ଦୁଇ ନାବାଳକ ଜୀବନ୍ତ ଦଗ୍ଧ
ବୌଦ୍ଧ,୧୧।୧: ବୌଦ୍ଧ ଜିଲା ବାଉଁଶୁଣୀ ଥାନା ବଲାକିରା ଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ପୋଇଁବା ବେଳେ ୨ଜଣ ନାବାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୨ ନାବାଳକ ସମ୍ପର୍କରେ ମାମୁ ଓ ଭଣଜା ହୋଇଥିବା ସୂଚନା ମିଳିଛି।…
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା
ନୂଆଦିଲ୍ଲୀ,୧୧।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୨୯ ଜଣ ପ୍ରାର୍ଥୀଙ୍କ ନାମ ଅଛି। କରାୱାଲ ନଗରରୁ କପିଲ ମିଶ୍ରାଙ୍କୁ ଭାଜପା ଟିକେଟ ଦେଇଛି। ଭାଜପା ପୂର୍ବରୁ…
ରାଷ୍ଟ୍ରପତି ପଦ ଛାଡିବା ପୂର୍ବରୁ ଜୋ ବାଇଡେନ ଏମିତି ନିଷ୍ପତ୍ତି ନେଲେ ଯେ ବଢିଲା ଟ୍ରମ୍ପଙ୍କ ଟେନସନ!
ଓ୍ବାଶିଂଟନ,୧୧।୧: ବିଦାୟୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳର ଶେଷ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବାଇଡେନଙ୍କ ଏହି ନିଷ୍ପତ୍ତି ପ୍ରାୟ ୧୦ ଲକ୍ଷ ପ୍ରବାସୀ ନାଗରିକଙ୍କୁ ନିର୍ବାସନରୁ ରକ୍ଷା କରିଛି। ପ୍ରକୃତରେ, ବାଇଡେନ ପ୍ରଶାସନ ଭେନେଜୁଏଲା,…
ନିଜର ଭୁଲ ମାନିଲା ୟୁନୁସ ସରକାର! ୭,୨୯୪ ଲୋକଙ୍କ ମୃତ୍ୟୁକୁ ନେଇ…
ଢାକା,୧୧।୧: ବିବାଦରେ ଘେରି ରହିଥିବା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ନିଜର ବଡ଼ ଭୁଲ ସ୍ବୀକାର କରିଛି ଏବଂ ଏହାର ଦାୟିତ୍ୱ ନେଇଛି। ସଡ଼କ ପରିବହନ ଏବଂ ସେତୁ ମନ୍ତ୍ରଣାଳୟ ପରାମର୍ଶଦାତା ମହମ୍ମଦ ଫୌଜୁଲ କବୀର ଖାନ ଶନିବାର…
ଧନୁଯାତ୍ରା ମହୋତ୍ସବର ନବମ ଦିନ: ବେନିଭାଇଙ୍କୁ ମେଲାଣୀ, ଭାବବିହ୍ବଳ ହେଲେ ଗୋପପୁରବାସୀ
ମଥୁରାନଗରୀ/ଗୋପପୁର,୧୧।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ଥିଲା ନବମ ଦିବସ। ଗୋପପୁରରୁ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ଅକ୍ରୂର ମଥୁରାନଗରୀ ଅଭିମୁଖେ ବାହାରିଥିଲେ। ସେତେବେଳେ ବେନିଭାଇଙ୍କୁ ମେଲାଣି ସମୟରେ ଗୋପପୁରବାସୀ ଭାବବିହ୍ବଳ ହୋଇ ପଡିଥିବା ବେଳେ…
ଲିଙ୍କ ଉପରେ କ୍ଲିକ୍ କରିବା ପରେ ଆକାଉଣ୍ଟରୁ ଚାଲିଗଲା ୫୦ ହଜାର
ଗୋପାଳପୁର,୧୧ା୧(ନବୀନ ରାଜ ଆଚାରୀ): କିଛି ମାସ ହେଲା ରାଜ୍ୟରେ ସାଇବ ଠକେଇ ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଗୋପାଳପୁର ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଗୋପାଳପୁରରେ ରହୁଥିବା ମୁରଲୀଧର ଗୌଡ଼ ମୋବାଇଲରେ ଏସ୍ବିଆଇ କେୱାଇସି…
ଚିତା ନିଆଁରେ ଜଳିଗଲା ୩୬ ହଜାର କୋଟିର ଡ୍ରଗ୍ସ
ନିକୋବର,୧୧।୧: ଆଣ୍ଡାମାନ-ନିକୋବର ପୋଲିସ ଭାରତରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଜବତ ହୋଇଥିବା ୩୬,୦୦୦ କୋଟି ଟଙ୍କାର ଡ୍ରଗ୍ସକୁ ନଷ୍ଟ କରିବା ଆରମ୍ଭ କରିଛି। ଏହି ଅପରେସନ ଡିଜିପି ଏଚ ଏସ ଧାଲିୱାଲଙ୍କ ତତ୍ତ୍ୱାବଧାନରେ କରାଯାଉଛି। ଡିଜିପି ଧାଲିୱାଲ କହିଛନ୍ତି ଯେ ଡ୍ରଗ୍ସଗୁଡ଼ିକୁ…
‘ମୋ ପତ୍ନୀ ତ ସୁନ୍ଦର,’ L&T ଚେୟାରମ୍ୟାନଙ୍କ ବୟାନକୁ ନେଇ ମଜାଦାର ଜବାବ ଦେଲେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ,୧୧।୧: ଓ୍ବାର୍କ ଲାଇଫକୁ ବାଲାନ୍ସ କରିବା ଉପରେ ବିତର୍କ ମଧ୍ୟରେ, ଅନେକ ପ୍ରମୁଖ ଶିଳ୍ପପତି କାର୍ଯ୍ୟ ଘଣ୍ଟା ବୃଦ୍ଧି କରିବାକୁ ପରାମର୍ଶ ଦେଉଛନ୍ତି। ଏସବୁ ମଧ୍ୟରେ, ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଶନିବାର କହିଛନ୍ତି ଯେ ସେ କାର୍ଯ୍ୟ ସମୟ…
ଥମୁନି ଦାଦନ ଦୁଃଖ: ଆନ୍ଧ୍ରପ୍ରଦେଶରରେ ଓଡ଼ିଶା ଦାଦନ ଶ୍ରମିକଙ୍କ ମୃତ୍ୟୁ
କୁନ୍ଦୁରା,୧୧।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍ କେରମେଟି ପଞ୍ଚାୟତ ସଦରର ଶୁକଦେବ ଦୁରୁଆ(୨୩)ଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ସେ ୩ ମାସ ହେଲା ଆନ୍ଧ୍ରପ୍ରଦେଶର ମଚ୍ଛଲିପାଟ୍ଟନମ୍ ଅଞ୍ଚଳରେ ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲେ। ଶୁକ୍ରବାର କାର୍ଯ୍ୟ କ୍ଷେତ୍ରରେ…
ଧରାପଡିଲା ବାଂଲାଦେଶର ବଡ ଚାଲ୍, ନକଲି ଭାରତୀୟ ପାସପୋର୍ଟ ସାହାରାରେ ବିଦେଶ ଯାଉଥିଲେ…
ଢାକା/କୋଲକାତା,୧୧।୧: ପଶ୍ଚିମବଙ୍ଗରେ ବାଂଲାଦେଶୀ ନାଗରିକଙ୍କ ପାଇଁ ଏକ ନକଲି ପାସପୋର୍ଟ ତିଆରି ର଼୍ୟାକେଟର ପର୍ଦ୍ଦାଫାସ କରିବା ପରେ, କୋଲକାତା ପୋଲିସ ଏବେ ରାଜ୍ୟରେ ସ୍ଥାୟୀ ଠିକଣା ଥିବା ଅଣ-ଆବାସିକ ଭାରତୀୟ (NRI)ଙ୍କ ବର୍ତ୍ତମାନର ସ୍ଥିତି ଜାଣିବା ପାଇଁ ପ୍ରୟାସ ଜୋରଦାର କରିଛି,…
ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଉଦ୍ଘାଟିତ ବିଭିନ୍ନ ଷ୍ଟଲ ଦେଖିଲେ ଏମ୍ପି, ବିଧାୟକ
ଦାରିଙ୍ଗବାଡ଼ି, ୧୧ା୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି। ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଏହାକୁ ଉଦ୍ଘାଟନ…
ଖଣିରେ ଫସିଥିବା ୪ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଏବେବି ଫସି ରହିଛନ୍ତି ୫ଜଣ
ଗୁଆହାଟି,୧୧।୧: ଶନିବାର ଆସାମର ଉମରାଙ୍ଗସୋରେ ଘଟିଥିବା କୋଇଲା ଖଣି ଦୁର୍ଘଟଣାକୁ ୬ ଦିନ ପୁରିଗଲା। ଜିଲାରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏପର୍ଯ୍ୟନ୍ତ ଚାରି ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ଏକ କୋଇଲା ଖଣିରେ ହଠାତ୍ ବନ୍ୟା ଆସିବାରୁ ଏହି…
Archives


