ନିଦ ପୂରା ହେବା ପରେ ଅଳସୁଆ ଲାଗୁଛି କି? ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ ଏହାର ସମାଧାନ
ଯଦି ଆମେ ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇବା, ତେବେ ଆମେ ସାରା ଦିନ ସୁସ୍ଥ ଓ ଫୂର୍ତ୍ତି ଅନୁଭବ କରିଥାଉ। ନିଦ ଅଭାବରେ ଚାପ, କେଶ ଝଡ଼ିବା ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସୃଷ୍ଟି କରିପାରେ। କିନ୍ତୁ…
ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବଡ଼ ଗୁମର ଖୋଲିଦେଲେ IIT BABA! କହିଲେ ତାଙ୍କ ଆଶ୍ରମରେ ହେଉଛି…
ନୂଆଦିଲ୍ଲୀ,୬।୩: IIT BABA (ଅଭୟ ସିଂହ) ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। କିଛିଦିନ ପୂର୍ବରୁ ଆଇଆଇଟି ବାବାଙ୍କୁ ଜୟପୁର ପୋଲିସ ହେପାଜତକୁ ନେଇଥିଲା। କିନ୍ତୁ ଖୁବ ଶୀଘ୍ର ତାଙ୍କୁ ଜାମିନ ମିଳି ଯାଇଥିଲା। ଏବେ ସୋସିଆଲ ମିଡିଆରେ IIT BABA ଟ୍ରେଣ୍ଡ…
ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ, ନିଆଁ ପୁଇଁଲେ ଲୋକେ, ଆଜିର ତାପମାତ୍ରା ରହିଛି…
ଦାରିଙ୍ଗବାଡ଼ି,୬ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ ପୁଣି ଶୀତ ଫେରିଛି। ଗୁରୁବାର ଭୋର୍ରୁ ଅସହ୍ୟ ଅନୁଭୂତ ହେବା ସହ ତାପମାତ୍ରା ସର୍ବନିମ୍ନ ୧୫ ଡିଗ୍ରୀକୁ ହ୍ରାସ ପାଇଛି। ଯାହାକି ବୁଧବାର ସର୍ବନିମ୍ନ ୧୭ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଆଜି ଆଉ…
ଏହି ନିୟମକୁ ବଦଳାଇଲା EPFO, ଏବେ ନିଯୁକ୍ତିଦାତାଙ୍କ ଆବଶ୍ୟକତା ରହିବ ନାହିଁ…
ନୂଆଦିଲ୍ଲୀ,୬।୩: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟଙ୍କ ପ୍ରୋଫାଇଲ ଅପଡେଟ୍ କରିବା ପାଇଁ ଥିବା ନିୟମରେ ପରିବର୍ତ୍ତନ କରିଛି। ନୂତନ ପରିବର୍ତ୍ତନ ସହିତ EPF ସଦସ୍ୟମାନେ କୌଣସି ଡକ୍ୟୁମେଣ୍ଟ ଅପଲୋଡ ନକରି ବ୍ୟକ୍ତିଗତ ବିବରଣୀ ସହିତ ସେମାନଙ୍କର ଆଧାର ଲିଙ୍କ…
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ADJ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ
ପାଟଣାଗଡ଼,୬ା୩ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଆଉ କିଛି ଦିନ ପରେ ରାୟ ପ୍ରକାଶ ପାଇବ। ଗୁରୁବାର ଆଉ କିଛି ସମୟ ପରେ ବୟାନ ରେକର୍ଡ ପାଇଁ ପାଟଣାଗଡ଼ ଏସ୍ଡିଜେଏମ୍ କୋର୍ଟରେ…
Champions Trophyରେ ହାରିଗଲେ ବି ମାଲାମାଲ୍ ହେବେ ଟିମ୍, ଜାଣନ୍ତୁ କିଏ ପାଇବେ କେତେ କୋଟି?
ନୂଆଦିଲ୍ଲୀ,୬।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜେତା ଟିମ୍ କୋଟିପତି ହେବେ। ସେହିଭଳି ପରାଜିତ ଟିମ୍ ମଧ୍ୟ ମାଲାମାଲ ହେବେ। କାରଣ ଆଇସିସି ୨୦୧୭ ଟୁର୍ନାମେଣ୍ଟ ତୁଳନାରେ ଚଳିତ ଥର ପୁରସ୍କାର ରାଶିକୁ ୫୩% ବୃଦ୍ଧି କରିଛି। ୨୦୧୭ରେ ବିଜେତା ଟିମ୍କୁ ୧୪.୧୧…
ତାତି ବଢିଲାଣି, କମୁନି କନ୍ଧମାଳର ଶୀତ
ରାଇକିଆ,୬।୩ (ପ୍ରଦୀପ ବେହେରା): ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ତାପମାତ୍ରା ବୃଦ୍ଧି ପାଇବା ସହ ଗରମ ଅନୁଭୂତ ହେଲାଣି । ରାଜ୍ୟର ବିଭିନ୍ନ ସ୍ଥାନ ରେ ଏହା ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲା ରେ କିନ୍ତୁ ଏହି ସମୟ ରେ…
ଘରୋଇ ଅନୁଷ୍ଠାନରେ ଫି ଦେଇନପାରି ପରୀକ୍ଷାରୁ ବଞ୍ଚିତ ଘଟଣା: ଧରିତ୍ରୀରେ ଖବର ପ୍ରକାଶିତ ହେବା ପରେ ସଚିବ ଦେଲେ କଡ଼ା ନିର୍ଦ୍ଦେଶ
ଦାରିଙ୍ଗବାଡି, ୬।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ପାଦ୍ରୀ ପିଓ ଇଂଲିଶ ମିଡିୟମ ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା ଚାଲିଥିବାବେଳେ କିଛି ଛାତ୍ରୀଛାତ୍ରଙ୍କ ବିଦ୍ୟାଳୟରେ ମାସିକ ଫି’ବାବଦକୁ ବକେୟା…
ଆସିଲା ଖୁସି ଖବର, ଏତେ କମିଯିବ ପେଟ୍ରୋଲ ଦର!
ନୂଆଦିଲ୍ଲୀ,୬।୩: ଭାରତରେ ଖୁବ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇପାରେ। ଏହାର ଏକ କାରଣ ହେଉଛି ଉପସାଗରୀୟ ଦେଶ ଏବଂ ଆମେରିକାରୁ ଭଲ ଖବର ଆସିଛି। ପ୍ରକୃତରେ, ଉପସାଗରୀୟ ଦେଶଗୁଡ଼ିକରେ ଅଶୋଧିତ ତୈଳର ମୂଲ୍ୟ ଲଗାତାର ତୃତୀୟ ଦିନ…
ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପୂର୍ବରୁ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର, ୧୯ ବର୍ଷ କ୍ୟାରିୟରରେ…
ଢାକା,୬।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୯ରେ ଦୁବାଇରେ ଖେଳାଯିବ। କିନ୍ତୁ ଏହାର ୪ ଦିନ ପୂର୍ବରୁ, ବାଂଲାଦେଶୀ ଉଇକେଟକିପର-ବ୍ୟାଟ୍ସମ୍ୟାନ ମୁସଫିକର ରହିମ ଏକଦିବସୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୯ ବର୍ଷର କ୍ୟାରିୟର ପରେ ସେ ଏହି…
ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର
ବାଲେଶ୍ୱର ,୬।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନହରପାଟଣା ଛକ ନିକଟ ରାସ୍ତା ପାର୍ଶ୍ଵରେ ଗୁରୁବାର ଏକ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। ଖବର ପାଇ ରେମୁଣା ଫାଣ୍ଡି ଅଧିକାରୀ ଜିତେନ୍ଦ୍ର…
ବାଲିଆପାଳ ଜଗନ୍ନାଥ ମନ୍ଦିରରୁ ଲୁଟ, ହୁଣ୍ଡି ବାକ୍ସକୁ ଛାଡିଲେନି ଦୁର୍ବୃତ୍ତ
ବାଲେଶ୍ୱର,୬।୩(ବାଞ୍ଛାନିଧି ଦେ) : ଜଗନ୍ନାଥ ମନ୍ଦିରରୁ ଲୁଟ୍। ବିଳମ୍ବିତ ରାତିରେ ମନ୍ଦିରରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ବାଲେଶ୍ବର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଶ୍ରଦ୍ଧାକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଲୁଟ ହୋଇଥିବା ଦେଖିବାକୁ ମିଳିଛି । ଦୁର୍ବୃତ୍ତ ମାନେ…
Archives


