; ଯାହାକୁ…
Video: ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅଙ୍କ ହସ୍ପିଟାଲ ‘ଭିଜିଟ ’, ଶୁଟିଂ କଲେ ‘ରିଲ୍’, ଘନେଇଲା ବିବାଦ
ରାଞ୍ଚି,୨୦।୭: ଝାଡ଼ଖଣ୍ଡରେ ରବିବାର ଏକ ରାଜନୈତିକ ବିବାଦ ସୃଷ୍ଟି ହୋଇଛି, ଯେତେବେଳେ ରାଜେନ୍ଦ୍ର ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS)ରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଇରଫାନ ଆନସାରୀଙ୍କ ପୁଅ କ୍ରିଶ ଆନସାରୀଙ୍କ ଦ୍ୱାରା କଥିତ ନିରୀକ୍ଷଣର ଏକ ଭିଡିଓ ସୋସିଆଲ…
ଅର୍ଶଦୀପ ସିଂହଙ୍କ ଆହତ ପରେ ଭାରତୀୟ ଦଳରେ ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ସାମିଲ
ମୁମ୍ବାଇ,୨୦।୭: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଚୟନ କମିଟି ଇଂଲଣ୍ଡ ଗସ୍ତରେ ଆହତ ହୋଇଥିବା ପେସର ଅର୍ଶଦୀପ ସିଂହଙ୍କ ସ୍ଥାନରେ ହରିୟାଣା ତଥା ଚେନ୍ନାଇ ସୁପର କିଙ୍ଗ୍ସର ପେସର ଆନଶୁଲ କାମ୍ବୋଜଙ୍କୁ ଦଳରେ ସାମିଲ କରିଛି। ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ସିରିଜର…
ବିବାହିତା ମହିଳାଙ୍କୁ ବଳାତ୍କାର, ଗିରଫ ହେଲେ ରାୟଗଡ଼ା ଅତିରିକ୍ତ ଅଗ୍ନିଶମ ଅଧିକାରୀ
ରାୟଗଡ଼ା,୨୦।୭(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ବଳାତ୍କାର ମାମଲାରେ ରାୟଗଡ଼ା ଟାଉନ ଥାନା ପୋଲିସ ରବିବାର ଗିରଫ କରିଛି। ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି…
ଟୋଲ୍ପ୍ଲାଜା ବୁଥ୍ ଉପରକୁ ଚଢ଼ିଗଲା କାର୍: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ବୈଶିଙ୍ଗା,୨୦ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ୍ପ୍ଲାଜା ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବାରିପଦା ପିଆର୍ଏମ୍ ମେଡିକାଲରେ ଭର୍ତ୍ତି…
ରେଲୱେରେ ଚାକିରି କରାଇବା ନାଁ ରେ ଯୁବତୀଙ୍କୁ …
ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର) ରେଲୱେରେ ଚାକିରି କରାଇବା ନାଁରେ ଜଣେ ଯୁବତୀଙ୍କଠାରୁ ୧୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମର ସଙ୍ଗୀତା ପାତ୍ର ଥାନାରେ ଏତଲା ଦେଇଛନ୍ତି । ଭାରପ୍ରାପ୍ତ ଥାନା ଆଇଆଇସି…
ବଳଙ୍ଗା ଘଟଣା: ଯୁବତୀଙ୍କ ଦେହରେ କିଏ ଲଗାଇଲା ନିଆଁ? ସାଂଘାତିକ ଖୁଲାସା କଲା!
ଭୁବନେଶ୍ୱର,୨୦।୭: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ନ ଲିଭୁଣୁ ବଳଙ୍ଗା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ଅଛି। ଶନିବାର ଏକ ଯୁବତୀଙ୍କୁ ଜାଳିଦେବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ଯୁବତୀ ଜଣଙ୍କ ୭୫ ପ୍ରତିଶତ ପୋଡିଯାଇଥିବା…
୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ଭାଇରାଲ ଭୟ ଦେଖାଇ ୫ ଲକ୍ଷ, ସୁନାଗହଣା ନେଇଗଲେ…
କୁଆଁରମୁଣ୍ଡା,୨୦।୭(ମହେନ୍ଦ୍ର କୁମାର ସାହୁ): ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିବା ଏବଂ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବା ଧମକ ଦେଇ ୫ ଲକ୍ଷ ଟଙ୍କା ଓ ସୁନାଗହଣା ଠକି ନେବା ଭଳି ସଙ୍ଗିନ ଅଭିଯୋଗ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର…
ଘରକୁ ସାଇକେଲରେ ଫେରୁଥିବା ବେଳେ ଯୁବତୀଙ୍କୁ ଅସଦାଚରଣ କରି ଯୁବକ ଫେରାର
ବଅଁରପାଳ,୨୦।୭ (ସୁବାସ ସାହୁ): ଅନୁଗୋଳ ଜିଲା ନାଲ୍କୋ ଥାନା ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟା ୩୦ରେ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଛି। ଏ ନେଇ ଥାନାରେ ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇ ନ ଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳକୁ…
ସାଉଦି ଆରବର ‘ସ୍ଲିପିଂ ପ୍ରିନ୍ସ’ଙ୍କ ଦେହାନ୍ତ; ୨୦ ବର୍ଷ ଧରି ଥିଲେ କୋମାରେ, ଜାଣନ୍ତୁ କିଏ ଥିଲେ…
ରିଆଧ,୨୦।୭: ସାଉଦୀ ଆରବର ‘ସ୍ଲିପିଂ ପ୍ରିନ୍ସ’ ଆଲୱାଲିଦ ବିନ ଖାଲିଦଙ୍କର ୨୦ ବର୍ଷ କୋମାରେ ରହିବା ପରେ ଦେହାନ୍ତ ହୋଇଛି। ସେ ସାଉଦି ରାଜ ପରିବାରର ସଦସ୍ୟ ତଥା ବିଶ୍ୱବ୍ୟାପୀ ‘ସ୍ଲିପିଂ ପ୍ରିନ୍ସ’ ନାମରେ ଜଣାଶୁଣା ଥିଲେ। ୨୦୦୫ ମସିହାରେ ମାତ୍ର…

